ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି
କିଭ୍,୨୬।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ବିତିଗଲାଣି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଏବେବି ଜାରି ରହିଛି। ଦୁଇ ବର୍ଷର ଯୁଦ୍ଧରେ ଉଭୟ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ଏହି…
ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ
ବୁର୍କିନା ଫାସୋ,୨୬।୨: ଉତ୍ତର ବୁର୍କିନା ଫାସୋରେ ଏକ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ। ଡୋରି ସୁବାର ପାଦ୍ରି ଜାନ-ପିଆର ସାଭଡୋଗୋ…
ବିଲି୍ଡଂରେ ଲାଗିଲା ନିଆଁ: ଜଳିଗଲେ ଭାରତୀୟ ସାମ୍ବାଦିକ
ନ୍ୟୁୟର୍କ, ୨୫।୨: ଆମେରିକାରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କର ହାର୍ଲେମ ଅଞ୍ଚଳର ଏକ କୋଠାରେ ରବିବାର ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକ ଫୈଜଲ ଖାନ୍ଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ…
ମୋଦିଙ୍କ କଥାକୁ ମାତ୍ର ୫ ମିନିଟ୍ରେ ମାନି ନେଇଥିଲେ ଏହି ଦେଶର ରାଷ୍ଟ୍ରପତି
ଦୁବାଇ,୨୫।୨: ସଂଯୁକ୍ତ ଆରବ ଏମିରେଟ୍ସର ଜଣେ କୂଟନୀତିଜ୍ଞ ୟୁଏଇ ମନ୍ଦିର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୧୫ରେ ଏକ ଗସ୍ତ ସମୟରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲ୍ଫ ଦେଶରେ ଏକ ହିନ୍ଦୁ ମନ୍ଦିର ପାଇଁ ଅନୁରୋଧ…
ବାଇଡେନଙ୍କ ସ୍ମରଣ ଶକ୍ତିକୁ ନେଇ ପୁଣି ଉଠିଲା ପ୍ରଶ୍ନ, ସି ଜିନପିଙ୍ଗଙ୍କୁ କହିଲେ ‘ରୁଷିଆର ରାଷ୍ଟ୍ରପତି’
ଓ୍ବାଶିଂଟନ,୨୫।୨: ଦୁର୍ବଳ ସ୍ମୃତିଶକ୍ତି ଏବଂ ବୃଦ୍ଧାବସ୍ଥା ଯୋଗୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। ଏବେ ପୁଣି ଥରେ ଜୋ ବାଇଡେନ ଏକ ଭୁଲ କରିଛନ୍ତି । ଘଟଣାହେଲା ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ସେ ଚାଇନାର…
ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା, ରେସ୍ରେ ସବୁଠୁ ଆଗରେ ଆସିଫ ଅଲି ଜରଦାରି
ଇସଲାମାବାଦ,୨୫।୨: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଠକେଇ ଅଭିଯୋଗ ରହିଛି। ଏହି ଅଭିଯୋଗଗୁଡିକ ଜାଣି ନ ଥିବାରୁ ପାକିସ୍ତାନର ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ମାର୍ଚ୍ଚ ୯ ରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ଘୋଷଣା…
ପଞ୍ଜାବ ଅଞ୍ଚଳର ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ନେଇ ଆରମ୍ଭ ହେଲା କାଉଣ୍ଟ ଡାଉନ, ମରିୟମଙ୍କ ଉପରେ ସମସ୍ତଙ୍କ ନଜର
ଇସଲାମାବାଦ,୨୫।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ। ସେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି। ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ପଞ୍ଜାବ ବିଧାନସଭାରେ…
ରାଷ୍ଟ୍ରପତି ପଦ ପାଇଁ ଟ୍ରମ୍ପ ଆଉ ପାଦେ ଆଗରେ
ଓ୍ବାଶିଂଟନ,୨୫ା୨: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଚଳିତ ବର୍ଷ ଆମେରିକାରେ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଟକ୍କର ଦେଉଛନ୍ତି। ଦକ୍ଷିଣ କାରୋଲିନାରେ ଅନୁଷ୍ଠିତ ରିପବ୍ଲିକାନ ପ୍ରାଥମିକ ନିର୍ବାଚନରେ ଟ୍ରମ୍ପ ଜିତିଛନ୍ତି। ସେ ଦକ୍ଷିଣ…
ବିନା ଟିକେଟ୍ରେ ଏରୋବ୍ରିଜ୍ରେ ପହଞ୍ଚି ବିମାନ ଯାତ୍ରା କରିବାକୁ ଯାଉଥିଲେ ବ୍ୟକ୍ତି, ଏମିତି ପଡ଼ିଲେ ଧରା
ମୁମ୍ବାଇ,୨୫ା୨: ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜଣେ ବ୍ୟକ୍ତି ଖାଲି ଯେ, ବିନା ଟିକେଟରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବେଶ କରିନାହାନ୍ତି ବରଂ ଇଣ୍ଡିଗୋ ବିମାନର ଏରୋବ୍ରିଜ ନିକଟକୁ ମଧ୍ୟ ଚାଲିଯାଇଥିଲେ। ତାଙ୍କ ପାଖରେ ବୈଧ କାଗଜପତ୍ର ମଧ୍ୟ ନ…
ଇଲେକ୍ଟ୍ରିକ ସାଇକେଲରୁ ବିଲ୍ଡିଂରେ ଲାଗିଲା ନିଆଁ: ୧୫ ଜିଅନ୍ତା ଜଳିଗଲେ, ୪୪ ଆହତ
ବେଜିଂ,୨୪ା୨: ଚାଇନାର ପୂର୍ବ ପ୍ରଦେଶର ଜିଆଙ୍ଗସୁ ସହରର ନାନଜିଙ୍ଗ ସହରରେ ଅଗ୍ନିକାଣ୍ଡ ଘଟି ବହୁ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶନିବାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ପ୍ରାୟ ୧୫ ଜଣଙ୍କର…
ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ
ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଟୋନି ଆବୋଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ଏକ ଶକ୍ତିଶାଳୀ…
କାଲିଫର୍ନିଆରେ ନାଭାଲ୍ନିଙ୍କ ପରିବାରକୁ ଭେଟିଲେ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗୁରୁବାର କାଲିଫର୍ନିଆରେ ପୁଟିନ୍ ସମାଲୋଚକ ଏଲେକ୍ସି ନାଭାଲ୍ନିଙ୍କ ସ୍ତ୍ରୀ ଓ ଝିଅଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଗତ ୧୬ ତାରିଖରେ ରୁଷିଆ ଜେଲରେ ନାଭାଲ୍ନିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ନାଭାଲ୍ନିଙ୍କ ମୃତଦେହ ତାଙ୍କ ପରିବାରକୁ…
Archives


