ଅନ୍ତର୍ଜାତୀୟ

କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ ଅନେକେ ନିଖୋଜ

ବେନି,୧୪।୧୧: ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋର ଏକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ପୂର୍ବ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଥିବା ଏକ ଗାଁକୁ ଇସଲାମୀୟ ମାଓବାଦୀମାନେ ଆକ୍ରମଣ କରିଛନ୍ତି ବୋଲି…

ହମାସ ସଂସଦ ଉପରେ ଆଇଡିଏଫର କବଜା, ସ୍ପିକରଙ୍କ ଆସନରେ ବସିଲେ ସେନା

ଗାଜା,୧୪।୧୧: ଇସ୍ରାଏଲ ହମାସ ଯୁଦ୍ଧକୁ ୩୯ ଦିନ ହୋଇଛି। ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ହେତୁ ଗାଜାରେ ଏପର୍ଯ୍ୟନ୍ତ ୨୩ଲକ୍ଷ ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଅକ୍ଟୋବର…

ସୁନକଙ୍କୁ ମିଳିଲା ପ୍ରଥମ ଅବିଶ୍ୱାସ ପତ୍ର, ଟୋରି ସାଂସଦ କହିଲେ, ‘ବହୁତ ହୋଇଗଲା…ଯିବାର ସମୟ ଆସିଗଲା’

ଲଣ୍ଡନ,୧୪।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ କ୍ୟାବିନେଟରେ ଅଦଳବଦଳରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନଙ୍କୁ ବରଖାସ୍ତ କରିବା ପରେ ଏବେ ସୁନକ ପ୍ରଥମ ଅବିଶ୍ୱାସ ପତ୍ରର ସମ୍ମୁଖୀନ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବିଶ୍ୱସ୍ତ ଟୋରୀ ସାଂସଦ ଆଣ୍ଡ୍ରେୟା ଜେନକିନସ…

ଅଲ ଶିଫା ହସ୍ପିଟାଲରେ ପ୍ରିମ୍ୟାଚ୍ୟୁୟୋର ଶିଶୁ ସଙ୍କଟରେ

ଜେରୁଜେଲମ,୧୪।୧୧: ଗାଜାର ସବୁଠୁ ବଡ ଡାକ୍ତରଖାନା ଅଲ ଶିଫା ଉପରେ ଇସ୍ରାଏଲର ଆକ୍ରମଣ ହେତୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦାବି କରିଛି ଯେ ଅଲ ଶିଫା ଆଉ ଡାକ୍ତରଖାନା ଭାବରେ କାର୍ଯ୍ୟ କରିପାରିବ ନାହିଁ। ଅଲ…

୧୬ ବର୍ଷ ପରେ ଗାଜାରେ ଶେଷ ହେଲା ହମାସର କବଜା, ଦକ୍ଷିଣକୁ ଯାଉଛନ୍ତି ଆତଙ୍କବାଦୀ

ଜେରୁଜେଲମ,୧୪।୧୧: ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ୧୧,୨୪୦ଜଣଙ୍କର ମତ୍ୟୁ ହୋଇଛି। ଏଥିରେ ୪୬୩୦ ପିଲା ଅନ୍ତର୍ଭୁକ୍ତ। ଗାଜା ଉପରେ ଆକ୍ରମଣର ଅନେକ ଦିନ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଦାବି କରିଛନ୍ତି ଯେ ହମାସ ଗାଜା ଉପରେ ନିୟନ୍ତ୍ରଣ…

ବିଜୁଳି ଯୋଗାଣ ବିଚ୍ଛିନ୍ନ: ମରଣମୁହଁରେ ଶିଶୁ

ଗାଜା ସିଟି,୧୪ା୧୧: ଗାଜା ସିଟିରେ ଇସ୍ରାଏଲ୍‌ର ଆକ୍ରମଣ ଜାରି ରହିଥିବାବେଳେ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ଗାଜାର ଅନେକ ହସ୍ପିଟାଲରେ ବିଜୁଳି ଓ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବରୁ ରୋଗୀସେବା ବନ୍ଦ ହୋଇଯାଇଛି। ମୁଖ୍ୟ ହସ୍ପିଟାଲ…

କରାଚୀରେ ଚାଇନା ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୧୪।୧୧ : ପାକିସ୍ତାନର କରାଚୀ ପୋତାଶ୍ରୟରେ ଚାଇନାର ଅନେକ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଓ ସହାୟକ ଜାହାଜର ଉପସ୍ଥିତି ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଫଟୋରୁ ଦେଖିବାକୁ ମିଳିଛି। ଚାଇନା ଏବଂ ପାକିସ୍ତାନ ସର୍ବବୃହତ୍‌ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଭାରତ ମହାସାଗରରେ ବେଜିଂ ଏହାର…

କାଟାଲାନ୍‌ ବିଦ୍ରୋହୀଙ୍କୁ କ୍ଷମାଦାନ ପ୍ରତିବାଦରେ ସ୍ପେନ୍‌ରେ ବିଶାଳ ବିକ୍ଷୋଭ

ମାଡ୍ରିଡ୍‌,୧୪ା୧୧: ୨୦୧୭ରେ ଗଣଭୋଟ ଜରିଆରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ବାଧୀନ ରାଷ୍ଟ୍ର ଗଠନ ଉଦ୍ୟମ କରି ବିଫଳ ହୋଇଥିବା କାଟାଲାନ୍‌ ବିଚ୍ଛିନ୍ନତାବାଦୀମାନଙ୍କୁ କ୍ଷମାଦାନ ପାଇଁ ସ୍ପେନ୍‌ର ସୋସିଆଲିଷ୍ଟ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ବିରୋଧ କରି ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରବିବାର…

ଗାଜା ଉପରୁ ନିୟନ୍ତ୍ରଣ ହରାଇଲା ହମାସ: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୧୩ା୧୧: ଗାଜା ଉପରୁ ନିୟନ୍ତ୍ରଣ ହରାଇଛି ହମାସ। ଇସ୍ରାଏଲ ଉପରେ ୫୦୦ ରୁ ଅଧିକ ସପ୍ରାଇଜ ରକେଟ୍ ଆକ୍ରମଣ କରିବାର ଏକ ମାସ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ଏହି ଦାବି କରିଛନ୍ତି। ସେ କହିଛନ୍ତି, “ହମାସ ଗାଜା…

ଗାଜା ହସ୍ପିଟାଲରେ ନାହିଁ କରେଣ୍ଟ, ଶିଶୁ ମାନଙ୍କ ତାପମାତ୍ରା ସ୍ଥିର ରଖିବା ପାଇଁ ପାଖକୁ ପାଖ ଲଗାଇ ଶୁଆଇ ଦେଉଛନ୍ତି ଡାକ୍ତର

ନୂଆଦିଲ୍ଲୀ, ୧୩ା୧୧: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଗାଜାର ସ୍ଥିତି ବିଗିଡ଼ିବାରେ ଲାଗିଛି। ହସପିଟାଲ ମାନଙ୍କରେ ବିଦ୍ୟୁତ ସଂଯୋଗ ଛିନ୍ନ ହୋଇଥିବାରୁ ନାନା ସମସ୍ୟା ଉପୁଜିଛି। ନବଜାତ ଶିଶୁମାନେ ପାଖକୁ ପାଖ ଲାଗି ଶୋଇଛନ୍ତି, କେତେକ ସବୁଜ କପଡ଼ାରେ…

ଛଟେଇ କରିବ ଟାଟା ଷ୍ଟିଲ୍, ଏତିକି କର୍ମଚାରୀ ହରାଇ ପାରନ୍ତି ନିଯୁକ୍ତି

ନୂଆଦିଲ୍ଲୀ, ୧୩ା୧୧: ଟାଟା ସମୂହର ଷ୍ଟିଲ କମ୍ପାନୀ ଟାଟା ଷ୍ଟିଲ ନେଦରଲ୍ୟାଣ୍ଡ୍ସରେ ଥିବା ଏହାର ପ୍ଲାଣ୍ଟରୁ ୮୦୦ କର୍ମଚାରୀ ଛଟେଇ କରିବାକୁ ଯାଉଛି। ଆମଷ୍ଟରଡାମଠାରୁ ୩୦ କିଲୋମିଟର ଦୂରରେ ଥିବା ଏହି ପ୍ଲାଣ୍ଟରେ ପ୍ରାୟ ୯୨୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ରିଉଟର୍ସ…

ଜୋ ବାଇଡେନ ନାତୁଣୀଙ୍କ ସୁରକ୍ଷାରେ ତ୍ରୁଟି, ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଲେ ସିକ୍ରେଟ ସର୍ଭିସ ଏଜେଣ୍ଟ

ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। କୁହାଯାଉଛି କି ତିନି ଜଣ ଅଜ୍ଞାତ ବ୍ୟକ୍ତି ନାଓମୀଙ୍କ କାର ଝରକା କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ତେବେ ନାଓମୀଙ୍କ ସୁରକ୍ଷାରେ ଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri