ଅନ୍ତର୍ଜାତୀୟ

ଆମାଜନ ଆଲେକ୍ସାର ଶହ ଶହ କର୍ମଚାରୀଙ୍କର ଯିବ ଚାକିରି, ଆମେରିକା,କାନାଡା, ଭାରତରେ ପଡିବ ପ୍ରଭାବ

ନ୍ୟୁୟର୍କ,୧୮।୧୧: ଇ-କମର୍ସ କମ୍ପାନୀ ଆମାଜନ ଏହାର ଆଲେକ୍ସା ଡିଭିଜନରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ତାଜା କାର୍ଯ୍ୟ ମଧ୍ୟରେ ଆମାଜନ ଏହି ନିଷ୍ପତ୍ତି ନେଇଛି। ଆମାଜନର ଆଲେକ୍ସା ଏବଂ ଫାୟାର ଟିଭିର ଉପାଧ୍ୟକ୍ଷ ଡୋନିଏଲ ରୋଶ କର୍ମଚାରୀମାନଙ୍କୁ…

ଆରବ ଦେଶ ସହ ମିଶି ଗାଜା ଉପରେ ଶାସନ କରିପାରେ ଇସ୍ରାଏଲ, ୟୁଏନ୍‌ରେ ଇସ୍ରାଏଲର କୂଟନୀତିଜ୍ଞଙ୍କ ସଙ୍କେତ

ଜେରୁଜେଲମ,୧୮।୧୧: ମିଳିତ ଜାତିସଂଘରେ ଇସ୍ରାଏଲର କୂଟନୀତିଜ୍ଞ କହିଛନ୍ତି ଯେ, ହମାସକୁ ହଟାଇବା ଏବଂ ଗାଜା ଷ୍ଟ୍ରିପରେ ଅପରେଶନ ଶେଷ ହେବା ପରେ ଇସ୍ରାଏଲ ଆରବ ଦେଶ ସହ ମିଶି ଗାଜାର ଭବିଷ୍ୟତ ବିଷୟରେ ଆଲୋଚନା କରିବ। ଗଣମାଧ୍ୟମକୁ ସୂଚନା ଦେଇ ଇସ୍ରାଏଲର…

ଦକ୍ଷିଣ ଫିଲିପାଇନ୍ସରେ ଭୂକମ୍ପ ଝଟକା

ମାନିଲା,୧୮।୧୧: ଦକ୍ଷିଣ ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଆସୋସିଏଟେଡ ପ୍ରେସ୍‌ ରିପୋର୍ଟ ଅନୁଯାୟୀ ଭୂକମ୍ପ ଯୋଗୁଁ ମଲ୍‌ର ଛାତ ଭୁଶୁଡି ପଡିଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର…

ଆତ୍ମୀୟଙ୍କ ସନ୍ଧାନରେ ନୟାନ୍ତ

ଗାଜା ସିଟି/ଜେରୁଜେଲମ୍‌,୧୮ା୧୧: ଇସ୍ରାଏଲର ହମାସ୍‌ ବିରୋଧୀ ଯୁଦ୍ଧକୁ ୫ ସପ୍ତାହରୁ ଅଧିକ ସମୟ ବିତିଯାଇଥିବାବେଳେ ରାସ୍ତାଘାଟ, ହସ୍ପିଟାଲ ସବୁକିଛି ପାଲଟିଯାଇଛି ଶ୍ମଶାନ। ଇସ୍ରାଏଲର ମିଶାଇଲ ମାଡ଼ରେ ନିହତ ହୋଇଥିବା ଅନେକ ହଜାର ପାଲେଷ୍ଟିନୀୟଙ୍କ ମୃତଦେହ ପୋତି ହୋଇରହିଛି। ଗାଜା ଷ୍ଟ୍ରିପ୍‌ର ବିସ୍ତୃତ ଭଗ୍ନାବଶେଷ…

କୋଡ ନାମ-ଚାଇନା ଟାଉନ, ଚାଇନା ହ୍ବାଇଟ! ଚାଇନାର ଏହି ଡ୍ରଗ୍ସରେ ଆମେରିକାରେ ଗଲା ୭୦ ହଜାର ଲୋକଙ୍କ ଜୀବନ

ଓ୍ବାଶିଂଟନ,୧୮।୧୧: ଫେଣ୍ଟାନିଲ ନାମକ ଡ୍ରଗ୍ସ ଉତ୍ପାଦନ ବନ୍ଦ କରିବାକୁ ଚାଇନା ପଦକ୍ଷେପ ନେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୂଚନା ଦେଇଛନ୍ତି। ଫେଣ୍ଟାନିଲ ହେଉଛି ଏକ ସିନ୍ଥେଟିକ ଓପିଓଏଡ, ଯାହା ଗତ ବର୍ଷ ୭୦ହଜାର ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି…

ଇସ୍ତଫା ଦେଲେ ଓପନ ଏଆଇର ସିଇଓ

ଓ୍ବାଶିଂଟନ,୧୮।୧୧: ଚାଟ ଜିପିଟିର ନିର୍ମାତା ଓପନ ଏଆଇରୁ ଏକ ବଡ଼ ଖବର ଆସିଛି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସୋମ ଅଲ୍ଟମ୍ୟାନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ଏକ ବ୍ଲଗରେ ପ୍ରକାଶ କରିଛି…

ବିଶ୍ୱକପରେ ଭାରତକୁ ଚିୟର୍ସ କରିବ ଇସ୍ରାଏଲ

ନୂଆଦିଲ୍ଲୀ,୧୭।୧୧: ରବିବାର ନରେନ୍ଦ୍ରମୋଦି ଷ୍ଟାଡିୟମରେ ମହାମୁକାବିଲା ହେବାକୁ ଯାଉଛି। ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ। ତେବେ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ସମର୍ଥନ କରିବାକୁ ଘୋଷଣା କରିଛି ଇସ୍ରାଏଲ। ଭାରତରେ ଇସ୍ରାଏଲ ରାଜଦୂତ ନାଓର ଗେଲୋତ ଏସମ୍ପର୍କରେ ସୂଚନା ଦେଇଛନ୍ତି।…

ରୁଷିଆର ପୂର୍ବତନ ଜେନେରାଲ ଓ ତାଙ୍କ ସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁ, ପୁଟିନଙ୍କୁ କରିଥିଲେ ସମାଲୋଚନା

ମସ୍କୋ,୧୭।୧୧: ରୁଷିଆ-ୟୁକ୍ରେନ ସଂଘର୍ଷ ଦିନକୁ ଦିନ ତେଜୁଥିବାବେଳ ରୁଷିଆରେ ଲୋକଙ୍କ ରହସ୍ୟ ଜନକ ମୃତ୍ୟୁ ଏବେ ସାରା ବିଶ୍ୱକୁ ତାଜୁବ କରିଛି। ନିକଟରେ ଓ୍ବାଗନର ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁ ରହସ୍ୟ ଫିଟି ନ ଥିବାବେଳେ ରୁଷିଆର ଜଣେ ପୂର୍ବତନ ଜେନେରାଲ…

ସୁରକ୍ଷାରେ ଢିଲା ଯୋଗୁ ଚାଇନାରେ ବଢୁଛି ଶିଳ୍ପ ଦୁର୍ଘଟଣା: ବିଲ୍ଡିଂରେ ନିଆଁ ଲାଗି ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ବେଜିଂ,୧୭ା୧୧: ଚାଇନାରେ ସୁରକ୍ଷାର ଢିଲା କାରଣରୁ ଶିଳ୍ପ ସଂସ୍ଥା ଗୁଡିକରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଇତି ମଧ୍ୟମରେ ଚାଇନାର ଶାନ୍‌କ୍ସି ପ୍ରଦେଶରେ ଏକ କୋଇଲା ଖଣି କମ୍ପାନୀ ବିଲ୍ଡିଂରେ ନିଆଁ ଲାଗିଯିବାରୁ ୨୬ ଜଣଙ୍କ ମୃତ୍ୟୁ ଘଟିବା ସହ ୩୮ ଜଣ…

ମାଲଦ୍ୱୀପର କନେକ୍ଟିଭିଟି ପ୍ରୋଜେକ୍ଟର ନିରିକ୍ଷଣ କଲେ କେନ୍ଦ୍ର ମନ୍ତ୍ରୀ ରିଜିଜୁ

ମାଲେ,୧୭।୧୧: କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ମାଲଦ୍ୱୀପରେ ଭାରତ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏକ ପ୍ରମୁଖ ସଂଯୋଗୀକରଣ ପ୍ରକଳ୍ପର କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଛନ୍ତି ଯାହା ଦେଶକୁ ଆର୍ଥିକ ଅଭିବୃଦ୍ଧି ଏବଂ ସମୃଦ୍ଧତା ଆଣିବ ବୋଲି ଆଶା କରାଯାଉଛି। ରାଷ୍ଟ୍ରପତି…

ଗାଜାର ଅଲ ଶିଫା ହସ୍ପିଟାଲ ନିକଟରୁ ମିଳିଲା ଇସ୍ରାଏଲ ମହିଳା ସେନାଙ୍କ ମୃତଦେହ, ହମାସ କରିଥିଲା ଅପହରଣ

ତେଲ ଆଭିବ,୧୭।୧୧: ଗାଜାର ଅଲ ଶିଫା ହସ୍ପିଟାଲ ନିକଟରେ ଇସ୍ରାଏଲର ଜଣେ ମହିଳା ସେନାଙ୍କର ମୃତଦେହ ମିଳିଛି। ଇସ୍ରାଏଲ ସେନା ଏହି ସୂଚନା ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି। ଇସ୍ରାଏଲ ସେନା ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି…

ପୁଣି କରଜ କରିବ ପାକିସ୍ତାନ

ଇସଲାମବାଦ,୧୭।୧୧: ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ। ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି। ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ରୁ ପାକିସ୍ତାନ କରଜ ଆଣିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri