ଛତା ଧରି ଯୋଗ କଲେ ଜାପାନବାସୀ
ଟୋକିଓ,୨୧।୬: ଶୁକ୍ରବାର ଯୋଗ ଦିବସ ସାରା ବିଶ୍ୱରେ ପାଳନ କରାଯାଉଛି। ଯୋଗ କରୁଥିବା ଲୋକଙ୍କ ଫଟୋ କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଦେଖାଯାଉଛି। ଜାପାନର ଭାରତୀୟ ଦୂତାବାସ ଏଠାରେ ଥିବା ସୁକିଜି ହଙ୍ଗୱାନଜୀ ମନ୍ଦିରରେ ଯୋଗ ଦିବସ ଉତ୍ସବ ଆୟୋଜନ କରିଥିଲା,…
ପାକିସ୍ତାନକୁ ପୁଣି ମୁହଁତୋଡ ଜବାବ ଦେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ୍,୨୧।୬: ଋଣ ଜାଲରେ ପଡ଼ି ଚାଇନା ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ପାକିସ୍ତାନ ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗକୁ କ୍ରମାଗତ ଭାବେ ଉଠାଉଛି। କିନ୍ତୁ ଭାରତୀୟ କର୍ତ୍ତୃପକ୍ଷ ତାହାର କଡ଼ା ଜବାବ ଦେଉଛନ୍ତି। ପୁଣିଥରେ ଜାତିସଂଘ ମାନବ ଅଧିକାର ପରିଷଦରେ ପାକିସ୍ତାନ ଜମ୍ମୁ…
ଆତଙ୍କବାଦକୁ ନେଇ ଚିନ୍ତାରେ ପାକିସ୍ତାନ
ଇସଲାମାବାଦ,୨୧।୬: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନ ଆଜିକାଲି ନିଜେ ଅସୁବିଧାରେ ପଡିଛି। ବର୍ତ୍ତମାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧି କରିବାକୁ ଏବଂ ଆତଙ୍କବାଦ ତଥା ଉଗ୍ରବାଦ ସମସ୍ୟାର ମୁକାବିଲା ପାଇଁ ପ୍ରବର୍ତ୍ତନ ବ୍ୟବସ୍ଥାରେ ଉନ୍ନତି…
ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ
ଜାକର୍ତ୍ତା,୨୧।୬: ଶୁକ୍ରବାର ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଶୁକ୍ରବାର ସକାଳେ ପୂର୍ବ ଉଚ୍ଚଭୂମିରେ ଥିବା ପାପୁଆ ପ୍ରଦେଶରେ ୫.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ତେବେ ଭୂକମ୍ପ ପରେ କୌଣସି ସୁନାମି ଚେତାବନୀ ଦିଆଯାଇ ନାହିଁ। ଇଣ୍ଡୋନେସିଆର ପାଣିପାଗ…
ପୁଟିନଙ୍କୁ କିମଙ୍କ ରିଟର୍ନ ଗିଫ୍ଟ, ଏତେ ମାରାତ୍ମକ ଯେ ବାଘ ବି ଏହା ସାମ୍ନାରେ କିଛି ନୁହେଁ!
ପୋଙ୍ଗୟାଙ୍ଗ,୨୦।୬: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆରେ ପହଞ୍ଚିଥିଲେ। ସେଠାରେ ଏକଛତ୍ରବାଦୀ ଶାସକ କିମ ଜୋନ ଉନଙ୍କୁ ଭେଟିଥିଲେ। ଉଭୟ ନେତା ଏକ ସ୍ବତନ୍ତ୍ର ଚୁକ୍ତିନାମା ସ୍ବାକ୍ଷର କରିଥିଲେ, ଯାହା ଆମେରିକା ଏବଂ ୟୁରୋପର ହୃଦସ୍ପନ୍ଦନକୁ ବଢାଇ ଦେଇଥିଲା। ଏହି…
ଆମେରିକା ଉପରେ ରାଗିକି ନିଆଁବାଣ ହେଲା ଚାଇନା
ଓ୍ବାଶିଟନ୍,୨୦।୬: ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଉନ୍ନତି ପରିବର୍ତ୍ତେ ଖରାପ ହେବାରେ ଲାଗିଛି। ଏବେ ଲାଗୁଛି ଯେ ୱାଶିଂଟନ ପୁଣି ଥରେ ଡ୍ରାଗନର ଘା’କୁ ଆଘାତ କରିଛି। ଆମେରିକାର ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ବୁଧବାର ଭାରତର ହିମାଚଳ ପ୍ରଦେଶର…
କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବଡ଼ ନିଷ୍ପତ୍ତି, ଇରାନର ଘାତକ ସେନାକୁ ଆତଙ୍କବାଦୀ ସଂଗଠନ ଘୋଷଣା
ଓଟ୍ଟାଓ୍ବା,୨୦।୬: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଇରାନର ଆଇଆର୍ଜିସିକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଆଇଆର୍ଜିସିକୁ ଆତଙ୍କବାଦୀ ତାଲିକାରେ ସାମିଲ କରିବା ଦ୍ୱାରା ଏକ…
ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରକଲେ ପୁଟିନ୍, କିମ୍
ପ୍ୟୋଙ୍ଗ୍ୟାଙ୍ଗ୍, ୨୦।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ ଗସ୍ତରେ ରହିଛନ୍ତି। ଉତ୍ତର କୋରିଆ ରାଜଧାନୀ ପ୍ୟୋଙ୍ଗ୍ୟାଙ୍ଗ୍ଠାରେ ଉଭୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଓ ଉତ୍ତର କୋରିଆ ନେତା କିମ୍…
ଭାରତର ଆଉ ଜଣେ ଶତ୍ରୁ ସଫା! ପାକିସ୍ତାନର ଆଇଏସ୍ଆଇ ଏଜେଣ୍ଟ ଆମିର ହମଜାଙ୍କୁ ହତ୍ୟା
ଇସଲାମାବାଦ,୧୯।୬: ପାକିସ୍ତାନରେ ଆଇଏସ୍ଆଇ ଏଜେଣ୍ଟ ଏବଂ ପାକିସ୍ତାନୀ ସେନାର ଅବସରପ୍ରାପ୍ତ ବ୍ରିଗେଡିଅର ଆମିର ହମଜାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରାଯାଇଥିବା ସୂଚନା ମିଳିଛି। ତେବେ ଆମିର ଭାରତୀୟ ସେନା ଉପରେ ଆକ୍ରମଣ କରାଉଥିଲେ। ଏପରିକି ଅନେକ ବଡ଼…
ବଢିଲା ଚାଇନାର ଚିନ୍ତା
ଓ୍ବାଶିଂଟନ,୧୯।୬: ମଙ୍ଗଳବାର ତାଇୱାନକୁ ୩୬୦ ମିଲିୟନ ଡଲାର ମୂଲ୍ୟର ନୂତନ ଅସ୍ତ୍ର ବିକ୍ରିକୁ ବାଇଡେନ ପ୍ରଶାସନ ଅନୁମୋଦନ କରିଛି। ଏଥିରେ 291Altius-600M ସିଷ୍ଟମ ଅନ୍ତର୍ଭୁକ୍ତ । ଏହି ପ୍ରଣାଳୀରେ ଯୁଦ୍ଧ ବିମାନ ସହିତ ସଜ୍ଜିତ ମାନବବିହୀନ ବିମାନ କିମ୍ବା ଡ୍ରୋନ ଥାଏ…
ଅଚାନକ ଥରି ଉଠିଲା ପାକିସ୍ତାନ
ଇସଲାମାବାଦ,୧୯।୬: ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦ ସମେତ ପାକିସ୍ତାନର ଅନେକ ସ୍ଥାନରେ ୪.୭ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ନ୍ୟାସନାଲ ସେସମୋଲୋଜିକାଲ ମନିଟରିଂ ସେଣ୍ଟର ଅନୁଯାୟୀ, ଭୂକମ୍ପର…
କୁଏଟ ଅଗ୍ନୀକାଣ୍ଡରେ ପୀଡ଼ିତ ପରିବାରଙ୍କୁ ୧୨.୫ ଲକ୍ଷ ଟଙ୍କା ସହାୟତା ରାଶି ଦେବେ କୁଏଟ ସରକାର
କୁଏଟ ସିଟି,୧୯।୬: ଦକ୍ଷିଣ ଅହମଦା ପ୍ରଦେଶର ମଙ୍ଗଫ ଅଞ୍ଚଳରେ ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ପରିବାରକୁ କୁଏତ ସରକାର ୧୫,୦୦୦ ଡଲାର (୧୨.୫ ଲକ୍ଷ ଟଙ୍କା) କ୍ଷତିପୂରଣ ପ୍ରଦାନ କରିବେ। ଏହି ଅଗ୍ନିକାଣ୍ଡରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ୪୬ଜଣ ଭାରତୀୟ ଅଛନ୍ତି।…
Archives


