ଅନ୍ତର୍ଜାତୀୟ

ମୁସଲିମ୍‌ ଦେଶରେ ବି ରୋହିଙ୍ଗ୍ୟାଙ୍କୁ ଶରଣ ମନା: ଦେଶରୁ ତଡ଼ିବାକୁ ଦାବି, ଭିଡିଓ ଭାଇରାଲ…

ଜାକର୍ତ୍ତା,୨୮।୧୨: ଇଣ୍ଡୋନେସିଆରେ ମ୍ୟନେମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତୀବ୍ର ବିରୋଧ କରାଯାଉଛି। ଇଣ୍ଡୋନେସିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କର ଭିଡ ବାନ୍ଦା ଆଚେ ସହରରେ ଥିବା ରୋହିଙ୍ଗ୍ୟା ଆଶ୍ରୟସ୍ଥଳୀ ଉପରେ ଆକ୍ରମଣ କରିଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଦେଶରୁ ବିତାଡିତ କରିବାକୁ ସେମାନେ ଦାବି କରିଛନ୍ତି।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୭ା୧୨: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ସାକ୍ଷାତ କରିଛନ୍ତି। ବୈଠକ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୫ ଦିନିଆ ଋଷ…

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷିଆର ସମର୍ଥନ

ମସ୍କୋ,୨୭ା୧୨:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ବୁଧବାର ରୁଷିଆର ସମର୍ଥନ ମିଳିଛି। ଏଥିସହ ନୂଆଦିଲ୍ଲୀ ପକ୍ଷରୁ ଜି୨୦ର ସଫଳ ଆୟୋଜନକୁ ମଧ୍ୟ ‘ସତ୍ୟର ବିଜୟ’ ଭାବେ ଅଭିହିତ କରି ମସ୍କୋ ପ୍ରସଂଶା କରିଛି। ସୁରକ୍ଷା ପରିଷଦରେ ବର୍ତ୍ତମାନ ୫…

ଟେସ୍‌ଲା କର୍ମଚାରୀଙ୍କୁ ଲହୁଲୁହାଣ କରିଦେଲା ରୋବଟ

କାଲିଫର୍ନିଆ,୨୭।୧୨: ଅନେକ ହଲିଉଡ ଚଳଚ୍ଚିତ୍ରରେ ରୋବଟଗୁଡିକୁ ଭିଲେନ ଭାବରେ ଦର୍ଶାଯାଇଛି। ଏହି ସିନେମାରେ ରୋବଟ ସମଗ୍ର ବିଶ୍ୱକୁ କବ୍ଜା କରି ନେଇଥାଏ। ତା’ପରେ ମାନବ ଜାତିକୁ ବଞ୍ଚାଇବା ପାଇଁ କିଛି ସାହସୀ ଲୋକ ସେମାନଙ୍କ ସହ ଲଢ଼ନ୍ତି ଏବଂ ଜଗତକୁ ବଞ୍ଚାନ୍ତି।…

ଚାଇନା ଉପରେ ଏବେ କଡ଼ା ନଜର ରଖିବ ତାଇଓ୍ବାନ: ବିକଶିତ କଲା ଆଧୁନିକ ଡ୍ରୋନ…

ତାଇପେ/ବେଜିଂ,୨୭।୧୨ : ତାଇୱାନ ଏବେ ଚାଇନା ଠାରୁ ନିଜକୁ ରକ୍ଷା କରିବାରେ ବ୍ୟସ୍ତ ଅଛି। ତାଇୱାନର ପ୍ରଥମ ସ୍ବଦେଶୀ ବିକଶିତ ଦୀର୍ଘ ଦୂରଗାମୀ ଡ୍ରୋନ ସଫଳତାର ସହିତ ୨୦ ଘଣ୍ଟାର ଉଡ଼ାଣ ଶେଷ କରିଛି । ଉନ୍ନତ ତଦାରଖ ପାଇଁ ଏହା…

ଫିନଲାଣ୍ଡ ଉପରେ ବୋମା ବର୍ଷା କରିବାକୁ ପୁଟିନଙ୍କ ଷଡ଼ଯନ୍ତ୍ର…

ମସ୍କୋ,୨୭।୧୨ : ୟୁକ୍ରେନ ଯୁଦ୍ଧ ଏବଂ ନାଟୋ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ରୁଷିଆ ଖୁବ ଶୀଘ୍ର ଉତ୍ତର ମିଲିଟାରୀ ଜିଲାରେ ଏହାର ନୂତନ ତୋପ ଲଗାଇବାକୁ ଯାଉଛି। ଏହା ହେଉଛି ରୁଷିଆର ସାମରିକ ଜିଲା ଯାହା ଫିନଲାଣ୍ଡ ଏବଂ ନରୱେ…

