ଅନ୍ତର୍ଜାତୀୟ

ପାକିସ୍ତାନ ନିର୍ବାଚନକୁ ନେଇ ଆମେରିକା ଚିନ୍ତିତ

ଓ୍ବାଶିଂଟନ୍‌,୬।୨: ଆସନ୍ତା ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଆମେରିକା ସମେତ ବିଶ୍ୱର ଅନେକ ଦେଶ ଏହି ନିର୍ବାଚନ ଉପରେ ନଜର ରଖିଛନ୍ତି। ଆମେରିକାର ବୈଦେଶିକ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ, ସେମାନେ ପାକିସ୍ତାନରେ…

କିଙ୍ଗ ଚାର୍ଲସ ତୃତୀୟ କ୍ୟାନସରରେ ପୀଡ଼ିତ, ସୂଚନା ଦେଲା ବକିଙ୍ଗହମ ପ୍ୟାଲେସ

ଲଣ୍ଡନ,୬।୨: ବ୍ରିଟେନର ରାଜା ଚାଲର୍‌ସ ତୃତୀୟ କର୍କଟ ରୋଗରେ ପୀଡିତ ଅଛନ୍ତି। ନିକଟରେ ତାଙ୍କର କର୍କଟ ରୋଗ ହୋଇଥିବା ଜଣାପଡିଛି। ବ୍ରିଟିଶ ରାଜ ପରିବାର ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତିରେ କହିଛି ଯେ…

ମାଳଦ୍ୱୀପରୁ ଫେରି ଆସିବେ ଭାରତୀୟ ସୈନ୍ୟ

ମାଲେ,୬।୨: ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଫେରାଇ ଦିଆଯିବ। ମାର୍ଚ୍ଚ ୧୦ ପୂର୍ବରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ଫେରିବାକୁ ଥିବାବେଳେ ଅନ୍ୟମାନେ ମେ’ ୧୦ ପୂର୍ବରୁ ଫେରିଯିବେ ବୋଲି ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁ ପାର୍ଲାମେଣ୍ଟରେ କହିଛନ୍ତି।…

ପାକିସ୍ତାନ ନିର୍ବାଚନରେ ରାଜନୈତିକ ଦଳଙ୍କୁ କବରସ୍ତାନ-ଗଧଗାଡ଼ି-ବାଇଗଣ ଭଳି ଚିହ୍ନ…

ଇସଲାମାବାଦ,୫।୨ : ନିର୍ବାଚନ ସମୟରେ, ପ୍ରାର୍ଥୀ ଏବଂ ଦଳମାନଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନ କରାଯାଇଥାଏ। ଫେବୃଆରୀ ୮ରେ ପାକିସ୍ତାନରେ ହେବାକୁଥିବା ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କୁ ଦିଆ ଯାଇଥିବା ନିର୍ବାଚନୀ ଚିହ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭିନ୍ନ ନେତାଙ୍କୁ ଗଧ…

Pakistan Elections 2024: ନିର୍ବାଚନ ଲଢୁଥିବା ହିନ୍ଦୁ ମହିଳାଙ୍କୁ ମିଳୁଛି ମୁସଲମାନଙ୍କ ସମର୍ଥନ…

ଇସଲାମାବାଦ,୫।୨ : ଫେବୃଆରୀ ୮ ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀ ବର୍ତ୍ତମାନ ଶେଷ ମୁହୂର୍ତ୍ତରେ ନିଜର ସମସ୍ତ ଶକ୍ତି ସହିତ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ହିନ୍ଦୁ…

Viral-Video: ୧୬ ଦିନ ଧରି କଞ୍ଚା ଚିକେନ ଖାଉଛନ୍ତି ବ୍ୟକ୍ତି, କାରଣ ଜାଣନ୍ତୁ…

ଦୁନିଆରେ ଅଜବ କାର୍ଯ୍ୟ କରୁଥିବା ଲୋକମାନଙ୍କର ଅଭାବ ନାହିଁ। ବେଳେବେଳେ ପରୀକ୍ଷଣ କରିବାକୁ ଏବଂ ବେଳେବେଳେ ପ୍ରସିଦ୍ଧ ହେବାକୁ, ଲୋକମାନେ ଏପରି କିଛି କରିବା ଆରମ୍ଭ କରନ୍ତି ଯାହାକୁ କୌଣସି ପ୍ରକାରେ ସାଧାରଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ। ଜଣେ ବ୍ୟକ୍ତି…

ଅଶାନ୍ତ ପାକିସ୍ତାନ: ସାଧାରଣ ନିର୍ବାଚନ ପୂର୍ବରୁ ପୋଲିସ ଷ୍ଟେଶନ ଉପରେ ଗ୍ରେନେଡ ଆକ୍ରମଣ, ୧୦ ପୋଲିସକର୍ମୀ ଶହୀଦ

ଇସଲାମାବାଦ,୫।୨: ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଦେବାର ତିନି ଦିନ ପୂର୍ବରୁ ସୋମବାର ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ପୋଲିସ ଷ୍ଟେଶନକୁ ଟାର୍ଗେଟ କରି ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଥିଲେ। ଯେଉଁଥିରେ ୧୦ ଜଣ ପୋଲିସ କର୍ମଚାରୀଙ୍କ…

ଭାରତ ଆମର ସର୍ବୋତ୍ତମ ବନ୍ଧୁ: ୭୧ ପ୍ରତିଶତ ଇସ୍ରାଏଲ ନାଗରିକଙ୍କ ମତ…

ଜେରୁଜେଲମ,୫।୨ : ସମ୍ପ୍ରତି ବିଶ୍ୱ ପରିସଂଖ୍ୟାନ ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ଇସ୍ରାଏଲ ନାଗରିକମାନେ ଭାରତକୁ ସର୍ବୋତ୍ତମ ବନ୍ଧୁ ବୋଲି ବିବେଚନା କରୁଛନ୍ତି। ଏକ୍ସରେ ପୋଷ୍ଟ କରି ସେମାନେ ଲେଖିଛନ୍ତି ଆମେ ଆମର ଭାରତୀୟ ବନ୍ଧୁମାନଙ୍କୁ ବହୁତ ଭଲ ପାଉ।…

ଚିଲିରେ ଜଳୁଛି ଜଙ୍ଗଲ: ମୃତ୍ୟୁସଂଖ୍ୟା ୧୧୨କୁ ବୃଦ୍ଧି, ଜରୁରିକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

ସାଣ୍ଟିଆଗୋ,୫ା୨: କେନ୍ଦ୍ରୀୟ ଚିଲିରେ ଜଙ୍ଗଲ ଜଳୁଛି। ଏହି ନିଆଁ ଏତେ ଭୟଙ୍କର ଯେ, ବର୍ତ୍ତମାନ ସୁଦ୍ଧା ୧୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୦୦ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି। ହଜାର ହଜାର ଲୋକ ବର୍ତ୍ତମାନ ସୁଦ୍ଧା ନିଖୋଜ ହୋଇଛନ୍ତି। ଏନେଇ…

ଚେତାବନୀ ଦେଲେ ନେତାନ୍ୟାହୁ

ତେଲ ଆଭିବ,୪।୨: ପ୍ରାୟ ଚାରିମାସ ଧରି ଚାଲିଥିବା ଗାଜା ଯୁଦ୍ଧରେ ଇସ୍ରାଏଲ ସୈନିକଙ୍କ ମୃତ୍ୟୁ ସଂଖ୍ୟା ରବିବାର ୨୨୫କୁ ବୃଦ୍ଧି ପାଇଛି। ଦକ୍ଷିଣ ଗାଜାରେ ଯୁଦ୍ଧ କରୁଥିବା ଇସ୍ରାଏଲ ସେନା ସର୍ଜେଣ୍ଟ ଶିମୋନ ସେହୋଶୁଆ ଅସୁଲିନ (୨୪) ଙ୍କ ମୃତ୍ୟୁ ସହିତ…

ଜୋ ବାଇଡେନ, ଏଲୋନ ମସ୍କଙ୍କୁ ହତ୍ୟା ଧମକ, ଟେଲସା କର୍ମଚାରୀ ଗିରଫ

ଟେକ୍ସାସ,୪।୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଟେକ ବିଲିୟନେୟାର ଏଲୋନ ମସ୍କଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣେ ଟେସଲା କର୍ମଚାରୀଙ୍କୁ ଟେକ୍ସାସରେ ଗିରଫ କରାଯାଇଛି। କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି…

ମାଳଦ୍ୱୀପରେ ଚାଇନାର ଷଡ଼ଯନ୍ତ୍ର ହେବ ବିଫଳ,ମୁଇଜ୍ଜୁଙ୍କ ବିଷବୋଳା ମନ୍ତବ୍ୟ ପରେ ମଧ୍ୟ ଭାରତ ଚାହୁଁଛି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ…

ମାଲେ,୪।୨ : ନୂଆଦିଲ୍ଲୀରେ ମାଳଦ୍ୱୀପ ଏବଂ ଭାରତ ଏକ ଉଚ୍ଚ ସ୍ତରୀୟ କୋର ଗ୍ରୁପ ବୈଠକ କରିଛନ୍ତି। ଏହି ବୈଠକରେ ପ୍ରସଙ୍ଗ ଥିଲା ଭାରତୀୟ ସୈନିକମାନଙ୍କୁ ମାଳଦ୍ୱୀପରୁ ପ୍ରତ୍ୟାହାର। ବୈଠକ ପରେ ଭାରତ ଏବଂ ମାଳଦ୍ୱୀପ ଦ୍ୱାରା ଜାରି ବିବୃତ୍ତିରେ ଭିନ୍ନତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri