ମୋଦିଙ୍କୁ ପାକିସ୍ତାନ ଯିବାକୁ ଆସିଲା ନିମନ୍ତ୍ରଣ: ଜାଣନ୍ତୁ ୮ ବର୍ଷ ପରେ କାହିଁକି ଡାକିଲେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ
ଇସଲାମାବାଦ୍,୨୬।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି। ଶେହବାଜ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଅନ୍ୟ ନେତାଙ୍କ ସହ ନିମନ୍ତ୍ରଣ କରିଛନ୍ତି। ସରକାରୀ ପରିଷଦ (ସିଏଚ୍ଜି)ର ବୈଠକରେ…
ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢ଼େଇ:ଥରିଲେ ସାଧାରଣ ନାଗରିକ
ଜେରୁଜେଲମ୍,୨୬ା୮:ଲେବାନନ୍ର ଆତଙ୍କବାଦୀ ସଙ୍ଗଠନ ହେଜବୋଲ୍ଲା ଏବଂ ଇସ୍ରାଏଲ ରବିବାର ପରସ୍ପର ଉପରେ ବଡ଼ ଧରଣର ସାମରିକ ଆକ୍ରମଣ ଘୋଷଣା କରିଛନ୍ତି। ଇରାନ୍ ସମର୍ଥତ୍ତ ହେଜ୍ବୋଲ୍ଲା ଇସ୍ରାଏଲୀ ସେନାଘାଟିଗୁଡ଼ିକୁ ଟାର୍ଗେଟ କରି ୩୨୦ରୁ ଊର୍ଦ୍ଧ୍ୱ କାଟ୍ୟୁଶା ରକେଟ ମାଡ଼ କରିଛି। ଅନ୍ୟପକ୍ଷେ ଇସ୍ରାଏଲୀ…
ନେପାଳରେ ଭୂସ୍ଖଳନ: ୬ ମୃତ, ୪ ନିଖୋଜ
କାଠମାଣ୍ଡୁ,୨୫।୮: ନେପାଳର ବାଗମତୀ ପ୍ରଦେଶରେ ରବିବାର ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ୪ଜଣ ନିଖୋଜ ଥିବା ଜଣାପଡିଛି। ଏପରିକି ମାଟି ଅତଡ଼ା ଖସି ୩ଟି ଘର ପୋତି ହୋଇପଡ଼ିଛି। ରାମେଛାପ ଜିଲାର ଡୋରାମ୍ବା…
ଡୋନାଲ୍ଡ ଟ୍ରମ୍ପଙ୍କ ଟେନଶନ ବଢାଇଲେ କମଲା ହାରିସ!
ଓ୍ବାଶିଂଟନ,୨୫।୮: ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ୱାଶିଂଟନ ଠାରୁ ନ୍ୟୁୟର୍କ ଏବଂ କାଲିଫର୍ନିଆ ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଛି। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ, ଡେମୋକ୍ରାଟିକ ପାର୍ଟିର କମଲା ହାରିସ ଏବଂ…
ଇସ୍ରାଏଲ ଉପରେ ୧୫୦ରୁ ଅଧିକ ରକେଟ୍ ମାଡ଼ କଲା ଲେବାନନ
ଜେରୁଜେଲମ୍,୨୫ା୮: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଉଛି। ଇସ୍ରାଏଲ ଆକ୍ରମଣରେ କ୍ରୋଧିତ ଲେବାନନ ଉତ୍ତର ଇସ୍ରାଏଲ ଆଡ଼କୁ ଅତି କମ୍ରେ ୧୫୦ରୁ ଅଧିକ ରକେଟ୍ ମାଡ଼ କରିଛି। ତେବେ ଆଇରନ ଡୋମ ଉତ୍ତର ଇସ୍ରାଏଲରେ ଲେବାନନ ରକେଟ୍କୁ ଅଟକାଇବାକୁ…
ୟୁକ୍ରେନରୁ ଫେରିବା ପରେ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ପାକିସ୍ତାନ, ଶେହବାଜ କହିଲେ…
ଇସଲାମବାଦ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ ପଠାଇଛି ନିମନ୍ତ୍ରଣ। କାଉନସିଲ ଅଫ ହେଡସ ଅଫ ସରକାରୀ (ସିଏଚଜି) ବୈଠକରେ ଯୋଗ ଦେବାକୁ ପାକିସ୍ତାନରେ ନିମନ୍ତ୍ରଣ କରିଛି। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ ଏବଂ ଏଥିରେ…
ବାଇକ୍ରେ ଖଞ୍ଜା ଯାଇଥିଲା ରିମୋଟ୍ ବୋମା: ବିସ୍ଫୋରଣ ହୋଇ ୨ ଶିଶୁ ସମେତ ୩ ମୃତ, ୧୬ ଗୁରୁତର
ଇସଲାମାବାଦ,୨୫ା୮: ପାକିସ୍ତାନର ବାଲୁଚିସ୍ତାନର ପିଶିନ ଜିଲାର ଏକ ଥାନା ନିକଟରେ ବିସ୍ଫୋରଣ ଘଟି ୨ ଶିଶୁ ସମେତ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୭ ଜଣ ପୋଲିସ କର୍ମଚାରୀ ରହିଥିବା ଜଣାପଡ଼ିଛି।…
ମେସେଜିଂ ଆପ୍ ଟେଲିଗ୍ରାମ୍ର ପ୍ରତିଷ୍ଠାତା ଗିରଫ
ପ୍ୟାରିସ୍,୨୫ା୮: ମେସେଜିଂ ଆପ୍ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭଙ୍କୁ ଗିରଫ କରିଛି ପୋଲିସ। ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରେ ଡୁରୋଭଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ସେ ପ୍ରାଇଭେଟ ଜେଟ୍ରେ ଆଜରବାଇଜାନ ଯିବା ବେଳେ ପୋଲିସ ତାଙ୍କୁ ଅଟକ ରଖିଥିଲା ପରେ…
ନାସାର ବଡ଼ ଘୋଷଣା: ୨୦୨୫ରେ ପ୍ରତ୍ୟାବର୍ତ୍ତନ କରିବେ ସୁନୀତା
ଓ୍ବାଶିଂଟନ୍,୨୪ା୮: ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ଓ୍ବିଲମୋର ପ୍ରତ୍ୟାବର୍ତ୍ତନ ନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଶନିବାର ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଅର୍ଥାତ୍ ଫେବୃଆରୀ ୨୦୨୫ରେ ସୁନୀତା ଓ୍ବିଲିୟମ୍ସ ଏବଂ…
ମୋଦିଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ଆସିଲା ଖବର, ଋଷିଆ-ୟୁକ୍ରେନ ମଧ୍ୟରେ ବଡ଼ ବୁଝାମଣା
କିଭ୍/ମସ୍କୋ,୨୪।୮: ଋଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁକ୍ରେନ ଗସ୍ତର ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦୁଇ ଦେଶ ଏକ ବଡ଼ ବୁଝାମଣା କରିଛନ୍ତି । ଏହି ଚୁକ୍ତି ପରେ…
ଜେଲେନସ୍କିଙ୍କ କାନ୍ଧରେ ହାତ ରଖି ମୋଦି କରିଦେଲେ ବଡ଼ ଘୋଷଣା! କାବା ହୋଇଗଲା ଋଷିଆ-ଆମେରିକା
କିଭ୍,୨୪।୮: ୟୁକ୍ରେନ ଏବଂ ପୋଲାଣ୍ଡ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ସବୁଠାରୁ ବଡ଼ କଥା ହେଉଛି ଋଷିଆର ଦୁଇଟି ଶତ୍ରୁ ଦେଶକୁ ଏକକାଳୀନ ଗସ୍ତ କରି ମୋଦି…
ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି
କ୍ୱିଭ,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ଅଶୋଧିତ ତୈଳ କ୍ରୟ ମାଧ୍ୟମରେ ଭାରତ ରୁଷିଆର ଯୁଦ୍ଧ ଅର୍ଥନୀତି ବଜାୟ ରଖିବାରେ ସାହାଯ୍ୟ କରିଛି । ଏହା ସହିତ ସେ କ୍ୱିଭର ଶାନ୍ତି ପ୍ରୟାସର ସଫଳତା ନିଶ୍ଚିତ…
Archives


