ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୦୦ ମୃତକଙ୍କ ଦେହାବଶେଷକୁ କବର ଦେଲା ପୋଲାଣ୍ଡ
ଓ୍ବାର୍ସା,୨ା୯:ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ଜର୍ମାନୀର ଗଣହତ୍ୟାରେ ପ୍ରାଣ ହରାଇଥିବା ୭୦୦ରୁ ଅଧିକ ମୃତକଙ୍କ ଦେହାବଶେଷକୁ ପୋଲାଣ୍ଡ ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କବର ଦେଇଛି। ଏହି ଦେହାବଶେଷଗୁଡ଼ିକ ନିକଟରେ ତଥାକଥିତ ଭ୍ୟାଲି ଅଫ୍ ଡେଥ୍ (ମୃତ୍ୟୁ ଉପତ୍ୟକା)ରୁ ବାହାର କରାଯାଇଥିଲା।…
ଶେଖ ହାସିନା ଯିବା ପରେ ଏହି ଲୋକଙ୍କର ବଲ୍ଲେ ବଲ୍ଲେ, ବାଂଲାଦେଶ ସରକାର କରିଦେଲେ ମାଲାମାଲ
ଢାକା,୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଦେଶରେ ଅନେକ ପରିବର୍ତ୍ତନ ହୋଇଛି। ମଧ୍ୟବର୍ତ୍ତୀକାଳୀନ ସରକାର କ୍ରମାଗତ ଭାବରେ ଶେଖ ହାସିନା ସରକାରଙ୍କ ନିଷ୍ପତ୍ତି ବଦଳାଉଛନ୍ତି, ଯାହାକି ବର୍ଷ ବର୍ଷ ଧରି ବଞ୍ଚିତ ହୋଇଆସୁଥିବା ଲୋକଙ୍କୁ ଉପକୃତ…
ଏହି ଭଳି କଲେ ଶେଖ ହାସିନା ନିଜ ଦେଶକୁ ଫେରିବେ, ବଡ଼ ଉପାୟ କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ
ଢାକା,୨।୯: ବାଂଲାଦେଶରେ ହୋଇଥିବା ହିଂସା ପରେ ଶେଖ ହାସିନା ୫ ଅଗଷ୍ଟରେ ଦେଶ ଛାଡି ଭାରତ ପଳାଇଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ସେ ଅନ୍ୟ କିଛି ଦେଶରେ ଆଶ୍ରୟ ନେବେ, କିନ୍ତୁ ଏବେ ସେ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ…
ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଛନ୍ତି ସ୍ତ୍ରୀ ମେଲାନିଆ
ଓ୍ବାଶିଂଟନ୍,୨।୯: ଆମେରିକା ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଆନ୍ଥୋନି ସ୍କାରାମୁଚି ଏକ ବଡ଼ ଦାବି କରିଛନ୍ତି। ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ ଆନ୍ଥୋନୀ ସ୍କାରାମୁସି ଦାବି କରିଛନ୍ତି, କମଲା ହାରିସଙ୍କ ବିଜୟକୁ ନେଇ ଡୋନାଲ୍ଡ…
ନିଜ ଗୋଡ଼ରେ ନିଜେ କୁରାଢି ମାରୁଛି ବାଂଲାଦେଶ
ଢାକା/ନୂଆଦିଲ୍ଲୀ,୨।୯: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର…
ପାକିସ୍ତାନର ନିଦ ହଜାଇଥିବା ଏହି ମହିଳା କିଏ
ଇସଲାମାବାଦ,୨।୯: ଭାରତର ପଡୋଶୀ ଦେଶ ପାକିସ୍ତାନକୁ ନେଇ ଏକ ବଡ ଖବର ଆସିଛି। ପାକିସ୍ତାନ, ଯିଏ କି ନିଜର ଘୃଣ୍ୟ କାର୍ଯ୍ୟକଳାପ ପାଇଁ ଜଣାଶୁଣା, ଆଜିକାଲି ଜଣେ ମହିଳା ଦେଶର ନିଦ ହଜାଇ ଦେଇଛନ୍ତି। ମହିଳାଙ୍କ ଦ୍ୱାରା ପୁରା ପାକିସ୍ତାନ ଭୟଭୀତ…
ମହାକାଶରେ ଥାଇ ମା’ଙ୍କ ସହ କଥା ହେଲେ ସୁନୀତା ଓ୍ବିଲିୟମ୍ସ, ଦେଲେ ଏହି ବଡ଼ ସୂଚନା, କହିଲେ ତୁମେ…
ଓ୍ବାଶିଂଟନ,୨ା୯: ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସେ ତାଙ୍କ ମା’ଙ୍କ ସହ କଥା ହୋଇଛନ୍ତି। ସେଠାରେ ଥିବା ବୈଷୟିକ ଗ୍ଲିଚ୍ ବିଷୟରେ ସୁନୀତା ମଧ୍ୟ…
ଶେଖ ହାସିନାଙ୍କୁ ଫେରାଇବ କି ନା … ସ୍ଥିର କରୁ ଭାରତ, ୟୁନୁସ ସରକାରଙ୍କ ବୟାନକୁ ନେଇ ବଢୁଛି ଉତ୍ତେଜନା
ଢାକା,୨।୯: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦ ଏବଂ ଦେଶ ଛାଡିଥିବା ଶେଖ ହାସିନା ଏବେ ଭାରତରେ ଅଛନ୍ତି। କିନ୍ତୁ ଭାରତରେ ଶେଖ ହାସିନାଙ୍କ ଉପସ୍ଥିତି ବାଂଲାଦେଶକୁ ବିଚଳିତ କରୁଛି। ଏହି କାରଣରୁ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ…
ବାଂଲାଦେଶର ବିପର୍ଯ୍ୟୟରେ ଭାରତ ହେଲା ମାଲାମାଲ, ଖବର ଜାଣିଲେ ଖୁସି ହୋଇଯିବେ
ନୂଆଦିଲ୍ଲୀ/ଢାକା,୨।୯: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପତନ ପରଠାରୁ ପଡୋଶୀ ଦେଶରେ ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ଯେତେବେଳେ ଶେଖ ହସିନା କ୍ଷମତାରେ ଥିଲେ, ପଡୋଶୀ ଦେଶରେ ପୋଷାକ ଶିଳ୍ପ ଗାରମେଣ୍ଟ ଇଣ୍ଡଷ୍ଟ୍ରି ଶୀର୍ଷକୁ ଆସିଥିଲା, କିନ୍ତୁ ବର୍ତ୍ତମାନ ମୌଳବାଦୀଙ୍କ ପ୍ରଭାବ…
ୟୁକ୍ରେନ୍ର ୧୫୮ ଡ୍ରୋନ୍ ଖସାଇଲା ରୁଷିଆ
ମସ୍କୋ,୨ା୯: ରୁଷିଆ ସେନା ଗୋଟିଏ ରାତିରେ ୧୫୮ଟି ୟୁକ୍ରେନୀୟ ଡ୍ରୋନ୍କୁ ଖସାଇ ଦେଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର କହିଛି। ପୂର୍ବରୁ ୟୁକ୍ରେନ୍ ସେନା କୁର୍ସ୍କ ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ ଚଳାଇଥିବାବେଳେ ଏହାର ୪୬ଟି ଡ୍ରୋନ୍କୁ ରୁଷିଆର ଏୟାର ଡିଫେନ୍ସ ସିଷ୍ଟମ୍…
ଗାଜାରେ ୧୯ ହଜାର ଶିଶୁ ଅନାଥ ହୋଇଛନ୍ତି
ରାଫାହ, ୨।୯: ଇସ୍ରାଏଲର କ୍ରମାଗତ ଆକ୍ରମଣ ଯୋଗୁ ଗାଜାରେ ବହୁ ଧନଜୀବନ ନଷ୍ଟ ହେବା ସହ ଅନେକ ଘର ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଆକ୍ରମଣରେ ଅନେକ ପାଲେଷ୍ଟିନୀୟ ନିଜର ପରିଜନଙ୍କୁ ହରାଇଛନ୍ତି। ସେହିପରି ବହୁ ଶିଶୁ ମାତାପିତାଙ୍କୁ ହରାଇଛନ୍ତି। ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ…
ମହିଳାଙ୍କୁ ଧରାଇଦେଲେ ମିଳିବ ୨୫,୦୦୦ ଡଲାର
ଓ୍ବାଶିଂଟନ୍: ସିଣ୍ଡି ରୋଡ୍ରିଗୁଏଜ୍ ସିଂଙ୍କୁ ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେଶନ୍ (ଏଫ୍ବିଆଇ) ଖୋଜୁଛି। ସେ ୨୦୨୩ ମାର୍ଚ୍ଚରୁ ନିଜ ସ୍ବାମୀ ଅର୍ଶଦୀପ ସିଂ ଓ ୬ ଝିଅପୁଅଙ୍କ ସହ ଭାରତକୁ ଫେରାର ହୋଇଥିବା ଏଫ୍ବିଆଇ ଜାଣିବାକୁ ପାଇଛି। ଏହି ୩୯…
Archives


