ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୫୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ପେଶାଓ୍ବର,୨୧ା୧୧: ପାକିସ୍ତାନର ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶରେ ଗୁରୁବାର ଆତଙ୍କବାଦୀମାନେ କେତେକ ଯାତ୍ରୀବାହୀ ଯାନକୁ ଟାର୍ଗେଟ୍ କରି ଆକ୍ରମଣ କରିଛନ୍ତି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ଘଟିଛି। ଏଥିରେ ୨୦ଜଣ ଗୁରୁତର ଆହତ ହୋଇଥିବା ଜଣପଡିଛି। ଏନେଇ ମୃତ୍ୟୁ ସଂଖ୍ୟା ଆଗକୁ…
ପିଲାମାନେ ଇଣ୍ଟରନେଟ ମିଡିଆ ବ୍ୟବହାର କଲେ ଲାଗିବ ମୋଟା ଅଙ୍କର ଜରିମାନା
ମେଲବର୍ଣ୍ଣ,୨୧।୧୧: ପିଲାମାନଙ୍କୁ ଇଣ୍ଟରନେଟ ମିଡିଆର ଖରାପ ପ୍ରଭାବରୁ ରକ୍ଷା କରିବା ପାଇଁ ଗୁରୁବାର ଅଷ୍ଟ୍ରେଲିଆ ସଂସଦରେ ଏକ ବିଲ ଆଗତ କରାଯାଇଥିଲା। ଏହି ବିଲ, ବିଶ୍ୱରେ ପ୍ରଥମ, ୧୬ବର୍ଷରୁ କମ ପିଲାମାନଙ୍କୁ ଇଣ୍ଟରନେଟ ମିଡିଆରୁ ବାରଣ କରିବ। ଅଷ୍ଟ୍ରେଲୀୟ ଯୋଗାଯୋଗ ମନ୍ତ୍ରୀ…
ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଗିରଫ ପାଇଁ ୱାରେଣ୍ଟ ଜାରି କଲେ ଅନ୍ତର୍ଜାତୀୟ କୋର୍ଟ
ନୂଆଦିଲ୍ଲୀ,୨୧।୧୧: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟଙ୍କୁ ମାନବିକତା ବିରୋଧୀ ତଥା ଯୁଦ୍ଧ ଅପରାଧ ପାଇଁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।ଏହି ଆଇନଗତ ପ୍ରକ୍ରିୟାର ଅର୍ଥ ହେଉଛି ଯେ ଆଇସିସିର…
ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ: ୩୮ ମୃତ
ଇସଲାମାବାଦ୍,୨୧।୧୧: ପାକିସ୍ତାନରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ। ଏହି ଆକ୍ରମଣରେ ୩୦ ଜଣ ମଧ୍ୟ ଆହତ ହୋଇଛନ୍ତି। ବନ୍ଧୁକଧାରୀମାନେ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖାଇବର ପାଖ୍ଟନଖୱାଠାରେ ଶିଆ ମୁସଲମାନମାନଙ୍କୁ…
ୟୁକ୍ରେନ ଉପରେ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କଲା ରୁଷିଆ; ପରମାଣୁ ଯୁଦ୍ଧ ଆଶଙ୍କା
ନୂଆଦିଲ୍ଲୀ,୨୧।୧୧: ଭ୍ଲାଦିମିର ପୁଟିନ ଆଣବିକ ଅସ୍ତ୍ର ବ୍ୟବହାର କରିବା ନିୟମ ପରିବର୍ତ୍ତନ କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନରେ ଉପରେ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ କିମ୍ବା ଆଇସିବିଏମ୍ ମାଡ଼ କରିଛି। ଏହି ମିସାଇଲ ପାରମ୍ପାରିକ (ଅଣ-ଆଣବିକ) ହୋଇଥିଲେ ମଧ୍ୟ ଏହାଦ୍ୱାରା…
ବିଶ୍ୱର ପ୍ରଥମ ଦେଶ ଭାବେ ଅଷ୍ଟ୍ରେଲିଆ କଲା ଏମିତି କାରନାମା
ସିଡନୀ,୨୧।୧୨:ଅଷ୍ଟ୍ରେଲିଆ ସରକାର ଗୁରୁବାର ସଂସଦରେ ଏକ ନୂତନ ବିଲ ଆଗତ କରିଛନ୍ତି। ଏହି ବିଲର ଉଦ୍ଦେଶ୍ୟ ହେଉଛି ୧୬ ବର୍ଷରୁ କମ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା। ଏହା ଅଧୀନରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲଂଘନ…
ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
ଡୋମିନିକା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍ ଅନ୍ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଫେବୃୟାରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍…
ପୁଣି ନୂଆ ଷଡ଼ଯନ୍ତ୍ର କଲା କାନାଡା, ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଦେଲା, ଯାହାକୁ ନେଇ…
ଓଟାଓ୍ବା,୨୧।୧୧: ଦୀର୍ଘ ଦିନ ଧରି ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ରହିଛି। ଭାରତ ବିରୋଧରେ ଲଗାତାର ମିଥ୍ୟା ଅଭିଯୋଗ କରିଆସୁଥିବା କାନାଡା ସରକାର ଏବଂ ସେଠାରେ ଥିବା ଗଣମାଧ୍ୟମ ଏ ପର୍ଯ୍ୟନ୍ତ ଅଟକି ନାହାଁନ୍ତି। ଜଷ୍ଟିନ ଟ୍ରୁଡୋଙ୍କ…
କାନାଡ଼ା ସରକାରଙ୍କ ନୂଆ ଘୋଷଣା: ଭାରତୀୟ ଯାତ୍ରୀଙ୍କ ହେବ ବିଶେଷ ଯାଞ୍ଚ୍
ଓଟଓ୍ବା,୨୧।୧୧: ଭାରତ ଏବଂ କାନାଡା ମଧ୍ୟରେ ଗତବର୍ଷଠାରୁ ସମ୍ପର୍କ ତିକ୍ତ ହୋଇ ରହିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଯାହାକୁ ନେଇ ଭାରତ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦିଆଯାଇଥିଲା। ଏଥିସହିତ ବର୍ତ୍ତମାନ କାନାଡା…
ଆମେରିକାକୁ ଡରାଇଦେଲେ ପୁଟିନ: କାହିଁକି ଆଣବିକ ସିଦ୍ଧାନ୍ତକୁ କଲେ ସଂଶୋଧନ
ମସ୍କୋ,୨୦।୧୧:ବିଶ୍ୱରେ ଏବେ ଆଣବିକ ଯୁଦ୍ଧ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆ-ୟୁକ୍ରେନ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏକ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଯୋଗାଇଥିବା ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଦ୍ୱାରା ରୁଷିଆ ଉପରେ ଆକ୍ରମଣ ଲାଗି ରାଷ୍ଟ୍ରପତି ଜୋ…
ଥାଇଲାଣ୍ଡରେ ୮୦ ଘଣ୍ଟା ଫସିଲେ ୧୦୦ ଭାରତୀୟ ଯାତ୍ରୀ
ବ୍ୟାଙ୍କକ୍, ୨୦।୧୧: ଥାଇଲାଣ୍ଡର ଫୁକେଟରେ ଏୟାର ଇଣ୍ଡିଆର ପ୍ରାୟ ୧୦୦ ଯାତ୍ରୀ ୮୦ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଛନ୍ତି। ଗତ ୧୬ରେ ଏୟାର ଇଣ୍ଡିଆର ବିମାନ ‘ଏଆଇ୩୭୭’କୁ ଫୁକେଟରୁ ଦିଲ୍ଲୀ ଆସିବାକୁ ଥିଲା। ତେବେ ବିମାନରେ ବୈଷୟିକ ତ୍ରୁଟି…
ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!
ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା କିମ୍ବା ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିପାରନ୍ତି।…
Archives


