ପାରାସିଟାମୋଲ ଅତ୍ୟଧିକ ବ୍ୟବହାର କରୁଛନ୍ତି କି? ହୋଇପାରେ ଘାତକ, ଅନୁସନ୍ଧାନରୁ ଆଶ୍ଚର୍ଯ୍ୟଜନକ ଖୁଲାସା
ନୂଆଦିଲ୍ଲୀ,୨୧।୨: ପେନ୍ କ୍ଲିଅର୍ ଏବଂ ପାରାସିଟାମୋଲର ଅତ୍ୟଧିକ ବ୍ୟବହାର ଲିଭର୍ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ‘ଏଡିନବର୍ଗ ୟୁନିଭରସିଟି’ର ଅନୁସନ୍ଧାନରୁ ଏହା ଜଣାପଡିଛି। ନିକଟରେ ମୂଷା ଉପରେ ଏକ ଅନୁସନ୍ଧାନ କରାଯାଇଛି। ଏଥିରେ ଜଣାପଡିଛି ଯେ ଅତ୍ୟଧିକ ଔଷଧ ବ୍ୟବହାର କରିବା…
ପୃଥିବୀ ଆଡ଼କୁ ମାଡ଼ିଆସୁଛି ଏକ ଅନିୟନ୍ତ୍ରିତ ଉପଗ୍ରହ, ଘଟିବ ଏମିତି…
ବ୍ରୁଶ୍ଲେସ୍,୨୧ା୨: ଅଗ୍ରଣୀ ଇଉରୋପୀୟ ସାଟେଲାଇଟ୍ ବା ଉପଗ୍ରହ ଯାହା ଇଆର୍ଏସ୍-୨ ଭାବରେ ଜଣାଶୁଣା। ଏହା ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି। ୟୁରୋପୀୟ ସ୍ପେସ୍ ଏଜେନ୍ସି ପୂର୍ବାନୁମାନ କରିଛି, ଏହି ସାଟେଲାଇଟ୍ ବା ଉପଗ୍ରହ ବୁଧବାର ୩.୪୯ରେ ପୃଥିବୀର ବାୟୁମଣ୍ଡଳରେ ପୁନଃ…
କିଏ ସେହି ଯୁବତୀ, ଯାହାଙ୍କ ପାଇଁ ରୁଷିଆ-ଆମେରିକାର ବଢିଲା ଟେନ୍ସନ୍
ଓ୍ବାଶିଂଟନ୍/ମସ୍କୋ,୨୧।୨: ରୁଷିଆ-ଆମେରିକୀୟ କେସେନିଆ କାରେଲିନା ନାମକ ଜଣେ ୩୨ ବର୍ଷୀୟା ଯୁବତୀ ନିକଟରେ ଦେଶଦ୍ରୋହୀ ସନ୍ଦେହରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍ଏସ୍ବି) ଦ୍ୱାରା ଗିରଫ ହୋଇଛନ୍ତି। ଛୋଟ ଅପରାଧ ଅଭିଯୋଗରେ କେସେନିଆଙ୍କୁ ଗିରଫ କରାଯାଇଥିଲା, କିନ୍ତୁ…
କାହା ପାଖକୁ ଏମିତି କାର୍ ପଠାଇଲେ ପୁଟିନ୍, ବୋମା ପଡ଼ିଲେ ବି ହେବନି କ୍ଷତି
ମସ୍କୋ,୨୧ା୨: ରୁଷିଆ ଏବଂ ଭାରତ ମଧ୍ୟରେ ଏକ ଶତାବ୍ଦୀ ପୁରୁଣା ସୁ-ସମ୍ପର୍କ ରହିଆସିଛି। ଯେକୌଣସି ପରିସ୍ଥିତିରେ ଉଭୟ ଦେଶ ପରସ୍ପରର ହାତ ଧରି ଚାଲନ୍ତି। ସେଥିପାଇଁ ୟୁକ୍ରେନ ଯୁଦ୍ଧ ସମୟରେ ଯେତେବେଳେ ସମଗ୍ର ବିଶ୍ୱ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଲା, ସେତେବେଳେ…
ପ୍ରଥମେ ଭାରତର ଦୋଷ ଦେଉଥିଲା, ଏବେ କାନାଡାର ମତ ବଦଳିଗଲା
ଓଟାଓ୍ବା,୨୧।୨: ଖଲିସ୍ତାନୀ ସମର୍ଥକ ନେତା ହରଦୀପ ସିଂ ନିଜ୍ଜରଙ୍କ ସହଯୋଗୀଙ୍କ ଉପରେ ହୋଇଥିବା ଆକ୍ରମଣରେ କୌଣସି ବିଦେଶୀ ହସ୍ତକ୍ଷେପ ହୋଇନାହିଁ ବୋଲି କାନାଡା ସରକାର କହିଛନ୍ତି। କାନାଡାର ଆଇନ ପ୍ରଣୟନକାରୀଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ପ୍ରସଙ୍ଗରେ କୌଣସି…
ପୁଟିନଙ୍କ ନୂଆ ପ୍ରେମିକାକୁ ନେଇ ରୁଷିଆରେ ଚର୍ଚ୍ଚା, ୩୨ ବର୍ଷ ସାନ ଯୁବତୀଙ୍କ ସହ କରୁଛନ୍ତି ରୋମାନ୍ସ
ମସ୍କୋ,୨୧।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୁଣିଥରେ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ। ଏବେ ସେ ତାଙ୍କଠାରୁ ୩୨ ବର୍ଷ ସାନ ଯୁବତୀଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ୩୯ ବର୍ଷୀୟ ଏକାତେରିନା କାତ୍ୟା ମିଜୁଲିନା ଜଣେ…
କିଡ୍ନୀ ଦେଇ ସ୍ତ୍ରୀଙ୍କ ଜୀବନ ବଞ୍ଚାଇଥିଲେ ସ୍ବାମୀ, ଛାଡପତ୍ର ହେବାରୁ କହିଲେ, ‘ମୋ କିଡନୀ ଫେରା’
ଓ୍ବାଶିଂଟନ୍,୨୧।୨: ଛାଡପତ୍ରର ବିଭିନ୍ନ ଘଟଣା ଦେଖିବାକୁ ପାଇଥିବେ। କିନ୍ତୁ ଏହି ମାମଲା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କ୍ଷତିପୂରଣ ପାଇଁ ଟଙ୍କା ମାଗିଥା’ନ୍ତି। କିନ୍ତୁ ଏହି ଘଟଣାରେ ବ୍ୟକ୍ତିଜଣକ କିଡନୀ ମାଗିଛନ୍ତି। ଘଟଣା ଜାଣି ତାଜୁବ ହୋଇଯିବେ। ଘଟଣାଟି…
ପୃଥିବୀ ମୁହାଁ ଦୁଇ ଟନ ଓଜନର ଉପଗ୍ରହ…
ଲଣ୍ଡନ,୨୧।୨ : ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ପୁରାତନ ଉପଗ୍ରହ କିଛି ଘଣ୍ଟା ମଧ୍ୟରେ ପୃଥିବୀ ଉପରେ ଖସିବାକୁ ଯାଉଛି। ଏହି ଉପଗ୍ରହର ନାମ ହେଉଛି ଇଆରଏସ-୨ । ଏହା ୧୯୯୫ ରେ ଉତକ୍ଷେପଣ କରାଯାଇଥିଲା। ପୃଥିବୀ ପର୍ଯ୍ୟବେକ୍ଷଣ କ୍ଷମତା ଏବଂ…
ବୁଶରା ବିବିଙ୍କ ମେଡିକାଲ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କଲେ ଇମ୍ରାନଙ୍କ ଭଉଣୀ
ଇସଲାମାବାଦ,୨୦।୨: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଭଉଣୀ ତାଙ୍କ ପତ୍ନୀ ବୁଶରା ବିବିଙ୍କ ମେଡିକାଲ ଯାଞ୍ଚ ପାଇଁ ଦାବି କରି ଇସଲାମାବାଦ ହାଇକୋର୍ଟରେ ଆବେଦନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଖାଁଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ…
ଭାରତର ସହୃଦୟତା, ଭୋକିଲାଙ୍କ ପାଇଁ ଆଇବିଏସଏକୁ ୧୦ ଲକ୍ଷ ଡଲାର ଫଣ୍ଡ ଦେଲା ସହାୟତା
ନୂଆଦିଲ୍ଲୀ,୨୦।୨: ଭାରତ ଏପରି ଏକ ଦେଶ ଯିଏ କାହାକୁ ସାହାଯ୍ୟ କରିବାକୁ କେବେ ବି ପଛଘୁଞ୍ଚା ଦିଏ ନାହିଁ। ସେ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହି କ୍ରମରେ ସେ ଦାରିଦ୍ର ତଥା କ୍ଷୁଧା ମୁକାବିଲା ପାଇଁ…
କିମ୍ଙ୍କୁ ଦାମୀ ଉପହାର ଦେଲେ ପୁଟିନ୍
ମସ୍କୋ,୨୦।୨: ରୁଷିଆର ରାଷ୍ଟ୍ରପତି ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନଙ୍କୁ ରୁଷିଆରେ ନିର୍ମିତ କାର୍ ଉପହାର ଦେଇଛନ୍ତି। ମଙ୍ଗଳବାର ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପୁଟିନ କେଉଁ କାର ପଠାଇଛନ୍ତି ଏବଂ ଏହାକୁ ଉତ୍ତର କୋରିଆକୁ…
ମୋ ଭୁଲ୍ ପାଇଁ ମୋତେ ମୃତ୍ୟୁଦଣ୍ଡ ଦିଆଯାଉ: କାହିଁକି ଏମିତି କହିଲେ ପାକିସ୍ତାନ ନିର୍ବାଚନ କମିଶନର
ଇସଲାମାବାଦ୍,୨୦।୨: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ପରେ ସରକାର ଗଠନକୁ ନେଇ ତିକ୍ତତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜେଲରେ ଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନରେ ଘୋଟାଲା ଅଭିଯୋଗ କରିଛି। ରାୱଲପିଣ୍ଡି ମୁଖ୍ୟ…
Archives


