ଦଣ୍ଡ ଭୋଗିବେ ଦଙ୍ଗାକାରୀ
ଲଣ୍ଡନ,୬ା୮: ବ୍ରିଟେନରେ ପ୍ରବାସୀ ବିରୋଧୀ କଠୋର ଜାତୀୟତାବାଦୀ ସଂଗଠନଗୁଡ଼ିକ ପକ୍ଷରୁ ହିଂସାତ୍ମକ ସଂଘର୍ଷ ଉଗ୍ର ରୂପ ଧାରଣ କରିଥିବାବେଳେ ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ନିର୍ଦ୍ଦେଶ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରୁଥିବା…
ଭାରତ-ବାଂଲାଦେଶ ଟ୍ରେନ୍ ଚଳାଚଳ ବନ୍ଦ
ନୂଆଦିଲ୍ଲୀ,୬ା୮:ଭାରତରୁ ବାଂଲାଦେଶକୁ ଯାଉଥିବା ସମସ୍ତ ଟ୍ରେନ୍ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ସୋମବାର ଏହି ନିଷ୍ପତ୍ତି ନିଆଯାଇଥିବା ରେଲଓ୍ବେ ଅଧିକାରୀମାନେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟରୁ…
ରାଜନୀତିକୁ ନ ଫେରିପାରନ୍ତି ଶେଖ ହସିନା; ବଡ଼ ଖୁଲାସା କଲେ ପୁଅ
ନୂଆଦିଲ୍ଲୀ,୫।୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଳାୟନ କରିଥିବା ଶେଖ ହସିନା ରାଜନୀତିକୁ ଫେରିପାରନ୍ତି ନାହିଁ ବୋଲି ତାଙ୍କ ପୁଅ ଏବଂ ପୂର୍ବତନ ମୁଖ୍ୟ ପରାମର୍ଶଦାତା କହିଛନ୍ତି। ଦେଶକୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ସତ୍ତ୍ୱେ ତାଙ୍କ ସରକାର…
ବାଂଲାଦେଶ ଛାଡି କାହିଁକି ପଳାଇବାକୁ ବାଧ୍ୟ ଦେଲେ ହସିନା, ଇସ୍ତଫାଠୁ ଆରମ୍ଭ କରି ଭାରତ ପହଞ୍ଚିବା ପର୍ଯ୍ୟନ୍ତ, ଜାଣନ୍ତୁ ପୂରା କାହାଣୀ
ଢାକା,୫।୮: ସପ୍ତାହେ ଧରି ଚାଲିଥିବା ହିଂସାତ୍ମକ ଛାତ୍ର ବିରୋଧ ପ୍ରଦର୍ଶନ ଅଶାନ୍ତିରେ ପରିଣତ ହେବା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି ଏବଂ ଦେଶ ଛାଡିଛନ୍ତି। ଖବର ଅନୁଯାୟୀ, ୭୬ ବର୍ଷିୟ ଶେଖ ହସିନା ବାଂଲାଦେଶ ଛାଡି ସୋମବାର…
ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷାରେ ଗରୁଡ଼ କମାଣ୍ଡୋ
ନୂଆଦିଲ୍ଲୀ,୫।୮: ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି।…
ଶେଖ ହସିନା ବାଂଲାଦେଶ ଛାଡୁଥିବାର ଭିଡିଓ ଭାଇରାଲ, ଦେଖନ୍ତୁ…
ଢାକା,୫।୮: ବାଂଲାଦେଶ ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଏକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଛନ୍ତି। ଏହା ପରେ ଦେଶର ଦାୟିତ୍ୱ ସେନା ନିଜ ହାତକୁ ନେଇଛି। ବାଂଲାଦେଶର ଏକ ଖବରକାଗଜ ଅନୁଯାୟୀ ପ୍ରଧାନମନ୍ତ୍ରୀ…
ହସିନାଙ୍କ ରୁମ୍ରେ ପଶି ଶାଢୀ ନେଇଗଲେ ବିକ୍ଷୋଭକାରୀ, ଖାଇଲେ ବିରିୟାନୀ, ଦେଖନ୍ତୁ ଭିଡ଼ିଓ…
ଢାକା,୫।୮: ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡିଛନ୍ତି। ଏହି ସମୟରେ ବିକ୍ଷୋଭକାରୀ ଆବାସରେ ପଶି ଭଙ୍ଗାରୁଜା ସହ ଚୋରି କରିଛନ୍ତି। ବିକ୍ଷୋଭକାରୀ ଶେଖ ହସିନାଙ୍କ ରୁମରୁ ତାଙ୍କ ଶାଢୀ ପର୍ଯ୍ୟନ୍ତ ନେଇଯାଇଛନ୍ତି। ଏପରିକି ବାସଭବନରେ ରହିଥିବା…
ଶେଖ ହସିନାଙ୍କୁ ଶରଣ ଦେବ ଭାରତ? ବିଶେଷଜ୍ଞ କହିଲେ ଯଦି ଏଭଳି ହୁଏ, ତେବେ..
ନୂଆଦିଲ୍ଲୀ,୫।୮: ବାଂଲାଦେଶ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡିଦେଇଛନ୍ତି। ସୂତ୍ର ଅନୁସାରେ, ଶେଖ ହସିନା ଭାରତ ଆସିପାରନ୍ତି। ଏକ୍ସପର୍ଟଙ୍କ କହିବାନୁଯାୟୀ, ହସିନା ଦିଲ୍ଲୀ ଆସିବା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମେଜର…
ହିଣ୍ଡନ ଏୟାରବେସରେ ପହଞ୍ଚିଲେ ଶେଖ ହସିନା; ଭାରତରୁ ଲଣ୍ଡନ ଯାଇ ପାରନ୍ତି
ନୂଆଦିଲ୍ଲୀ,୫।୮: ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଆସି ଭାରତରେ ପହଞ୍ଚିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ ହସିନାଙ୍କ ବିମାନ ହିଣ୍ଡନ ଏୟାର ବେସରେ ଅବତରଣ କରିଛି। ବିମାନଟି ହିଣ୍ଡନ୍ ଏୟାରବେସରେ…
‘ବିଦାୟ ଭାଷଣ ମଝିରେ ଅଟକି ପଳାୟନ କଲେ …’, ଜାଣନ୍ତୁ କେଉଁ ପରିସ୍ଥିତିରେ ଦେଶ ଛାଡ଼ିଲେ ଶେଖ ହସିନା
ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ଶେଖ ହସିନା ସରକାରକୁ କ୍ଷମତାରୁ ହଟାଇ ଦିଆଯାଇଛି। ଛାତ୍ର ବିରୋଧ ହିଂସାତ୍ମକ ରୂପ ନେଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଛି ଏବଂ ବର୍ତ୍ତମାନ ସେ ଦେଶ ଛାଡିଛନ୍ତି। ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ…
ଶେଖ ହସିନାଙ୍କ ବାସଭବନରେ ପଶି ପ୍ରଦର୍ଶନକାରୀଙ୍କ ତୁମୁଳକାଣ୍ଡ, ବେଡ୍ରେ ଶୋଇଲେ, ଡଙ୍ଗାରେ ବୁଲିଲେ, ଭାଇରାଲ ହେଉଛି ଭିଡିଓ
ଢାକା,୫।୮: ସଂରକ୍ଷଣ ପ୍ରସଙ୍ଗରେ ବାଂଲାଦେଶରେ ଆରମ୍ଭ ହୋଇଥିବା ବିରୋଧ ବର୍ତ୍ତମାନ ନିୟନ୍ତ୍ରଣ ବାହାରେ। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ପଳାଇଛନ୍ତି। ପ୍ରଦର୍ଶନ ସମୟରେ ଏକ ଚିତ୍ର ସାମ୍ନାକୁ ଆସିଛି, ଯେଉଁଠାରେ ହିଂସାତ୍ମକ ପ୍ରଦର୍ଶନକାରୀମାନେ ବାଂଲାଦେଶର…
ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା
ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର ହେଲିକପ୍ଟର…
Archives


