କିମ୍ ଜୋଙ୍ଗ ଉନଙ୍କ ଯୋଜନା: ଦକ୍ଷିଣ କୋରିଆ ଉପରେ କରିବେ ଆକ୍ରମଣ…
ପ୍ୟୋଙ୍ଗୟାଙ୍ଗ,୨୭।୧୧ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ତିକ୍ତତା ବୃଦ୍ଧି ପାଇଛି। କିନ୍ତୁ ଏଥର ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ପ୍ୟୋଙ୍ଗୟାଙ୍ଗ ଦକ୍ଷିଣ କୋରିଆ ସୀମା ନିକଟରେ ନିଜର ସୈନିକମାନଙ୍କୁ ପଠାଇଛି। ଏକଛତ୍ରବାଦୀ ଶାସକ କିମ୍…
ଆମେରିକା ସେନାର ଦାବି, ଯୁଦ୍ଧ ଜାହାଜ ଉପରେ ମିଶାଇଲ ଆକ୍ରମଣ କରିଛନ୍ତି ୟମନର ହୁତି ବିଦ୍ରୋହୀ
ଓ୍ବାଶିଂଟନ,୨୭।୧୧: ଆମେରିକାର ସେନା ଦାବି କରିଛନ୍ତି ଯେ ଏହାର ଯୁଦ୍ଧ ଜାହାଜ ୟୁଏସଏସ ମେସନ ଉପରେ ରବିବାର ରାତିରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ୟେମେନ ଅଞ୍ଚଳରୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥିଲା। ଯୁଦ୍ଧ ଜାହାଜ ଉପରକୁ ଦୁଇଥର…
ଆମେରିକାରେ ୩ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି
ଓ୍ବାଶିଂଟନ,୨୭।୧୧: ଆମେରିକାରେ ୩ଜଣ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି କରାଯାଇଥିଲା, ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଓ୍ବେଷ୍ଟ ବ୍ୟାଙ୍କରେ ଅବସ୍ଥିତ ଛାତ୍ରମାନଙ୍କ ପାଇଁ ଥିବା ବଚପନ ସ୍କୁଲ କହିଛି ଶନିବାର ରାତିରେ ବୁର୍ଲିଂଟନ ଏବଂ ଓ୍ବର୍ମେଂଟରେ ଆମେରିକାର କଲେଜରେ…
ମାଲେସିଆରେ ଭାରତୀୟ ନାଗରିକଙ୍କୁ ମିଳିବ ଭିଜା ଫ୍ରି ଏଣ୍ଟ୍ରି
କୁଆଲାଲମପୁର,୨୭।୧୧: ମାଲେସିଆ ଭାରତୀୟ ନାଗରିକମାନଙ୍କୁ ଏକ ମାସ ପାଇଁ ଭିଜା ବିନା ଦେଶରେ ପ୍ରବେଶ କରିବାକୁ ସୁବିଧା ଦେଇଛି। ରବିବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧ରୁ ଭାରତ ଏବଂ ଚାଇନା…
ଗାଜାରେ ଫେରି ଆସୁ ଶାନ୍ତି: କହିଲେ ବାଇଡେନ…
ଓ୍ବାଶିଂଟନ,୨୭।୧୧ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଇସ୍ରାଏଲ ଏବଂ ପାଲେଷ୍ଟାଇନ ଲୋକଙ୍କ ଚିରସ୍ଥାୟୀ ଶାନ୍ତି ପାଇଁ ଦୁଇ ରାଜ୍ୟ ସମାଧାନ ଠିକ। ବାିଡେନ ଏହା ମଧ୍ୟ କହିଛନ୍ତି ସମସ୍ତ ବନ୍ଧକ ମୁକ୍ତ ନହେବା ପର୍ଯ୍ୟନ୍ତ ଇସ୍ରାଏଲ ଏବଂ ହମାସ…
ବୁଧରେ ଜୀବନ ସନ୍ଧାନ: ଲୋକେ କରିବେ ଘର…
ଓ୍ବାଶିଂଟନ,୨୭।୧୧: ନାସାର ପ୍ଲାନେଟାରୀ ସାଇନ୍ସ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଦାବି କରିଛନ୍ତି ବୁଧ ଗ୍ରହରେ ଲୁଣିଆ ଗ୍ଲେସିୟର ପ୍ରମାଣ ମିଳିଛି। ଏଭଳି ପରିସ୍ଥିତିରେ ଏଠାରେ ଜୀବନ ପାଇଁ ଆଶା ପ୍ରକାଶ ପାଇଛି। ଉଦାହରଣ ସ୍ବରୂପ, ପୃଥିବୀରେ ମଧ୍ୟ ମାଇକ୍ରୋସ୍କୋପିକ ଜୀବନ ମଧ୍ୟ ଦେଖାଯାଇଥାଏ।…
ଗାଜାରେ ପଶିଲେ ନେତାନ୍ୟାହୁ
ତେଲ୍ ଆଭିଭ୍/ ଗାଜା ସିଟି,୨୭ା୧୧: ଗାଜାର କିଛି ଭାଗକୁ ଇସ୍ରାଏଲୀ ସୈନ୍ୟ ଦଖଲ କରିଥିବାବେଳେ ସେମାନଙ୍କ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜ ବରିଷ୍ଠ ସହଯୋଗୀମାନଙ୍କ ସହିତ ରବିବାର ହମାସ୍ ଶାସିତ ଉପକୂଳ ଷ୍ଟ୍ରିପ୍କୁ ପ୍ରବେଶ କରିଛନ୍ତି। ଯୁଦ୍ଧ ଶେଷ ହେବା ଯାଏ…
୧୪ ଇସ୍ରାଏଲ, ୩ ବିଦେଶୀ ନାଗରିକଙ୍କୁ ମୁକ୍ତ କଲା ହମାସ
ତେଲ ଆଭିଭ,୨୬।୧୧: ହାମାସ ତୃତୀୟ ଦଳ ବନ୍ଦୀଙ୍କୁ ରବିବାର ମୁକ୍ତ କରିଛି। ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା କହିଛି ଯେ ଗାଜା ଅଞ୍ଚଳରେ ବନ୍ଧକ ରଖିଥିବା ୧୪ ଜଣ ଇସ୍ରାଏଲ ଏବଂ ତିନିଜଣ ବିଦେଶୀ ନାଗରିକଙ୍କୁ ମୁକ୍ତ…
‘ଆମକୁ କେହି ଅଟକାଇ ପାରିବେ ନାହିଁ’,ଗାଜାରେ ପହଞ୍ଚି ସେନା ଯବାନଙ୍କୁ ଭେଟିଲେ ନେତାନ୍ୟାହୁ
ଜେରୁଜେଲମ,୨୬।୧୧: ଉଗ୍ରବାଦୀ ସଂଗଠନ ହମାସ ସହିତ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଉତ୍ତର ଗାଜା ଅଞ୍ଚଳରେ ପହଞ୍ଚି ସେନା ଯବାନମାନଙ୍କୁ ଭେଟି କହିଛନ୍ତି ଯେ ଯୁଦ୍ଧ ଶେଷ ପର୍ଯ୍ୟନ୍ତ ଜାରି ରହିବ, ଇସ୍ରାଏଲକୁ କେହି ଅଟକାଇ ପାରିବେ…
ଚିନ୍ତାରେ ନେତାନ୍ୟାହୁ, ଯୁଦ୍ଧ ବିରାମ ପରେ ମାତ୍ର ୨୬ ଇସ୍ରାଏଲ ନାଗରିକ ମୁକ୍ତ
ଜେରୁଜେଲମ,୨୬।୧୧: ଗାଜା ଅଞ୍ଚଳରେ ଚାରି ଦିନିଆ ଅସ୍ତ୍ରବିରତି ଉଲ୍ଲଂଘନର ତୃତୀୟ ଦିନରେ ବନ୍ଧକ ମୁକ୍ତ ହେବା ନେଇ ଘଣ୍ଟା ଘଣ୍ଟା ଧରି ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏପର୍ଯ୍ୟନ୍ତ ମୋଟ ୨୬ ଇସ୍ରାଏଲ ନାଗରିକ ଏବଂ ୭୮ ପାଲେଷ୍ଟାଇନୀୟଙ୍କୁ ମୁକ୍ତ କରାଯାଇଛି। ଶନିବାର…
ଗ୍ରୀସରେ ବୁଡିଲା ମାଲବାହୀ ଜାହାଜ, ୪ ଭାରତୀୟଙ୍କ ସମେତ ୧୪ ନିଖୋଜ
ଏଥେନ୍ସ,୨୬।୧୧: କୋମୋରସ ଫ୍ଲାଗ ଥିବା ଏକ ମାଲ ପରିବହନ ଜାହାଜ ଲେସବୋସ ଦ୍ୱୀପ ନିକଟରେ ବୁଡ଼ିଯିବା କାରଣରୁ ୧୪ ଜଣ ନିଖୋଜ ହୋଇଯାଇଛନ୍ତି। ରବିବାର ଗ୍ରୀକ ତଟରକ୍ଷୀ ବାହିନୀ କହିଛନ୍ତି ଏଥିପାଇଁ ବଡ଼ ଉଦ୍ଧାର କାର୍ଯ୍ୟ ଚାଲିଛି। ନ୍ୟୁଜ ଏଜେନ୍ସି ଏଏଫପି…
ଇସ୍ରାଏଲ ସେନା ଆକ୍ରମଣରେ ହମାସର ୪ କମାଣ୍ଡର ନିହତ
ଜେରୁଜେଲମ,୨୬।୧୧: ପଶ୍ଚିମ ଏସିଆରେ ହିଂସାତ୍ମକ ବିବାଦ ଜାରି ରହିଛି। ଇସ୍ରାଏଲ ସେନା ଦ୍ୱାରା କରାଯାଇଥିବା ଆକ୍ରମଣରେ ଲୁଚି ରହିଥିବା ଚାରିଜଣ ହମାସ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ହମାସ ସାମରିକ କମାଣ୍ଡରଙ୍କୁ ହତ୍ୟା କରାଯାଇଛି। ଖବର ଅନୁଯାୟୀ,…
Archives


