ଅନ୍ତର୍ଜାତୀୟ

ଟ୍ରମ୍ପ୍‌ ପ୍ରଶାସନରେ ରହିବେନି ହାଲି, ପମ୍ପିଓ

ଓ୍ବାଶିଂଟନ,୧୧ା୧୧: ଆମେରିକାର ପୂର୍ବତନ ରିପବ୍ଲିକାନ୍‌ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ନିକ୍କି ହାଲି ଏବଂ ପ୍ରାକ୍ତନ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ଦ୍ୱିତୀୟ ପାଳି ପ୍ରଶାସନରେ ସାମିଲ କରିବେ ନାହିଁ ବୋଲି କହିଛନ୍ତି। ତେବେ ତାଙ୍କ ସହ ପୂର୍ବରୁ ଏକାଠି…

ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲି: ନେତାନ୍ୟାହୁ

ଜେରୁଜେଲମ୍‌,୧୧ା୧୧: ଲେବାନନ୍‌ରେ ପେଜର ଆକ୍ରମଣ ପାଇଁ ଅନୁମତି ଦେଇଥିଲେ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କ୍ୟାବିନେଟ୍‌ ବୈଠକରେ ସ୍ବୀକାର କରିଛନ୍ତି। ଗତ ସେପ୍ଟେମ୍ବର ୧୭ ଓ ୧୮ରେ ଅନେକ ହଜାର ପେଜର ଏବଂ ଓ୍ବାକିଟକି ବିସ୍ଫୋରଣ କରାଯାଇଥିଲା। ଏହି ଆକ୍ରମଣରେ…

ହାସିନାଙ୍କୁ ଫେରାଇନେବା ପାଇଁ ଇଣ୍ଟରପୋଲ୍‌ର ସହାୟତା ନେବ ବାଂଲାଦେଶ

ଢାକା,୧୧ା୧୧(ପି.ଟି.): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଭାରତରୁ ଫେରାଇନେବା ପାଇଁ ସେଠାର ଅନ୍ତରୀଣ ସରକାର ଇଣ୍ଟରପୋଲ୍‌ର ସହାୟତା ନେବେ ବୋଲି ରବିବାର ସୂଚନା ଦେଇଛନ୍ତି। ବାଂଲାଦେଶରେ ମାନବତା ବିରୋଧୀ ଅପରାଧରେ ସମ୍ପୃକ୍ତ ଥାଇ ବିଚାରର ସମ୍ମୁଖୀନ ହୋଇଥିବା ଅନ୍ୟ ପଳାତକମାନଙ୍କୁ…

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଆହ୍ବାନ

ଓ୍ବାଶିଂଟନ,୧୧ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋକପାତ କରିଥିବାବେଳେ ବିବାଦ ନ ବଢ଼ାଇ…

ମୋଷ୍ଟ ଓ୍ବାଣ୍ଟେଡ୍‌ ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍‌ ଗିରଫ

ନୂଆଦିଲ୍ଲୀ,୧୦ା୧୧: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ୍‌ ଡଲ୍ଲାଙ୍କୁ କାନାଡା ପୋଲିସ ଗିରଫ କରିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ସେ ଖଲିସ୍ତାନ ଟାଇଗର ଫୋର୍ସର କାର୍ଯ୍ୟକାରୀ ମୁଖ୍ୟ ରହିଥିବା ବେଳେ ହରଦୀପ୍‌ ସିଂ ନଜ୍ଜାରଙ୍କ ସହଯୋଗୀ। ସେ ଭାରତରେ ବିଭିନ୍ନ ଅପରାଧ ସହ ସମ୍ପୃକ୍ତ…

ବାଂଲାଦେଶ ରାଜନୀତି ପୁଣି ହେଲା ସରଗରମ

ଢାକା,୧୦।୧୧: ଶେଖ ହସିନା ଗାଦିଚ୍ୟୁତ ହେବା ପରେ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ବାଂଲାଦେଶରେ କ୍ରମାଗତ ଭାପେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବାର ତିନି ମାସ…

କାନାଡା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ ଗିରଫ, ପନ୍ନୁଙ୍କ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ/ଓଟାଓ୍ବା,୧୦।୧୧: କାନାଡାର ବ୍ରମ୍ପଟନରେ ଥିବା ହିନ୍ଦୁ ମନ୍ଦିରରେ ବିଶୃଙ୍ଖଳା ମାମଲାରେ କାନାଡା ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଶନିବାର ଏକ ବିଜ୍ଞପ୍ତିରେ ପିଲ ଆଞ୍ଚଳିକ ପୋଲିସ (ପିଆରପି) ଘୋଷଣା କରିଛି ଯେ ବ୍ରମ୍ପଟନର ୩୫ ବର୍ଷିୟ ଇନ୍ଦ୍ରଜିତ ଗୋସାଲଙ୍କୁ ଶୁକ୍ରବାର…

ଦୀପାବଳିରେ ପରସା ଗଲା ମଟନ, ଚିକେନ, ଖାଦ୍ୟର ମେନ୍ୟୁ ଦେଖି ରାଗିଗଲେ ବ୍ରିଟିଶ ହିନ୍ଦୁ

ଲଣ୍ଡନ,୧୦।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମଙ୍କ ଦ୍ୱାରା ଆୟୋଜିତ ଏକ ଦୀପାବଳି ପାର୍ଟିରେ ମାଂସ ଏବଂ ମଦ ପରିବେଷଣ କରାଯାଇଥିବାରୁ ବ୍ରିଟେନରେ ଥିବା ହିନ୍ଦୁମାନେ କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଉତ୍ସବରେ ହିନ୍ଦୁ ସମ୍ପ୍ରଦାୟର ନେତା ତଥା ବରିଷ୍ଠ…

ନିର୍ବାଚନ ପରେ କାଙ୍ଗାଳ ହେଲେ କମଲା ହାରିସ୍‌, ଟ୍ରମ୍ପ ଆପଣାଉଛନ୍ତି ଏହି ଫର୍ମୂଲା

ଓ୍ବାଶିଂଟନ,୧୦ା୧୧: ସାଧାରଣ ନିର୍ବାଚନ ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ଡେମୋକ୍ରାଟ୍‌ମାନଙ୍କୁ ଦାନ କରିବାକୁ ସେ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଡେମୋକ୍ରାଟ୍‌ଙ୍କ ପାଖରେ ଅଧିକ…

ଟ୍ରମ୍ପ୍‌ଙ୍କୁ ହତ୍ୟା ପାଇଁ ଇରାନ୍‌ର ଯୋଜନାକୁ ପଣ୍ଡ କଲା ଏଫ୍‌ବିଆଇ

ଓ୍ବାଶିଂଟନ,୧୦ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତୃତୀୟ ଥର ପାଇଁ ହତ୍ୟା ଉଦ୍ୟମ ହୋଇଥିଲା। ଇରାନ ପକ୍ଷରୁ କରାଯାଇଥିବା ଏହି ଯୋଜନାକୁ ସଂଘୀୟ ତଦନ୍ତ ବ୍ୟୁରୋ (ଏଫ୍‌ବିଆଇ) ପଣ୍ଡ କରିଦେଇଛି। ଏହି ମାମଲାରେ ଇରାନର ଜଣେ ନାଗରିକଙ୍କ ନାଁରେ ମାମଲା…

୪ର୍ଥ ଥର ଗ୍ରାମୀ ଆଓ୍ବାଡର୍‌ସ ପାଇଁ ରିକି କେଜ୍‌ ମନୋନୀତ

ଲସ୍‌ ଏଞ୍ଜେଲ୍ସ, ୧୦।୧୧: ୬୭ତମ ଗ୍ରାମୀ ଆଓ୍ବାଡର୍‌ସ ପାଇଁ ଭାରତୀୟ ଆମେରିକୀୟ ସଙ୍ଗୀତଜ୍ଞ ରିକି କେଜ୍‌ ଓ ବ୍ରିଟିଶ ଭାରତୀୟ ସଙ୍ଗୀତଜ୍ଞ ଅନୁଷ୍କା ଶଙ୍କରଙ୍କୁ ମନୋନୀତ କରାଯାଇଛି। ପୂର୍ବରୁ ୩ ଥର ଗ୍ରାମୀ ପୁରସ୍କାର ବିଜେତା କେଜ୍‌ଙ୍କୁ ଚଳିତଥର ଚତୁର୍ଥ ଥର…

ପୁଣିଥରେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା! ଜବାବ ଦେଲା ତେହେରାନ

ଓ୍ବାଶିଂଟନ,୯।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ପୁଣି ଏକ ଷଡଯନ୍ତ୍ର ରଚାଯାଇଛି। ଏଥର ଟ୍ରମ୍ପଙ୍କୁ ହତ୍ୟା ଷଡଯନ୍ତ୍ରରେ ଇରାନର ନାମ ସାମ୍ନାକୁ ଆସୁଛି। ଅଭିଯୋଗ ହୋଇଛି ଯେ ସମଗ୍ର ଦାୟିତ୍ୱ ଆଫଗାନିସ୍ତାନ ନାଗରିକ ଫରହାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?