ୟୁକ୍ରେନ୍ର ୨ ସହରରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼: ୫ ମୃତ
କିଭ୍,୩।୧: ୟୁକ୍ରେନ୍ର ଦୁଇଟି ବୃହତ୍ ସହର ଉପରେ ମଙ୍ଗଳବାର ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଯୁଦ୍ଧକୁ ଦୁଇବର୍ଷ ପୂରିବାକୁ ଯାଉଥିବାବେଳେ କ୍ରେମ୍ଲିନ୍ ୟୁକ୍ରେନ୍ ସହରାଞ୍ଚଳ ଉପରେ ଆକ୍ରମଣ ବଢ଼ାଇଛି।…
Finding Aliens Location In 2024: ଏଲିଅନ ରହୁଥିବା ସ୍ଥାନର ସନ୍ଧାନରେ ନାସା…
ଓ୍ବାଶିଂଟନ,୨।୧ : ଏଲିଅନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କୁ ଦେଖିବାର ଅନେକ ଦାବି ରହିଛି। ଏହି ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ, କିନ୍ତୁ ଦାବି କରାଯାଉଛି ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ। ବିଶେଷଜ୍ଞମାନେ…
Watch Video: ଭୂକମ୍ପ ପୀଡିତଙ୍କ ଉଦ୍ଧାର କାର୍ଯ୍ୟ କରୁଥିବା କୋଷ୍ଟଗାର୍ଡ ବିମାନ ସହ ଯାତ୍ରୀବାହୀ ବିମାନ ଧକ୍କା: ୫ ମୃତ…
ଟୋକିଓ,୨।୧ : ନୂଆ ବର୍ଷରେ ହୋଇଥିବା ବଡ଼ ଧରଣର ଭୂକମ୍ପ ପରେ ଜାପାନର ଆଉ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ରନୱେରେ ଅବତରଣ କରୁଥିବାବେଳେ ଜାପାନର ଟୋକିଓର ହାନେଡା ବିମାନବନ୍ଦରରେ ମଙ୍ଗଳବାର କୋଷ୍ଟଗାର୍ଡ ବିମାନ ସହିତ ଜାପାନ ଏୟାରଲାଇନ୍ସର…
୧୦୫ବର୍ଷ ପୂର୍ବେ ପାଣି ନୁହେଁ ହୋଇଥିଲା ‘ଗୁଡ’ର ଭୟଙ୍କର ସୁନାମି, ଚାଲିଯାଇଥିଲା ୨୧ଜଣଙ୍କ ଜୀବନ
ବୋଷ୍ଟନ,୨।୧: ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ ବରଂ ଏପରି ଘଟଣା ଯାହା ଲୋକଙ୍କୁ ଅସ୍ବାଭାବିକ ଭାବେ ଭାବିବାକୁ ବାଧ୍ୟ କରିଦେଇଛି। ସୁନାମି ଘଟଣା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ। ସାରା ବିଶ୍ୱରେ ସୁନାମି…
ଅବତରଣ କରିବା ସମୟରେ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚିଲେ ଯାତ୍ରୀ
ଟୋକିଓ,୨।୧: ଜାପାନରେ ଅବତରଣ କରିବା ସମୟରେ ଏକ ବିମାନରେ ନିଆଁ ଲାଗିଯାଇଛି। ଟୋକିଓ ବିମାନବନ୍ଦରରେ ଏହି ଘଟଣା ଘଟିଛି । ଏହି ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାପାନର ନ୍ୟୁଜ ଏଜେନ୍ସି ଏନ୍ଏଚ୍କେ ଏହି ଦୁର୍ଘଟଣା ସମ୍ପର୍କରେ…
ଜାପାନ ଭୂକମ୍ପ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ୧୫୫ ଫସି ରହିଥିବା ଆଶଙ୍କା, ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା
ଟୋକିଓ,୨।୧: ନୂଆବର୍ଷରେ ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଜାପାନ ଦେଶକୁ ଥରାଇ ଦେଇଛି। ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।…
ଭାରତକୁ ଦୋଷଦେଲା ପାକିସ୍ତାନ, ‘ର’ ଉପରେ ଲଗାଇଲା ଗୁରୁତର ଅଭିଯୋଗ
ଇସଲାମାବାଦ,୨।୧: ପାକିସ୍ତାନର ବାଲୁଚିସ୍ତାନରେ ରହୁଥିବା ଲୋକମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ କରୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସେନା ବାଲୁଚି ଲୋକଙ୍କୁ ଜବରଦସ୍ତ ଅପହରଣ କରୁଛି। ସେଥିପାଇଁ ହଜାର ହଜାର ବାଲୁଚି ପାକିସ୍ତାନର ଇସଲାମାବାଦରେ ଏକ ରାଲି କରୁଛନ୍ତି।…
ନିଜ ଝିଅଙ୍କୁ ବିକ୍ରି କରୁଛି ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଇସଲାମାବାଦ,୨।୧: ଚଳିତ ବର୍ଷ ୮ ଫେବୃଆରୀ ୨୦୨୪ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଏଠାରେ ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ପଟେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି, ଅନ୍ୟ ପଟେ…
ଜାପାନ ପରେ ଥରିଲା ମ୍ୟାନମାର
ନ୍ୟାପିଦ,୨।୧: ଜାପାନରେ ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଅନୁଭୂତ ହୋଇଥିବା ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୪.୩…
ଗୋଟିଏ ଦିନରେ ୧୫୫ଥର ଭୂକମ୍ପର ଝଟକା ଅନୁଭବ କଲେ ଜାପାନବାସୀ, ୮ ମୃତ
ଟୋକିଓ,୨।୧: ଏବେ ଖବରର ଶିରୋନାମାରେ ରହିଛି ଜାପାନ ଭୂକମ୍ପ। ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ସୁନାମି ସତର୍କ ସୂଚନା ଜାରି କରିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଘରକୁ ନ…
ନୋବେଲ ବିଜୟୀ ଅର୍ଥନୀତିଜ୍ଞଙ୍କୁ ଜେଲ
ଢାକା,୨।୧(ପି.ଟି.): ବାଂଲାଦେଶର ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଡ. ମହମ୍ମଦ ୟୁନୁସ୍ଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ଅଦାଲତ ସୋମବାର ଦୋଷୀସାବ୍ୟସ୍ତ କରିବା ସହ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟରେ ୟୁନୁସ୍ଙ୍କୁ ଜେଲ ପଠାଯାଇଥିବା…
ଗର୍ଲଫ୍ରେଣ୍ଡଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଲେ ଆର୍ଜେଣ୍ଟିନା ରାଷ୍ଟ୍ରପତି: ଭିଡିଓ ଭାଇରାଲ୍
ବୁନେରସ୍ ଆରାଇସ୍,୨।୧: ଆଜିକାଲି ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଜାଭିୟର୍ ମିଲି ଚର୍ଚ୍ଚାରେ ଅଛନ୍ତି। ସେ ଏକ ସାର୍ବଜନୀନ ପ୍ଲାଟଫର୍ମରେ ଏପରି କାର୍ଯ୍ୟ କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ମିଲି…
Archives


