ବିଲେଇ ପାଇଁ ଜାପାନରେ ହାଇ ଆଲର୍ଟ, ଜାଣନ୍ତୁ ପୂରା ମାମଲା…
ଟୋକିଓ,୧୪ା୩: ସାଧାରଣ ଏକ ବିଲେଇ ପାଇଁ ଜାପାନ ପରି ସହରରେ ସତର୍କ ଘଣ୍ଟି ବାଜିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଘଟଣା। ହିରୋସିମା ପ୍ରିଫେକ୍ଟରର ଫୁକୁୟାମା କର୍ତ୍ତୃପକ୍ଷ କହିଛନ୍ତି, ଏକ ବିଲେଇ ପାଇଁ ସେମାନେ ସହରରେ ପାଟ୍ରୋଲିଂ ବଢ଼ାଇ ଦେଇଛନ୍ତି। ରବିବାର ଏକ ପ୍ଲାଣ୍ଟ୍…
ଆମେରିକା ସଂସଦରେ ଦିଆଗଲା ଭାରତର ଉଦାହରଣ
ଓ୍ବାଶିଂଟନ୍,୧୪।୩: ଆମେରିକାରେ ଚାଇନାର ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି ଆମେରିକାର ସାଂସଦ। ଅଧିକାଂଶ ସାଂସଦ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି…
ପୁଣି ଆଣବିକ ଅସ୍ତ୍ର ଧମକ ଦେଲେ ପୁଟିନ୍
ମସ୍କୋ,୧୩ା୩:ରୁଷିଆର ସାର୍ବଭୌମତ୍ୱ କିମ୍ବା ସ୍ବାଧୀନତା ଉପରେ ବିପଦ ଦେଖାଦେଲେ ମସ୍କୋ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ଏଥିସହ ଆମେରିକାକୁ ଆଣବିକ ସଂଘର୍ଷରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ରୁଷୀୟ ସରକାରୀ ଟିଭି…
ଥରିଲା ଆଫଗାନିସ୍ତାନ
କାବୁଲ,୧୩।୩: ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ରେ ମାପ କରାଯାଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୪୬ କିଲୋମିଟର ଗଭୀର ଥିଲା। ପାକିସ୍ତାନର କିଛି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର…
ମୋଦି ସରକାରଙ୍କ ଉପରେ ବର୍ଷିଲା ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୧୩।୩: ମିଳିତ ଜାତିସଂଘ (ଜାତିସଂଘ) ଏବଂ ଆମେରିକା ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ମିଳିତ ଜାତିସଂଘ ସିଏଏକୁ ଭେଦଭାବକାରୀ ବୋଲି ବର୍ଣ୍ଣନା କରିଥିବାବେଳେ ଆମେରିକା କହିଛି, ଏହି ପ୍ରସଙ୍ଗରେ ତୀକ୍ଷ୍ଣ ନଜର ରଖିଛି। ଆମେରିକାର ବୈଦେଶିକ…
ପାକିସ୍ତାନରେ ଲାଗୁ ହେବ CAA! ଭାରତୀୟ ମୁସଲମାନଙ୍କୁ ମିଳିବ ନାଗରିକତା
ଇସଲାମବାଦ,୧୩।୩: ନରେନ୍ଦ୍ର ମୋଦି ସରକାର ସୋମବାର ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରିଛନ୍ତି। ଏହି ନୂଆ ଆଇନ୍ ଅନୁଯାୟୀ, ୨୦୧୫ ପରଠାରୁ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଗାଦେଶରୁ ଦେଶ ଛାଡି ଆସିଥିବା ଲୋକ ଯେଉଁମାନେ ଆଜି ଯାଏଁ ଭାରତରେ ରହୁଛନ୍ତି…
ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା: ମୃତଦେହ ଫେରାଇ ଆଣିବାକୁ ମା’ବାପାଙ୍କ ନିବେଦନ
ମେଲ୍ବୋର୍ନ,୧୨।୩: ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଏକ ରାସ୍ତା କଡ଼ ଅଳିଆ ଗଦାରୁ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲିଆ ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହାଇଦ୍ରାବାଦର ଚୈତନ୍ୟା ମଧଗାନୀ(୩୬)ବୋଲି ଜଣାପଡିଛି। ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଫିଙ୍ଗି…
ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ସାଂସଦ
ଓ୍ବାଶିଂଟନ,୧୨।୩: ୟୁକ୍ରେନ ଉପରେ ସମ୍ଭାବ୍ୟ ପରମାଣୁ ଆକ୍ରମଣକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଶ୍ୱସ୍ତରୀୟ ନେତାମାନଙ୍କୁ ଶ୍ରେୟ ଦେଇଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟ ପରେ, ଆମେରିକାର ଦୁଇ ସାଂସଦ ବିଶ୍ୱାସ କରନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପାଇଁ…
ଏଲନ ମସ୍କଙ୍କ ଚିନ୍ତା ବଢାଇଲା ଚାଇନା
ଓ୍ବାଶିଂଟନ,୧୨।୩: ଟେସଲା ଏବଂ ଆପଲ ଚାଇନାରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ହରାଇ ପାରନ୍ତି। କାରଣ ଚାଇନା ପାଶ୍ଚାତ୍ୟ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତେ ଘରୋଇ ଉତ୍ପାଦ ବାଛିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛି । ଖବର ଅନୁଯାୟୀ, ଏହି କମ୍ପାନୀଗୁଡିକ ଚାଇନାର ପ୍ରତିଯୋଗୀମାନଙ୍କ ସହିତ…
ଜେଲନସ୍କିଙ୍କ ଚିନ୍ତା ବଢାଇଲେ ଟ୍ରମ୍ଫ
ଓ୍ବାଶିଂଟନ,୧୨।୩: ଚଳିତ ବର୍ଷ ନଭେମ୍ବର ୫ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ୟୁକ୍ରେନ…
ଅସିଫା ଭୁଟ୍ଟୋ ଜର୍ଦ୍ଦାରୀ ହେଲେ ପାକିସ୍ତାନର ପ୍ରଥମ ମହିଳା
ଇସ୍ଲାମାବାଦ୍, ୧୨।୩: ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଅସିଫ୍ ଅଲୀ ଜର୍ଦ୍ଦାରୀ ନିଜ ଝିଅ ଅସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ଦେଶର ପ୍ରଥମ ମହିଳା ଭାବେ ଆଧିକାରିକ ଘୋଷଣା କରିଛନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କର ସ୍ତ୍ରୀଙ୍କୁ ଦେଶର ପ୍ରଥମ ମହିଳା ଭାବେ ଅଭିହିତ କରାଯାଉଥିବା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅରୁଣାଚଳ ଗସ୍ତକୁ ନେଇ ରାଗିଗଲା ଚାଇନା
ବେଜିଂ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଅରୁଣାଚଳପ୍ରଦେଶ ଗସ୍ତରେ ଯାଇଥିବାରୁ ଚାଇନା ସୋମବାର ଭାରତ ନିକଟରେ ପ୍ରତିବାଦ ଜଣାଇଛି। ଅରୁଣାଚଳକୁ ଚାଇନା ନିଜର ଦାବି କରିଆସୁଥିବାବେଳେ ଭାରତର ପଦକ୍ଷେପ ସୀମା ପ୍ରସଙ୍ଗକୁ ଜଟିଳ କରିବ ବୋଲି ବେଜିଂ ଦୋହରାଇଛି।…
Archives


