ଅନ୍ତର୍ଜାତୀୟ

ୟୁଏଇରେ ମୋଦିଙ୍କୁ ଜୋରଦାର ସ୍ବାଗତ: ‘ମୋଦି-ମୋଦି’, ‘ଅବ୍‌ କି ବାର୍‌ ମୋଦି ସରକାର’ ସ୍ଲୋଗାନରେ କମ୍ପିଲା

ୟୁଏଇ,୧।୧୨:ମିଳିତ ଜାତିସଂଘର ଜଳବାୟୁ ସମ୍ମିଳନୀ (ସିଓପି୨୮) ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦୁବାଇରେ ପହଞ୍ଚିଛନ୍ତି। ଦୁବାଇରେ ଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିଥିଲେ। ଏହି ସମୟରେ ଲୋକମାନେ ମୋଦି-ମୋଦି ଏବଂ ଏଥର ‘ଅବ୍‌ କି ବାର୍‌ ମୋଦି…

ଇମ୍ରାନ୍‌ ଖାନଙ୍କ ବିରୋଧରେ ଜେଲରେ ହେବ ଶୁଣାଣି, ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ପରେ କ୍ୟାବିନେଟ ଦେଲା ସବୁଜ ସଙ୍କେତ

ଇସଲାମାବାଦ,୩୦।୧୧: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଜେଲ ଶୁଣାଣିକୁ ପାକିସ୍ତାନର କ୍ୟାବିନେଟ ଅନୁମୋଦନ କରିଛି। ସୁରକ୍ଷା କାରଣରୁ ଜେଲରେ କାର୍ଯ୍ୟ ପ୍ରକ୍ରିୟା ଚାଲିବାକୁ ସ୍ବତନ୍ତ୍ର କୋର୍ଟଙ୍କ ନିଷ୍ପତ୍ତି ପରେ ଏହି ଅନୁମୋଦନ ଦିଆଯାଇଛି। ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି…

ଇସ୍ରାଏଲ ନାଗରିକଙ୍କ ଉପରେ ଗୁଳି ଚଳାଇଲା ପାଲେଷ୍ଟାଇନ, ୩ ଜଣଙ୍କର ମୃତ୍ୟୁ

ଜେରୁଜେଲମ,୩୦।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ସାତ ଦିନ ଧରି ଅସ୍ତ୍ରବିରତି ଚାଲିଛି। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ୫ ହଜାର ରକେଟ ଗୁଳି ଚଳାଇଥିଲା। ଏହାର ପ୍ରତିଶୋଧ…

କାଜାଖସ୍ତାନର ଏକ ଛାତ୍ରାବାସରେ ଅଗ୍ନିକାଣ୍ଡ: ୧୩ ମୃତ

କାଜାଖସ୍ତାନ,୩୦।୧୧: ଗୁରୁବାର କାଜାଖସ୍ତାନର ବୃହତ୍ତମ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସହରର ଜରୁରୀକାଳୀନ ବିଭାଗ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ…

ଖାଇବାକୁ ମନ ହେଲା, ଏକାଥରକେ ୩୨ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ମହିଳା

ବେଜିଂ,୩୦।୧୧: କିଛି ଲୋକ ଖାଇବାର ବହୁତ ଶୌକିନ ହୋଇଥାନ୍ତି। ସେମାନଙ୍କୁ ଆମେ ଫୁଡି ବୋଲି କହିଥାଉ। ବେଳେବେଳେ କିଛିଙ୍କୁ ଗୋଟିଏ ଆଇଟମର ଏପରି ଦିଓ୍ବାନା ହୋଇଯାଆନ୍ତି ଯେ ସେମାନେ ତାକୁ ବାରମ୍ବାର ଖାଇବାକୁ ପ୍ରିଫର କରିଥାଉ। ଚାଇନାର ଜଣେ ମହିଳାଙ୍କୁ ଗୋଟିଏ…

କଣ୍ଟେଣ୍ଟ ପାଇଁ ନ୍ୟୁଜ ସଂସ୍ଥାଙ୍କୁ ୬୧୨କୋଟି ଟଙ୍କା ଦେବ ଗୁଗଲ

ଅଟାଓ୍ବା,୩୦।୧୧: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ ପକ୍ଷରୁ ବିଭିନ୍ନ ନ୍ୟୁଜ ପ୍ଲାଟଫର୍ମର କଣ୍ଟେଣ୍ଟକୁ ୟଜର୍ସଙ୍କ ସର୍ଚ୍ଚ ଇଞ୍ଜିନରେ ଗୋଟିଏ ପରେ ଗୋଟିଏ ପବ୍ଲିଶ କରାଯାଇଥାଏ। ତେବେ ଏନେଇ ଗୁଗଲକୁ ଦାବି କରାଯାଉଛି କି, ନ୍ୟୁଜ ପବ୍ଲିଶ ପାଇଁ ଗୁଗଲ…

ଅନ୍ୟ ଝିଅଙ୍କୁ ଚାହିଁବାରୁ ପ୍ରେମିକଙ୍କୁ ଆଖି ଫୁଟାଇ ଦେଲେ ପ୍ରେମିକା

ଫ୍ଲୋରିଡା,୩୦।୧୧: ପ୍ରେମିକା ସାମ୍ନାରେ ଅନ୍ୟ ସ୍ତ୍ରୀକୁ ଦେଖିବାରୁ ଭୟଙ୍କର ପଦକ୍ଷେପ ନେଇଛନ୍ତି ପ୍ରେମିକା ଜଣକ। ପ୍ରେମିକଠାରୁ ପ୍ରତିଶୋଧ ନେବାକୁ ଯାଇ ମହିଳା ଏପରି କିଛି କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମହିଳା ଜଣକ ତାଙ୍କ ପ୍ରେମିକ ଆଖିରେ ରାବିସ…

ନେପାଳରେ ବିବାହ କଲେ ସମଲିଙ୍ଗୀ: ଦକ୍ଷିଣ ଏସିଆରେ ପ୍ରଥମ…

କାଠମାଣ୍ଡୁ,୩୦।୧୧ : ସମଲିଙ୍ଗୀ ବିବାହ ପଞ୍ଜିକରଣ କରିଥିବା ନେପାଳ ଦକ୍ଷିଣ ଏସିଆର ପ୍ରଥମ ଦେଶ ହୋଇଛି। ବ୍ଲୁ ଡାଇମଣ୍ଡ ସୋସାଇଟି ନାମକ ଏକ ସଂସ୍ଥାର ସଭାପତି ସଞ୍ଜୀବ ଗୁରୁଙ୍ଗ (ପିଙ୍କି) ଙ୍କ ଅନୁଯାୟୀ ୩୫ ବର୍ଷିୟ ଟ୍ରାନ୍ସଜେଣ୍ଡର ମାୟା ଗୁରୁଙ୍ଗ ଏବଂ…

ପୂର୍ବତନ ଆମେରିକା ବିଦେଶମନ୍ତ୍ରୀଙ୍କ ପରଲୋକ: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଥିଲା ବିବାଦୀୟ ଭୂମିକା…

ଓ୍ବାଶିଂଟନ,୩୦।୧୧ : ଆମେରିକାର ପ୍ରସିଦ୍ଧ ରାଜନେତା ତଥା କୂଟନୀତିଜ୍ଞ ହେନେରୀ କିସିଙ୍ଗରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। କୁହାଯାଉଛି ବୁଧବାର କନେକ୍ଟିକଟରେ ଥିବା ତାଙ୍କ ଘରେ ତାଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଏବଂ ଜେରାଲ୍ଡ ଫୋର୍ଡଙ୍କ କାର୍ଯ୍ୟକାଳ…

ହମାସର ନୁଆ ପ୍ରସ୍ତାବ: ଇସ୍ରାଏଲ ସୈନ୍ୟଙ୍କୁ ଛାଡ଼ିବାକୁ ସର୍ତ୍ତ…

ଜେରୁଜେଲମ,୩୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ବିବାଦରେ ବର୍ତ୍ତମାନ ଏକ ବିରାମ ଆସିଛି। ଅକ୍ଟୋବର ୭ ରେ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ଏବଂ ସୈନିକଙ୍କ ସମେତ ଶହ ଶହ ଲୋକଙ୍କୁ…

ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ପାଇଁ ଆମେରିକାର ଓକିଲ ମାଥ୍ୟୁ ଜି. ଓଲସେନ୍ କହିଛନ୍ତି ଯେ ନିଖିଲ ଗୁପ୍ତା (୫୨)…

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ ବୁଧବାର ୨ଟି ଟ୍ରେଡିଂ ସେସନ୍ସର ମାର୍କେଟ ରାଲି ଯୋଗୁ ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକର ମୋଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri