ଯେକୌଣସି ସମୟରେ ଆସିପାରେ ପରବର୍ତ୍ତୀ ମହାମାରୀ, ଚେତାବନୀ ଦେଲେ ବିଶେଷଜ୍ଞ: ରିପୋର୍ଟ
ନୂଆଦିଲ୍ଲୀ,୨୫ା୩ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କୋଭିଡି-୧୯କୁ ମହାମାରୀ ଘୋଷଣା କରିବାର ଚାରି ବର୍ଷ ବିତିଗଲା, ଯାହା ମାର୍ଚ୍ଚ ୧୧, ୨୦୨୦ ରେ କରୋନା ଭାଇରସ୍ ନାମରେ ମଧ୍ୟ ଜଣା। ଏହାର ପ୍ରଭାବ ହ୍ରାସ ହ୍ରାସ ସତ୍ତ୍ୱେ ଯେକୌଣସି ସମୟରେ ଅନ୍ୟ…
କ୍ୱିଭ ଉପରେ ସବୁଠାରୁ ବଡ ବିମାନ ଆକ୍ରମଣ, ପୋଲାଣ୍ଡ ସୀମାରେ ପଡିଲା ମିଶାଇଲ
କ୍ୱିଭ,୨୪।୩: ଗତ ଚାରି ଦିନ ମଧ୍ୟରେ ରୁଷିଆ ୟୁକ୍ରେନ ଉପରେ ତୃତୀୟ ବଡ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଅଧିକାରୀମାନେ କହିଛନ୍ତି ଯେ ରୁଷିଆର ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ ୟୁକ୍ରେନ ରାଜଧାନୀ କ୍ୱିଭ ଏବଂ ପଶ୍ଚିମ ଅଞ୍ଚଳର ଲଭିଭକୁ ରବିବାର…
ହୋଲି ରଙ୍ଗରେ ବୁଡିଲା ପାକିସ୍ତାନ, ହିନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ
ଇସଲାମାବାଦ,୨୪।୩: ପାକିସ୍ତାନରେ ମଧ୍ୟ ହୋଲି ଉତ୍ସବ ପାଇଁ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକମାନେ ହୋଲିର ମଜାରେ ବୁଡି ରହିଛନ୍ତି। ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ରବିବାର ହୋଲି ପର୍ବକୁ ନେଇ ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି।…
ଭାରତକୁ ମନେ ପକାଇଲା ପାକିସ୍ତାନ
ଇସଲାମାବାଦ,୨୪।୩: ଭାରତ ସହିତ ବାଣିଜି୍ୟକ ସମ୍ପର୍କର ପୁନରୁଦ୍ଧାର ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଇଶାକ ଦାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଭାରତ ସହ ବାଣିଜି୍ୟକ ସମ୍ପର୍କକୁ ପୁନର୍ଜୀବିତ କରିବାକୁ ଚିନ୍ତା କରୁଛି। ଜିଓ…
ବିଦେଶ ମାଟିରେ ବସି ଚାଇନାର କ୍ଲାସ ନେଲେ ଜୟଶଙ୍କର
ସିଙ୍ଗାପୁର,୨୪।୩: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ କଡ଼ା ନିନ୍ଦା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଏହି ଉତ୍ତର-ପୂର୍ବ ରାଜ୍ୟ ଭାରତର ଏକ ଅଂଶ ବୋଲି କହିଛନ୍ତି। ବେଜିଂର ଦାବିକୁ ହାସ୍ୟାସ୍ପଦ ବୋଲି ବର୍ଣ୍ଣନା କରି ବୈଦେଶିକ ମନ୍ତ୍ରୀ କହିଛନ୍ତି,…
ଶିଳ୍ପଭଳି ଆତଙ୍କବାଦୀକୁ ପ୍ରାୟୋଜିତ କରୁଛି ପାକିସ୍ତାନ: ଏସ. ଜୟଶଙ୍କର
ନୂଆଦିଲ୍ଲୀ,୨୩।୩: ପାକିସ୍ତାନ ଆତଙ୍କବାଦକୁ ପ୍ରାୟ ଏକ “ଶିଳ୍ପ ସ୍ତରରେ” ପ୍ରାୟୋଜିତ କରୁଛି। ବୈଦେଶିକ ମନ୍ତ୍ରୀ ଡ. ଏସ. ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଭାରତର ମନୋବଳ ଆତଙ୍କବାଦୀଙ୍କୁ ଅଣଦେଖା କରିବା ଉଚିତ ନୁହେଁ ଏବଂ ଏହା ଆଉ ଏହି ସମସ୍ୟାର ସମାଧାନ କରିବ…
ମସ୍କୋ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆଇଏସ, ଏବେ ପର୍ଯ୍ୟନ୍ତ ୭୦ ମୃତ
ମସ୍କୋ,୨୩।୩: ରୁଷିଆର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭୦ଜଣ ପ୍ରାଣ ହରାଇଛନ୍ତି। ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶନିବାର (ମାର୍ଚ୍ଚ ୨୩, ୨୦୨୪) ସକାଳେ ହ୍ୟାଣ୍ଡେଲ@spectatorindex ସହିତ ଦିଆଯାଇଥିଲା। ଏହା ବ୍ୟତୀତ ଆତଙ୍କବାଦୀ ଆକ୍ରମଣରେ ୧୪୫ ଜଣ…
କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍ ଅଫ ଓ୍ବେଲ୍ସ କେଟ ମିଡଲଟନ
ଲଣ୍ଡନ,୨୩।୩: ୱେଲ୍ସର ରାଜକୁମାରୀ କେଟ ମିଡଲଟନ କହିଛନ୍ତି ଯେ ସେ କ୍ୟାନସରରେ ପୀଡିତ ଏବଂ ଏବେ କେମୋଥେରାପି ନେଉଛନ୍ତି। ଶୁକ୍ରବାର ଏକ ଭିଡିଓ ପ୍ରସାରଣ ପରେ ଏହା ଜଣାପଡିଛି। ତେବେ ଭିଡିଓଟି ବୁଧବାର ରେକର୍ଡ କରାଯାଇଛି। ଏହି ଭିଡିଓ ଏମିତି ସମୟରେ…
ଭାରତ-ଭୁଟାନ ଟ୍ରେନ୍ ଚାଲିବ
ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ…
ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ
ଓ୍ବାଶିଂଟନ୍,୨୩ା୩: ଆମେରିକାର ଶିକାଗୋରୁ ସୋମବାର ବାହାରିବାକୁ ଥିବା ରାମମନ୍ଦିର ରଥଯାତ୍ରା ଦେଶର ୪୮ ରାଜ୍ୟ ଭ୍ରମଣ କରିବ। ୬୦ ଦିନ ମଧ୍ୟରେ ଏହା ୮,୦୦୦ରୁ ଅଧିକ ମାଇଲ ଅତିକ୍ରମ କରି ୮୫୧ ମନ୍ଦିର ବୁଲିବ। ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ…
ଆମେରିକାରେ ସତର୍କ ରୁହନ୍ତୁ ଭାରତୀୟ
ନ୍ୟୁୟର୍କ,୨୩ା୩: ଆମେରିକାରେ ବସବାସ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ଲଗାତର ଆକ୍ରମଣ ହେଉଥିବାରୁ ସେମାନଙ୍କୁ ସତର୍କ ରହିବା ପାଇଁ ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୂୟୀ ପରାମର୍ଶ ଦେଇଛନ୍ତି। ଆମେରିକାରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସେମାନେ ସ୍ଥାନୀୟ ଆଇନକୁ…
ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ
ଥିମ୍ପୁ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଦି ଡ୍ରକ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ପ୍ରଧାନମନ୍ତ୍ରୀ…
Archives


