ଆଫଗାନିସ୍ତାନରେ ଭୂକମ୍ପ: ୨ହଜାରରୁ ଅଧିକ ମୃତ
କାବୁଲ,୮।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଗୋଟିଏ ପରେ ଗୋଟିଏ ହୋଇ ୭ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ହଜାରକୁ ବୃଦ୍ଧି ପାଇଛି। ତାଲିବାନ ମୁଖପାତ୍ର ଏପ୍ରସଙ୍ଗରେ କହିଛନ୍ତି, ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠାରୁ…
ଇସ୍ରାଏଲ୍ରୁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ନୁଶ୍ରତ
ମୁମ୍ବାଇ: ଇସ୍ରାଏଲ୍ ଉପରେ ହମାସ୍ ଆତଙ୍କବାଦୀ ଆକ୍ରମଣ କରିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲରେ ଫସି ରହିଥିବା ବଲିଉଡ୍ ଅଭିନେତ୍ରୀ ନୁଶ୍ରତ ଭାରୁଚା ଇସ୍ରାଏଲ୍ ଛାଡ଼ିଛନ୍ତି। ଖୁବ୍ଶୀଘ୍ର ସେ ଭାରତରେ ପହଞ୍ଚିବେ ବୋଲି ତାଙ୍କ ମା’…
ଗାଜା ଉପରେ ଏବେ ପର୍ଯ୍ୟନ୍ତ ୪୨୬ ଏୟାର ଷ୍ଟ୍ରାଇକ କଲାଣି ଇସ୍ରାଏଲ
ଜେରୁଜେଲମ,୮।୧୦: ଶନିବାର ଗାଜା ଷ୍ଟ୍ରିପରେ ଆରମ୍ଭ ହୋଇଥିବା ଏୟାର ଷ୍ଟ୍ରାଇକ ରବିବାର ମଧ୍ୟ ଜାରି ରହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜା ଅଞ୍ଚଳରେ ରହୁଥିବା ନାଗରିକମାନଙ୍କୁ ସ୍ଥାନାନ୍ତର କରିଛି। ଆଇଡିଏଫ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଉପରେ ୪୨୬ ଟି…
ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ବାଇଡେନଙ୍କୁ ଦାୟୀ କଲେ ଟ୍ରମ୍ପ୍
ଓ୍ବାଶିଂଟନ,୮ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ହମାସ୍ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦାୟୀ କରିଛନ୍ତି। ବାଇଡେନଙ୍କୁ ଦୁର୍ବଳତା ଯୋଗୁ ହିଂସା ଆରମ୍ଭ ହୋଇଛି ବୋଲି ଟ୍ରମ୍ପ୍ କହିଛନ୍ତି। ଏକ ରାଲିରେ ଟ୍ରମ୍ପ…
ଇସ୍ରାଏଲ ଯୁଦ୍ଧ କ୍ଷେତ୍ରରେ ରହୁଥିବା ଭାରତୀୟଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି
ଜେରୁଜେଲମ୍,୮ା୧୦: ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀ ଆକ୍ରମଣ ପରେ ରାମଲାଲାସ୍ଥିତ ପାଲେଷ୍ଟାଇନରେ ଥିବା ଭାରତର ପ୍ରତିନିଧି କାର୍ଯ୍ୟାଳୟ ସମସ୍ତ ଭାରତୀୟ ନାଗରିକଙ୍କୁ ଜରୁରୀକାଳିନ ପରିସ୍ଥିତିରେ କିମ୍ବା କୌଣସି ସାହାଯ୍ୟ ଆବଶ୍ୟକ ହେଲେ ସିଧାସଳଖ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ କହିଛନ୍ତି। ପ୍ରତିନିଧି…
ଇସ୍ରାଏଲ-ପାଲେଷ୍ଟାଇନ୍ ଲଢେଇ: ବିଫଳ ହୋଇଛି ଇସ୍ରାଏଲ ଗୁଇନ୍ଦା
ଜେରୁଜେଲମ,୮।୧୦: ପାଲେଷ୍ଟାଇନ୍ ଆତଙ୍କବାଦୀ ଗୋଷ୍ଠୀ ହମାସ୍ର ଆକ୍ରମଣରେ ଥରି ଉଠିଛି ଗାଜା ବର୍ଡର। ଇସ୍ରାଏଲ ଉପରେ ହମାସ୍ର ରକେଟ ଆକ୍ରମଣରେ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ହମାସ୍ ଗୋଷ୍ଠୀ ପାରାଗ୍ଲାଇଡ ଓ ସମୁଦ୍ର ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିଲେ।…
ବ୍ରିଟେନରେ ୧୦ ବର୍ଷ ପର୍ଯ୍ୟନ୍ତ ଘର ଭଡ଼ା ଦେଇ ପାରିବେନି ମୂଳ ଭାରତୀୟ…
ଲଣ୍ଡନ, ୮।୧୦: ବ୍ରିଟେନର ଜଣେ ମୂଳ ଭାରତୀୟ ୧୦ ବର୍ଷ ଘର ଭଡ଼ା ଦେଇ ପାରିବେନି। ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ବାସ୍ତବରେ ମୂଳ ଭାରତୀୟ ୫୫ ବର୍ଷିୟ ଘର ମାଲିକ ନିଳେନ୍ଦୂ ଦାସ ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କ…
ହମାସ୍ଙ୍କ ଶିବିରକୁ ଧ୍ୱଂସ କରିଦେବୁ: ନେତାନ୍ୟାହୁ
ଜେରୁଜେଲମ,୮।୧୦: ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀ ହମାସ୍ ଏକ ବଡ଼ ଧରଣର ଯୁଦ୍ଧ ଆରମ୍ଭ କରିଛି। ଶନିବାର ଇସ୍ରାଏଲର ଅନେକ ସ୍ଥାନରେ ୫ହଜାରରୁ ଅଧିକ ମିସାଇଲ ମାଡ କରି ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ତେବେ ଆକ୍ରମଣରେ ୧୦୦ରୁ ଅଧିକ ନିହତ…
ଇସ୍ରାଏଲ୍-ପାଲେଷ୍ଟାଇନ୍ ବିବାଦର ଇତିହାସ
ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ବହୁ ପୁରୁଣା। ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଜିଓନିଷ୍ଟମାନେ ଓଟ୍ଟୋମାନ୍ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ୍ରେ ଇହୁଦୀମାନଙ୍କ ପାଇଁ ନିଜସ୍ବ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହିଁଲେ ସେବେଠାରୁ ବିବାଦର ସୂତ୍ରପାତ ହୋଇଥିଲା। ୧୯୧୭ରେ ବ୍ରିଟିଶ…
ହମାସ୍-ଇସ୍ରାଏଲ୍ ଘମାଘୋଟ ଲଢ଼େଇ: ଆକ୍ରମଣକୁ ଭାରତ, ଆମେରିକାର ନିନ୍ଦା
ଜେରୁଜେଲମ,୮। ୧୦: ପାଲେଷ୍ଟାଇନ୍ର ବିଦ୍ରୋହୀ ଗୋଷ୍ଠୀ ହମାସ୍ ଶନିବାର ସକାଳେ ଇସ୍ରାଏଲ୍ ଉପରେ ଅଚାନକ ଆକ୍ରମଣ କରିବାରୁ ଶତାଧିକ ଇସ୍ରାଏଲୀ ନାଗରିକ ପ୍ରାଣ ହରାଇବା ସହ ପ୍ରାୟ ୭୪୦ ଲୋକ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍ ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା…
ଆଉ ଏକ ଯୁଦ୍ଧ
ଜେରୁଜେଲମ୍,୮ା୧୦ହମାସ୍ ବିଦ୍ରୋହୀଙ୍କ ଅଚାନକ ଆକ୍ରମଣରେ ଜଣେ ମେୟରଙ୍କ ସମେତ ୧୦୦ ଇସ୍ରାଏଲୀ ନିହତ ହେବା ସହ ୭୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ହମାସ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ଶତ୍ରୁତା ପାଇଁ…
ଗାଜାରେ ୧୯୮ ନିହତ…
ଜେରୁଜେଲମ,୭।୧୦ : ହମାସର ଯୁଦ୍ଧବିମାନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଗାଜା ଅଞ୍ଚଳରେ ହମାସ ଯୁଦ୍ଧବିମାନ ରକେଟ ମାଡ କରିଥିଲା। ପରେ ପାରାଗ୍ଲାଇଡିଂ ହମାସ ସଦସ୍ୟମାନେ ସଡକ ଏବଂ ଅନ୍ୟାନ୍ୟ ମାର୍ଗରେ ଇସ୍ରାଏଲରେ ପ୍ରବେଶ କରି ସେମାନଙ୍କ ସାମ୍ନାରେ ଯାହାକୁ ଦେଖିଲେ…
Archives


