ଅନ୍ତର୍ଜାତୀୟ

ଭାରତ-ଇଣ୍ଡୋନେସିଆ ସମ୍ପର୍କ ହେଲା ଆହୁରି ମଜଭୁତ, ଚାଇନାକୁ ଦେଲେ ଖୋଲା ବାର୍ତ୍ତା

ନୂଆଦିଲ୍ଲୀ,୨୫।୧: ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରରେ ପହଞ୍ଚିଛି। ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଶନିବାର ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପ୍ରତିରକ୍ଷା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ମିଳିତ…

ଟ୍ରମ୍ପଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବଙ୍କ ଦବ୍‌ଦବା: ହ୍ବାଇଟ୍‌ ହାଉସ୍‌ରେ ଏହି ବ୍ୟକ୍ତିଙ୍କ ଏଣ୍ଟ୍ରି

ଓ୍ବାଶିଂଟନ୍‌,୨୫।୧: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ଅନେକ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ଟ୍ରମ୍ପ ତାଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ସାମିଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଭାରତୀୟ-ଆମେରିକୀୟ ପୂର୍ବତନ ସାମ୍ବାଦିକ…

ପିଟ୍‌ ହେଗସେଥ ହେଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ

ଓ୍ବାଶିଂଟନ,୨୫।୧: ପିଟ୍‌ ହେଗସେଥ ଆମେରିକାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଆମେରିକାର ସିନେଟ ପିଟ ହେଗସେଥଙ୍କ ନାମକୁ ଅନୁମୋଦନ କରିଛି। ପେଣ୍ଟାଗନର ନେତୃତ୍ୱ ନେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ପିଟ ବହୁତ କଷ୍ଟରେ ଅନୁମୋଦନ ପାଇଛନ୍ତି। ପ୍ରକୃତରେ,…

ପାକିସ୍ତାନ ଜେଲରେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ, କାଟି ସାରିଥିଲେ ସଜା

କରାଚି/ନୂଆଦିଲ୍ଲୀ,୨୫।୧: ପାକିସ୍ତାନର କରାଚୀ ଜେଲରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଏହି ମତ୍ସ୍ୟଜୀବୀଙ୍କ ନାମ ବାବୁ ବୋଲି କୁହାଯାଉଛି, ଯାହାକୁ ୨୦୨୨ମସିହାରେ ପାକିସ୍ତାନୀ ଅଧିକାରୀମାନେ ଗିରଫ କରିଥିଲେ। ସୂଚନା ଅନୁଯାୟୀ, ବାବୁ ତାଙ୍କ ଦଣ୍ଡ ପୂରଣ କରିଥିଲେ ଏବଂ ଏବେ…

ଟ୍ରମ୍ପ ଆସିଲା ପରେ ଭାରତକୁ ବଡ଼ ସଫଳତା: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କ ହେବେ ପ୍ରତ୍ୟର୍ପଣ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୫।୧: ଆମେରିକାର ସୁପ୍ରିମକୋର୍ଟ ଶନିବାର ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ଦୀର୍ଘ ଦିନ ଧରି ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା। ୨୦୦୮…

ଜନ୍ମସିଦ୍ଧ ନାଗରିକତ୍ୱ ଅଧିକାର ରଦ୍ଦ ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଲେ ବିଚାରପତି

ଓ୍ବାଶିଂଟନ୍‌,୨୫ା୧: ଅଣନାଗରିକ ଦମ୍ପତିଙ୍କ ପିଲା ଆମେରିକାରେ ଫେବୃଆରୀ ୨୦ ପରେ ଜନ୍ମ ହେଲେ ତାଙ୍କୁ ଜନ୍ମଗତ ନାଗରିକତ୍ୱ ଅଧିକାର ମିଳିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ବାକ୍ଷର କରିଥିବା ଏକ୍‌ଜିକ୍ୟୁଟିଭ୍‌ ଅର୍ଡରକୁ ଗୁରୁବାର ଜଣେ ସଂଘୀୟ ବିଚାରପତି ସାମୟିକ ଭାବେ…

ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପୁଟିନ୍‌ ପ୍ରସ୍ତୁତ

ମସ୍କୋ,୨୫।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକା ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। ସେ କେବଳ ଓ୍ବାଶିଂଟନ୍‌ର ‘ସଙ୍କେତ’କୁ ଅପେକ୍ଷା କରି ରହିଛନ୍ତି ବୋଲି ଶୁକ୍ରବାର କ୍ରେମ୍‌ଲିନ୍‌ ପକ୍ଷରୁ ସୂଚନା ଦିଆଯାଇଛି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌…

ଆମେରିକାରୁ ଅନେକ ଶହ ଆପ୍ରବାସୀ ବିଦା

ଓ୍ବାଶିଂଟନ୍‌,୨୫ା୧: ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାକୁ ଆସିବାର ୩ ଦିନ ପରେ ତାଙ୍କ ପ୍ରଶାସନ ଏବେ ବେଆଇନ ଆପ୍ରବାସୀମାନଙ୍କ ଉପରେ ଦମନଲୀଳା ଆରମ୍ଭ କରିଦେଇଛି। ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖି ବିପଜ୍ଜନକ ଭାବେ ଆମେରିକାକୁ ଆସିଥିବା ବହୁ ଶରଣାର୍ଥୀଙ୍କୁ ଏୟାରଲିଫ୍ଟ କରି…

ଭାରତ ସହ ଧୋକା, ଚାଇନା ସହ ବନ୍ଧୁତା: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଗେମ୍‌ ପ୍ଲାନ୍‌

ଓ୍ବାଶିଂଟନ,୨୪।୧: ଆମେରିକାର ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଅନେକ ଘୋଷଣା କରିଥିଲେ। ଯାହା ଭାରତର ଚିନ୍ତାକୁ ବଢ଼ାଇ ଦେଇଥିଲା। ଅନ୍ୟପକ୍ଷରେ, ଚାଇନା ପ୍ରତି ତାଙ୍କର ମନୋଭାବ ବହୁତ ନରମ ମନେ ହେଉଛି। ଏକ…

କିମ ଜୋଙ୍ଗ ଉନଙ୍କୁ ଏମିତି କହିଦେଲେ ଡୋନାଲ୍ଡ ଟ୍ରମ୍ପ: ସାରା ବିଶ୍ୱରେ ହେଉଛି ଚର୍ଚ୍ଚା

ଓ୍ବାଶିଂଟନ୍‌,୨୪।୧: ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ଆକ୍ସନ ମୋଡରେ ଅଛନ୍ତି। ପ୍ରଥମେ ସେ ଅନେକ ବଡ଼ ଘୋଷଣା କରିଥିଲେ। ଏହା ପରେ ସେ ବିଶ୍ୱ ନେତାମାନଙ୍କ ସହ ମଧ୍ୟ କଥା ହୋଇଥିଲେ। ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରୁଷିଆ…

ଆମେରିକାର ସମ୍ବିଧାନ ବଦଳାଉଛନ୍ତି ଟ୍ରମ୍ପ! ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବାକୁ ଏବେଠୁ ବଡ଼ ଯୋଜନା

ଓ୍ବାଶିଂଟନ,୨୪।୧: ଗତ ବର୍ଷ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ ଦେଶର ସମ୍ବିଧାନ ସଂଶୋଧନ କରି ୨୦୩୬ ପର୍ଯ୍ୟନ୍ତ ପଦରେ ରହିବାର ପଥ ପରିଷ୍କାର କରିଥିଲେ। ଏବେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମାନ ରାସ୍ତାରେ ଚାଲୁଥିବା ପରି ମନେ ହେଉଛି। ଆମେରିକୀୟ ଆଇନ…

ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ ହେବ ସିକ୍ରେଟ ମିଟିଂ? ଆକ୍ସନ ମୋଡରେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ମସ୍କୋ,୨୪।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି ଅନୁଯାୟୀ ରୁଷିଆ-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ଆକ୍ସନ ମୋଡରେ ଅଛନ୍ତି। ଏଥିପାଇଁ ଟ୍ରମ୍ପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତୁରନ୍ତ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?