ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ୍
ନର୍ଥ କାରୋଲିନା,୩୦ା୯: ଆମେରିକାରେ ବାତ୍ୟା ହେଲେନ୍ ତାଣ୍ଡବ ରଚିଛି। ବାତ୍ୟାଜନିତ ମୃତ୍ୟୁସଂଖ୍ୟା ୧୦୦ ଟପିଥିବା ବେଳେ ବହୁ କ୍ଷୟକ୍ଷତି ହୋଇଛି। ନର୍ଥ କାରୋଲିନାରେ ସର୍ବାଧିକ ୩୭ ଜଣ ପ୍ରାଣ ହରାଇଥିବା ବେଳେ ସାଉଥ୍ କାରୋଲିନାରେ ୨୭ଜଣଙ୍କ ଜୀବନ ଯାଇଛି। ଓ୍ବେଷ୍ଟର୍ନ ନର୍ଥ…
ଚାଇନାର ନୂଆ ଚାଲ୍: ଭାରତର ବଢିଲା ଟେନ୍ସନ
ନୂଆଦିଲ୍ଲୀ,୩୦।୯: ଭାରତ ସୀମା ନିକଟରେ କ୍ଷେପଣାସ୍ତ୍ର ମାଡ଼ ରୋକିବାକୁ ଚାଇନା ଏକ ପରୀକ୍ଷା କରିଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ) କରାକୋରମ ମାଳଭୂମି ନିକଟରେ ଏହି ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି। ଚାଇନା ସେନା ଅଗଷ୍ଟ ୨୯ରେ…
ନିଜକୁ ବିବାହ କରିଥିବା ସୋସିଆଲ ମିଡିଆ ଷ୍ଟାର କଲେ ଆତ୍ମହତ୍ୟା
ଅଙ୍କାରା,୩୦।୯: ତୁର୍କୀର ପ୍ରସିଦ୍ଧ ଟିକ ଟକ ଷ୍ଟାର କୁବ୍ରା ଆଇକୁଟ ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ଡେଇଁ କୁବ୍ରା ତାଙ୍କ ଜୀବନ ହାରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତାଙ୍କ ଶେଷ…
ଗୋଟିଏ ସପ୍ତାହରେ ହେଜ୍ବୋଲ୍ଲାର ସପ୍ତମ କମାଣ୍ଡର ନିହତ
ବେରୁଟ୍,୩୦।୯: ହେଜ୍ବୋଲ୍ଲା ମୁଖ୍ୟ ସୟିଦ ହସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ମଧ୍ୟ ଲେବାନନରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେଉନାହିଁ। ରବିବାର ମଧ୍ୟ ଇସ୍ରାଏଲ ଲେବାନନରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୦୫ଜଣ ଲୋକ ପ୍ରାଣ ହରାଇଛନ୍ତି। ଲେବାନନର…
ହମାସ୍, ହେଜ୍ବୋଲ୍ଲା ପରେ ହୁଟି
ଜେରୁଜେଲମ୍/ବେରୁଟ୍/ ତେହରାନ/,୩୦ା୯: ୨୦୨୩ ଅକ୍ଟୋବର ୭ରେ ଗାଜାର ସଶସ୍ତ୍ର ଶାସକ ହମାସ୍ ଇସ୍ରାଏଲ୍ ଉପରେ ଆକ୍ରମଣ କରି ପ୍ରାୟ ୧୨୦୦ ନିରୀହଙ୍କ ଜୀବନ ନେବା ପରେ ଅନେକଙ୍କୁ ପଣବନ୍ଦୀ କରିଥିଲା। ସେବେଠୁ ଇସ୍ରାଏଲୀ ସେନା ଓ ହମାସ୍ ପ୍ରତ୍ୟକ୍ଷ ଭାବେ ଯୁଦ୍ଧ ଚଳାଇଆସିଛନ୍ତି।…
ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍: ୩୭ ଆତଙ୍କବାଦୀ ନିହତ
ବେରୁଟ୍,୩୦ା୯: ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍ରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନେ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ଏବଂ ଅଲ୍କାଏଦା ସହ ସମ୍ପୃକ୍ତ ଗ୍ରୁପ୍ ଦ୍ୱାରା ଆତଙ୍କବାଦୀ ଭାବେ ସ୍ବୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି। ମୃତକଙ୍କ ମଧ୍ୟରୁ ୨ ଜଣ ବରିଷ୍ଠ…
ମିଳିଲା ହିଜବୁଲ୍ଲାହ ମୁଖ୍ୟ ନସରଲ୍ଲାଙ୍କ ମୃତଦେହ! ଶରୀରରେ ନାହିଁ କୌଣସି ଆଘାତ ଚିହ୍ନ, ତେବେ କେମିତି ହେଲା ମୃତ୍ୟୁ ?
ନୂଆଦିଲ୍ଲୀ,୨୯।୯: ଗତ ଶୁକ୍ରବାର (ସେପ୍ଟେମ୍ବର ୨୭) ରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ହିଜବୁଲ୍ଲାହ ମୁଖ୍ୟ ହାସନ ନସରାଲ୍ଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁରକ୍ଷା ଏବଂ ଡାକ୍ତରୀ ଦଳ ମୃତଦେହକୁ ଆକ୍ରମଣ ସ୍ଥାନରୁ ଉଦ୍ଧାର କରିଛନ୍ତି। ଏଥି ସହିତ, ଇସ୍ରାଏଲ…
ଅନ୍ତରାଷ୍ଟ୍ରୀୟ ମଞ୍ଚରେ ପୁଣି ଲଜ୍ଜିତ ହେଲା ପାକିସ୍ତାନ
ଜେନେଭା,୨୯।୯: ଜମ୍ମୁ କଶ୍ମୀରର ଜଣେ ରାଜନୈତିକ କର୍ମୀ ଜାଭେଦ ବାଗ ଜେନେଭା ପ୍ରେସ କ୍ଲବରେ ଏକ କାର୍ଯ୍ୟକ୍ରମରେ ପାକିସ୍ତାନରେ ଧାର୍ମିକ ତଥା ଅନୁସୂଚିତ ଜାତିର ଜନଜାତିଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ନେଇ ଉଦବେଗ ପ୍ରକାଶ କରଛନ୍ତି। ଏହି ଦୁର୍ବବ୍ୟବହାର ପାଇଁ ବେଗ…
ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ଅଧିକ ଶକ୍ତିଶାଳୀ ହେବ ହିଜବୁଲ୍ଲା, ନିଆଯିବ ନାସରାଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ
ନୂଆଦିଲ୍ଲୀ,୨୯।୯: ଇସ୍ରାଏଲର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ରକ୍ତ ଚାଉଳ ଚୋବାଉଛି। ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାକି ଏକ ବିବୃତ୍ତିରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ନାସରାଲ୍ଲାଙ୍କ ମୃତ୍ୟୁ ପାଇଁ ପ୍ରତିଶୋଧ ନ ନେବେ…
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ ଦେଇ ଚର୍ଚ୍ଚାରେ ଆଇଏଫଏସ୍
ଇସଲାମାବାଦ,୨୯।୯: ଆଇଏଏସ୍, ଆଇପିଏସ ଏବଂ ଆଇଏଫଏସ୍ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି । ଏବେ ଆଇଏଫଏସ୍ ଭାବିକା ମଙ୍ଗଳନନ୍ଦନ ଚର୍ଚ୍ଚାରେ ଅଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ…
ଶତ୍ରୁଙ୍କୁ ହଟାଇବା ପାଇଁ ଇସ୍ରାଏଲକୁ କାହିଁକି ପଡ଼ିବ ମହଙ୍ଗା, ଜାଣନ୍ତୁ …
ଜେରୁଜେଲମ୍,୨୯ା୯: ଇସ୍ରାଏଲ ଏବଂ ହେଜ୍ବୋଲ୍ଲା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଯାହା ବର୍ତ୍ତମାନ ଇସ୍ରାଏଲର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ଆମେରିକୀୟ ରେଟିଂ ଏଜେନ୍ସି ମୁଡି ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଇସ୍ରାଏଲର କ୍ରେଡିଟ୍ ରେଟିଂ ହ୍ରାସ କରିଛି। ଏଥର…
ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦୁନିଆରେ ବ୍ୟାପକ ପରିମାଣରେ ଘଟୁଥିବା ହିଂସା…
Archives


