ଜୋ ବାଇଡେନ ନାତୁଣୀଙ୍କ ସୁରକ୍ଷାରେ ତ୍ରୁଟି, ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଲେ ସିକ୍ରେଟ ସର୍ଭିସ ଏଜେଣ୍ଟ
ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। କୁହାଯାଉଛି କି ତିନି ଜଣ ଅଜ୍ଞାତ ବ୍ୟକ୍ତି ନାଓମୀଙ୍କ କାର ଝରକା କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ତେବେ ନାଓମୀଙ୍କ ସୁରକ୍ଷାରେ...
ଚାଇନା ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ
କାଠମାଣ୍ଡୁ,୧୩ା୧୧: ନେପାଳର ପୁଷ୍ପ କମଲ ଦହଲ ସରକାର ଚାଇନା ବିରୋଧରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ନେପାଳର ଯୋଗାଯୋଗ ମନ୍ତ୍ରୀ ସୋମବାର କହିଛନ୍ତି, କ୍ୟାବିନେଟ୍ ବୈଠକରେ ନେପାଳ ସରକାର ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଏପରି...
ଉଚ୍ଚଶିକ୍ଷା ପାଇଁ ଭାରତୀୟ ଛାତ୍ରଙ୍କ ପ୍ରଥମ ପସନ୍ଦ ହେଉଛି ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩ା୧୧: ଭାରତୀୟ ଛାତ୍ରମାନଙ୍କ ପାଇଁ ବିଦେଶରେ ଉଚ୍ଚଶିକ୍ଷା ନିମନ୍ତେ ଆମେରିକା ଶୀର୍ଷ ସ୍ଥାନ ହୋଇଛି। ଆମେରିକାର ଦୂତାବାସ ବିଜ୍ଞପ୍ତିରୁ ଏହା ପ୍ରକାଶ। ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ଭାରତରୁ ଆମେରିକା ଯାତ୍ରା କରିଥିବା ବିଦେଶୀ ଛାତ୍ରଙ୍କ ସଂଖ୍ୟା ୩୫ ପ୍ରତିଶତ...
ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ଙ୍କୁ ପଦରୁ ହଟାଇଲେ ପ୍ରଧାନମନ୍ତ୍ରୀ ସୁନକ
ଇଂଲଣ୍ଡ,୧୩।୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୃହମନ୍ତ୍ରୀ ସୁଏଲା ବ୍ରାଭରମ୍ୟାନ୍ଙ୍କୁ ବରଖାସ୍ତ କରିଛନ୍ତି। ଯିଏକି ପୋଲିସ ଉପରେ ପାଲେଷ୍ଟାଇନ ସମର୍ଥକ ବିରୋଧକାରୀଙ୍କ ପ୍ରତି ଅତ୍ୟଧିକ ବିନମ୍ର ହେବାର ଅଭିଯୋଗ କରିଥିଲେ। ସରକାର କହିଛନ୍ତି ଯେ, କ୍ୟାବିନେଟ ପୁନଃ ଗଠନ ଅଧୀନରେ...
ପାକିସ୍ତାନର କରାଚିରେ ଆଉ ଜଣେ ଆତଙ୍କବାଦୀକୁ ହତ୍ୟା
ଇସଲାମାବାଦ,୧୩।୧୧: ପାକିସ୍ତାନରେ ଆତଙ୍କବାଦୀ ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ କରାଚିରୁ ଏକ ମାମଲା ଆସିଛି, ଯେଉଁଠାରେ ରବିବାର ଅଜ୍ଞାତ ଆକ୍ରମଣକାରୀମାନେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ମୌଲାନା ରହିମୁଲ୍ଲା ତାରିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ...
ଇସ୍ରାଏଲ ବିରୋଧ ଯୁଦ୍ଧରେ ପ୍ରଥମଥର ବୁର୍କାନ ମିଶାଇଲ ବ୍ୟବହାର କରୁଛି ହିଜବୁଲ୍ଲା
ଜେରୁଜେଲମ,୧୩।୧୧: ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ସମର୍ଥିତ ଗୋଷ୍ଠୀ ହିଜବୁଲ ଏବଂ ଇସ୍ରାଏଲ ସେନା ମଧ୍ୟରେ ବିବାଦ ଲେବାନନ-ଇସ୍ରାଏଲ ସୀମାରେ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ହିଜବୁଲ ମୁଖ୍ୟ ହସନ ନସରାଲ୍ଲା ନିଜର ଶେଷ ବୟାନରେ...
ଅଭ୍ୟାସ ସମୟରେ ଆମେରିକୀୟ ସୈନ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ମୃତ
ଓ୍ବାଶିଂଟନ୍,୧୩।୧୧: ତାଲିମ ଅଭ୍ୟାସ ସମୟରେ ଭୂମଧ୍ୟସାଗରରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ଆମେରିକାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ୫ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କେଉଁଠାରେ ଘଟିଛି ତାହା ଅଧିକାରୀମାନେ ନିଶ୍ଚିତ...
ସର୍କସରୁ ଖସି ରାସ୍ତାରେ ବୁଲିଲା ସିଂହ, ଘରେ ଲୁଚିଲେ ଲୋକେ, ଭିଡିଓ ଭାଇରାଲ…
ରୋମ,୧୩।୧୧ : ସିଂହ ସର୍କସରୁ ଖସିଯିବା ପରେ ଇଟାଲୀର ଲାଡିସପୋଲି ସହରରେ ଆତଙ୍କ ଖେଳିଯାଇଥିଲା। ସିଂହ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆତଙ୍କିତ ହୋଇ ଜୀବନ ବିକଳରେ ନିଜ ଘରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ବହୁ ପରିଶ୍ରମ ପରେ...
ସିରିଆରେ ଆମେରିକାର ବୋମାମାଡ, ଇରାନ ଶିବିର ଧ୍ୱଂସ…
ଦାମାସକସ,୧୩।୧୧ : ହମାସ ଏବଂ ଇସ୍ରାଏଲ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ କ୍ରମାଗତ ଭାବରେ ହମାସ ଶିବିର ଉପରେ ଆକ୍ରମଣ କରୁଛି। ଏହି ସମୟରେ ଆମେରିକା ସିରିଆରେ ଇରାନ ଶିବିରକୁ ଟାର୍ଗେଟ କରିଛି। ଏହି ବେସଗୁଡିକ ଉପରେ...
ପୋଲିସଙ୍କ ଉପରେ ଆକ୍ରମଣ: ଗୁପ୍ତ ଅପରେଶନରେ ୪ ଆତଙ୍କବାଦୀଙ୍କ ମୁଣ୍ଡଗଡିଲା…
ଇସଲାମାବାଦ,୧୩।୧୧ : ଖାଇବର ପାସ୍ତୁନଖ୍ବାର ଡେରା ଇସମାଇଲ ଖାନ ଜିଲାର କୁଲାଚି ତହସିଲରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଜଣେ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୂଚନାନୁସାରେ, ଘରକୁ ଫେରୁଥିବା ବେଳେ ପୋଲିସ ଜାମିଲ ଶାହାଙ୍କ ଉପରେ ଆକ୍ରମଣ...
ଇସ୍ରାଏଲ ଉପରେ ଲେବାନନର ରକେଟ ମାଡ: ୭ ସୈନ୍ୟ ଆହତ…
ଜେରୁଜେଲମ,୧୩।୧୧ : ଇସ୍ରାଏଲ ଉପରେ ଲେବାନନର ରକେଟ ଦୁଇଥର ରକେଟ ମାଡ କରିଛି। ଏଥିରେ୧୦ ଜଣ ଇସ୍ରାଏଲ ନାଗରିକ ଏବଂ ୭ଜଣ ସୈନିକ ଆହତ ହୋଇଛନ୍ତି। ଅନ୍ୟ ଏକ ଆକ୍ରମଣକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ପଣ୍ଡ କରାଯାଇଛି। ପ୍ରଥମ ଆକ୍ରମଣରେ,...
ହସ୍ପିଟାଲରେ ହମାସର ମାନବ ଢାଲ କାର୍ଯ୍ୟ: ଇୟୁ ପକ୍ଷରୁ ନିନ୍ଦା…
ଜେରୁଜେଲମ,୧୩।୧୧: ୟୁରୋପୀୟ ୟୁନିଅନ ଗାଜାରେ ହସ୍ପିଟାଲରେ ସାଧାରଣ ନାଗରିକଙ୍କୁ ମାନବ ଢାଲ ଭାବରେ ବ୍ୟବହାର କରିଥିବାରୁ ହମାସକୁ ନିନ୍ଦା କରିଛି। ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ଇସ୍ରାଏଲକୁ ସର୍ବାଧିକ ପ୍ରତିବନ୍ଧକ ଦେଖାଇବାକୁ ମଧ୍ୟ ଅନୁରୋଧ କରାଯାଇଛି। ମେଡିକାଲ କର୍ମଚାରୀଙ୍କ ଅନୁଯାୟୀ...
Archives


