ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…
ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ ଯାତ୍ରା ପାଇଁ ନୂଆ ଦିଗ ଖୋଲିଛନ୍ତି। ତେବେ ସ୍ପେସ ଭ୍ରମଣରେ ବହୁ ଅସୁବିଧା ରହିଛି…
କବର ଖୋଳି ମୃତଦେହରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରୁଛନ୍ତି ଇସ୍ରାଏଲୀ ସୈନିକ
ଗାଜା,୨୮।୧୧: ଦୀର୍ଘଦିନ ଧରି ଜାରି ରହିଛି ଇସ୍ରାଏଲ-ହମାସ ସଂଘର୍ଷ। ନା ଏହି ଯୁଦ୍ଧର କିଛି ନିଷ୍କର୍ଷ ବାହାରଛୁ ନା ଯୁଦ୍ଧ ଥମୁଛି। ଯୁଦ୍ଧ ବିରତିକୁ ନେଇ ଯେତେ ପ୍ରକାର ବୁଝାମଣା କଲେ ମଧ୍ୟ ସବୁ ପ୍ରକାର କୌଶଳ ଫେଲ ମାରୁଛି। ଏପଟେ…
ଟ୍ରାନ୍ସଜେଣ୍ଡର ସ୍କୁଲ ଛାତ୍ରଙ୍କୁ ୨୮ ଥର ଛୁରାମାଡ
ଲଣ୍ଡନ,୨୮।୧୧: ଜଣେ ୧୬ ବର୍ଷର ଟ୍ରାନ୍ସଜେଣ୍ଡର ଛାତ୍ର ଦୁଇ କିଶୋରଙ୍କ ଦ୍ୱାରା ଏତେ ନିର୍ଯ୍ୟାତନା ଦିଆଯାଇଥିଲା ଯେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ଫେବୃଆରୀ ୧୧ରେ ବ୍ରିଆନା ଘିଙ୍କ ମୁଣ୍ଡ, ବେକ, ପିଠି ଏବଂ ଛାତିରେ ୨୮ଥର ଛୁରୀ…
ମୂର୍ତ୍ତି ଯୋଗୁ ଋଷି ସୁନକ ଗ୍ରୀକ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇ ପାରିଲାନି ସାକ୍ଷାତକାର
ଲଣ୍ଡନ,୨୮।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଗ୍ରୀକ ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋଟାକିସଙ୍କ ସାକ୍ଷାତକାର କାର୍ଯ୍ୟକ୍ରମ ବାତିଲ ହୋଇଛି। ସୂଚନାଯୋଗ୍ୟ, ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତକାର ବାତିଲ ହେବାର କାରଣ ହେଉଛି ୨୫୦୦ ବର୍ଷ ପୁରୁଣା ମୂର୍ତ୍ତି । ଏହି ମୂର୍ତ୍ତିଗୁଡ଼ିକ…
ନ୍ୟୁଜିଲାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ଖ୍ରୀଷ୍ଟୋଫର ଲକ୍ସନ
ଓ୍ବାଶିଂଟନ,୨୮।୧୧: ପୂର୍ବତନ ବ୍ୟବସାୟୀ ଖ୍ରୀଷ୍ଟୋଫର ଲକ୍ସନ ସୋମବାର ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ଅର୍ଥନୀତିରେ ଉନ୍ନତି ଆଣିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି। ଲକ୍ସନ, ୫୩, ଏକ ରକ୍ଷଣଶୀଳ ମିଳିତ ମଞ୍ଚର ନେତୃତ୍ୱ ନେଉଛନ୍ତି ଯାହାର…
ପିଲାଙ୍କୁ ଆକୃଷ୍ଟ କରିଛି ମେଟାର ପ୍ଲାଟଫର୍ମ ଡିଜାଇନ୍
ସାନ୍ ଫ୍ରାନ୍ସିସ୍କୋ,୨୮ା୧୧: ଫେସ୍ବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ଏହାର ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକର ଡିଜାଇନ୍ କରିଛି। ଇନ୍ଷ୍ଟାଗ୍ରାମରେ କମ୍ ବୟସର ୟୁଜରଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ନେଇ ଏହି ସଂସ୍ଥାକୁ ଲକ୍ଷ ଲକ୍ଷ…
ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅସ୍ତବ୍ୟସ୍ତ କଲେ ଖଲିସ୍ତାନୀ ବିକ୍ଷୋଭକାରୀ
ନ୍ୟୁୟର୍କ,୨୮ା୧୧: ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ତରନଜିତ୍ ସିଂ ସାନ୍ଧୁ ରବିବାର ଏକ ଗୁରୁଦ୍ୱାରାକୁ ଯାଇଥିବା ବେଳେ ସେଠାରେ ଦଳେ ଖଲିସ୍ତାନୀ ବିକ୍ଷୋଭକାରୀ ତାଙ୍କୁ ଅସ୍ତବ୍ୟସ୍ତ କରିଥିଲେ। ଗୁରୁପରବ ଅବସରରେ ସାନ୍ଧୁ ଲଙ୍ଗ୍ ଆଇଲାଣ୍ଡରେ ଥିବା ହିକ୍ସଭିଲେ ଗୁରୁଦ୍ୱାରାକୁ ଯାଇଥିଲେ। ଏହି…
ପ୍ରଥମଥର ପାଇଁ ବ୍ରିଟେନରେ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ
ଲଣ୍ଡନ,୨୮।୧୧: ପ୍ରଥମ ଥର ପାଇଁ ବ୍ରିଟେନରେ ସ୍ବାଇନ ଫ୍ଲୁ ରୋଗୀ ଦେଖିବାକୁ ମିଳିଛି। ସ୍ବାଇନ ଫ୍ଲୁର ଏହା ଏକ ନୂଆ ଷ୍ଟ୍ରେନ। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ବିଭାଗ ତାଙ୍କ ସହିତ ଯୋଗାଯୋଗ ଜାରି ରଖିଥିବା ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କ ଉପରେ ନଜର…
ସକାଳୁ ସକାଳୁ ଥରିଲା ୩ ଦେଶ
ବେଜିଂ,୨୮।୧୧: ଆଜି ସକାଳେ ପୃଥିବୀର ତିନୋଟି ଦେଶରେ ପାପୁଆ ନ୍ୟୁ ଗିନି, ଚାଇନା ଏବଂ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଙ୍ଗଳବାର (ରେ ଏହି ସୂଚନା ଦେଇଛି। ପାପୁଆ ନ୍ୟୁ ଗିନିର ଉତ୍ତର ଉପକୂଳରେ ୬.୩ ତୀବ୍ରତାର…
ଇସ୍ରାଏଲ-ହମାସ ମଧ୍ୟରେ ଦୁଇ ଦିନ ବଢ଼ିଲା ଯୁଦ୍ଧବିରତି, ସୂଚନା ଦେଲା ମଧ୍ୟସ୍ଥି କତାର
ନୂଆଦିଲ୍ଲୀ,୨୭ା୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଆଉ ଦିନ ବୃଦ୍ଧି ପାଇଛି। ସୋମବାର ମଧ୍ୟରାତ୍ରିରେ ଏହି ସମୟସୀମା ଶେଷ ହେଉଥିବା ବେଳେ ଆଉ ଦୁଇ ଦିନ ବୃଦ୍ଧି ନେଇ ସୂଚନା ଦେଇଛି ମଧ୍ୟସ୍ଥି କତାର। ଦୁଇ ଦେଶରେ ଥିବା ବନ୍ଧକ…
ହ୍ରାସ ପାଉଛି କର ସଂଗ୍ରହ, ସିଗାରେଟ ଉପରୁ ବ୍ୟାନ୍ ହଟାଇବେ ନ୍ୟୁଜିଲାଣ୍ଡ ସରକାର
ନୂଆଦିଲ୍ଲୀ,୨୭।୧୧: ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା ଦର୍ଶାଇ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ଜସିଣ୍ଡା ଜାକିଣ୍ଡା…
‘ବାଏ ବାଏ କେସିଆର’, ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ରାହୁଲ
ନୂଆଦିଲ୍ଲୀ,୨୭।୧୧: ନଭେମ୍ବର ୩୦ରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ରେ ହେବାକୁ ଥିବା ବେଳେ ଏବେ ପ୍ରଚାର ଚାଲିଛି। ରାଜ୍ୟରେ କ୍ଷମତା ପାଇବା ପାଇଁ ସମସ୍ତ ଦଳ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ହାଇଦ୍ରାବାଦରେ ଏକ ରାଲି…
Archives