ନିଆଁ ସହ ଖେଳୁଛି ତାଲିବାନ: ହାସଲ କରିବାକୁ ଚାହୁଁଛି ଆଣବିକ ବୋମା !…

କାବୁଲ,୨୭।୧୨ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ଛୋଟ ଆଣବିକ ବୋମା ହାସଲ କରିବାକୁ ଚାହୁଁଥିବା ପ୍ରଶ୍ନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ବାସ୍ତବରେ ଆଫଗାନିସ୍ତାନର ଜଣାଶୁଣା ଖବରଦାତା ସାମି ୟୁସୁଫଜାଇ ଏକ ଟୁଇଟରେ…

ବାଂଲାଦେଶରେ କମୁଛି ହିନ୍ଦୁଙ୍କ ଜନସଂଖ୍ୟା, କାରଣ ଏସବୁ ନୁହେଁ ତ?…

ଢାକା,୨୬।୧୨ : ଭାରତର ପଡୋଶୀ ବନ୍ଧୁ ଦେଶ ବାଂଲାଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କର ଜନସଂଖ୍ୟା ୧୨୦ କୋଟି। ସେଥିମଧ୍ୟରୁ ୧୧୦ କୋଟି ଭାରତରେ ବାସ କରନ୍ତି। ହିନ୍ଦୁ ଜନସଂଖ୍ୟାରେ ବାଂଲାଦେଶ ତୃତୀୟ ସ୍ଥାନରେ ରହିଛି।…

ସାନ୍ତା କ୍ଲସ ହୋଇ ଅପରାଧିଙ୍କୁ ଧରିଲା ପୋଲିସ, ବିଛାଇଲା ଫାଶ ଓ ତା’ପରେ…

ଚାଲିଛି ଖ୍ରୀଷ୍ଟମାସର ସପ୍ତାହ। ଏହି ସମୟରେ ସାନ୍ତା କ୍ଲସ ଘର ଘର ବୁଲି ଛୋଟ ପିଲାଙ୍କୁ ଉପହାର ପ୍ରଦାନ କରନ୍ତି। ପିଲାମାନେ ମାଗିଥିବା ସେମାନଙ୍କର ମନ ପସନ୍ଦର ଗିଫ୍ଟକୁ ସାନ୍ତା ଗୋଟିଏ ବଡ ବସ୍ତାରେ ବୋହି ପୃଥିବୀପୃଷ୍ଠକୁ ଆସନ୍ତି। କିନ୍ତୁ କେବେ…

ଖର୍ଚ୍ଚ କମ୍‌ ପାଇଁ ଆଫଗାନିସ୍ତାନରେ ସାମୂହିକ ବିବାହ

କାବୁଲ,୨୬।୧୨: ଚାଲିଛି ବିବାହ ଋତୁ। ବିବାହ ଏକ ପ୍ରକାର କାର୍ଯ୍ୟକ୍ରମ ନୁହେଁ ତ ହିନ୍ଦୁ ସଂସ୍କୃତିରେ ଏହା ଏକ ଉତ୍ସବ ଭାବେ ପାଳନ କରାଯାଏ। ଘରେ ଗହଳ ଚହଳ ଲାଗିବା ସହ ଖାଦ୍ୟ-ପାନୀୟର ଆସର ଲାଗେ। କିନ୍ତୁ ପୃଥିବୀର ସବୁଠାରୁ ଗରିବ…

ଭିଭୋ କର୍ମଚାରୀ ଭାରତରେ ଗିରଫ ହେବାରୁ ରାଗିଯାଇ ଚାଇନା ଦେଲା ଏମିତି ଉପଦେଶ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଗତ ସପ୍ତାହରେ ଚାଇନାର ସ୍ମାର୍ଟଫୋନ ନିର୍ମାତା ଭିଭୋ ବିରୋଧରେ ମନି ଲଣ୍ଡରିଂ ଘଟଣାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତିନିଜଣ ଭିଭୋ-ଇଣ୍ଡିଆ ଅଧିକାରୀଙ୍କୁ ଗିରଫ କରିଥିଲା। ଏହି ଗିରଫ ପରେ ଚାଇନା ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛି। ଚାଇନା ସୋମବାର…

ଭାରତ-ରୁଷିଆର ସମ୍ପର୍କ ସର୍ବଦା ଦୃଢ ରହିବ: ମସ୍କୋରେ ଜୟଶଙ୍କରଙ୍କ ବଡ଼ ଦାବି

ମସ୍କୋ,୨୬।୧୨: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ତଥା ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଭେଟିବା ପୂର୍ବରୁ ଏସ ଜୟଶଙ୍କର କହିଛନ୍ତି, ଭୌଗୋଳିକ ତଥା ରଣନୈତିକ ନିର୍ଭରଶୀଳତା ହେତୁ ଭାରତ ଏବଂ ରୁଷିଆର ସମ୍ପର୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri