ଆମେରିକାରେ ବେଆଇନ ଭାବେ ରହୁଛନ୍ତି ୭.୨୫ ଲକ୍ଷ ଭାରତୀୟ, ପାଖରେ ନାହିଁ ଭିସା…
ଓ୍ବାଶିଂଟନ,୨୨।୧୧ : ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ପ୍ରାୟ ୭.୨୫ ଲକ୍ଷ ଭାରତୀୟ, ମେକ୍ସିକୋ ଏବଂ ଏଲ ସାଲଭାଡୋର ପରେ ଆମେରିକାର ବେଆଇନ ପ୍ରବାସୀଙ୍କ ମଧ୍ୟରେ ତୃତୀୟ ବୃହତ୍ତମ ଜନସଂଖ୍ୟା ପାଲଟିଛନ୍ତି। ୨୦୨୧ ସୁଦ୍ଧା ଦେଶର ୧୦.୫ ନିୟୁତ ଅନଧିକୃତ ପ୍ରବାସୀ…
ରନଓ୍ବେରୁ ବାହାରି ସମୁଦ୍ରରେ ପଶିଲା ମିଲିଟାରୀ ବିମାନ, ଦେଖନ୍ତୁ ଭିଡିଓ…
ଓ୍ବାଶିଂଟନ,୨୨।୧୧ : ବିମାନ ଦୁର୍ଘଟଣାର ଭିଡିଓ ପ୍ରତିଦିନ ଦେଖିବାକୁ ମିଳୁଛି। ଆମେରିକାରୁ ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ନୌସେନା ବିମାନ କାନୋହେ ବେ ନିକଟ ରନୱେରୁ ବାହାରି ସମୁଦ୍ର ମୁହାଁ ହେଉଥିବାର ଦେଖାଯାଉଛି। ଏହା ସୋସିଆଲ…
୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଇସ୍ରାଏଲ, ଜାରି କଲା ଲିଷ୍ଟ
ଜେରୁଜେଲମ,୨୨।୧୧: ଛଅ ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ପରେ ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ମାନବିକ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଯୁଦ୍ଧବିରତି ଚୁକ୍ତିନାମାର କିଛି ଘଣ୍ଟା ପରେ ଇସ୍ରାଏଲ ୩୦୦ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି। ଟାଇମ୍ସ ଅଫ ଇସ୍ରାଏଲ…
ଏୟାରଲାଇନ୍ସରେ ପରଷା ଯାଉଛି ଡଗ ଫୁଡ୍, ଭାଇରାଲ ହେଉଛି ମେନୁ
ବେଜିଂ,୨୨।୧୧:ଜଣେ ଯାତ୍ରୀ ଏୟାରଲାଇନ୍ସ ଉପରେ ଅଭିଯୋଗ ଆଣିଛନ୍ତି କି, ବିମାନ ଯାତ୍ରା ସମୟରେ ତାଙ୍କୁ ଡଗ୍ ଫୁଡ୍ ପରଷା ଯାଉଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିଜନେସ କ୍ଲାସ ମେନୁର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର…
ମୋଲୁକା ସାଗରରେ ୬.୦ ତୀବ୍ରତାର ଭୂକମ୍ପ
ଜାକର୍ତ୍ତା,୨୨।୧୧: ମୋଲୁକା ସାଗରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୮.୧୮ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।…
ଇସ୍ରାଏଲ -ହମାସ ମଧ୍ୟରେ ଯୁଦ୍ଧବିରାମ, ଗାଜାରେ ବନ୍ଦୀ ହୋଇଥିବା ୫୦ଜଣ ବନ୍ଧକଙ୍କ ବଦଳରେ ୪ ଦିନ ବନ୍ଦ ରହିବ ଯୁଦ୍ଧ
ଜେରୁଜେଲମ,୨୨।୧୧: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ ଉପରେ ଶାସନ କରୁଥିବା ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବନ୍ଦ ହେବାକୁ ଯାଉଛି। ଅକ୍ଟୋବରରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବୁଧବାର ଇସ୍ରାଏଲ ସରକାର ହମାସ ସହିତ…
ମୁକ୍ତି ଆଶାରେ ପଣବନ୍ଦୀ
ଦୋହା/ଗାଜା ସିଟି/ ଜେରୁଜେଲମ୍,୨୨ା୧୧: ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରଠୁ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଲୋକଙ୍କୁ ଖୁବ୍ଶୀଘ୍ର ମୁକ୍ତ କରିପାରନ୍ତି। ଏନେଇ ହମାସ୍ ଓ ଇସ୍ରାଏଲ ମଧ୍ୟରେ କାତାର ମଧ୍ୟସ୍ଥତା କରୁଛି। ସନ୍ଧି ନିକଟତର ହୋଇଥିବା ହମାସ୍ ନେତା…
କରୋନାରେ ମରନ୍ତୁ ଲୋକେ, ଲକଡାଉନ ହେବନି, ସୁନକଙ୍କ ଗୁପ୍ତ ଡାଏରୀରେ ଉଲ୍ଲେଖ ଥିବା ଦାବି…
ଲଣ୍ଡନ,୨୧।୧୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କରୋନା ମହାମାରୀ ପରିସ୍ଥିତିର ମୁକାବିଲାକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ବାସ୍ତବରେ, ଏଠାରେ ଏକ ପ୍ୟାନେଲ ଦୀର୍ଘ ଦିନ ଧରି କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ଅନୁସନ୍ଧାନ କରିଆସୁଛି। ପ୍ୟାନେଲ ଦାବି…
ସମଲିଙ୍ଗୀ ବିବାହକୁ ସବୁଜ ସଙ୍କେତ: ବିବାହ ସମାନତା ବିଲ୍କୁ ମଞ୍ଜୁରୀ…
ବ୍ୟାଙ୍କକ,୨୧।୧୧: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଥାଇଲାଣ୍ଡର କ୍ୟାବିନେଟ ମଙ୍ଗଳବାର ଏହାର ସିଭିଲ କୋଡରେ ସଂଶୋଧନକୁ ଅନୁମୋଦନ କରିଛି। ଆସନ୍ତା ମାସରେ ସଂସଦରେ ଏହି ଡ୍ରାଫ୍ଟ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି। ଡେପୁଟି ସରକାରୀ ମୁଖପାତ୍ର କରୋମ ପୋଲପର୍ନକଲାଙ୍ଗ…
ଲଶ୍କର-ଇ-ତୋଇବାକୁ ଆତଙ୍କବାଦୀ ତାଲିକାଭୁକ୍ତ କଲା ଇସ୍ରାଏଲ
ନୂଆଦିଲ୍ଲୀ,୨୧।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ତମ ବାର୍ଷିକୀକୁ ମାତ୍ର ଅଳ୍ପ ଦିନ ଥିବାବେଳେ ଇସ୍ରାଏଲ୍ ସରକାର ଲଶ୍କର-ଏ-ତୋଇବା (ଏଲଇଟି) କୁ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛନ୍ତି। ଦିଲ୍ଲୀର ଇସ୍ରାଏଲ୍ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇ…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ଫ ଉଠାଇଲେ ବୟସ ପ୍ରସଙ୍ଗ! ବାଇଡେନଙ୍କ ଜନ୍ମଦିନରେ ଜାରି କଲେ ନିଜର ହେଲଥ ରିପୋର୍ଟ
ଓ୍ବାଶିଂଟନ,୨୧।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ତାଙ୍କ ଡାକ୍ତରଙ୍କଠାରୁ ଏକ ଚିଠି ଲେଖିଛନ୍ତି ଯେ ତାଙ୍କ ଶାରୀରିକ ଏବଂ ମାନସିକ ଅବସ୍ଥା ସଂପୂର୍ଣ୍ଣ ଠିକ ଅଛି। ବିଶେଷ କଥା ହେଉଛି ରାଷ୍ଟ୍ରପତି ଜୋ ବାଇଡେନଙ୍କ ୮୧ ତମ ଜନ୍ମଦିନ…
ହମାସ ସହ ସମ୍ପର୍କ ଅଭିଯୋଗରେ ଫ୍ରିଲାଂସ ଖବରଦାତାଙ୍କୁ ଗିରଫ କଲା ଇସ୍ରାଏଲ ସେନା
ଜେରୁଜେଲମ,୨୧।୧୧: ଆମେରିକାର ନ୍ୟୁଜ ଚ୍ୟାନେଲ ଏନବିସି ନ୍ୟୁଜରେ କାର୍ଯ୍ୟ କରୁଥିବା ପାଲେଷ୍ଟାଇନର ଜଣେ ଫ୍ରିଲାନ୍ସର୍ ମିରୱାଟ ଅଲ-ଆଜେଙ୍କୁ ଆତଙ୍କବାଦୀ ଉତ୍ତେଜନା ଏବଂ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ଅଭିଯୋଗରେ ଇସ୍ରାଏଲ ସେନା ଗିରଫ କରିଛି। ଗିରଫ ପରେ ଏନବିସି ନ୍ୟୁଜ…
Archives


