ମାତ୍ର ୩ ଗ୍ରାମ ବାରୁଦରେ ଥରି ଉଠିଲା ହିଜବୁଲ, ଜାଣନ୍ତୁ ପେଜର ବ୍ଲାଷ୍ଟର ପୁରା ପ୍ଲାନିଂ
ବେରୁତ,୧୮।୯: ଲେବାନନରେ ହଜାର ହଜାର ପେଜର୍ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଲେବାନନ ମିଲିସିଆ ହିଜବୁଲ ବହୁ କ୍ଷତି ସହିଥିବା ଜଣାଯାଇଛି। ଏହି ଅପରେସନ ବିଷୟରେ ଆମେରିକୀୟ ଏବଂ ଅନ୍ୟ ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲର ଗୁପ୍ତଚର ଏଜେନ୍ସି…
ଅଚାନକ କମଲା ହାରିସଙ୍କ ପ୍ରଶଂସା କଲେ ଟ୍ରମ୍ପ: ଜାଣନ୍ତୁ କାହିଁକି
ଓ୍ବାଶିଂଟନ,୧୮।୯: ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। କିନ୍ତୁ ନିର୍ବାଚନ ପ୍ରଚାର ବ୍ୟତୀତ ଉଭୟ ଦେଶର…
ଲୋକଙ୍କ ଖାଦ୍ୟ ପାଇଁ ମରାଯିବ ୨୦୦ ହାତୀ
ହରାରେ, ୧୮।୯:ଏଲ୍ନିନୋ ପ୍ରଭାବରେ ଜିମ୍ବାଓ୍ବେ ଓ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକରେ ୪ ଦଶନ୍ଧି ମଧ୍ୟରେ ସବୁଠୁ ଉତ୍କଟ ମରୁଡ଼ି ସ୍ଥିତି ଦେଖାଦେଇଛି। ଏହାର ପ୍ରଭାବରେ ବହୁ ଫସଲ ନଷ୍ଟ ହେବା ସହ ୬.୮ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଜିମ୍ବାଓ୍ବେରେ…
ଇନଷ୍ଟା ୟୁଜର୍ସଙ୍କ ପାଇଁ ବଡ଼ ସୂଚନା, ଏବେ ପବ୍ଲିକ ରଖିପାରିବେନି…
ନୂଆଦିଲ୍ଲୀ,୧୭।୯: ମେଟା ପ୍ଲାଟଫର୍ମ ସୋସିଆଲ ମିଡିଆରୁ ନକରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ୧୮ବର୍ଷରୁ କମ୍ ବୟସର ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍ ଆକାଉଣ୍ଟ କରିବାକୁ ଯାଉଛି। ଏହି ଫିଚର୍ସ ଦ୍ୱାରା ଆକାଉଣ୍ଟରେ ପ୍ରାଇଭେସ୍ ପ୍ରୋଟେକ୍ସନ ବଢିବା ସହ ଅଭିଭାବକଙ୍କ ନିୟନ୍ତ୍ରଣକୁ…
ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜର୍ଜିଆ ମେଲୋନୀ, ଜାଣନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୧୭।୯: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ମୋଦୀଙ୍କୁ ୭୪ ବର୍ଷ ହୋଇଛି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ବାର୍ତ୍ତାରେ ସେ ଇଟାଲୀ ଏବଂ ଭାରତ ମଧ୍ୟରେ ବୃଦ୍ଧ ତଥା ବଢୁଥିବା…
ଭାରତରେ ଲୁଚିଥିବା ଶେଖ ହାସିନାଙ୍କ ପାଇଁ ନୂଆ ସମସ୍ୟା! ୫ ମାମଲାକୁ ନେଇ ବଢୁଛି ଉତ୍ତେଜନା
ନୂଆଦିଲ୍ଲୀ/ଢାକା,୧୭।୯: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସାମ୍ନାରେ ନୂଆ ସମସ୍ୟା ଉଭା ହୋଇଛି। ଭାରତରେ ଲୁଚି ରହିଥିବା ଶେଖ ହାସିନାଙ୍କ ବିରୋଧରେ ପାଞ୍ଚଟି ହତ୍ୟା ମାମଲା ଉତ୍ତେଜନାକୁ ବଢାଇ ଦେଇଛି। ବାଂଲାଦେଶର ଆନ୍ତର୍ଜାତୀୟ କ୍ରାଇମବ୍ରାଞ୍ଚ ଟ୍ରିବ୍ୟୁନାଲ (ଆଇସିଟି) ରେ ଶେଖ…
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସାକୁ ନେଇ କାହିଁକି ଚିନ୍ତିତ କାନାଡା ସାଂସଦ
ନୂଆଦିଲ୍ଲୀ/ଓଟାଓ୍ବା,୧୭।୯: କାନାଡାର ସାଂସଦ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁଙ୍କ ପ୍ରତି ହିଂସା ପ୍ରସଙ୍ଗ ଉଠାଇଥିଲେ। କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି ଯେ ବାଂଲାଦେଶରେ ଚାଲିଥିବା ହିଂସାକୁ ନେଇ ସେ ବହୁତ ଚିନ୍ତିତ। କର୍ନାଟକର ଚନ୍ଦ୍ର ଆର୍ଯ୍ୟ ୨୩ସେପ୍ଟେମ୍ବରରେ ପାର୍ଲାମେଣ୍ଟ…
ଧର୍ମୀୟ ସ୍ବାଧୀନତାକୁ ସମର୍ଥନ: ବ୍ରାଜିଲରେ ବିଶାଳ ଶୋଭାଯାତ୍ରା
ରିଓ ଡି ଜେନେରୋ ,୧୭ା୯: ବ୍ରାଜିଲରେ ଗତ ୬ ବର୍ଷ ମଧ୍ୟରେ ଅସହିଷ୍ଣୁତା ମାମଲା ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଦେଶରେ ଧର୍ମୀୟ ସ୍ବାଧୀନତାକୁ ସମର୍ଥନ ଜଣାଇ ରବିବାର ହଜାର ହଜାର ଲୋକ ରିଓ ଡି ଜେନିରୋ ସହରରେ ବିଶାଳ ଶୋଭାଯାତ୍ରା ବାହାର…
ଆଫଗାନିସ୍ତାନରେ ପୋଲିଓ ଟିକାକରଣ ବନ୍ଦ କଲା ତାଲିବାନ୍
ଦୁବାଇ,୧୬ା୯: ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି। ସାରା ବିଶ୍ୱରେ ପୋଲିଓ ସଂକ୍ରମଣ ବନ୍ଦ ହୋଇଥିବାବେଳେ କେବଳ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଏବେ ବି ଅଙ୍ଗ ଅଚଳ କରିଦେଉଥିବା ଏହି ମାରାତ୍ମକ…
ବୁଡିବ ଚାଇନା, ତାଣ୍ଡବ ରଚୁଛି ବେବିଙ୍କା
ବେଜିଂ,୧୬।୯: ଘୁର୍ଣ୍ଣିଝଡ଼ ବେବିଙ୍କା ସୋମବାର ସାଂଘାଇରେ ଳ୍ୟାଣ୍ଡଫଲ କରିଛି। ସାଂଘାଇ ସେଣ୍ଟ୍ରାଲ ମେଟେରୋଲୋଜିକାଲ ଅବଜରଭେଟୋରୀ ଅନୁଯାୟୀ ସ୍ଥାନୀୟ ସମୟ ପ୍ରାୟ ୭ଟା ୩୦ ସମୟରେ ଏହି ଝଡ଼ ସହରରେ ପହଞ୍ଚିଥିଲା। ସିହ୍ନୁଆ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଝଡ଼ ପୁଡଙ୍ଗ…
ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…
ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ କରିଛି। ଫୋନ କରିବା ସମୟରେ ସ୍ବାମୀ ଜଣଙ୍କ ଫୋନରେ କିଛି କହି ନଥିଲେ। ଏଥିରେ…
ପାକିସ୍ତାନ ସହ ଆଣବିକ ଚୁକ୍ତି ସ୍ବାକ୍ଷର କରିବ ବାଂଲାଦେଶ, ଭାରତର ପ୍ରତିଶୋଧ ନେବାକୁ…
ଢାକା,୧୬ା୯: ଶେଖ୍ ହାସିନାଙ୍କ ପତ୍ତନ ପରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ବର୍ତ୍ତମାନ ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣିବା ପରେ ଲାଗୁଛି ଯେ; ବାଂଲାଦେଶ ବର୍ତ୍ତମାନ ପାକିସ୍ତାନ ସହ ବନ୍ଧୁତା ସ୍ଥାପନ କରିବାକୁ…
Archives


