ଲେବାନନ୍ର ଦୁଇ ହିଜ୍ବୁଲ ସେଲ୍ରେ ଆକ୍ରମଣ କଲା ଇସ୍ରାଏଲ
ଜେରୁଜେଲମ୍,୨୩ା୧୦: ସୋମବାର ସକାଳେ ଲେବାନନ୍ରେ ଦୁଇଟି ହିଜ୍ବୁଲ ସେଲ୍ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି। ଏନେଇ ସ୍ଥାନୀୟ ଗଣମାଧ୍ୟମ ସୂଚନାରୁ ଜଣାପଡ଼ିଛି। ତେବେ ଇସ୍ରାଏଲ ଆକ୍ରମଣରେ କେତେ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ କୌଣସିସୂଚନା ମିଳିନାହିଁ। ଇସ୍ରାଏଲ ସୈନ୍ୟ କହିଛନ୍ତି ଯେ,…
ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ବ୍ରିଟେନର ନାଗରିକ
ଲଣ୍ଡନ,୨୨।୧୦: ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ମାଷ୍ଟର ମାଇଣ୍ଡ ତଥା ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସର ମୁଖ୍ୟ ଆତଙ୍କବାଦୀ ମହମ୍ମଦ କାଶିମ ସଓ୍ବାଲହା ଲଣ୍ଡନରେ ଏକ ଫ୍ଲାଟରେ ରହୁଛନ୍ତି। ଯାହାକି ସେ କିଛି ବର୍ଷ ପୂର୍ବେ ସ୍ଥାନୀୟ ବର୍ଣ୍ଣେଟ କାଉନସିଲରୁ କିଣିଥିଲେ।…
ଇସ୍ରଏଲ ଟ୍ୟାଙ୍କରୁ ହେଲା ‘ମିସଫାୟାର’, ଟାର୍ଗେଟ ହେଲା ଇଜିପ୍ଟର ସେନା ପୋଷ୍ଟ
ଜେରୁଜେଲମ,୨୨।୧୦: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ରବିବାର ଇସ୍ରାଏଲ ସେନା ଏହାର ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ କହିଥିଲେ ଯେ, ଏହାର ଟ୍ୟାଙ୍କର ହଠାତ୍ କେରେମ ଶାଲୋମ ଅଞ୍ଚଳରେ ସୀମା ନିକଟରେ ଥିବା ଏକ ଇଜିପ୍ଟ…
ଗାଜା, ସିରିଆ, ଓ୍ବେଷ୍ଟ ବ୍ୟାଙ୍କକୁ ଟାର୍ଗେଟ କରୁଛି ଇସ୍ରାଏଲ, ଘର ଛାଡିଲେ ୨୩ ଲକ୍ଷ ଲୋକ
ରାଫା,୨୨।୧୦: ଇସ୍ରାଏଲ-ହମାସ ଯୁଦ୍ଧର ୧୫ଦିନ ବିତିଗଲାଣି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ପ୍ରତିଶୋଧ ପରାୟଣ ଆକ୍ରମଣ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉ ନାହିଁ। ଶନିବାର ଏବଂ ରବିବାର ରାତିରେ ଇସ୍ରାଏଲର ଯୁଦ୍ଧ ବିମାନ ଗାଜା ଶିବିର ଉପରେ ଆକ୍ରମଣ…
ବାଣିଜ୍ୟରେ ପୁଣିଥରେ ଚାଇନାକୁ ପଛରେ ପକାଇଲା ଆମେରିକା
ଓ୍ବାଶିଂଟନ୍,୨୨।୧୦: ବାଣିଜ୍ୟ ଦୃଷ୍ଟିରୁ ଆମେରିକା ପୁଣିଥରେ ଚାଇନାକୁ ପଛରେ ପକାଇ ଦେଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ଆମେରିକା ଭାରତର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ଭାବରେ ଉଭା ହୋଇଛି। ତେବେ ଏହି ସମୟ ମଧ୍ୟରେ ଭାରତ ଏବଂ…
ମାଳଦ୍ୱୀପରେ ଗ୍ୟାସ୍ ସିଲିଣ୍ଡର ଫାଟି ଦୁଇ ଭାରତୀୟଙ୍କ ମୃତ୍ୟୁ
ମାଲେ,୨୨ା୧୦: ମାଳଦ୍ୱୀପରେ ଥିବା ଭାରତୀୟ ଉଚ୍ଚ ଆୟୋଗ ହାଓ୍ବାଲ ମାକୁନୁଧୁ ଦ୍ୱୀପରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ଦୁଇ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଭାରତୀୟ ଉଚ୍ଚ ଆୟୋଗ ମାଳଦ୍ୱୀପ କର୍ତ୍ତୃପକ୍ଷ…
ବାଂଲାଦେଶଠାରୁ ଅଲଗା ହେବାର ଯନ୍ତ୍ରଣା ପ୍ରକାଶ କଲେ ନୱାଜ ସରିଫ
ଇସଲାମାବାଦ୍,୨୨।୧୦: ବ୍ରିଟେନରେ ଚାରି ବର୍ଷ ଆତ୍ମନିର୍ବାସନ ଜୀବନ ବିତାଇବା ପରେ ପାକିସ୍ତାନ ଫେରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଲାହୋରରେ ଏକ ରାଲିରେ ସମ୍ବୋଧିତ କରିଥିଲେ। ଏହି ସମୟରେ ନୱାଜ ସରିଫଙ୍କ ଭାଷଣରେ ବାଂଲାଦେଶ ଅଲଗା ହେବାର…
ପାଲେଷ୍ଟାଇନକୁ ଚେତାବନୀ ଦେଲା ଇସ୍ରାଏଲ: ଗାଜାରୁ ନ ହଟିଲେ ଆତଙ୍କବାଦୀ ଭାବେ କରାଯିବ ବିବେଚନା
ଜେରୁଜେଲମ,୨୨।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ବର୍ତ୍ତମାନ ଗାଜା ଉପରେ ଆକ୍ରମଣକୁ ତୀବ୍ର କରିଛି। ହମାସ ବିରୋଧରେ ଏୟାର ଷ୍ଟ୍ରାଇକ ଚାଲିଛି। ଏଭଳି ପରିସ୍ଥିତିରେ ସାଧାରଣ ନାଗରିକମାନେ ଅଧିକ କ୍ଷତି ନ କରିବାକୁ ଇସ୍ରାଏଲ ବର୍ତ୍ତମାନ ପାଲେଷ୍ଟାଇନମାନଙ୍କୁ…
୨ ମହିଳା ସାମ୍ବାଦିକାଙ୍କୁ ଜେଲ୍ରେ ରଖିଛି ଇରାନ
ତେହେରାନ,୨୨ା୧୦: ତେହେରାନରେ ପୋଲିସ ଦ୍ୱାରା ଗିରଫ ହେବା ପରେ ୧୬ ସେପ୍ଟେମ୍ବର ୨୦୨୨ରେ ମହସା ଆମିନୀଙ୍କ ହେପାଜତ ମୃତ୍ୟୁ ହୋଇଥିଲା। ଗତ ବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିବା ମହସା ଆମିନୀଙ୍କ ମୃତ୍ୟୁ ଖବର ସଂଗ୍ରହ କରିବାକୁ ଯାଇ ଗିରଫ ହୋଇଥିବା…
ସାମରିକ ଶକ୍ତି ବୃଦ୍ଧି କଲା ଆମେରିକା
ଓ୍ବାଶିଂଟନ,୨୨ା୧୦: ଓ୍ବାଶିଂଟନ ମଧ୍ୟ ପୂର୍ବରେ ବହୁ ପରିମାଣର ନୌସେନା ଶକ୍ତି ନିୟୋଜିତ କରିସାରିଛି। ଇସ୍ରାଏଲ-ହମାସ୍ ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ମଧ୍ୟପ୍ରାଚ୍ୟର ବ୍ୟାପକ ବିବାଦର ଆଶଙ୍କା କରି ରବିବାର ଆମେରିକା ଏହି ଅଞ୍ଚଳକୁ ଅଧିକ ସାମରିକ ଶକ୍ତି ପଠାଇ ଇସ୍ରାଏଲ ଲେବାନନ,…
ଅଳିଆ ଗଦାରେ କଲେ ପ୍ରି ଓ୍ବେଡିଂ ଫଟୋଶୁଟ୍
ତାଇପେଇ,୨୨।୧୦: ପ୍ରି ଓ୍ବେଡିଂ ଫଟୋଶୁଟ ପାଇଁ ପ୍ରତିଟି କପୁଲ ଭଲ ସ୍ଥାନ ବାଛିଥାନ୍ତି। ବିବାହ ପୂର୍ବରୁ ଏହି ଫଟୋଶୁଟ୍ର ଚାହିଦା ମଧ୍ୟ ଅଧିକ। ଏଥିପାଇଁ ସେମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। କିନ୍ତୁ ତାଇୱାନର ଏକ ଦମ୍ପତି ଏକ ଅଜବ ଧରଣର…
ବଢୁଥିବା ଉତ୍ତେଜନା ମଧ୍ୟରେ ଆମେରିକାର ବଡ ନିଷ୍ପତ୍ତି, ପଶ୍ଚିମ ଏସିଆରେ ନିୟୋଜିତ କରିବ ଅତିରିକ୍ତ ବାୟୁ ପ୍ରତିରକ୍ଷା ସିଷ୍ଟମ
ନୂଆଦିଲ୍ଲୀ, ୨୨।୧୦: ଆମେରିକା ଏହାର ଅତିରିକ୍ତ ବାୟୁ ପ୍ରତିରକ୍ଷା ସିଷ୍ଟମ ପଶ୍ଚିମ ଏସିଆକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏହି ସୂଚନା ଦେଇଛନ୍ତି। ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଇରାନ ସହ ତିକ୍ତତା ବୃଦ୍ଧି ହେତୁ…
Archives


