ଅନ୍ତର୍ଜାତୀୟ

ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ସ୍ବାଗତ, ମାତ୍ର ମୁଣ୍ଡ ଖେଳାଇବୁ ନାହିଁ

ଓ୍ବାଶିଂଟନ,୭ା୩: କଶ୍ମୀର ପ୍ରସଙ୍ଗକୁ ନେଇ ଆମେରିକା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, କଶ୍ମୀରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଓ୍ବାଶିଂଟନ ଉତ୍ପାଦକ ଏବଂ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ସ୍ବାଗତ କରିବ, କିନ୍ତୁ…

ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି, ଅତି ନିକଟରେ ପଡ଼ିଲା ମିସାଇଲ୍‌

କିଭ୍‌,୭।୩: ମିସାଇଲ୍‌ ମାଡ଼ରୁ ଅଳ୍ପକେ ରକ୍ଷା ପାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି। ତାଙ୍କ କନଭେନ୍‌ର ଅତି ନିକଟରେ ମିସାଇଲ୍‌ ପଡ଼ିଥିବା ଜଣାପଡ଼ିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ପ୍ରଥମ ଥର ଲାଗି ଜେଲେନସ୍କିଙ୍କ ଏତେ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ…

ଛୋଟ ଦେଶ, ମାତ୍ର ସାରା ବିଶ୍ୱକୁ ଯୋଗାଏ ସୋରିଷ ତେଲ

ଦୁନିଆର ଅନେକ ଦେଶରେ ସୋରିଷ ତେଲରେ ଖାଦ୍ୟ ରନ୍ଧାଯାଏ। ଏହା ଭାରତର ପ୍ରାୟ ସମସ୍ତ ରୋଷେଇ ଘରେ ଦେଖିବାକୁ ମିଳେ। ଉତ୍ପାଦନ ବିଷୟରେ କହିବାକୁ ଗଲେ, ୨୦୨୧ରେ ଭାରତରେ ସୋରିଷର ରେକର୍ଡ ଉତ୍ପାଦନ ହୋଇଥିଲା। ପ୍ରାୟ ୮୯.୫ ଲକ୍ଷ ଟନ୍‌ ସୋରିଷ…

ପାକିସ୍ତାନରେ ଧୁମ୍‌ଧାମରେ ମହାଶିବରାତ୍ରୀ ମନାଇବେ ହିନ୍ଦୁ

ଇସଲାମାବାଦ,୭।୩: ଭାରତର ପଡୋଶୀ ଦେଶ ପାକିସ୍ତାନରେ ମହାଶିବରାତ୍ରୀ ମହୋତ୍ସବ ମଧ୍ୟ ଧୁମ୍‌ଧାମରେ ପାଳନ କରାଯିବ। ୬୨ ହିନ୍ଦୁ ଉତ୍ସବରେ ଭାଗ ନେବାକୁ ବୁଧବାର ୱାଗା ସୀମା ଦେଇ ଭାରତରୁ ଲାହୋରରେ ପହଞ୍ଚିଛନ୍ତି। ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ (ଇଟିପିବି) ମୁଖପାତ୍ର ଆମୀର…

ରୁଷିଆରେ ଭାରତୀୟଙ୍କ ମୃତ୍ୟୁ

ମସ୍କୋ,୭ା୩: ରୁଷିଆରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବୁଧବାର ସେଠାକାର ଅବସ୍ଥାପିତ ଜଣେ ଭାରତୀୟ ଅଧିକାରୀ ସୂଚନା ଦେଇଛନ୍ତି। ମୃତକଙ୍କ ନାମ ମହମ୍ମଦ ଅସଫାନ୍‌। ତାଙ୍କୁ ୟୁକ୍ରେନ୍‌ ବିରୋଧରେ ରୁଷିଆ ପକ୍ଷରୁ ଯୁଦ୍ଧ ଲଢ଼ିବା ପାଇଁ ବାଧ୍ୟ କରାଯାଇଥିବା ଅଧିକାରୀ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର ପୁଣି ଟ୍ରମ୍ପ୍‌-ବାଇଡେନ୍‌ ଲଢ଼େଇ…

ଓ୍ବାଶିଂଟନ୍‌,୭।୩: ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍‌ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା ନଭେମ୍ବରରେ…

ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ କରିବେ ଏହି ଦୁଇ ଦେଶ

ମସ୍କୋ,୬ା୩: ଆସନ୍ତା ୧୦ ବର୍ଷ ମଧ୍ୟରେ ଚନ୍ଦ୍ରରେ ଆଣବିକ ରିଆକ୍ଟର ସ୍ଥାପନ ପାଇଁ ଦୁଇ ଦେଶ ଏକ ପ୍ରକଳ୍ପ ଉପରେ ବିଚାର କରୁଛନ୍ତି। ମହାକାଶ ଉଡ଼ାଣ ଏବଂ ଅନୁସନ୍ଧାନ ପାଇଁ ରୋସ୍‌କୋସ୍ମୋର ସିଇଓ ୟୁରୀ ବୋରିସୋଭ କହିଛନ୍ତି, ଏହି ମିଶନ ସ୍ବୟଂଚାଳିତ…

ଫାଶୀର ୪୪ ବର୍ଷ ପରେ ଦୋଷ ମାନିଲେ ପାକ୍‌ ସୁପ୍ରିମକୋର୍ଟ

ଇସ୍‌ଲାମାବାଦ,୬ା୩:୪୪ ବର୍ଷ ପୂର୍ବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋଙ୍କୁ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୧୯୭୯ରେ ଜେନେରଲ ଜିଆ-ଉଲ୍‌-ହକ୍‌ଙ୍କ ସାମରିକ ଶାସନ କାଳରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଉପଯୁକ୍ତ ବିଚାର କରା ନ ଯାଇ ଏହି…

ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ

ଲଣ୍ଡନ,୬।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ରୋଷେଇ କଳାକୁ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଲେ ଋଷି ରୋଷେଇ ଘରେ ବିତାଇବାକୁ ଅଧିକ ସମୟ ପାଆନ୍ତି ନାହିଁ। କିନ୍ତୁ ସେ ଭଲ…

ନେପାଳ ପିଏମ୍‌ଙ୍କ ପାଖରେ ୨୫ ମନ୍ତ୍ରଣାଳୟ; ପ୍ରଧାନମନ୍ତ୍ରୀ ହିଁ ପ୍ରତିରକ୍ଷା ମନ୍ତ୍ରୀ-ବୈଦେଶିକ ମନ୍ତ୍ରୀ-ଗୃହ ମନ୍ତ୍ରୀ…

କାଠମାଣ୍ଡୁ,୬।୩: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ନେପାଳ କଂଗ୍ରେସ ସହ ପୁରୁଣା ସହଭାଗିତାକୁ ଭାଙ୍ଗି ଏକ ନୂତନ ସରକାର ଗଠନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱରେ ନେପାଳର ଦ୍ୱିତୀୟ ବୃହତ୍ତମ ଦଳ କମ୍ୟୁନିଷ୍ଟ ପାର୍ଟି…

ମାଳଦ୍ୱୀପରେ ରହିବେନି ଭାରତୀୟ ସୈନ୍ୟ

ମାଲେ/ବେଜିଂ,୬ା୩: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି କଠୋର କରି ସମସ୍ତ ଭାରତୀୟ ସୈନ୍ୟଙ୍କୁ ମେ’ ୧୦ ସୁଦ୍ଧା ଦେଶ ଛାଡ଼ିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏପରି କି କୌଣସି ଭାରତୀୟ ସାମରିକ କର୍ମୀ ସାଦା…

ବିଦେଶ ଖେଳିବାକୁ ଯାଇ ମହିଳାଙ୍କ ପର୍ସରୁ ଟଙ୍କା ଚୋରି କଲେ ପାକିସ୍ତାନୀ ଖେଳାଳି

ଇସଲାମବାଦ,୫।୩: ଦେବାଳିଆ ପରିସ୍ଥିତିରେ ଜୁଝୁଛି ପାକିସ୍ତାନ। ଅର୍ଥନତିକ ସଙ୍କଟ ପରେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି। କରଜରେ ବୁଡି ରହିଛି ଦେଶ। ଖାଇବାକୁ ପାଉ ନ ଥିବାବେଳେ ଦେଶର ନାଗରିକ ଏବେ ଚୋରି କରିବାକୁ ପଛାଉ ନାହାନ୍ତି। ନିକଟରେ ଏପରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri