ଅନ୍ତର୍ଜାତୀୟ

ହମାସ-ଇସ୍ରାଏଲ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ମୃତ

ଜେରୁଜେଲମ,୧୫।୧୦(୦୭): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ପ୍ରାଣ ହରାଇଛନ୍ତି। ଏହି ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଅଂଶ ଏବଂ ଜଣେ ପୋଲିସ ଫୋର୍ସରେ ଥିଲେ। କୁହାଯାଉଛି ଯେ, ସେ…

ଅରବ ହୋଇ ବି ଇସ୍ରାଏଲବାସୀଙ୍କୁ କରୁଥିଲେ ସାହାଯ୍ୟ, ଗୁଳିକଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୫।୧୦: ଯେତେବେଳେ ହମାସ ହଠାତ ଇସ୍ରାଏଲ ଉପରେ ଆକ୍ରମଣ କଲା, ସେମାନେ ଦକ୍ଷିଣ ଇସ୍ରାଏଲର ଏକ ସଂଗୀତ କନସର୍ଟରେ କିଛି ୟିହୁଦୀଙ୍କୁ ମଧ୍ୟ ଟାର୍ଗେଟ କଲେ। ସେହି ସମୟରେ ସେଠାରେ ହଜାର ହଜାର ୟିହୁଦୀ ଉପସ୍ଥିତ ଥିଲେ ଏବଂ ସେମାନଙ୍କ ମଧ୍ୟରେ…

‘ଇସ୍ରାଏଲ ସହ ଆମେ ଅଛୁ’

ଲଣ୍ଡନ,୧୫ା୧୦: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଆମେ ଇସ୍ରାଏଲ ସହିତ ଛିଡ଼ା ହୋଇଛୁ। ଇସ୍ରାଏଲ ଉପରେ ହମାସ୍‌ର…

ଡଙ୍ଗା ବୁଡ଼ି ଘଟଣା: ୩୦ ମୃତ, ୧୬୭ ନିଖୋଜ

କିନ୍‌ସାସା,୧୫ା୧୦: କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ଦ୍ୱାରା ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଡେପୁଟି ପ୍ରାଦେଶିକ ରାଜ୍ୟପାଳ ଟେଲର ନଗନାଜିଙ୍କ ଅନୁଯାୟୀ, ଇକ୍ୟୁଏଟର ପ୍ରଦେଶର ମାବାନ୍ଦାକା ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଡଙ୍ଗା ବୁଡ଼ି ଯାଇଥିଲା। ଏହି ଡଙ୍ଗା କଙ୍ଗୋ…

ଇସ୍ରାଏଲର ବିମାନ ଆକ୍ରମଣରେ ହମାସର ଆଉ ଜଣେ ଟପ କମାଣ୍ଡର ନିହତ

ତେଲ ଆଭିବ,୧୫।୧୦:  ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଏୟାର ଷ୍ଟ୍ରାଇକ କରି ଚାଲିଛି। ଏହାର ଜବାବରେ ଇସ୍ରାଏଲ ପାଲେଷ୍ଟାଇନର ୨୯୦୦ରୁ ଅଧିକ ଲୋକଙ୍କୁ ମାରି ସାରିଲାଣି। ଇତିମଧ୍ୟରେ ଇସ୍ରାଏଲ ହମାସର ବି ଅନେକ କମାଣ୍ଡରଙ୍କୁ ଟାର୍ଗେଟ…

ନାଗରିକଙ୍କୁ ଚେତାବନୀ ଦେଲା ଇସ୍ରାଏଲ: ୩ ଘଣ୍ଟାରେ ଖାଲି କର ଗାଜା

ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ନଅ ଦିନ ବିତିଗଲାଣି। ଏହି ସମୟରେ ଇସ୍ରାଏଲ ଗାଜାକୁ ବାୟୁ, ସ୍ଥଳ ଏବଂ ସମୁଦ୍ରରୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ରବିବାର ଉତ୍ତର ଗାଜାରୁ ବାହାରୁଥିବା ନାଗରିକମାନଙ୍କୁ ଇସ୍ରାଏଲ…

ଇସ୍ରାଏଲ ଟାର୍ଗେଟରେ ପାଲେଷ୍ଟାଇନ ଲାଡେନ…

ଜେରୁଜେଲମ,୧୫।୧୦ : (୦୧) ପାଲେଷ୍ଟାଇନର ଓସାମା ବିନ ଲାଦେନ ଭାବରେ ବର୍ଣ୍ଣିତ ହମାସର ସର୍ବୋଚ୍ଚ କମାଣ୍ଡର ୟାହିୟା ସିନୱାରଙ୍କୁ ଖୋଜିବା ଏବଂ ହତ୍ୟା କରିବାକୁ ଇସ୍ରାଏଲ ସେନା ପ୍ରତିଜ୍ଞା କରିଛି। ଆମେରିକା ଦ୍ୱାରା ନାମିତ ତଆତଙ୍କବାଦୀ ସିନୱାର ଗାଜା ଷ୍ଟ୍ରିପରେ ହମାସର…

ଗାଜାରେ ଆତ୍ମରକ୍ଷା ନୁହେଁ ଆକ୍ରମଣ କରୁଛି ଇସ୍ରାଏଲ: ଚାଇନାର ଅଭିଯୋଗ…

ବେଜିଂ,୧୫।୧୦ : (୦୧) ଇସ୍ରାଏଲ ଉପରେ ହମାସର ହଠାତ ଆକ୍ରମଣ ପରେ ପରିସ୍ଥିତି ବିଗିଡି ଯାଉଛି। ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ବିବାଦ ଚାଲିଛି। ଏପର୍ଯ୍ୟନ୍ତ ୩,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ…

୫୦୦୦ କିଲୋମିଟର ଦୂରରୁ ଆସୁଛି ମା’ କ୍ଷୀର, କାରଣ ଜାଣିଲେ ତରଳିଯିବ ହୃଦୟ

ନ୍ୟୁୟର୍କ,୧୫ା୧୦: ମଣିଷ ପଶୁମାନଙ୍କଠାରୁ ଭିନ୍ନ ବୋଲି ବିବେଚନା କରାଯାଏ। ଏହାର ଏକମାତ୍ର କାରଣ ହେଉଛି, ମଣିଷ ଭାବନାକୁ ବୁଝିଥାଏ। ସେହି ଆଧାରରେ ସବୁକିଛି ସ୍ଥିର କରିଥାଏ। ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାର ଦେଖିବା ପରେ ଏହି ପ୍ରଶ୍ନ…

ଅଲଜଜିରା ନ୍ୟୁଜ ସଂସ୍ଥା ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଇସ୍ରାଏଲ ସଞ୍ଚାର ମନ୍ତ୍ରୀ ଶ୍ଲୋମୋ କରହ

ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଜିକୁ ୯ଦିନ ଧରି ଯୁଦ୍ଧ ଜାରି ରହିଛି। ସେପଟେ ରବିବାର ଇସ୍ରାଏଲର ସଞ୍ଚାର ମନ୍ତ୍ରୀ ଅଲଜଜିରା ନ୍ୟୁଜ ଚ୍ୟାନେଲ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ସ୍ଥାନୀୟ ବ୍ୟୁରୋକୁ ବନ୍ଦ କରିବାକୁ ଦାବି କରିଛନ୍ତି।…

ଆମେରିକାରେ ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ।…

ଇସ୍ରାଏଲକୁ ଇରାନର ଧମକ: ଆକ୍ରମଣ ବନ୍ଦ ନ ହେଲେ ଘଟିବ ବିପର୍ଯ୍ୟୟ…

ତେହେରାନ,୧୫।୧୦ : (୦୧) ଇରାନ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ନ କରିବାକୁ ଚେତାବନୀ ଦେଉଛି। ଇରାନ ଆରବ ଦେଶଗୁଡ଼ିକୁ ଏକଜୁଟ କରିବାରେ ନିୟୋଜିତ ଅଛି। ଯଦି ଇସ୍ରାଏଲ ‘ଯୁଦ୍ଧ ଅପରାଧ’ ବନ୍ଦ ନ କରେ ତେବେ ଏହାର ଭୟଙ୍କର ପରିଣାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri