ଅନ୍ତର୍ଜାତୀୟ

ୟୁକ୍ରେନ୍‌ ପଛଘୁଞ୍ଚା ଦେଲେ ଯୁଦ୍ଧବିରତି

ମସ୍କୋ,୧୫ା୬: ରୁଷିଆ-ଅଧିକୃତ ୟୁକ୍ରେନ୍‌ ଭୂଖଣ୍ଡରୁ କିଭ୍‌ ପଛଘୁଞ୍ଚା ଦେଇ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ସଦସ୍ୟତା ଯୋଜନାରୁ ଓହରିଲେ ମସ୍କୋ ତତ୍କାଳ ଯୁଦ୍ଧବିରତି ଘୋଷଣା କରିବ ବୋଲି ଶୁକ୍ରବାର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସାମରିକ ମେଣ୍ଟ ନାଟୋରେ…

ଭାରତ ଶାନ୍ତିପୂର୍ଣ୍ଣ ସମାଧାନ ଚାହେଁ

ବାରି(ଇଟାଲୀ),୧୫ା୬: ଭାରତ ସବୁ ସମସ୍ୟାର ମାନବକୈନ୍ଦ୍ରିକ ସମାଧାନରେ ବିଶ୍ୱାସ କରେ। ଆଲୋଚନା ଓ କୂଟନୀତି ଜରିଆରେ ୟୁକ୍ରେନ୍‌ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ। ଏଥିପାଇଁ ଭାରତ ନିଜ ସୀମାରେ ରହି ଯାହାକିଛି ପାରିବ, ସବୁ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…

ଆମେରିକା-ସାଉଦି ପେଟ୍ରୋଡଲାର ଚୁକ୍ତିର ଅନ୍ତ

ରିୟାଧ,୧୫ା୬: ଡଲାର ବିନିମୟରେ ଅଶୋଧିତ ତୈଳ ବିକ୍ରି ପାଇଁ ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ୮୦ ବର୍ଷ ଧରି ଚାଲିଆସିଥିବା ପେଟ୍ରୋଡଲାର ଚୁକ୍ତିର ଅନ୍ତ ଘଟିଛି। ୧୯୭୪ ଜୁନ୍‌ ୮ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ସମୟସୀମା…

ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ଏହି ଦମ୍ପତି: ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରାସିଲିଆ:ଗିନିଜ ୱାଲର୍‌ଡ ରେକର୍ଡସ୍‌ ସଂଗଠନ କ୍ରମାଗତ ବିଭିନ୍ନ ଉଲ୍ଲେଖନୀୟ ମାନବୀୟ ସଫଳତାକୁ ସ୍ବୀକୃତି ଦେଇଥାଏ। ନିକଟରେ ଏହା ବ୍ରାଜିଲର ଏକ ଦମ୍ପତିଙ୍କୁ ବିଶ୍ୱର ସବୁଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଦମ୍ପତି ଆଖ୍ୟା ପ୍ରଦାନ କରିଛି, ଯାହା ଅନେକ ସୋସିଆଲ ମିଡିଆ ୟୁଜର୍ସଙ୍କର…

ମଣିଷ ବେଶରେ ରୁହନ୍ତି ଏଲିଅନ

ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍‌ ଉତ୍ତର ମିଳିପାରିନାହିଁ। ତେବେ ଏଲିଅନମାନେ ମଣିଷଙ୍କ ବେଶରେ ପୃଥିବୀ ପୃଷ୍ଠରେ ଲୁଚି ରହିଥିବା ନେଇ…

ନୁଡୁଲ୍ସ ଉପରେ ଲାଗିଲା ବ୍ୟାନ

କୋପେନହାଗେନ,୧୪।୬: ଏବେ ମସଲାଯୁକ୍ତ ନୁଡୁଲ୍ସ ଅନେକ ଲୋକଙ୍କ ପାଇଁ ଏକ ପ୍ରିୟ ଖାଦ୍ୟ ହୋଇପାରିଛି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଲୋକମାନେ ନୁଡୁଲ୍ସକୁ ବହୁତ ପସନ୍ଦ କରନ୍ତି। ଏବେ ଡେନମାର୍କର ଖାଦ୍ୟ ପ୍ରାଧିକରଣ ଦକ୍ଷିଣ କୋରିଆରେ ପ୍ରସ୍ତୁତ ନୁଡୁଲ୍ସ…

ଇସ୍ରାଏଲର ନିଦ ହଜାଇଲା ହିଜବୁଲ: ୨୫୦ରୁ ଅଧିକ ରକେଟ୍‌ ମାଡ଼

ଜେରୁଜେଲମ,୧୪।୬: ବର୍ତ୍ତମାନ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ହିଜବୁଲ ଇସ୍ରାଏଲକୁ ନିଦ ହଜାଇ ଦେଇଛି। ଇସ୍ରାଏଲର ଅନେକ ସାମରିକ ବେସ ଉପରେ ହିଜବୁଲ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି କାରଣରୁ ବର୍ତ୍ତମାନ ମଧ୍ୟ ପୂର୍ବରେ ଏକ ବଡ଼ ଯୁଦ୍ଧ ହେବାର ଆଶଙ୍କା ରହିଛି।…

କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ,୧୪ା୬: କୁଏଟ୍‌ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ…

ଇଟାଲୀରେ ପହଞ୍ଚିଲେ ମୋଦି

ରୋମ୍‌,୧୪ା୬: ୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ କରି ମୋଦି ବିଭିନ୍ନ ଆଲୋଚନା କରିବେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିସହିତ ସେ…

କୁଏତରେ ଜଳିଯାଇଥିବା ୪୫ ଭାରତୀୟଙ୍କ ମୃତଦେହ ଚିହ୍ନଟ, ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ଦୁବଇ,୧୩।୬: କୁଏତ କର୍ତ୍ତୃପକ୍ଷ ବିଲ୍ଡିଂ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟ ଏବଂ ତିନି ଜଣ ଫିଲିପାଇନ୍ସ ନାଗରିକଙ୍କ ମୃତଦେହ ଚିହ୍ନଟ କରିଛନ୍ତି। କୁଏତ ଘଟଣାର ତୁରନ୍ତ ତଦନ୍ତ ଏବଂ ମୃତକଙ୍କ ଶବ ପଠାଇବାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିଶ୍ଚିତ…

ଇଟାଲୀ ପହଞ୍ଚିବା ପରେ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତା କରିବେ ମୋଦି

ନୂଆଦିଲ୍ଲୀ,୧୩।୬: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଗୋଷ୍ଠୀର ଶିଖର ସମ୍ମିଳନୀ ଇଟାଲୀର ଆପୁଲିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଗ ନେଉଛନ୍ତି। ଜି୭ ର ପ୍ଲାଟଫର୍ମରେ ବିଶ୍ୱର ବିଭିନ୍ନ ଦେଶର ମୁଖ୍ୟମାନଙ୍କ ସହିତ ଆଲୋଚନା…

ଜଳୁଛି ୫,୫୯,୫୪,୨୭,୯୫୦ ଟଙ୍କାର କୋକେନ… ଦେଖନ୍ତୁ କେମିତି ଦେଖାଯାଉଛି ଭିଡିଓ

ଏଲସାଲଭେଡର,୧୬।୬: ଆପଣ ନିଶ୍ଚୟ ଅନେକ ଦାମୀ କାର, ବଡ ଅଟ୍ଟାଳିକା ଇତ୍ୟାଦି ନିଆଁକୁ ଆୟତ୍ତ କରୁଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ୫ ବିଲିୟନରୁ ଅଧିକ ମୂଲ୍ୟର ଦ୍ରବ୍ୟରେ କେହି ନିଆଁ ଲଗାଉଛନ୍ତି। ସମ୍ଭବତଃ ନୁହେଁ । କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri