ଅନ୍ତର୍ଜାତୀୟ

ପାକିସ୍ତାନ ସହ ଆଣବିକ ଚୁକ୍ତି ସ୍ବାକ୍ଷର କରିବ ବାଂଲାଦେଶ, ଭାରତର ପ୍ରତିଶୋଧ ନେବାକୁ…

ଢାକା,୧୬ା୯: ଶେଖ୍‌ ହାସିନାଙ୍କ ପତ୍ତନ ପରେ ବାଂଲାଦେଶରେ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଢାକା ବିଶ୍ୱବିଦ୍ୟାଳୟର ପ୍ରଫେସର ବର୍ତ୍ତମାନ ଏପରି ବିବୃତ୍ତି ଦେଇଛନ୍ତି, ଯାହା ଶୁଣିବା ପରେ ଲାଗୁଛି ଯେ; ବାଂଲାଦେଶ ବର୍ତ୍ତମାନ ପାକିସ୍ତାନ ସହ ବନ୍ଧୁତା ସ୍ଥାପନ କରିବାକୁ…

ଟ୍ରମ୍ପଙ୍କୁ ଗୁଳି କରିଥିବା ବ୍ୟକ୍ତିଙ୍କ ଇଚ୍ଛା ଜାଣିଲେ ହେବେ ଚକିତ, ରୁଷିଆ ବିରୋଧରେ ଯୁଦ୍ଧ ଲଢିବାକୁ ଚାହୁଁଥିଲେ…

ଓ୍ବାଶିଂଟନ,୧୬।୯: ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ଗଲ୍ଫ କ୍ଲବ ବାହାରେ ଦୁଇ ଜଣ ବ୍ୟକ୍ତି ପରସ୍ପର ଉପରକୁ ଗୁଳି ଚଳାଇଥିଲେ। ଆମେରିକାର ସିକ୍ରେଟ ସର୍ଭିସ ଏଜେନ୍ସି ଏହି ଘଟଣାର ତଦନ୍ତରେ ବ୍ୟସ୍ତ ଅଛନ୍ତି। ଏହି…

କାନାଡାରେ ଭୟଙ୍କର ଭୂମିକମ୍ପ: ଲୋକେ ଭୟଭୀତ

ଓଟଓ୍ବା,୧୬।୯: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଉପକୂଳରେ ଦୁଇଥର ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ମାପ କରାଯାଇଛି। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ, ପ୍ରଥମ ଭୂକମ୍ପ ସ୍ଥାନୀୟ ସମୟ ପ୍ରାୟ ୩.୨୦…

ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାରେ ଏଲନ ମସ୍କଙ୍କ ବିବାଦୀୟ ବୟାନ, କହିଲେ କମଲା-ବାଇଡେନଙ୍କୁ ତ କେହି…

ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଦ୍ୱିତୀୟଥର ଗୁଳିମାଡ଼ ହୋଇ ହତ୍ୟା ଉଦ୍ୟମ କରାଯାଇଛି। ଏହା ପରେ ବିଶ୍ୱର ପ୍ରତିଷ୍ଠିତ ଶିଳ୍ପପତି ଏଲନ୍‌ ମସ୍କ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଉଦ୍‌ବେଗ ପ୍ରକାଶ…

ମଣିଷ ଉପରେ ମହାକାଶ ଯାତ୍ରାର ପ୍ରଭାବ ଗବେଷଣା ସମୃଦ୍ଧ ହେବ

ଓ୍ବାଶିଂଟନ, ୧୬।୯: ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନ ସଫଳତାର ସହ ସମାପ୍ତ ହୋଇଛି। ଫ୍ଲୋରିଡାର ଡ୍ରାଏ ଟର୍ଟୁଗାସ ଦ୍ୱୀପ ଉପକୂଳରେ ୪ ମହାକାଶଚାରୀଙ୍କ ସହ ଡ୍ରାଗନ୍‌ କ୍ୟାପ୍‌ସୁଲ ସଫଳତାର ସହ ଅବତରଣ କରିଛି। ମହାକାଶରୁ ଫେରିବା ବେଳେ…

କେନ୍ଦ୍ରୀୟ ଇସ୍ରାଏଲ୍‌ରେ ହୁଟିର ମିଶାଇଲ ମାଡ଼

ଜେରୁଜେଲମ୍‌,୧୬ା୯: ଉତ୍ତର ୟେମେନ୍‌କୁ ନିୟନ୍ତ୍ରଣରେ ରଖିଥିବା ଇରାନ ସମର୍ଥତ୍ତ ହୁଟି ବିଦ୍ରୋହୀମାନେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ରୀୟ ଇସ୍ରାଏଲ୍‌ରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ସେମାନଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି।…

ପୁଣି ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ, ନିନ୍ଦା କଲେ ବାଇଡେନ କହିଲେ ଯିଏ ଦୋଷୀ…

ଓ୍ବାଶିଂଟନ,୧୬ା୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପୁଣି ହତ୍ୟା ଉଦ୍ୟମ ହୋଇଛି। ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ। ତାଙ୍କ ଦେହରେ ଗୁଳି ବାଜି…

ଦୁର୍ଘଟଣା ପରେ ଗ୍ୟାସ୍‌ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ: ୨୪ ମୃତ, ୨୦ଜଣଙ୍କ ଅବସ୍ଥା ଗୁରୁତର

ପୋର୍ଟ-ଅଉ-ପ୍ରିନ୍ସ,୧୫ା୯: ହାଇତିର ଦକ୍ଷିଣ ଭାଗରେ ଶନିବାର ଏକ ଗ୍ୟାସ୍‌ ଟ୍ୟାଙ୍କରରେ ବିସ୍ଫୋରଣ ଘଟି ୨୪ ଜଣଙ୍କ ମୃତ୍ୟୁ ହେବା ସହ ୪୦ଜଣ ପୋଡ଼ିଯାଇ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିରାଗୋଆନେ ଉପକୂଳ ସହର ନିକଟରେ ଏହି…

ପାକିସ୍ତାନବାସୀ ଭାରତଠାରୁ କିଛି ଶିଖନ୍ତୁ, ପଡୋଶୀ ଦେଶକୁ କାହିଁକି ଏମିତି ଉପଦେଶ ଦେଲା ଏଡିବି

ଇସଲାମାବାଦ,୧୫।୯: ଦି ଏକ୍ସପ୍ରେସ ଟ୍ରିବ୍ୟୁନର ଏକ ରିପୋର୍ଟ ଅନୁଯାୟୀ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏହାର ସଂଘର୍ଷପୂର୍ଣ୍ଣ ଶିକ୍ଷା କ୍ଷେତ୍ରକୁ ସମାଧାନ କରିବା ପାଇଁ ଭାରତର ‘ଆଜୀବନ ଶିକ୍ଷା ପାଇଁ ଅଲ ଇନ ସୋସାଇଟି’ ବା ‘Understanding of Lifelong Learning…

ବାଂଲାଦେଶକୁ ନୂଆ ଉପହାର ଦେଲା ଭାରତ, ପ୍ରତି ପରିବାର ହେବେ ଖୁସି!

ନୂଆଦିଲ୍ଲୀ/ଢାକା,୧୫।୯: ଶେଖ ହାସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡିବା ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଆଉ ପୂର୍ବଭଳି ନାହିଁ। ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ହିଂସା ଭାରତର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ମଧ୍ୟବର୍ତ୍ତୀକାଳୀନ…

ଶେଖ ହାସିନାଙ୍କ ଫୋନ କଲ ଲିକ୍‌!, ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ/ଢାକା,୧୫।୯: ବାଂଲାଦେଶରେ ଘଟିଥିବା ହିଂସା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତ ପଳାଇ ଆସିଥିଲେ। ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ପଡୋଶୀ ଦେଶରେ ଗଠିତ ମଧ୍ୟବର୍ତ୍ତୀ ସରକାର ହାସିନାଙ୍କ ପ୍ରତ୍ୟାବର୍ତ୍ତନ ଚାହୁଁଛନ୍ତି। ୟୁନୁସ ସରକାର ମଧ୍ୟ ଏଥିପାଇଁ ସମସ୍ତ ଉଦ୍ୟମ…

ସେପ୍ଟେମ୍ବର ୨୯ରୁ ୨ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍‌’

ଓ୍ବାଶିଂଟନ, ୧୫।୯: ସୌରଜଗତରେ ଏପରି ଅନେକ ଗ୍ରହ ରହିଛନ୍ତି, ଯେଉଁମାନଙ୍କଠାରେ ଏକାଧିକ ଚନ୍ଦ୍ର ରହିଥାନ୍ତି। ତେବେ ପୃଥିବୀରେ କେବଳ ଗୋଟିଏ ଚନ୍ଦ୍ର ଦୃଶ୍ୟମାନ ହୋଇଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, ଖୁବ୍‌ଶୀଘ୍ର ପୃଥିବୀ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍‌ ପାଇବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri