ଅନ୍ତର୍ଜାତୀୟ

ନେତାନ୍ୟାହୁଙ୍କ ଘାତକ ପ୍ଲାନ୍‌

ଜେରୁଜେଲମ୍‌,୨ା୧୧: ହମାସ୍‌ ସହ ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଏକ ଘାତକ ଯୋଜନା ପ୍ରଘଟ ହୋଇଛି। ସୂଚନାନୁସାରେ ଇସ୍ରାଏଲ ଗାଜାବାସୀଙ୍କୁ ଇଜିପ୍ଟର ସିନାଇ ଉପଦ୍ୱୀପକୁ ସ୍ଥାନାନ୍ତର ପାଇଁ ଯୋଜନା କରିଛି। ଇସ୍ରାଏଲର ଗୋଇନ୍ଦା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୦…

ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକରେ ୧୯୫ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି: ହମାସର ଦାବି…

ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଦଶ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲର ସୈନିକମାନଙ୍କ ଦ୍ୱାରା କ୍ରମାଗତ ଭାବରେ ବୋମା ମାଡ କରାଯାଉଛି। ପାଲେଷ୍ଟାଇନ ଉଗ୍ରବାଦୀ ଦଳର ସଶସ୍ତ୍ର ୱିଙ୍ଗ ଅଲ-କାସାମ ବ୍ରିଗେଡ ଦାବି କରିଛି ମଙ୍ଗଳବାର ଇସ୍ରାଏଲ ଉତ୍ତର…

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼

ଓ୍ବାଶିଂଟନ,୧ା୧୧:ଆମେରିକାର ଇଣ୍ଡିଆନା ରାଜ୍ୟ ଅନ୍ତର୍ଗତ ଭାଲପାରାଇସୋ ସହରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ବରୁଣଙ୍କୁ ଫୋର୍ଟ ଓ୍ବାନେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ ଏକ ପବ୍ଲିକ୍‌ ଜିମ୍‌ରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିବା ଭାରତୀୟ ଛାତ୍ର…

ବଢୁଛି ଲୋକଙ୍କ ଦରମା, ମାତ୍ର ପକେଟ୍‌ ଖାଲି, ଜାଣନ୍ତୁ କ’ଣ କହୁଛି ସର୍ବେକ୍ଷଣ ରିପୋର୍ଟ

ଲଣ୍ଡନ,୧ା୧୧: ବ୍ରିଟିଶ ଶ୍ରମିକମାନଙ୍କର ଭାଗ୍ୟ ବର୍ଷର ଶେଷ ମାସରେ ଚମକିଛି। ବୁଧବାର ଶ୍ରମ ବଜାରର ଏକ ସର୍ବେକ୍ଷଣ ଅନୁଯାୟୀ, ବ୍ରିଟିଶ ଶ୍ରମିକମାନେ ସାପ୍ତାହିକ ବେତନରେ ସେମାନଙ୍କର ସର୍ବାଧିକ ଦରମା ପାଇଛନ୍ତି। ଏହା ବ୍ୟତୀତ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦରମା ସର୍ବାଧିକ ବୃଦ୍ଧି…

ଇଟାଲୀରେ ବିରୁଡି ଆତଙ୍କ, ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…

ରୋମ,୧।୧୧ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ ଯୋଗୁ ଲୋକମାନେ ନିଜ ଘରୁ ବାହାରକୁ ଯିବାକୁ ମଧ୍ୟ ଦ୍ୱିଧା କରୁଛନ୍ତି। ବାସ୍ତବରେ,…

ରାସ୍ତାରେ ବୁଲୁଛନ୍ତି ଭାଲୁ, ଘରୁ ନ ବାହାରିବାକୁ ଚେତାବନୀ ଜାରି କଲା ପ୍ରଶାସନ…

ଟୋକିଓ,୧।୧୧ : ବିଶ୍ୱର ଏକାଦଶ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ପରିଚିତ ଜାପାନ ସମ୍ପ୍ରତି ଅଜବ ଅସୁବିଧାର ସମ୍ମୁଖୀନ ହେଉଛି। କିନ୍ତୁ ଜାପାନ ପାଇଁ ବିପଦ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ଆକ୍ରମଣକାରୀ ଦେଶରୁ ନୁହେଁ ବରଂ ଭାଲୁମାନଙ୍କ ଯୋଗୁ ସୃଷ୍ଟି…

ଗାଜା ଯୁଦ୍ଧର ପ୍ରଭାବ, ପାଣି-ଗୋପନୀୟତା ଅଭାବରୁ ଋତୁସ୍ରାବ ନ ହେବା ପାଇଁ ଔଷଧ ଖାଉଛନ୍ତି ମହିଳା…

ଜେରୁଜେଲମ,୧।୧୧ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଲୋକମାନେ ଜୀବନର ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଭିଟାମାଟି ଛାଡିଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜାରେ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇ ଯାଇଛି। ପୋଷାକ ବଦଳାଇବା ଏବଂ ସ୍ନାନ କରିବା ସମୟରେ…

ଟ୍ରିପଲ ଏଚ, ଇସ୍ରାଏଲ ସୈନ୍ୟଙ୍କ ପାଇଁ ପାଲଟିଛନ୍ତି ଚିନ୍ତାର କାରଣ, କିଏ ସେମାନେ ଜାଣନ୍ତୁ…

ଜେରୁଜେଲମ,୧।୧୧ : ଇସ୍ରାଏଲ ସୈନ୍ୟଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛନ୍ତି ଟ୍ରିପଲ ଏଚ। ଏହାର ମୁକାବିଲା କରିବା ଲାଗି ଇସ୍ରାଏଲ ସୈନ୍ୟମାନେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଟ୍ରିପଲ ଏଚ ହେଉଛନ୍ତି ହମାସ,ହିଜବୁଲ ଏବଂ ହୁତି ବିଦ୍ରୋହୀ।…

ବାୟୁପ୍ରଦୂଷଣ ଯୋଗୁ ସ୍ମୃତି ଶକ୍ତି ପାଉଛି ହ୍ରାସ, ମସ୍ତିଷ୍କ ଫୁଲି ଯାଉଛି…

ଓ୍ବାଶିଂଟନ,୧।୧୧ : ବାୟୁରେ ଥିବା ପ୍ରଦୂଷଣର ଛୋଟ କଣିକା ମଣିଷଠାରେ ପାର୍କିନସନ ସମସ୍ୟା ସୃଷ୍ଟି କରୁଛି। ଫଳରେ ସ୍ମୃତି ଶକ୍ତି ହ୍ରାସ ପାଉଛି। ଏହି କଣିକା ଯୋଗୁ ମସ୍ତିଷ୍କ ଫୁଲି ଯାଉଛି। ୫୬ ପ୍ରତିଶତ ପର୍ଯ୍ୟନ୍ତ ଏହାର ବିପଦ ମଣିଷମାନଙ୍କଠାରେ ଦେଖାଯାଇଛି।…

ବହୁ ନଦୀରେ ଆସିବ ବନ୍ୟା, ୨୪ କୋଟି ଲୋକ ପ୍ରଭାବିତ ହେବା ଆଶଙ୍କା, ନେପାଳ ପାହାଡ଼ରେ ଏକ ତୃତୀୟାଂଶ ବରଫ ତରଳିଲା…

ଜେନେଭା,୧।୧୧ : ଜଳବାୟୁ ପରିବର୍ତ୍ତନ ଯୋଗୁ ନେପାଳରେ ଥିବା ପାହାଡରେ ପ୍ରାୟ ଏକ ତୃତୀୟାଂଶ ବରଫ ତରଳି ଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଏପରି ହେବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଛି। ଏହି ଅବଧି ମଧ୍ୟରେ,…

ନୀଳନୟନାଙ୍କୁ ମିଳୁଛି ବିମାନରେ ଚାକିରି, ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଭାଇରାଲ…

ଓ୍ବାଶିଂଟନ,୧।୧୧: ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଅଭିଯୋଗ ହୋଇଛି। ବାସ୍ତବରେ, ବିମାନର ଦୁଇଜଣ ବିମାନ କର୍ମଚାରୀ ଦାବି କରିଛନ୍ତି ସେମାନଙ୍କ ରୂପ ଯୋଗୁଁ ସେମାନଙ୍କୁ ଭେଦଭାବ କରାଯାଇଛି। ସେମାନେ କହିଛନ୍ତି ଲସ ଆଞ୍ଜେଲସ ଡୋଜର୍ସ ବେସବଲ ଦଳର ସେବା କରୁଥିବା ଚାଟର୍ର୍‌ ଫ୍ଲାଇଟ…

ଭିଟାମାଟି ଛାଡିଲେ ୨୫ ଲକ୍ଷ ଇସ୍ରାଏଲ ନାଗରିକ, ପଚାସଢ଼ା ମୃତଦେହ ଚିହ୍ନିବା କଷ୍ଟକର…

ଜେରୁଜେଲମ,୧।୧୧: ଗାଜା ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଇସ୍ରାଏଲ ନାଗରିକ ଭିଟାମାଟି ଛାଡିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସ୍ଥାନୀୟ ପରିଷଦ ସହିତ ଦକ୍ଷିଣରେ ଏସବୁ ଲୋକଙ୍କ ଯତ୍ନ ନେବା ପାଇଁ କାର୍ଯ୍ୟ କରୁଛନ୍ତି। ଇସ୍ରାଏଲର ଜଣେ ବରିଷ୍ଠ ଅଧିକାରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri