ସିନିୟର ଇରାନୀ କମାଣ୍ଡରଙ୍କୁ ନିହତ କଲା ଇସ୍ରାଏଲ ସେନା, ଏହାର ପ୍ରତିଶୋଧ ନେବାକୁ ପଣ କଲେ ରାଷ୍ଟ୍ରପତି
ଜେରୁଜେଲମ,୨୬।୧୨: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ର ବରିଷ୍ଠ କମାଣ୍ଡର ତଥା ସିରିଆ ଏବଂ ଲେବାନନ ଅପରେସନ ଦାୟିତ୍ୱରେ ଥିବା ସୟିଦ ରେଜା ମୋସାଭି ସୋମବାର ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିଲେ। ଦି ଜେରୁଜେଲମ ପୋଷ୍ଟର…
ଭାରତୀୟ ଯାତ୍ରୀଙ୍କ ଧରି ଉଡ଼ାଣ ଭରିଲା ଫ୍ରାନ୍ସରେ ଅଟକ ଥିବା ବିମାନ
ନୂଆଦିଲ୍ଲୀ, ୨୫।୧୨: ଫ୍ରାନ୍ସରେ ଅଟକି ରହିଥିବା ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର (୨୨ ଡିସେମ୍ବର) ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନ ବନ୍ଦରରେ ଅଟକି ରହିଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିଲେ,…
ପୁଣି ଚାଇନାରେ ଅଣାୟତ କରୋନା ସ୍ଥିତି: ଶ୍ମଶାନ ଘାଟରେ ଲମ୍ବା ଲାଇନ୍
ବେଜିଂ,୨୫।୧୨: ଚାଇନାରେ କରୋନାର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଛି। ଏଠାରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା କାରଣରୁ ମୃତ୍ୟୁ ହେତୁ ଚାଇନା ଶ୍ମଶାନ ଘାଟ ୨୪ ଘଣ୍ଟା କାମ…
ଅଟକ ୩୦୩ ଭାରତୀୟଙ୍କୁ ବିମାନ ଯାତ୍ରା ପାଇଁ ମିଳିଲା ଅନୁମତି
ପ୍ୟାରିସ୍,୨୫ା୧୨: ନିକାରାଗୁଆ ଯାଉଥିବା ଏକ ବିମାନରେ ମାନବ ଚାଲାଣ ସନ୍ଦେହ କରି ଫ୍ରାନ୍ସ କର୍ତ୍ତୃପକ୍ଷ ୩୦୩ ଜଣ ଭାରତୀୟ ଯାତ୍ରୀଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିଦିଆଯାଇଛି। ଏପରିକି ସେମାନଙ୍କୁ ବିମାନ ଯାତ୍ରା ପାଇଁ ମଧ୍ୟ ଅନୁମତି ମିଳିଛି। ତେବେ…
ନକଲି ନାଁରେ ସ୍କୁଲରେ ପାଠ ପଢୁଥିଲେ କିମ୍, କେବେ ବି କେଉଁ ପରୀକ୍ଷାରେ କରିନାହାନ୍ତି ପାସ୍
ପ୍ୟୋଙ୍ଗୟାଙ୍ଗ,୨୫ା୧୨: ଆପଣ ନିଶ୍ଚିତ ଭାବରେ ଶାସକମାନଙ୍କର ଅନେକ ରହସ୍ୟମୟ କାହାଣୀ ପଢ଼ିଥିବେ। ଆଜି ଏମିତି ଜଣେ ଶାସକଙ୍କ ବିଷୟରେ କହିବୁ ଯିଏ ପିଲାଦିନରୁ ଅଜବ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ସେ ଏକ ନକଲି ନାଁରେ ସ୍କୁଲରେ ପଢୁଥିଲେ ଏବଂ ତାଙ୍କ ଜେଜେବାପା…
ପିଲାଙ୍କୁ ଜାଳି ଦିଆଯାଉଛି, ମହିଳାଙ୍କ ସହ ବଳାତ୍କାର: ହମାସର ଆତଙ୍କରାଜକୁ ନେଇ ପୋପଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ
ଜେରୁଜେଲମ,୨୫।୧୨: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ୍jସ୍ତ୍ରୀ ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ ଇସ୍ରାଏଲ-ହମାସ ଯୁଦ୍ଧରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ସେ ବନ୍ଧକମାନଙ୍କୁ ବିନା ସର୍ତ୍ତରେ ମୁକ୍ତ କରିବା ସଂପର୍କରେ ପୋପଙ୍କୁ ହସ୍ତକ୍ଷେପ କରିବାକୁ କହିଛନ୍ତି। ସାରା ନେତାନ୍ୟାହୁ ପୋପ ଫ୍ରାନ୍ସିସଙ୍କୁ…
ଇମ୍ରାନଙ୍କୁ ଝଟ୍କା, ନିର୍ବାଚନ କମିଶନଙ୍କ ଲିଷ୍ଟରେ ନାହିଁ ଦଳର ନାମ
ଇସଲାମାବାଦ,୨୫।୧୨: ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଦେଶରେ ପଞ୍ଜୀକୃତ ରାଜନୈତିକ ଦଳର ଏକ ନୂତନ ତାଲିକା ପ୍ରକାଶ କରିଛି। ସର୍ବଶେଷ ତାଲିକା ଅନୁଯାୟୀ ପାକିସ୍ତାନରେ ପଞ୍ଜୀକୃତ ରାଜନୈତିକ ଦଳର ସଂଖ୍ୟା ୧୭୫ରେ ପହଞ୍ଚିଛି। ଏହା ସହିତ ନିର୍ବାଚନ କମିଶନ ପାକିସ୍ତାନ ତେହେରିକ-ଇ-ଇନସାଫ…
ଇନଷ୍ଟାଗ୍ରାମ ଉପରେ ଚଡ଼କ: ଆପକୁ ଡିଲିଟ କରିଛନ୍ତି ଅଧିକ ୟୁଜର,ତାଲିକାରେ ୫ ଆପ…
ଓ୍ବାଶିଂଟନ,୨୫।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି। ଅଧିକାଂଶ ଡିଲିଟ ହୋଇଥିବା ସୋସିଆଲ ଆପ ତାଲିକାରେ ଇନଷ୍ଟାଗ୍ରାମ ଶୀର୍ଷ ସ୍ଥାନରେ ଅଛି। ଏହି ଡିଲିଟ ହେଉଥିବା ଆପ ତାଲିକାରେ ସ୍ନାପଚାଟ…
ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟାରେ ଫୁଟିଲା ଗୁଳି, ଜଣେ ମୃତ
କଲରାଡୋ,୨୫।୧୨: ଖ୍ରୀଷ୍ଟମାସ ଅବସରରେ ଆମେରିକାର କଲୋରଡୋସ୍ଥିତ ଏକ ସପିଂ ସେଣ୍ଟରରେ ଗୁଳି ବିନିମୟ ହୋଇଥିଲା। ସପିଂ ସେଣ୍ଟରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ଚାଇନା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୪୯ ଛୁଇଁଲା, ଗାନସୁ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷତି
ବେଜିଂ,୨୫।୧୨: ଚାଇନାରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଛି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଡିସେମ୍ବର ୧୮ରେ ଚାଇନାର ଉତ୍ତର-ପୂର୍ବ ଭାଗରେ ୬.୨ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଗତ ୯ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା ସବୁଠାରୁ…
ପୁଣି ଚର୍ଚ୍ଚାରେ ଟିକଟିକ, ଏହାକୁ ନେଇ ପାକିସ୍ତାନରେ ଫତଓ୍ବା ଜାରି
ଇସଲାମାବାଦ,୨୫।୧୨: ପାକିସ୍ତାନ ସିନ୍ଧ ପ୍ରଦେଶର ରାଜଧାନୀ କରାଚିର ଏକ ଅଗ୍ରଣୀ ଧାର୍ମିକ ବିଦ୍ୟାଳୟ ଜାମିଆ ବିନୋରିଆ ଟାଉନ ଟିକ୍ଟକ୍ ସମ୍ବନ୍ଧରେ ଏକ ଫତୱା ଜାରି କରିଛନ୍ତି। ପାକିସ୍ତାନୀ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଟିକଟକକୁ ବେଆଇନ ଏବଂ ହରାମ ବୋଲି ସ୍କୁଲ…
ପୁଟିନଙ୍କୁ ଚ୍ୟାଲେଞ୍ଜ୍ ଦେବାକୁ ଚାହୁଁଥିଲେ ଏହି ମହିଳା: ୧୦୦ ଭୁଲ୍ ବାହାରକଲେ ନିର୍ବାଚନ ଆୟୋଗ, ପ୍ରାର୍ଥୀପତ୍ର ରଦ୍ଦ
ମସ୍କୋ,୨୫।୧୨:ରୁଷିଆର ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର୍ ପୁଟିନଙ୍କୁ ଚ୍ୟାଲେଞ୍ଜ କରିଥିବା ମହିଳା ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ୟେକାଟେରିନା ଡଣ୍ଟସୋଭାଙ୍କୁ ନିର୍ବାଚନ ଆୟୋଗ ଏକ ବଡ଼ ଝଟକା ଦେଇଛି। ୨୦୨୪ ନିର୍ବାଚନରେ ରାଷ୍ଟ୍ରପତି ପୁଟିନଙ୍କୁ ଚ୍ୟାଲେଞ୍ଜ କରିବାରେ ଆଗରେ ଥିବା ୟେକାଟେରିନା ଡଣ୍ଟସୋଭାଙ୍କ…
Archives


