ହାରିଲେ ଋଷି ସୁନକ
ଲଣ୍ଡନ,୫ା୭: ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍ରେ ଭୋଟ ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। …
ଅଧିକ ଶୋଇବାକୁ ଗଭର୍ନରଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି
ଓ୍ବାଶିଂଟନ୍,୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଯଥାସମ୍ଭବ ଶୋଇବାକୁ ଡେମୋକ୍ରାଟିକ ଗଭର୍ନର ଗୋଷ୍ଠୀକୁ ନିବେଦନ କରିଛନ୍ତି। କମ ଘଣ୍ଟା କାମ କରିବାକୁ ଏବଂ ରାତି ୮ଟା ପରେ କାର୍ଯ୍ୟକ୍ରମକୁ ନ ଯିବାକୁ ମଧ୍ୟ କୁହାଯାଇଛି। ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ…
ମୁଁ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବି;ଡୋନାଲ୍ଡ ଟ୍ରମ୍ପଙ୍କ ଏହି କଥାକୁ ଗୁରୁତର ସହ ନେଲେ ପୁଟିନ…
ଓ୍ବାଶିଂଟନ୍,୫।୭: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ରୁଷିଆ ଗୁରୁତର ସହ ନେଇଛି। ଟ୍ରମ୍ପ କହିଛନ୍ତି, ସେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିପାରିବେ। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଟ୍ରମ୍ପ କହୁଛନ୍ତି ଯେ ସେ ୟୁକ୍ରେନରେ ଯୁଦ୍ଧ ବନ୍ଦ…
ବ୍ରିଟେନ୍ରେ ନୂଆ ସକାଳ: କ୍ଷମତାକୁ ଫେରୁଛି ଲେବର ପାର୍ଟି
ବ୍ରିଟେନ୍ରେ ଗୁରୁବାର ସାଧାରଣ ନିର୍ବାଚନ ଚାଲିଥିବାବେଳେ ଦେଶବାସୀ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମର ସାକ୍ଷୀ ହେବାକୁ ଯାଉଛନ୍ତି। ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ଲେବର ପାର୍ଟି ଐତିହାସିକ ବିଜୟ ଦିଗରେ ଅଗ୍ରସର ହେବା ସହ…
ରୁଷିଆ ହାତକୁ ଗଲା ୟୁକ୍ରେନର ଆଉ ଏକ ବଡ ସହର
କ୍ୱିଭ,୪।୭: ମାସ ମାସ ଧରି ଯୁଦ୍ଧ ପରେ ରୁଷିଆର ସୈନ୍ୟମାନେ ଶେଷରେ ୟୁକ୍ରେନର ଡୋନେସ୍କ ପ୍ରଦେଶର ଚାସିଭ ୟାର ସହରକୁ ଜିତି ଦେଇଛନ୍ତି। ଏହି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସହରରୁ ୟୁକ୍ରେନ ନିଜର ସେନା ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ବୁଧବାର ରାତିରେ…
ପାକ ପ୍ରଧାନମନ୍ତ୍ରୀଙ୍କ ନାଟକବାଜୀ, କହୁଛନ୍ତି ଆତଙ୍କବାଦକୁ ନେଇ ଚିନ୍ତିତ
ଇସଲାମାବାଦ,୪।୭: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଏସସିଓ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଆତଙ୍କବାଦ ପ୍ରସଙ୍ଗକୁ ଏକ ପ୍ରମୁଖ ଚିନ୍ତା ଭାବେ ଉଠାଇଥିଲେ ଏବଂ ଆଫଗାନିସ୍ତାନ ତାଲିବାନ ସରକାରଙ୍କ ସହ ଅର୍ଥପୂର୍ଣ୍ଣ ଯୋଗଦାନ ପାଇଁ ଆହ୍ବାନ ଦେଇଥିଲେ। ଦୁଇ ଦିନିଆ…
କିର୍ ଷ୍ଟାର୍ମର କିଏ? ବ୍ରିଟେନ ନିର୍ବାଚନରେ ଯିଏ ସୁନକଙ୍କୁ ଦେଉଛନ୍ତି କଡ଼ା ଟକ୍କର, ହୋଇପାରନ୍ତି ପ୍ରଧାନମନ୍ତ୍ରୀ…
ଲଣ୍ଡନ,୪।୭: ବ୍ରିଟେନ୍ରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବଡ଼ ଧରଣର ଓଲଟପାଲଟ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନ ହାରିଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କୁ ଲେବର ପାର୍ଟିର ନେତା କିର୍ ଷ୍ଟାର୍ମର କଡ଼ା ଟକ୍କର ଦେଇପାରନ୍ତି।…
ସୁନକଙ୍କ ପାଇଁ ଅଗ୍ନିପରୀକ୍ଷା; ଏହି ବ୍ୟକ୍ତି ଦେବେ କଡ଼ା ଟକ୍କର
ଲଣ୍ଡନ,୪।୭: ବ୍ରିଟେନରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ବ୍ରିଟେନର ଭୋଟରମାନେ ଭୋଟ ଦେବାକୁ ପ୍ରସ୍ତୁତ, ଏଠାରେ ଭୋଟ ଆଜି ଅର୍ଥାତ୍ ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ମୁଖ୍ୟ ପ୍ରତିଯୋଗିତା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ…
ଚାଇନା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍.ଜୟଶଙ୍କର,ବିଭିନ୍ନ ପ୍ରସଙ୍ଗ ଉପରେ କଲେ ଆଲୋଚନା
ବେଜିଂ/ନୂଆଦିଲ୍ଲୀ,୪ା୭: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ୟିଙ୍କୁ ଗୁରୁବାର ଭେଟିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଏହି ସାକ୍ଷାତ ସମୟରେ ଜୟଶଙ୍କର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ବିଶେଷକରି ସୀମା ବିବାଦ ସମେତ ବିଭିନ୍ନ ପ୍ରସଙ୍ଗରେ କାଜାଖସ୍ତାନର…
ମୋଦିଙ୍କ ରୁଷିଆ ଗସ୍ତ ପୂର୍ବରୁ ପାକିସ୍ତାନକୁ ବଡ଼ ଅଫର୍ ଦେଲା ରୁଷିଆ
ନୂଆଦିଲ୍ଲୀ/ମସ୍କୋ,୪।୭:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆରେ ପହଞ୍ଚିବା ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଗେମ୍ ଖେଳିଛନ୍ତି। ସେ ଭାରତର ଶତ୍ରୁ ପାକିସ୍ତାନକୁ ଏକ ଅଫର ଦେଇଛନ୍ତି। କାଜାଖସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ପୁଟିନ ପାକିସ୍ତାନ…
କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ
ନେପିଡୋ,୩।୭:ମ୍ୟାନ୍ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ ନିଜ କର୍ମଚାରୀଙ୍କ ବେତନ ବୃଦ୍ଧି କରିଥିଲେ। ତେଣୁ ଦେଶର ସାମରିକ ସରକାରଙ୍କ ସୈନିକମାନେ ‘ପ୍ୟାଏ…
ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା
କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍-ୟୁଏମ୍ଏଲ୍ ମଧ୍ୟରେ ସୋମବାର ରାତିଅଧିଆ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଉକ୍ତ ଡିଲ୍ ଅନୁଯାୟୀ ମେଣ୍ଟ ସରକାର ବଦଳରେ…
Archives


