ଜାପାନରେ ବଡ଼ ଧରଣ ଭୂକମ୍ପ
ଟୋକିଓ,୪।୪: ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ ଥିଲା…
ନାଇଟକ୍ଲବରେ ଲାଗିଲା ନିଆଁ: ଚାଲିଗଲା ୨୯ ଜୀବନ
ଇସ୍ତାନବୁଲ,୩।୪: ତୁର୍କୀର ଇସ୍ତାନବୁଲ ନାଇଟକ୍ଲବରେ ନବୀକରଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…
୨୫ ବର୍ଷ ପରେ ବଡ଼ ଧରଣର ଭୂକମ୍ପ: ଭୁଶୁଡିଲା କୋଠା,ଏକ ଲକ୍ଷରୁ ଅଧିକ ଘରେ ବିଜୁଳି ଠପ୍
ତାଇଓ୍ବାନ୍,୩।୪: ତାଇୱାନରେ ବୁଧବାର ସକାଳେ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। କୁହାଯାଉଛି ଯେ, ୨୫ ବର୍ଷ ପରେ ଏଠାରେ ଏପରି ଶକ୍ତିଶାଳୀ ଭୂକମ୍ପ ଘଟିଛି। ଭୂକମ୍ପ…
ତାଇଓ୍ବାନ୍ରେ ଶକ୍ତିଶାଳୀ ଭୂକମ୍ପ: ଜାପାନରେ ସୁନାମି ଆଲର୍ଟ
ତାଇଓ୍ବାନ୍,୩।୪: ତାଇୱାନରେ ବୁଧବାର ସକାଳେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ…
ଖାଦ୍ୟ ସହାୟତା ଏନ୍ଜିଓର ୭ କର୍ମଚାରୀ ନିହତ
ଗାଜା, ୩।୪: ଗାଜାରେ ମଙ୍ଗଳବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି। ଏଥିରେ ଓ୍ବାର୍ଲଡ୍ ସେଣ୍ଟ୍ରାଲ କିଚେନ୍ (ଡବ୍ଲ୍ୟୁସିକେ) ଏନଜିଓର ୭ ଜଣ କର୍ମଚାରୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ବ୍ରିଟେନ ଓ ପୋଲାଣ୍ଡର ନାଗରିକ ରହିଥିବା ଏଜେନ୍ସି ପକ୍ଷରୁ ସୂଚନା…
ଜେଲରେ ବୁଶ୍ରା ବିବିଙ୍କୁ ବିଷ ଦିଆଯାଇଥିଲା
ଇସ୍ତାନବୁଲ୍,୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସ୍ତ୍ରୀ ତଥା ପୂର୍ବତନ ଫାଷ୍ଟ ଲେଡି ବୁଶ୍ରା ବିବିଙ୍କୁ ଜେଲରେ ବିଷ ଦିଆଯାଇଥିଲା ବୋଲି ସେ ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଯଦି ବୁଶ୍ରାଙ୍କର କୌଣସି କ୍ଷତି ଘଟେ, ସେଥିପାଇଁ ସେନା ମୁଖ୍ୟ ଜେନେରାଲ…
ଥରିଲା ଜାପାନ, ରିକ୍ଟରେ ସ୍କେଲରେ ତୀବ୍ରତା ୬.୧
ଟୋକିଓ,୨।୪: ମଙ୍ଗଳବାର ଜାପାନରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଉତ୍ତର ଜାପାନର ଇୱାତେ ଏବଂ ଆମୋରି ପ୍ରିଫେକ୍ଟରରେ ଭୂକମ୍ପ ଅନୁଭୂତ ହୋଇଛି। ଜାପାନ ପାଣିପାଗ ବିଭାଗ କହିଛି ଯେ ରକ୍ଟର ସ୍କେଲରେ ଭୂକମ୍ପର…
ଇମ୍ରାନଙ୍କ ୧୪ ବର୍ଷ ଜେଲଦଣ୍ଡ ଉପରେ ରୋକ
ଇସ୍ଲାମାବାଦ୍, ୨।୪: ତୋଷାଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ସ୍ତ୍ରୀ ବୁଶ୍ରା ବିବିଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପୂର୍ବରୁ ଉଭୟଙ୍କୁ ୧୪ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସୋମବାର ଏହା ଉପରେ ଇସ୍ଲାମାବାଦ୍ ହାଇକୋର୍ଟ ରୋକ୍…
‘ଭାରତ ବର୍ଜନ’ ପ୍ରଚାରକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ହାସିନା
ଢାକା,୧ା୪: ଶେଖ୍ ହାସିନା ପୁନର୍ବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଅନ୍ଲାଇନରେ ଭାରତ ବିରୋଧୀ ମାନସିକତା ବଢ଼ିଛି। ସେଠାରେ ଭାରତୀୟ ସାମଗ୍ରୀ ବର୍ଜନ ଲାଗି ପ୍ରଚାର ଜୋର୍ ଧରିଥିବାବେଳେ କେତେଜଣ ବିରୋଧୀ ନେତା ଏହାକୁ ସମର୍ଥନ କରୁଛନ୍ତି। ପ୍ରଧାନମନ୍ତ୍ରୀ ହାସିନା…
ସ୍ତ୍ରୀଙ୍କୁ ଛାତ ଉପରୁ ତଳକୁ ଫୋପାଡି ଦେଲେ ସ୍ବାମୀ: ପଛରେ କାରଣ ଥିଲା ଏମିତି
ପ୍ରତିଦିନ ରୋଷେଇ କଲାବେଳେ ଖାଦ୍ୟ ଭଲ ବା ଖରାପ ହେବା ଏକ ସାଧାରଣ କଥା। ଏହି କଥାକୁ ନେଇ ଜଣଙ୍କୁ ହତ୍ୟା କରାଯିବା ନିହାତି ଆଶ୍ଚର୍ଯ୍ୟର କଥା। କିନ୍ତୁ ଏମିତି ଏକ ଲୋକଟାଙ୍କୁରା ଘଟଣା ଘଟିଛି ପାକିସ୍ତାନରେ। ଏଠାରେ ଜଣେ ବ୍ୟକ୍ତି…
ପାକିସ୍ତାନରେ ବଢିଛି ଆତଙ୍କବାଦୀ ଘଟଣା, ବର୍ଷ ଆରମ୍ଭରେ ୨୪୫ ଆକ୍ରମଣ, ୪୦୦ରୁ ଅଧିକ ମୃତ
ଇସଲାମାବାଦ,୧।୪: ପାକିସ୍ତାନରେ ବଢୁଥିବା ଆତଙ୍କବାଦୀ ଘଟଣା ସମ୍ପର୍କରେ ଥିଙ୍କ ଟେକର ରିପୋର୍ଟ ପ୍ରକାଶ ପାଇଛି। ଥିଙ୍କ ଟେକର ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ତିନି ମାସରେ ପାକିସ୍ତାନରେ ଆତଙ୍କବାଦୀ ଘଟଣା ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ୨୦୨୪ର ପ୍ରଥମ ୩ମାସରେ ପାକିସ୍ତାନରେ…
ଦୁଃଖ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ ନାହିଁ, କାହିଁକି ଏମିତି କହିଲେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ
ଜେନେଭା,୧।୪: ଇସ୍ରାଏଲର ସେନା ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଆକ୍ରମଣ ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେୟେସସ୍ ଗାଜାର ଅଲ-ଶିଫା ହସ୍ପିଟାଲ ଉପରେ ଆକ୍ରମଣ…
Archives


