ଅନ୍ତର୍ଜାତୀୟ

ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ…

ଓ୍ବାଶିଂଟନ,୨୫।୧ : ଆମେରିକାର ସ୍ପେସ ଏଜେନ୍ସି ନାସା ପ୍ରାୟତଃ ସୋସିଆଲ ମିଡିଆରେ ମହାକାଶରୁ ଆସୁଥିବା ନୂତନ ଫଟୋଗୁଡ଼ିକୁ ଶେୟାର କରିଥାଏ। ନାସା ବେଳେବେଳେ ମିଲ୍କି ୱେ ଏବଂ ବେଳେବେଳେ ଏକ ବଡ ମେଟେରାଇଟର ଫଟୋ ପଠାଇଥାଏ। ନିକଟରେ ନାସା ମହାକାଶର ଏକ…

ମାସେ ମୋବାଇଲ ବ୍ୟବହାର ନ କଲେ ଏହି କମ୍ପାନୀ ଦେବ ୧୦ ହଜାର ଡଲାର ପୁରସ୍କାର…

ରେକଜାଭିକ,୨୫।୧ : ମୋବାଇଲ ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ ହୋଇପାରିଛି। ଅନେକ ଲୋକ ମୋବାଇଲ ବିନା ନିଜ ଜୀବନକୁ କଳ୍ପନା କରିବାକୁ ମଧ୍ୟ ପଛାନ୍ତି। ବର୍ତ୍ତମାନ ଏକ କମ୍ପାନୀ ଲୋକଙ୍କୁ ଚ୍ୟାଲେଞ୍ଜ କରିଛି। ଏକ ମାସ ପାଇଁ ଫୋନ ବିନା ରହୁଥିବା…

ଛାତ୍ରଙ୍କ ସହ ଯୌନ ସମ୍ପର୍କ: ଶିକ୍ଷୟିତ୍ରୀଙ୍କୁ ଆଜୀବନ ଜେଲ

ଆର୍କାନ୍‌ସାସ୍‌ (ଆମେରିକା), ୨୪।୧: ଆମେରିକାର ଆର୍କାନ୍‌ସାସ୍‌ ଠାରେ ଜଣେ ହାଇସ୍କୁଲ ଶିକ୍ଷୟିତ୍ରୀ, ଏକାଧିକବାର ନିଜର ଜଣେ ଛାତ୍ର ସହ ଯୌନ କାର୍ଯ୍ୟକଳାପରେ ଲିପ୍ତ ରହି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କାଉନସେଲିଂ କରିବା ବାହାନାରେ ସେ ନିଜର ଜଣେ ୧୭ ବର୍ଷୀୟ…

ଚାଇନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୫ ମୃତ, ଅନେକ ଆହତ

ବେଜିଂ,୨୪ା୧: ଚାଇନାର ଜିଆଙ୍ଗସି ପ୍ରଦେଶର କିଛି ଦୋନାନରେ ଅଗ୍ନିକାଣ୍ଡ ଘଟି ବୁଧବାର ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାପୂର୍ବରୁ ଶନିବାର…

Plane Crash: ୟୁକ୍ରେନ ସୀମାରେ ରୁଷିଆ ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ,୬୫ ମୃତ…

ମସ୍କୋ,୨୪।୧ : ରୁଷିଆର ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ମିଳିଛି। କୁହାଯାଉଛି ଏହି ବିମାନଟି ୟୁକ୍ରେନ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନରେ ଥିବା ୬୫ ଜଣ ଲୋକ ଥିବା ଜଣାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ…

ପ୍ରଳୟର ନିକଟତର ହେଲା ପୃଥିବୀ: ମହା ବିନାଶ ଘଣ୍ଟାରେ ଆଉ ବାକି ୯୦ ସେକେଣ୍ଡ…

ଓ୍ବାଶିଂଟନ,୨୪।୧ : ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର। ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି। ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି। ବୈଜ୍ଞାନିକମାନେ ଏହି…

ଭାରତ-ଫ୍ରାନ୍ସ ବନ୍ଧୁତା: ଆମେରିକା-ଚାଇନା ମନରେ ଦୁଃଖ…

ପ୍ୟାରିସ/ନୂଆଦିଲ୍ଲୀ,୨୪।୧ : ଗଣତନ୍ତ୍ର ଦିବସ ପରେଡରେ ଭାଗ ନେବାକୁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଜାନୁଆରୀ ୨୫ ରେ ରାଜସ୍ଥାନର ଜୟପୁର ସହରରେ ପହଞ୍ଚିବେ। ଜୟପୁର ପରେ ଫ୍ରାନ୍ସ ରାଷ୍ଟ୍ରପତି ନୂଆଦିଲ୍ଲୀରେ ପହଞ୍ଚିବେ ଯେଉଁଠାରେ ତାଙ୍କୁ ସ୍ବାଗତ କରାଯିବ। ଏହାପୂର୍ବରୁ ଭାରତ…

ଚିକିତ୍ସା ବିଜ୍ଞାନରେ ବିରଳ: ଟ୍ରାନ୍ସଜେଣ୍ଡର ପୁରୁଷ ହେଲେ ଗର୍ଭବତୀ

ରୋମ,୨୪।୧: ଟ୍ରାନ୍ସଜେଣ୍ଡର ବ୍ୟକ୍ତି କେବେ ଗର୍ଭବତୀ ହେବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ କରିବାକୁ ବ୍ୟକ୍ତିଜଣକ ୫ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି। ୟୁରୋପୀୟ…

କର୍ମଚାରୀଙ୍କ ଉପରେ ଝୁଲୁଛି ଖଣ୍ଡା: ଅଫିସରେ ଲୋପ ପାଇବ ୮ ହଜାର ପଦବୀ, AIର ସହାୟତା ନେବାକୁ ଯାଉଛି ଏହି ବଡ଼ କମ୍ପାନୀ…

ବର୍ଲିନ,୨୪।୧ : ଜର୍ମାନ ସଫ୍ଟୱେର୍‌ କମ୍ପାନୀ SAP SE ଏହାର ବ୍ୟବସାୟ ପଦ୍ଧତିକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ଯାଉଛି। କମ୍ପାନୀ ବର୍ତ୍ତମାନ ଏଥିପାଇଁ ଏଆଇ ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବ। ଏହା କମ୍ପାନୀର ବ୍ୟବସାୟରେ କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇବ।…

୨୦୨୪ରେ କେମିତି ରହିବ ଦୁନିଆ? ୧୦୦ବର୍ଷ ପୂର୍ବେ ଏହି ଖବରକାଗଜ କରିଥିଲା ଭବିଷ୍ୟବାଣୀ, ସତ ହୋଇଛି…

ଅଟାଓ୍ବା,୨୪।୧: ଏବେ ନୁହେଁ ବହୁବର୍ଷ ଧରି ଭବିଷ୍ୟତକୁ ନେଇ ବିଭିନ୍ନ ଭବିଷ୍ୟବାଣୀ କରାଯାଇଆସୁଛି। ଏଥିରୁ କିଛି ସତ ହୋଇଥାଏ ତ କିଛି ମିଛ। ନିକଟରେ ୧୦୦ବର୍ଷ ପୂର୍ବର ଏକ ଖବରକାଗଜର ଏକ କଟିଙ୍ଗ ଆର୍ଟିକିଲ୍‌ ଭାଇରାଲ ହୋଇଛି ଯେଉଁଥିରେ ୨୦୨୪ର ଜୀବନପ୍ରଣାଳୀ,…

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ଆପତ୍ତି ଉଠାଇଲେ ୫୭ମୁସଲିମ ଦେଶ, ବାବ୍ରି ମସଜିଦକୁ ନେଇ କହିଲେ ଏପରି…

ନୂଆଦିଲ୍ଲୀ,୨୪।୧: ଅର୍ଗାନାଇଜେଶନ ଅଫ୍‌ ଇସଲାମିକ କର୍ପୋରେଶନ(OIC) ୫୭ ମୁସଲିମ ଦେଶର ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଆପତ୍ତି ଉଠାଇଛି। ମନ୍ଦିର ପ୍ରତିଷ୍ଠା ଉପରେ ଅଭିଯୋଗ କରି ସଂଗଠନ କହିଛି, ୫ଦଶକ ଧରି ଏଠାରେ ବାବ୍ରୀ ମସଜିଦ ରହି ଆସିଛି।…

ଧନୀଘରର ପୁଅଙ୍କୁ ବିବାହ କରିବାକୁ ଚାହୁଁଥିଲେ କରନ୍ତୁ ଏହି ସର୍ଜରୀ, କ୍ଲିନିକ୍‌ ଦେଉଛି ବମ୍ପର ଅଫର

ସାଂଘାଇ,୨୪।୧: ଯେକୌଣସିି ବ୍ୟବସାୟ ଚଳାଇବା ପାଇଁ ହେଲେ ଏକ ଭଲ ମାର୍କେଟିଂ ଷ୍ଟ୍ରାଟେଜୀ ରହିବା ଜରୁରୀ। ଆପଣ ଭଲଭାବରେ ଜାଣିଥିବେ ଯେ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଆଣିଥାନ୍ତି। କିଛି ଲୋକ ତାଙ୍କ ସେବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri