ଅନ୍ତର୍ଜାତୀୟ

ଆପତ୍ତିଜନକ ଫଟୋ, ଟିକସ ଚୋରି, ନିଶା ସେବନ…ବାଇଡେନ୍‌ଙ୍କ ଅଡ଼ୁଆ ବଢ଼ାଇଛି ପୁଅ ହଣ୍ଟରଙ୍କ ବିବାଦ

ଓ୍ବାଶିଂଟନ,୧୫।୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ବୁଧବାର ବାଇଡେନ୍‌ଙ୍କ ବିରୋଧରେ ଆସିଥିବା ମହାଭିଯୋଗର ତଦନ୍ତ ଲାଗି ମଞ୍ଜୁରୀ ଦିଆଯାଇଛି। ଏହାର କାରଣ ହେଉଛନ୍ତି ହଣ୍ଟର ବାଇଡେନ୍‌। ୫୩ ବର୍ଷୀୟ ହଣ୍ଟର ଅନେକ ବିବାଦରେ...

ଶାରୀରିକ ସମ୍ପର୍କ ପାଇଁ ସବୁବେଳେ ରହିବାକୁ ହେବ ପ୍ରସ୍ତୁତ,କମ୍ପାନୀର ସିଇଓ ଦେଲେ ଏପରି କଣ୍ଟ୍ରାକ୍ଟ ପେପର

ସାନ ଫ୍ରାନସିସ୍କୋ,୧୫।୧୨: ଚାକିରିରେ ନିଯୁକ୍ତି ମିଳି ସାରିବା ପରେ କମ୍ପାନୀ ଦ୍ୱାରା ଏକ କଣ୍ଟ୍ରାକ୍ଟ ବା ଚୁକ୍ତିନାମା ସ୍ବାକ୍ଷର କରିବାକୁ ପଡିଥାଏ। ଯେଉଁଥିରେ କମ୍ପାନୀର କିଛି ଟର୍ମସ ଆଣ୍ଡ କଣ୍ଡିସନ(ନିୟମ କାନୁନ) ରହିଥାଏ। ନିକଟରେ ଏକ କମ୍ପାନୀର କଣ୍ଟ୍ରାକ୍ଟ ପେପର...

ସଂସଦରେ ଉତ୍ପାତ କରିଥିବା ବିଦ୍ରୋହୀଙ୍କୁ ମିଳିବ ୧୦ଲକ୍ଷ ଟଙ୍କା ପୁରସ୍କାର! ସୂଚନା ଦେଲେ…

ନୂଆଦିଲ୍ଲୀ,୧୫।୧୨: ଡିସେମ୍ବର ୧୩ ୨୦୨୩ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ହଠାତ୍‌ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଭିତରକୁ ଡେଇଁଥିଲେ। ଦୁଇଜଣଙ୍କ ହାତରେ ଥିଲା ବିଷାକ୍ତ କାନଷ୍ଟେର ବା ସ୍ମୋକ ଗ୍ୟାସ। ଭିତରେ ପଶିବା ସହ ଦୁଇ...

ନିଖୋଜ ହେବାର ୬ ବର୍ଷ ପରେ ଫ୍ରାନ୍ସରୁ ମିଳିଲେ ବିଟ୍ରେନ ନାବାଳକ

ଲଣ୍ଡନ,୧୫।୧୨: ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ୬ ବର୍ଷ ପୂର୍ବେ ସ୍ପେନରେ ପାରିବାରିକ ଛୁଟି ସମୟରେ ନିଖୋଜ ହୋଇଯାଇଥିବା ଜଣେ ନାବାଳକ ବର୍ତ୍ତମାନ ଫ୍ରାନ୍ସରୁ ମିଳିଛନ୍ତି। ୧୭ ବର୍ଷିୟ ଆଲେକ୍ସ ବ୍ୟାଟିଙ୍କୁ ଜଣେ ଡେଲିଭରି ଡ୍ରାଇଭର...

ମୋଦିଙ୍କ ପ୍ରେମରେ ପଡିଲେ ପାକିସ୍ତାନୀ ବିଜନେସମ୍ୟାନ

ନୂଆଦିଲ୍ଲୀ/ଇସଲାମାବାଦ,୧୫।୧୨: ପାକିସ୍ତାନର ନେତୃତ୍ୱକୁ ଏହି ଭୟକୁ ଦୂର କରିବାକୁ ପଡ଼ିବ ଯେ ଯଦି ଏହା ଭାରତ ସହିତ ସମ୍ପର୍କକୁ ସୁଦୃଢ କରେ, ତେବେ ଏହା ଏହାର ରାଜନୈତିକ ଭାବମୂର୍ତ୍ତିକୁ ଖରାପ କରିବ। ପାକିସ୍ତାନ-ଆମେରିକୀୟ ମୂଳ ବ୍ୟବସାୟୀ ସାଜିଦ ତାର ଏହା...

ପୋଲିସ ମୁଖ୍ୟାଳୟ ସାମ୍ନାରେ ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ ମୃତ

ପେଶାଓ୍ବର,୧୫।୧୨: ଉତ୍ତର ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀମାନେ ଏକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ତାଲିବାନର ପୂର୍ବତନ ଗଡ଼ରେ ଏକ ଆଞ୍ଚଳିକ ପୋଲିସ ମୁଖ୍ୟାଳୟକୁ ଟାର୍ଗେଟ କରି କରାଯାଇଥିଲା। ଏଥିରେ ଦୁଇ ଜଣ ପୋଲିସ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ...

ଇରାନ ଯାତ୍ରା କଲେ ପଡ଼ିବନି ଭିଜା

ତେହରାନ/ନୂଆଦିଲ୍ଲୀ,୧୫ା୧୨: ଭାରତ ସମେତ ୩୩ଟି ଦେଶ ପାଇଁ ଭିଜା ଆବଶ୍ୟକତା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି ଇରାନ। ଏହାର ଅର୍ଥ ହେଉଛି ଯେ, ଭାରତୀୟ ନାଗରିକମାନେ ଆଉ ଇରାନ ଯାତ୍ରା କରିବା ପାଇଁ ଭିଜା ଆବଶ୍ୟକ କରିବେ ନାହିଁ। ଇରାନର...

ପିଲାଙ୍କୁ ହତ୍ୟା କରି ମାଂସ ରାନ୍ଧି ଖାଉଥିଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ…

ଇସଲାମାବାଦ,୧୫।୧୨: ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଜାଫରଗଡରେ ଜଣେ ବ୍ୟକ୍ତିଙ୍କୁ ପିଲାମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସ ଖାଇବା ଅଭିଯୋଗରେ ଗିରଫ କରାଯାଇଛି। ନ୍ୟୁଜ ରିପୋର୍ଟ ଅନୁଯାୟୀ, ମୁଜାଫରଗଡର ସ୍ଥାନୀୟ ପୋଲିସ ସୂଚନା ଦେଇଛି ଯେ, ପାଞ୍ଚ ଦିନ ପୂର୍ବରୁ...

ଥରିଲା ପାକିସ୍ତାନ

ଇସଲାମାବାଦ,୧୫ା୧୨: ଶୁକ୍ରବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା। ନ୍ୟାଶନାଲ ସେସ୍‌ମିକ୍‌ ମନିଟରିଂ ସେଣ୍ଟର (ଏନ୍‌ଏସ୍‌ଏମ୍‌ସି) ଅନୁଯାୟୀ, ଏପର୍ଯ୍ୟନ୍ତ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ। ସକାଳ ପ୍ରାୟ ୯.୧୩ରେ...

ଇସ୍ରାଏଲ୍‌କୁ ଗାଳି ଦେଉଥିଲେ ତୁର୍କୀ ସାଂସଦ, ହଠାତ୍‌ ଆସିଲା ହାର୍ଟଆଟାକ୍‌: ଆଉ ତା’ପରେ

ଆଙ୍କରା,୧୫।୧୨: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ କିଛି ମାସ ଧରି ଚାଲିଥିବା ଏହି ଯୁଦ୍ଧ ଏବେ ବିପଜ୍ଜନକ ମୋଡ଼ ନେଇଛି। ଉଭୟ ପକ୍ଷର ଲୋକଙ୍କୁ ହତ୍ୟା କରାଯାଉଛି। ହମାସ ଆକ୍ରମଣରେ ଇସ୍ରାଏଲ ସେନାର ୫...

ଆମେରିକା, ୟୁରୋପରେ ସୋରିଷ ତେଲରେ ରାନ୍ଧିବା ନିଷେଧ, ଜାଣନ୍ତୁ କାରଣ…

ରୋଷେଇରେ ତେଲର ଅନେକ ବିକଳ୍ପ ଅଛି। ଯେମିତି କି ସୋରିଷ ତେଲ, ଅଲିଭ୍‌ ତେଲ, ଅଳସୀ ତେଲ, ନଡ଼ିିଆ ତେଲ, ମୁଗଫଳି ତେଲ, ପାମୋଲିନ ତେଲ ଇତ୍ୟାଦି। କିନ୍ତୁ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଲୋକମାନେ ରୋଷେଇ ପାଇଁ...

ବାଇଡେନ୍‌ଙ୍କ ବିରୋଧରେ ମହାଭିଯୋଗ, ତଦନ୍ତକୁ ହାଉସ୍‌ ଅଫ୍‌ ରିପବ୍ଲିକାନ୍‌ର ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଦୀର୍ଘଦିନରୁ ରହିଥିବା ଅସଦାଚରଣ ଅଭିଯୋଗର ଏପର୍ଯ୍ୟନ୍ତ ପ୍ରମାଣ ଦାଖଲ ହୋଇ ନାହିଁ। ରିପ୍ଲିକାନ୍‌ ସଦସ୍ୟମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମହାଭିଯୋଗର ତଦନ୍ତ ପାଇଁ କରିଥିବା ଦାବିକୁ ବୁଧବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri