ଗାଜାରେ ଆକ୍ରମଣକୁ ତୀବ୍ର କଲା ଇସ୍ରାଏଲ, ୨୪ ଘଣ୍ଟାରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି
ଜେରୁଜେଲମ,୪।୧୨: ଗତ ୨୪ଘଣ୍ଟା ମଧ୍ୟରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଶତାଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସ ଆଖପାଖ ଅଞ୍ଚଳକୁ ଖାଲି କରିବାକୁ ଇସ୍ରାଏଲ ସୈନ୍ୟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଅଲ-ଜଜିରା ଗାଜାରେ ଥିବା…
ଆଗ୍ନେୟଗିରିରେ ବିସ୍ଫୋରଣ: ଚାଲିଗଲା ୧୧ ପର୍ବତାରୋହୀଙ୍କ ଜୀବନ, ଅନେକ ନିଖୋଜ
ଜାକର୍ତ୍ତା,୪।୧୧: ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ମେରାପୀ ଆଗ୍ନେୟଗିରିର ବିସ୍ଫୋରଣରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ଉଦ୍ଧାରକାରୀ ଦଳ ସମସ୍ତ ୧୧ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଗ୍ନେୟଗିରି ନିକଟରେ ତିନିଜଣ ପର୍ବତାରୋହୀ ଜୀବନ୍ତ ଥିବା ଜଣାପଡିଛି ଏବଂ ଅନେକ…
ମୋଦିଙ୍କ ପ୍ରଶଂସାରେ ଶତମୁଖ ହେଲେ ଆମେରିକୀୟ ଅଭିନେତ୍ରୀ: କହିଲେ, ମୋଦି ହିଁ ସର୍ବଶ୍ରେଷ୍ଠ ନେତା
ନୂଆଦିଲ୍ଲୀ,୪।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାଜପା ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ମଧ୍ୟପ୍ରଦେଶରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ୧୬୩ଟି ଆସନ ଜିତିବାରେ ସଫଳ ହୋଇଥିଲା। ରାଜସ୍ଥାନରେ ଭାଜପା ୧୧୫ଟି ଆସନ ଜିତିଛି। ବିଜେପି ଛତିଶଗଡରେ ୫୪ଟ ଆସନ…
କୋଇଲା ଫେଜ୍ ଆଉଟ୍କୁ ଭାରତର ବିରୋଧ
ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର କରିବାରୁ ଭାରତ ଦୂରେଇ ରହିଛି। ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସର୍ତ୍ତକୁ…
ରାତିଅଧରେ ଥରିଲା ଫିଲିପାଇନ୍ସ , ଘରୁ ବାହାରକୁ ଦୌଡିଲେ ଶୋଇଥିବା ଲୋକେ…
ମାନିଲା,୪।୧୨ : ରବିବାର-ସୋମବାର ମଧ୍ୟରାତ୍ରିରେ ଫିଲିପାଇନ୍ସରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ବୋଲି ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ରାତିଅଧ ପ୍ରାୟ ୧ଟା ୨୦ ସମୟରେ ଏହି ଭୂକମ୍ପ ଘଟିଛି। ଏହାର…
ଆଫଗାନୀଙ୍କ ପାଇଁ ତୋରଖମ ସୀମା ବନ୍ଦ କଲା ପାକିସ୍ତାନ…
ଇସଲାମାବାଦ,୪।୧୨ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ତୋରଖମ ସୀମା ଆଫଗାନିସ୍ତାନ ନାଗରିକଙ୍କ ପାଇଁ ବିନା ପାସପୋର୍ଟ ଏବଂ ବିନା ଲାଗି ବନ୍ଦ ହୋଇଯାଇଛି। ପାକିସ୍ତାନ ସରକାର ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆଫଗାନିସ୍ତାନର…
ଚାଇନା ସାଗରରେ ଆମେରିକା ଯୁଦ୍ଧ ଜାହାଜର ବେଆଇନ ପ୍ରବେଶ ନେଇ ଉତ୍ତେଜନା…
ବେଜିଂ/ଓ୍ବାଶିଂଟନ,୪।୧୨: ସାମ୍ପ୍ରତିକ ସମୟରେ, ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ଚାଇନା ସେନା ଦାବି କରିଛି ଏକ ଆମେରିକୀୟ ଯୁଦ୍ଧ ଜାହାଜ ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ପ୍ରବେଶ କରିଛି। ସୋମବାର ଚାଇନା ସୈନ୍ୟବାହିନୀ…
ଇରାନ ଆତଙ୍କବାଦୀଙ୍କୁ ଚେତାବନୀ ଦେଲା ଇସ୍ରାଏଲ, ସାଇବର ଆକ୍ରମଣକୁ ନେଇ ଜାରି କଲା ରିପୋର୍ଟ
ତେଲ ଆଭିବ,୩।୧୨: ଇରାନର ଆତଙ୍କବାଦୀ ଗୋଷ୍ଠୀ ବିଭିନ୍ନ ଦେଶରେ ଶିଳ୍ପ ନିୟନ୍ତ୍ରକଙ୍କ ବିରୋଧରେ ସାଇବର ଆକ୍ରମଣରେ ଲିପ୍ତ ଅଛନ୍ତି। ଏଥିମଧ୍ୟରୁ କେତେକ ଆମେରିକୀୟ ଜଳ କ୍ଷେତ୍ରରେ ମଧ୍ୟ ଅଛନ୍ତି। ଇସ୍ରାଏଲ ଏ ସମ୍ପର୍କରେ ଇରାନକୁ ଚେତାବନୀ ଦେଇଛି। ରବିବାର ପ୍ରକାଶିତ ଏକ…
ଦୁର୍ନୀତି ମାମଲାରେ ଫସିଲେ ପରଭେଜ ଏବଂ ତାଙ୍କ ପୁଅ
ଇସଲାମାବାଦ,୩ା୧୨: ଦୁର୍ନୀତି ମାମଲାରେ ଫସିଥିବା ପିଟିଆଇ ଅଧ୍ୟକ୍ଷ ପରଭେଜ ଇଲାହି ଏବଂ ତାଙ୍କ ପୁଅ ମୁନ୍ସୀଙ୍କ ନାମରେ ମାମଲା ପଞ୍ଜୀକରଣ କରାଯାଇଛି। ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ପିଟିଆଇ ଅଧ୍ୟକ୍ଷ ପରଭେଜ ଏବଂ ତାଙ୍କ ପୁଅଙ୍କ ବିରୋଧରେ ମାମଲା ଦାୟର କରିଛି।…
ଯାତ୍ରୀବାହୀ ବସ ଉପରେ ଆଖିବୁଜା ମୁଳିମାଡ କଲେ ଆତଙ୍କବାଦୀ: ୮ ମୃତ…
ଇସଲାମାବାଦ,୩।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ ବାଲ୍ଟିସ୍ତାନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ…
ଗଛ ସହିତ ମୁହାଁମୁହିଁ ଧକ୍କା ହେଲା ବିମାନ: ଜଣେ ରାଜନେତାଙ୍କ ସମେତ ୩ ମୃତ…
ଓ୍ବାଶିଂଟନ,୩।୧୨ : ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବିମାନ ଦୁର୍ଘଟଣାରେ ଜଣେ ରାଜନେତାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିମାନ ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ କଲରାଡୋ ପାର୍ଟି ନେତା ୱାଲ୍ଟର ହରମସ ଏବଂ…
ଆମେରିକାର ୧୧ ରାଜ୍ୟରେ ବଢୁଛି ଶ୍ୱାସରୋଗ
ଓ୍ବାଶିଂଟନ,୩।୧୨: ଚାଇନାରେ ରହସ୍ୟମୟ ନିମୋନିଆ ସଂକ୍ରମଣ ବ୍ୟାପିଚାଲିଥିବାବେଳେ ଏବେ ଆମେରିକାର ୧୧ଟି ରାଜ୍ୟରେ ଶ୍ୱାସକ୍ରୟାଜନିତ ରୋଗ ବଢ଼ୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ସଂଗୃହୀତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ବହୁ ଅଧିକ ଲୋକ ଶ୍ୱାସଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ସିଡିସି…
Archives


