ଅନ୍ତର୍ଜାତୀୟ

କାନାଡାରେ ଆଉ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ

ଓଟାଓ୍ବା,୨।୨: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ସହଯୋଗୀଙ୍କ ଘରକୁ ଟାର୍ଗେଟ କରାଯାଇଛି। ନିଜାର ସହଯୋଗୀଙ୍କ ଘରେ ଗୁଳି ବିନିମୟ ହୋଇଛି। ଏହି ଆକ୍ରମଣ ଏକ ସମୟରେ ଘଟିଥିଲା ଯେତେବେଳେ ନିଜାରର ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ…

ଗ୍ୟାସ୍‌ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୨ ଜିଅନ୍ତା ଜଳିଗଲେ, ୧୬୫ ଆହତ

ନାଇରୋବି,୨ା୨: ଗ୍ୟାସ୍‌ ଲିକ୍‌ ହେତୁ ଅଗ୍ନିକାଣ୍ଡ ଯୋଗୁ ନାଇରୋବିରେ ଏକ ବଡ଼ ଅଘଟଣ ଘଟିଛି। ଅଗ୍ନିକାଣ୍ଡ ପରେ ଭୟଙ୍କର ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୨ ଜଣ ଜିଅନ୍ତା ଜଳି ଯାଇଥିବା ବେଳେ ୧୬୫ ଜଣ ଆହତ ହୋଇଥିବା କୁହାଯାଉଛି। ନାଇରୋବିରେ ଅବସ୍ଥିତ…

ସାଧାରଣ ନିର୍ବାଚନ ପୂର୍ବରୁ ଇମ୍ରାନଙ୍କୁ ଝଟକା

ଇସଲାମାବାଦ,୧।୨: ଆଉ ମାତ୍ର ସପ୍ତାହେ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନାମାଙ୍କନପତ୍ର ଏପର୍ଯ୍ୟନ୍ତ ଦାଖଲ ହୋଇନାହିଁ। ସେପଟେ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ତାଙ୍କୁ ଝଟ୍‌କା ଲାଗିଛି। ତାଙ୍କ ନାମାଙ୍କନପତ୍ରକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତିକୁ…

ଟିଟିପିରେ ସାମିଲ ହେଉଛନ୍ତି ଅଲ କାଏଦା ଆତଙ୍କବାଦୀ, ମିଳୁଛି ଅନ-ଗ୍ରାଉଣ୍ଡ ସମର୍ଥନ

ଇସଲାମାବାଦ,୧।୨: ନିଷିଦ୍ଧ ଟିଟିପି ଗୋଷ୍ଠୀ ପାକିସ୍ତାନରେ ଆକ୍ରମଣ କରିବା ପାଇଁ ଅଲ କାଏଦା ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀର ସମର୍ଥନ ହାସଲ କରୁଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଦେଶର ଏକ ଅଗ୍ରଣୀ ଖବରକାଗଜ ଏହା କହିଛି। ଖବରକାଗଜ ରିପୋର୍ଟ କରିଛି…

୩୦୦ ବିଳାସପୂର୍ଣ୍ଣ କାର୍‌ ସାଙ୍ଗକୁ ବେସରକାରୀ ସେନା, ଜେଟର ମାଲିକ ଅଟନ୍ତି ମାଲେସିଆର ନୂଆ ରାଜା: ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧।୨: ଜୋହର ସୁଲତାନ ଇବ୍ରାହିମ ଇସ୍କନ୍ଦର ମାଲେସିଆର ନୂତନ ରାଜା ହୋଇଛନ୍ତି। ୬୫ ବର୍ଷୀୟ ତାଙ୍କ ସହିତ ଆନୁମାନିକ ସମ୍ପତ୍ତି ୫.୭ ବିଲିୟନ ଡଲାର। ସୁଲତାନ ଇବ୍ରାହିମଙ୍କ ସାମ୍ରାଜ୍ୟରେ ରିଅଲ ଇଷ୍ଟେଟ ଏବଂ ଖଣି ଠାରୁ ଆରମ୍ଭ କରି ଟେଲି ଯୋଗାଯୋଗ…

ଆସନ୍ତା ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ମୋଦି

ଆବୁଧାବି/ନୂଆଦିଲ୍ଲୀ,୧।୨: ଫେବୃଆରୀ ୧୪ରେ ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ବିଏପିଏସ୍‌ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଏପିଏସ୍‌ ହିନ୍ଦୁ ମନ୍ଦିରରେ ସାରା ବିଶ୍ୱରୁ କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ଧନ୍ୟବାଦ ଜଣାଇବା…

ଚାଇନାକୁ ଝଟକା: ଗୁପ୍ତ କ୍ଷେପଣାସ୍ତ୍ର ପ୍ରକଳ୍ପରୁ ରକେଟ ବୈଜ୍ଞାନିକ ହେଲେ ବାହାର…

ବେଜିଂ,୧।୨ : ଚାଇନାର ଗୁପ୍ତ ରକେଟ ପ୍ରକଳ୍ପ ସହ ଜଡିତ ଜଣେ ଅଗ୍ରଣୀ ରକେଟ ବୈଜ୍ଞାନିକଙ୍କୁ ସରକାର ହଟାଇ ଦେଇଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରାମର୍ଶଦାତା କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ରକେଟ ପ୍ରକଳ୍ପ ଜାରି ରହିବ ବୋଲି…

ଭାରତକୁ ପୁଣି ବଡ଼ ଧୋକା ଦେଲା ଆମେରିକା

ଓ୍ବାଶିଂଟନ,୧।୨: ଆମେରିକା ପୁଣି ଥରେ ନିଜର ପ୍ରକୃତ ରଙ୍ଗ ଦେଖାଇଛି। ଦ ୱାୟାର ରିପୋର୍ଟ ଅନୁଯାୟୀ, ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡଯନ୍ତ୍ରକୁ ନେଇ ଆମେରିକା ବର୍ତ୍ତମାନ ଭାରତକୁ ୩ ବିଲିୟନ ଡଲାରରେ ବିକ୍ରି କରିବାକୁ ଥିବା ୩୧…

ଲୋହିତ ସାଗରରେ ଆମେରିକା-ବିଦ୍ରୋହୀ ମୁହାଁମୁହିଁ…

ଓ୍ବାଶିଂଟନ,୧।୨ : ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ସ୍ଥଳ ଏବଂ ଆକାଶ ପରେ ପାଣିରେ ଯୁଦ୍ଧ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଲୋହିତ ସାଗରରେ ହୋଇଥି ବିଦ୍ରୋହୀମାନେ ସମୁଦ୍ରରେ ଥିବା ସେମାନଙ୍କର ଘୃଣ୍ୟ କାର୍ଯ୍ୟକଳାପରୁ ନିବୃତ୍ତ ହେଉ…

ନିର୍ବାଚନ ପୂର୍ବରୁ ପାକିସ୍ତାନୀ ଜନତାଙ୍କ ଉପରେ ପେଟ୍ରୋଲ ବୋମା ମାଡ଼ କଲେ ସରକାର, ମହଙ୍ଗା ହେଲା ଇନ୍ଧନ…

ଇସଲାମାବାଦ,୧।୨ : ପାକିସ୍ତାନରେ ନିର୍ବାଚନ ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ସରକାର ଜନସାଧାରଣଙ୍କ ଉପରେ ପେଟ୍ରୋଲ ବୋମା ମାଡ କରିଛନ୍ତି। ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୩.୫୫ ଟଙ୍କା ବୃଦ୍ଧି କରିଛନ୍ତି। ଅର୍ଥ ବିଭାଗର ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲର ନୂତନ ମୂଲ୍ୟ ଲିଟର…

ତାଇଓ୍ବାନକୁ ଘେରିଲେ ଚାଇନାର ୭ ସାମରିକ ବିମାନ-୪ ନୌସେନା ଜାହାଜ…

ତାଇପେ,୧।୨ : ତାଇୱାନ ଉପରେ ଚାଇନା ନିରନ୍ତର ନଜର ରଖିଛି। ସମ୍ପ୍ରତି ଉଭୟଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଉତ୍ତେଜନା ମଧ୍ୟରେ ତାଇୱାନକୁ ୭ ଟି ଚାଇନା ସାମରିକ ବିମାନ ଏବଂ ୪ ଟି ନୌସେନା ଜାହାଜ ଘେରି ରହିଛି।…

ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ: କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ

ଓଟଓ୍ବା,୩୧।୧: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ କରାଯାଇଥିଲା। ଏହାର ଗୁଞ୍ଜରଣ ସାରା ଦୁନିଆରେ ବ୍ୟାପିଥିଲା। ସମଗ୍ର ବିଶ୍ୱରେ ୧.୨ ବିଲିୟନ ହିନ୍ଦୁଙ୍କ ପାଇଁ ଏହା ଏକ ନୂତନ ଯୁଗର ଆରମ୍ଭ। କାନାଡାର ସାଂସଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri