ଏକଲାପଣକୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା’ ଘୋଷଣା କଲା ଏହି ରାଜ୍ୟ
କାଲିଫର୍ନିଆ,୮।୨: ବର୍ତ୍ତମାନ ଏକଲାପଣ ଏକ ପ୍ରକାର ମାନସିକତା ନୁହେଁ ଏକ ବଡ ରୋଗରେ ପରିଣତ ହୋଇଛି। ଯେଉଁଥିରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ବର୍ତ୍ତମାନ ଏହାକୁ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା କରିଛି ଏହି ରାଜ୍ୟ। ଫକ୍ସ ନ୍ୟୁଜ…
ଅଫିସ ପରେ କଲ୍ ଉଠାଇବା ନୁହେଁ ଜରୁରୀ, କେହି କଲ୍ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍
କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି…
ପାକିସ୍ତାନରେ ନିର୍ବାଚନ ଫିକ୍ସିଂ: ଭୋଟ ଯାହାକୁ ମିଳୁ, କିନ୍ତୁ ଶାସନ କରିବେ ଏହି ନେତା…
ଇସଲାମାବାଦ,୮।୨ : ଗୁରୁବାର ଦିନ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ହେଉଛି ଦେଶର ଦ୍ୱାଦଶ ସାଧାରଣ ନିର୍ବାଚନ। ପାକିସ୍ତାନୀ ରାଜନୈତିକ ବିଶ୍ଳେଷକଙ୍କ ଅନୁଯାୟୀ, ପାକିସ୍ତାନରେ ନିର୍ବାଚନ ଫିକ୍ସିଂ ହୋଇଛି। ଏଠାରେ କିଏ ଭୋଟ ପାଆନ୍ତୁ ନା…
ପାକିସ୍ତାନରେ ରିଲିଜ୍ ହୋଇଥିବା ପ୍ରଥମ ରଙ୍ଗୀନ ବଲିଉଡ ଫିଲ୍ମ, ମିଳିଥିଲା ଲୋକପ୍ରିୟତା ହେଲେ ଲଗାଯାଇଥିଲା ବ୍ୟାନ୍
ଇସଲାମବାଦ,୮।୨: ‘ମୋଗଲ-ଏ-ଆଜମ’ ଫିଲ୍ମ ୧୯୬୦ଦଶକ ବଲିଉଡର ଐତିହାସିକ ଡ୍ରାମା ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଫିଲ୍ମକୁ ଦିଲୀପ କୁମାରଙ୍କ ତାଙ୍କ କ୍ୟାରିଅରର କ୍ଲାସିକ ଫିଲ୍ମ ଭାବେ ପରିଚିତ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହି ଫିଲ୍ମର ପ୍ରଥମ…
Pakistan Election: ପାକିସ୍ତାନରେ ମତଦାନ ଜାରି; ମୋବାଇଲ-ଇଣ୍ଟରନେଟ୍ ସେବା ବନ୍ଦ
ଇସଲାମାବାଦ,୮।୨: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି(ଭାରତୀୟ ସମୟ ଅନୁଯାୟୀ ସକାଳ ୮.୩୦)। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି।…
ଆଜି ପାକିସ୍ତାନରେ ମତଦାନ, ଚତୁର୍ଥ ଥର ଲାଗି ପ୍ରଧାନମନ୍ତ୍ରୀ ହେବେ ନଓ୍ବାଜ ଶରିଫ?
ଇସଲାମାବାଦ,୮।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ଲାଗି ଗୁରୁବାର ମତଦାନ ହେଉଛି। ଏମିତିରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗର ପ୍ରାର୍ଥୀ ନୱାଜ ଶରିଫଙ୍କୁ…
ହମାସର ନାମ ଭୁଲି ସୋସିଆଲ ମିଡ଼ିଆରେ ଟ୍ରୋଲ ହେଲେ ବାଇଡେନ, ୟୁଜର କହିଲେ ରାଷ୍ଟ୍ରପତି ହେବା ପାଇଁ ନୁହନ୍ତି ଯୋଗ୍ୟ…
ଓ୍ବାଶିଂଟନ,୮।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ ହମାସର ନାମ ଭୁଲିଯାଇଥିବାରୁ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି। ବିରୋଧୀ ରାଜନୈତିକ ଦଳଠାରୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ତାଙ୍କୁ ଟ୍ରୋଲ କରୁଛନ୍ତି। ବାଇଡେନଙ୍କୁ…
ଭାରତ ଆମେରିକାକୁ କରୁନି ବିଶ୍ୱାସ, ସେଥିପାଇଁ ରୁଷିଆ ସହ ହାତ ମିଳାଇଛି: ନିକ୍କି ହେଲିଙ୍କ ଅଭିଯୋଗ…
ଓ୍ବାଶିଂଟନ,୮।୨ : ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହେଲି ଦାବି କରିଛନ୍ତି ଭାରତ ଆମେରିକାର ସହଯୋଗୀ ହେବାକୁ ଚାହୁଁଛି, କିନ୍ତୁ ଏପର୍ଯ୍ୟନ୍ତ ଭାରତ ଆମେରିକା ଉପରେ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରୁନାହିଁ। ନିକ୍କି ଏହା ମଧ୍ୟ କହିଛନ୍ତି ରୁଷିଆ…
Taliban Restrictions in Afghanistan: ଆଫଗାନିସ୍ତାନରେ ଗୀତ ଶୁଣିବାରୁ ୧୦ ଗିରଫ…
କାବୁଲ,୮।୨ : ତାଲିବାନ ଆଫଗାନିସ୍ତାନରେ ଶାସନ କରିବା ପରେ ସାଧାରଣ ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଜାରି ରଖିଛି। ତାଲିବାନ ଅନେକ ପ୍ରତିବନ୍ଧକ ଲଗାଇଛି ଏବଂ ନିକଟରେ ଗୀତ ଶୁଣିବା ପାଇଁ ଲୋକଙ୍କୁ ଗିରଫ କରାଯାଉଛି। ଆଫଗାନିସ୍ତାନର ୟେଙ୍ଗୀ କାଲା ଜିଲାରେ…
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବଡ଼ ବିସ୍ଫୋରଣ: ୨୫ ମୃତ, ୪୦ ଆହତ
ଇସଲାମାବାଦ୍,୭।୨: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବୁଧବାର ବାଲୁଚିସ୍ତାନ ପ୍ରଦେଶର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ବାହାରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ମହିଳାଙ୍କୁ ବିମାନରୁ ତଡି ଦେଲେ କ୍ରୁ ମେମ୍ବର
ଓ୍ବାଶିଂଟନ୍,୭।୨: ଅନ୍ତବସ୍ତ୍ର ପିନ୍ଧି ନ ଥିବା ଯୋଗୁ ଜଣେ ମହିଳାଙ୍କୁ ଫ୍ଲାଇଟ୍ରୁ ତଡି ଦିଆଯାଇଛି। ଲିସା ଆର୍ଚବୋଲ୍ଡ ନାମକ ଡେଲଟା ଫ୍ଲାଇଟରେ ସଲ୍ଟ ଲେକ ସିଟିରି ସାନ ଫ୍ୟାନ୍ସସିସକୋକୁ ଯାତ୍ରା କରୁଥିଲେ। ସେତେବେଳେ ଏୟାରଲାଇନ୍ସର କିଛି କ୍ରୁ ମେମ୍ବର ତାଙ୍କୁ ଅନ୍ତବସ୍ତ୍ର…
୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ: ମତଦାନ କେନ୍ଦ୍ରରେ ନିୟୋଜିତ ହେବେ ୬ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ
ଇସଲାମାବାଦ,୭ା୨: ଚଳିତମାସ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୋଟରଙ୍କ ସୁରକ୍ଷା ପାଇଁ ୬ ଲକ୍ଷ ୫୦ ହଜାର ସୁରକ୍ଷାକର୍ମୀ ମତଦାନ କେନ୍ଦ୍ରରେ ନିୟୋଜିତ ହେବେ। ଏଥିମଧ୍ୟରେ ପୋଲିସ, ନାଗରିକ ସଶସ୍ତ୍ର…
Archives


