ଅନ୍ତର୍ଜାତୀୟ

ଆମେରିକାରେ ତୁଷାରଝଡ଼: ୩,୦୦୦ ବିମାନ ବାତିଲ

ଆଟଲାଣ୍ଟା,୧୨।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ଶୁକ୍ରବାର ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ୩,୦୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହେବା ସହ ଅନେକ ହଜାର ବିମାନ ବିଳମ୍ବିତ…

ଟ୍ରମ୍ପ୍‌ ଦୋଷୀ, ଦଣ୍ଡମୁକ୍ତ

ନ୍ୟୁୟର୍କ,୧୨।୧: ୭୮ ବର୍ଷୀୟ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜଷ୍ଟିସ୍‌ ଜୁଆନ୍‌ ମର୍ଚାନ୍‌ ଦୋଷୀ ସାବ୍ୟସ୍ତ କରିବା ସହ ନିଃସର୍ତ୍ତରେ ଦଣ୍ଡମୁକ୍ତ କରିଛନ୍ତି। ଆପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାରେ ଟ୍ରମ୍ପ୍‌ ହେଉଛନ୍ତି ପ୍ରଥମ। ରାୟ…

୨୦୨୫ରେ ଭାରତର ଅର୍ଥନୀତି ରହିବ ଦୁର୍ବଳ :ଆଇଏମ୍‌ଏଫ୍‌ ମୁଖ୍ୟଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୨।୧:୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଖ୍ୟତଃ ଆମେରିକାର ବାଣିଜ୍ୟ ନୀତି ସମେତ ଚଳିତ ବର୍ଷ ବିଶ୍ୱରେ ବିଭିନ୍ନ ଅନିଶ୍ଚିତତା ଲାଗିରହିବ ବୋଲି…

କାଲିଫର୍ନିଆରେ ସ୍ବାସ୍ଥ୍ୟ ଏମର୍ଜେନ୍ସି

ଓ୍ବାଶିଂଟନ,୧୨।୧:ଆମେରିକାର ଲସ୍‌ଏଞ୍ଜେଲ୍ସରେ ମଙ୍ଗଳବାରଠାରୁ ଲାଗିରହିଥିବା ଭୟାବହ ଜଙ୍ଗଲ ନିଆଁରେ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚତ୍ଛି। ହଲିଉଡ୍‌ ହିଲ୍‌ ସମେତ ଲସ୍‌ଏଞ୍ଜେଲ୍ସ ଓ ଏହାର ଆଖପାଖ ଅଞ୍ଚଳରେ ୧୦ ହଜାରରୁ ଊର୍ଦ୍ଧ୍ୱ ଘର ଓ ଗାଡ଼ି ଜଳି ଧ୍ୱଂସ ହୋଇଯାଇଛି। ବିଜୁଳି ବିନା ଲକ୍ଷାଧିକ…

ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ଜୋ ବାଇଡେନ ଏମିତି ନିଷ୍ପତ୍ତି ନେଲେ ଯେ ବଢିଲା ଟ୍ରମ୍ପଙ୍କ ଟେନସନ!

ଓ୍ବାଶିଂଟନ,୧୧।୧: ବିଦାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବାଇଡେନଙ୍କ ଏହି ନିଷ୍ପତ୍ତି ପ୍ରାୟ ୧୦ ଲକ୍ଷ ପ୍ରବାସୀ ନାଗରିକଙ୍କୁ ନିର୍ବାସନରୁ ରକ୍ଷା କରିଛି। ପ୍ରକୃତରେ, ବାଇଡେନ ପ୍ରଶାସନ ଭେନେଜୁଏଲା,…

ନିଜର ଭୁଲ ମାନିଲା ୟୁନୁସ ସରକାର! ୭,୨୯୪ ଲୋକଙ୍କ ମୃତ୍ୟୁକୁ ନେଇ…

ଢାକା,୧୧।୧: ବିବାଦରେ ଘେରି ରହିଥିବା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ନିଜର ବଡ଼ ଭୁଲ ସ୍ବୀକାର କରିଛି ଏବଂ ଏହାର ଦାୟିତ୍ୱ ନେଇଛି। ସଡ଼କ ପରିବହନ ଏବଂ ସେତୁ ମନ୍ତ୍ରଣାଳୟ ପରାମର୍ଶଦାତା ମହମ୍ମଦ ଫୌଜୁଲ କବୀର ଖାନ ଶନିବାର…

ଧରାପଡିଲା ବାଂଲାଦେଶର ବଡ ଚାଲ୍‌, ନକଲି ଭାରତୀୟ ପାସପୋର୍ଟ ସାହାରାରେ ବିଦେଶ ଯାଉଥିଲେ…

ଢାକା/କୋଲକାତା,୧୧।୧: ପଶ୍ଚିମବଙ୍ଗରେ ବାଂଲାଦେଶୀ ନାଗରିକଙ୍କ ପାଇଁ ଏକ ନକଲି ପାସପୋର୍ଟ ତିଆରି ର଼୍ୟାକେଟର ପର୍ଦ୍ଦାଫାସ କରିବା ପରେ, କୋଲକାତା ପୋଲିସ ଏବେ ରାଜ୍ୟରେ ସ୍ଥାୟୀ ଠିକଣା ଥିବା ଅଣ-ଆବାସିକ ଭାରତୀୟ (NRI)ଙ୍କ ବର୍ତ୍ତମାନର ସ୍ଥିତି ଜାଣିବା ପାଇଁ ପ୍ରୟାସ ଜୋରଦାର କରିଛି,…

ଆମେରିକାରେ ଭୟାବହ ତୁଷାରଝଡ଼: ୩,୦୦୦ ବିମାନ ବାତିଲ

ଆଟଲାଣ୍ଟା,୧୧।୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଭାଗରେ ପ୍ରବଳ ବେଗରେ ପବନ ସାଙ୍ଗକୁ ଭୟାବହ ତୁଷାର ଝଡ଼ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏପରିକି ୩,୦୦୦ରୁ ଊର୍ଦ୍ଧ୍ୱ ବିମାନ ଉଡ଼ାଣ ବାତିଲ ହେବା ସହ ଅନେକ ହଜାର ବିମାନ ଚଳାଚଳ ବିଳମ୍ବିତ…

ଲସ ଏଞ୍ଜେଲ୍ସରେ ନିଆଁର ତାଣ୍ଡବ ଭିତରେ ପାଣିର ଅଭାବକୁ ନେଇ ରାଗିଲେ ଗଭର୍ନର

ଲସ ଏଞ୍ଜେଲ୍ସ,୧୧।୧: ଲସ ଏଞ୍ଜେଲ୍ସ ଭୟଙ୍କର ଜଙ୍ଗଲୀ ନିଆଁରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୧ରେ ପହଞ୍ଚିଛି। ସେହି ସମୟରେ, ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଥିବା ବେଳେ ପାଣିର କଥିତ ଅଭାବ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଏଲଏ କାଉଣ୍ଟି…

ମୁଁ ଟ୍ରମ୍ପଙ୍କୁ ପରାସ୍ତ କରିପାରିଥାଆନ୍ତି: ବାଇଡେନ

ଓ୍ବାଶିଂଟନ୍‌,୧୧।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓଭାଲ ଅଫିସରୁ ତାଙ୍କର ବିଦାୟୀ ଭାଷଣ ଦେବେ। ଏହା ଆମେରିକୀୟ ଏବଂ ବିଶ୍ୱବାସୀଙ୍କ ସହ କଥା ହେବା ପାଇଁ ବାଇଡେନଙ୍କ ପାଇଁ ଶେଷ ପ୍ରମୁଖ ସୁଯୋଗ ହେବ। ଏହାପୂର୍ବରୁ, ବାଇଡେନ ସାମ୍ବାଦିକମାନଙ୍କ ସହ କଥା…

ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର

ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଭାରତ ସରକାରଙ୍କ ନିମନ୍ତ୍ରଣକୁ…

ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୧୧ା୧: ଆସନ୍ତା ଫେବୃଆରୀରେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୩ ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଆମେରିକା ୟୁକ୍ରେନ୍‌କୁ ଅନେକ ପର୍ଯ୍ୟାୟରେ ମୋଟ ୬୬ ବିଲିୟନ୍‌ ଡଲାରର ସହାୟତା ପ୍ରଦାନ କରିସାରିଲାଣି। ଆସନ୍ତା ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?