ପୂରା ସହର କିଣିଦେଲେ ଏହି ଅରବପତି: ସ୍ଥାନୀୟ ଲୋକଙ୍କ ଭୟ ବଢିଲା
ନୂଆଦିଲ୍ଲୀ,୨୦।୨:କାଲିଫର୍ନିଆରେ କାର୍ମେଲ ନାମକ ଏକ ସହର ଅଛି। ଏହି ସହର ଏତେ ସୁନ୍ଦର ଯେ ହଲିଉଡ ତାରକା ବ୍ରାଡ ପିଟଙ୍କ ସମେତ ଅନେକ ସେଲିବ୍ରିଟି ଛୁଟିଦିନ ପାଇଁ ଏଠାକୁ ଆସନ୍ତି।ଏହି ସହରଟି ଡେଷ୍ଟିନେସନ ଅଫ ଦି ମୋମେଣ୍ଟ ଭାବରେ ମଧ୍ୟ ଜଣାଶୁଣା।…
୧୭ ଥର ଗର୍ଭବତୀ ଥିବା କହି ଲକ୍ଷ ଲକ୍ଷ ଟଙ୍କା ପାଉଥିଲେ ସରକାରୀ ଲାଭ, ସତ ଜଣାପଡିଲା ପରେ…
ରୋମ,୧୯।୨: ଇଟାଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ମାତୃତ୍ୱ ସୁବିଧା ପାଇବା ପାଇଁ ପାଞ୍ଚଟି ସନ୍ତାନ ଏବଂ ୧୨ଟି ଗର୍ଭପାତ କରାଇଥିବା ମିଥ୍ୟା ଦାବି କରିଛନ୍ତି। ଏହି ଜାଲିଆତି ସାମ୍ନାକୁ ଆସିବା ପରେ ମହିଳା ଜଣଙ୍କ…
ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ
କାବୁଲ,୧୯।୨: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲାରେ ଭୂସ୍ଖଳନ ହେତୁ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା…
ମସ୍କଙ୍କୁ ନିଜ ନାଁ ବଦଳାଇବାକୁ ପରାମର୍ଶ ଦେଲେ ଏହି କୋଟିପତି, ଜାଣନ୍ତୁ କାହିଁକି…
ନୁୟର୍କ,୧୯।୨: ୱାନପ୍ଲସର ସହ-ପ୍ରତିଷ୍ଠାତା ତଥା ନଥିଙ୍ଗ୍ର ସିଇଓ କାର୍ଲ ପେଇ ଟେସଲା ସିଇଓ ଏଲନ ମସ୍କଙ୍କୁ ପରାମର୍ଶ ଦେଇଛନ୍ତି। କାର୍ଲ ପେ ଏକ ଟୁଇଟ୍ରେ କହିଛନ୍ତି ଯେ, ଯଦି ମସ୍କ ଭାରତରେ ଟେସଲା କାରଖାନା ସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ସେ…
ପାକିସ୍ତାନର ଅର୍ଥନୀତି ଠାରୁ ବଡ଼ ଟାଟା ଗ୍ରୁପର ବଜାର ମୂଲ୍ୟ: ରିପୋର୍ଟ
ନୂଆଦିଲ୍ଲୀ,୧୯।୨: ଟାଟା ଗ୍ରୁପ୍ କମ୍ପାନୀଗୁଡିକର ମିଳିତ ବଜାର ମୂଲ୍ୟ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି) କୁ ଅତିକ୍ରମ କରିଛି। ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ ଲୁଣ-ଟୁ-ସଫ୍ଟୱେର୍ କମ୍ପାନୀ ମାଧ୍ୟମରେ ଭାରତର ସବୁ ଘରେ ପହଞ୍ଚିଥିବା ଟାଟା ଗ୍ରୁପ୍ ବଜାର ମୂଲ୍ୟ…
ଟଏଲେଟ ଭାଙ୍ଗି ଆଟେଣ୍ଡାଣ୍ଟଙ୍କୁ ପିଟିଲେ ବିମାନ ଯାତ୍ରୀ, ଭିଡ଼ିଓ ଭାଇରାଲ…
ଲଣ୍ଡନ,୧୯।୨ : ବ୍ୟାଙ୍କକରୁ ହିଥ୍ରୋ ଅଭିମୁଖେ ଯାଉଥିବା ଏକ ଥାଇ ଏୟାରୱେଜ ବିମାନରେ ଟଏଲେଟ ଭାଙ୍ଗିବା ପରେ ଜଣେ ଯାତ୍ରୀ ଏୟାର ଷ୍ଟିୱାର୍ଡ (ବିମାନ କର୍ମଚାରୀ)ଙ୍କୁ ପିଟିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ୭…
ଦୁଇ ଜନଜାତି ମଧ୍ୟରେ ସଂଘର୍ଷ: ୬୪ ଜଣଙ୍କ ନରସଂହାର…
ପୋର୍ଟ ମୋର୍ସବେ,୧୯।୨ : ପାପୁଆ ନ୍ୟୁ ଗିନିରେ ଦୁଇ ଜନଜାତି ହିଂସାରେ ନରସଂହାରର ରୂପ ନେଇଛି। ଏଥିରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିସହ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରକାରର ବିବୃତ୍ତି ଆସିନାହିଁ।…
ୟୁକ୍ରେନର ଅବଦିଭକା ସହରକୁ ଦଖଲ କଲେ ରୁଷିଆ ସୈନ୍ୟ, ପୁଟିନ କଲେ ପ୍ରଶଂସା…
ମସ୍କୋ/କିଭ,୧୯।୨ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ କହିଛନ୍ତି ରୁଷିଆ ସୈନ୍ୟ ୟୁକ୍ରେନର ଅବଦିଭକା ସହରକୁ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଲେଫ୍ଟନାଣ୍ଟ ଜେନେରାଲ ଆଣ୍ଡ୍ରେ ମର୍ଡଭିଚେଭଙ୍କ ନେତୃତ୍ୱରେ ସୈନ୍ୟମାନେ ଏହି ସଫଳତା ହାସଲ…
ମହାକାଶକୁ ଯିବ କାଠ ତିଆରି ଉପଗ୍ରହ…
ଟୋକିଓ,୧୮।୨ : ଜାପାନର ବୈଜ୍ଞାନିକମାନେ ପୃଥିବୀର ଅନ୍ୟତମ ଅନନ୍ୟ ମହାକାଶଯାନ ସୃଷ୍ଟି କରିଛନ୍ତି। ଏହି ଛୋଟ ଉପଗ୍ରହ କାଠରେ ନିର୍ମିତ ହୋଇଛି। ଏହାର ନାମ ଲିଗ୍ନୋସାଟ ରଖାଯାଇଛି। ମାଗ୍ନୋଲିଆ କାଠରୁ ଲିଗ୍ନୋସେଟ ନିର୍ମିତ, ଯାହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ (ଆଇଏସଏସ) ରେ…
ଆମେରିକାର ଚିନ୍ତା ବଢ଼ିଲା: ରୁଷିଆ ବିକଶିତ କରୁଛି ଆଣବିକ କ୍ଷେପଣାସ୍ତ୍ର, ସାଟେଲାଇଟକୁ ନିମିଷକେ କରିବ ଧ୍ୱଂସ…
ମସ୍କୋ/ଓ୍ବାଶିଂଟନ,୧୮।୨ : ମହାକାଶରେ କୌଣସି ଉପଗ୍ରହକୁ ନଷ୍ଟ କରିବା ଏବେ ଦମ୍ଭବ ହେବ। ପୃଥିବୀରୁ ଏକ କ୍ଷେପଣାସ୍ତ୍ର ମହାକାଶକୁ ଯାଇ ନିର୍ଦ୍ଦିଷ୍ଟ ଉପଗ୍ରହକୁ ନଷ୍ଟ କରିପାରିବ। ରୁଷିଆ ଏଭଳି ଶକ୍ତିଶାଳୀ ଆଣବିକ ମହାକାଶ କ୍ଷେପଣାସ୍ତ୍ର ବିକଶିତ କରୁଛି। ଏହାର ବିସ୍ଫୋରଣ ହେଲେ…
ଆଣ୍ଟାର୍କଟିକା ମୋର !: କାହିଁକି ଦାବି କରୁଛି ଇରାନ…
ତେହେରାନ,୧୮।୨ : ଇରାନ ଦାବି କରିଛି ଆଣ୍ଟାର୍କଟିକା ମୋର। ନୌସେନାର ମୁଖ୍ୟ କମାଣ୍ଡର ରିୟର ଆଡମିରାଲ ଶାହରାମ ଇରାନୀ ସେପ୍ଟେମ୍ବରରେ କହିଥିଲେ ଦକ୍ଷିଣ ଗୋଲାର୍ଦ୍ଧରେ ତେହେରାନର ସମ୍ପତ୍ତି ଅଧିକାର ରହିଛି। ଇରାନୀଙ୍କ କହିବାନୁସାରେ, ତାଙ୍କର ଯୋଜନା ହେଉଛି ତାଙ୍କ ଦେଶର ପତାକା…
ଓ୍ବାର୍କ ଫ୍ରମ ହୋମ୍ ନୁହେଁ, ଏବେ ଓ୍ବାର୍କ ଫ୍ରମ୍ ଅଫିସ: ଗୁଗଲ ସମେତ ୭ ବଡ଼ କମ୍ପାନୀ ଜାରି କଲେ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୮।୨ : କରୋନା ମହାମାରୀ ସଙ୍କଟ ପରେ, ଅନେକ ବଡ କମ୍ପାନୀ କିଛି କଠୋର ପଦକ୍ଷେପ ନେଇଥିଲେ ଯେଉଁଥିରେ କର୍ମଚାରୀମାନଙ୍କୁ ଘରୁ କାମ(ଓ୍ବାର୍କ ଫ୍ରମ ହୋମ୍) କରିବାକୁ କୁହାଯାଇଥିଲା, କିନ୍ତୁ ବର୍ତ୍ତମାନ ମହାମାରୀର ଆଶଙ୍କା କମିଥିବାରୁ ଅନେକ ବୈଷୟିକ ପ୍ରତିଷ୍ଠାନ ପୁଣି…
Archives


