ଏଲନ ମସ୍କଙ୍କୁ ଝଟକା, ନିଜ କମ୍ପାନୀ ଠାରୁ ନେଇପାରିବେନି ଏତେ ଟଙ୍କା
ଓ୍ବାଶିଂଟନ,୩୧।୧: ଆମେରିକାର ଏକ ଅଦାଲତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। କୋର୍ଟ ମସ୍କଙ୍କୁ ତାଙ୍କର ବୈଦ୍ୟୁତିକ ଯାନ କମ୍ପାନୀ ଟେସଲା ଠାରୁ ମିଳିବାକୁ ଥିବା ହଜାର ହଜାର କୋଟି ଟଙ୍କାର ବିପୁଳ ପ୍ୟାକେଜ…
ଭାରତକୁ କ୍ଷମା ମାଗନ୍ତୁ ମାଳଦ୍ୱୀପ ରାଷ୍ଟ୍ରପତି
ମାଲେ,୩୧।୧: ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ଭାରତ ଓ ଏହାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବେ କ୍ଷମା ମାଗନ୍ତୁ ବୋଲି ଜୁମହୁରି ପାର୍ଟି ନେତା ଗାସୁଇମ୍ ଇବ୍ରାହିମ୍ ଦାବି କରିଛନ୍ତି। ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର…
ମାଡାମ ତୁସାଦ୍ରେ ରାମଦେବଙ୍କ ମହମ ମୂର୍ତ୍ତି
ନ୍ୟୁୟର୍କ,୩୧।୧: ନ୍ୟୁୟର୍କସ୍ଥିତ ମାଡାମ ତୁସାଦ୍ ମ୍ୟୁଜିୟମରେ ଯୋଗଗୁରୁ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଦିଲ୍ଲୀରେ ବାବା ରାମଦେବଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ତାଙ୍କର ବୃକ୍ଷାସନ ମୁଦ୍ରାର ଉକ୍ତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା। ଏହା କେବଳ ତାଙ୍କୁ ସମ୍ମାନର…
ଲୋକପ୍ରିୟ ‘ମୋନାଲିସା’ ପେଣ୍ଟିଂ ଉପରେ ସୁପ୍ ଫିଙ୍ଗିଦେଲେ ମହିଳା, ଆଉ ତା’ପରେ…
ପ୍ୟାରିସ,୩୦।୧: ଦୁନିଆର ସବୁଠାରୁ ଲୋକପ୍ରିୟ ପେଣ୍ଟିଂ ଲିଓନାର୍ଡ ଦା ଭିନସିଙ୍କ ମୋନାଲିସା ସବୁଠି ପରିଚିତ। ଏହି ପେଣ୍ଟିଂ ପ୍ୟାରିସର ମ୍ୟୁଜିୟମରେ କଡା ସୁରକ୍ଷା ବଳୟରେ ରହିଛି। କିନ୍ତୁ ନିକଟରେ କିଛି ମହିଳା ଏହି ପେଣ୍ଟିଂ ଉପରେ ସୁପ୍ ପକାଇ ଦେଇଥିଲେ। ଯାହାକୁ…
ଏବେ ହାତ ନୁହେଁ ବ୍ରେନ ନିର୍ଦ୍ଦେଶରେ ଚାଲିବ ଫୋନ ଆଉ କମ୍ପ୍ୟୁଟର: ବ୍ରେନରେ ଚିପ ପ୍ରତିରୋପଣ ହୋଇଛି ସଫଳ, କହିଲେ ଏଲନ ମସ୍କ…
ଓ୍ବାଶିଂଟନ,୩୦।୧ : ସୋସିଆଲ ନେଟୱାର୍କିଂ ସାଇଟ ଏକ୍ସର ପ୍ରତିଷ୍ଠାତା ଏଲନ ମସ୍କଙ୍କର ବ୍ରେନ ଚିପ କମ୍ପାନୀ ନ୍ୟୁରୋଲିଙ୍କ ମଣିଷଙ୍କ ମସ୍ତିଷ୍କରେ ଚିପ ଲଗାଇବା ନେଇ ଘୋଷଣା କରିଛି। ଏଲନ ମସ୍କ ଖୋଲାଖୋଲି ଭାବରେ ଏହି ମାନବ ପରୀକ୍ଷା ସମାପ୍ତ ହୋଇଥିବା ସମ୍ପର୍କରେ…
ମୃତ୍ୟୁ ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛି: କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି, ସୋସିଆଲ ମିଡ଼ିଆରେ ଭାଇରାଲ…
ଲଣ୍ଡନ,୩୦।୧ : ମରିବା ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛିରେ ମୋ ଧନ। ଏହା ହେଉଛି ଚଣେ କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।…
ଡକାୟତଙ୍କୁ ଡାକିଲେ, ବନ୍ଧୁକ ଦେଖାଇଲେ… ମହିଳାଙ୍କୁ କଲେ ପ୍ରପୋଜ୍, ଭିଡିଓ ଭାଇରାଲ
ଲୋକ ଭାଇରାଲ ହେବାକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ କରି ଭାଇରାଲ ହେଉଛନ୍ତି। ସେଥିରେ ଜଣେ ଲଭବାର୍ଡଙ୍କର ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ଦେଖି ଆପଣ ହସି ହସି ବେଦମ୍ ହୋଇଯିବେ। କିଛି ଲୋକ ନିଜ ପ୍ରେମିକ କିମ୍ବା…
କିଙ୍ଗ୍ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ…
ଓ୍ବାଶିଂଟନ,୩୦।୧ : ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍ ପେଙ୍ଗୁଇନର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଯୋଗୁ ପେଙ୍ଗୁଇନା ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଏହା ପ୍ରଥମ…
ନକଲି ନୋଟ ଆତଙ୍କ: ନୂଆ କରେନ୍ସି ନୋଟ ଜାରି କରିବ ପାକିସ୍ତାନ…
ଇସଲାମାବାଦ,୩୦।୧ : ଦେଶର ମୁଦ୍ରାର ମୂଲ୍ୟ ହ୍ରାସ ଏବଂ ସରକାରୀ ନୀତି ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ନୂଆ କରେନ୍ସି ନୋଟ ଜାରି କରିବ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ପାକିସ୍ତାନ ଘୋଷଣା କରିଛି ଶୀଘ୍ର ନୂଆ…
ଗାୟବ ହୋଇଯିବ ଚନ୍ଦ୍ର! ଚାଞ୍ଚଲ୍ୟକର ରିପୋର୍ଟ ଦେଲା ନାସା
ଓ୍ବାଶିଂଟନ୍,୩୦।୧: ଗାୟବ ହୋଇଯିବି ଜହ୍ନମାମୁଁ। କମୁଛି ଚନ୍ଦ୍ରର ଆକାର । ଚନ୍ଦ୍ରପୃଷ୍ଠ ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛନ୍ତି ‘ନାସା’ । ଚନ୍ଦ୍ରପୃଷ୍ଠ ଦିନକୁ ଦିନ ଛୋଟ ହେଉଯାଉଛିି ବୋଲି…
ଘର ସଫା କରି ସ୍ତ୍ରୀଙ୍କୁ ସ୍ବାମୀ ମାଗିଲେ ୭୪ହଜାର ଟଙ୍କାର ପାରିଶ୍ରମିକ, ଏହାପରେ…
ଇଂଲଣ୍ଡ,୩୦।୧: ‘ଘର ସବୁ ସଫାସଫି କାମ ସରିଛି। ଘରେ ଥିବା ବଡ ସୋଫ ସହ ଛୋଟ ଛୋଟ ସୋଫା, ଚେୟାର ଟେବୁଲ ସହ ୩ଟି ବେଡରୁମର କାର୍ପେଟ ଓ ଚଟାଣକୁ ମଧ୍ୟ ସଫା କରିଛି। ଏଥର ମୋତେ ଅନଲାଇନ ପେମେଣ୍ଟ କରନ୍ତୁ’।…
ଇମ୍ରାନଙ୍କୁ ୧୦ ବର୍ଷ ଜେଲ୍
ଇସଲାମାବାଦ୍,୩୦।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ବଡ଼ ଝଟ୍କା ଲାଗିଛି। ମଙ୍ଗଳବାର ତାଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ସାଇଫର ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ଇମ୍ରାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇମ୍ରାନ…
Archives


