ଅନ୍ତର୍ଜାତୀୟ

ମିଶେଲଙ୍କ ସହ ସମ୍ପର୍କ ଶେଷ କରିବେ ଓବାମା? ରିପୋର୍ଟରେ ଦାବି

ଓ୍ବାଶିଂଟନ,୨୪।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ମିଶେଲ ଓବାମାଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଉଭୟ ଅଲଗା ହୋଇପାରନ୍ତି ବୋଲି ଦାବି କରାଯାଉଛି। ପ୍ରକୃତରେ, ବାରାକ ଏବଂ ଜେନିଫରଙ୍କ ବିଷୟରେ ଚାଲିଥିବା ଗୁଜବ ଯୋଗୁଁ, ଦୁହିଁଙ୍କ ପାଇଁ ପରସ୍ପର…

ପୁଣି ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ଲାଗିଲା ନିଆଁ

କାଷ୍ଟାଇକ୍‌(କାଲିଫର୍ନିଆ),୨୩।୧: ଆମେରିକା କାଲିଫର୍ନିଆର ଲସ୍‌ଏଞ୍ଜେଲ୍ସ ଜଙ୍ଗଲର ଆଉ ଏକ ଅଞ୍ଚଳରେ ନିଆଁଲାଗି ଦ୍ରୁତବେଗରେ ମାଡ଼ିଚାଲିଛି। ପ୍ରବଳ ପବନ ଯୋଗୁ ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ ୯,୪୦୦ ଏକରରୁ ଅଧିକ ଜଙ୍ଗଲ ଅଞ୍ଚଳକୁ ବ୍ୟାପିଗଲାଣି। ଫଳରେ ୩୧,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜବରଦସ୍ତ…

ମସ୍କଙ୍କୁ ନାଲି ଆଖି ଦେଖାଇଲା ପାକିସ୍ତାନ, କହିଲା ପ୍ରଥମେ କ୍ଷମା ମାଗନ୍ତୁ ଟେସଲା ମାଲିକ, ତା’ପରେ…

ଓ୍ବାଶିଂଟନ/ଇସଲାମାବାଦ,୨୩।୧: ପାକିସ୍ତାନ ଏବେ ଟେସଲା ମାଲିକ ଏଲୋନ ମସ୍କଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛି। ନିକଟରେ, ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ପାକିସ୍ତାନରେ ଏହାର ସାଟେଲାଇଟ ଇଣ୍ଟରନେଟ ସେବା ଆରମ୍ଭ କରିବା ପାଇଁ ଆବେଦନ କରିଥିଲା। କିନ୍ତୁ…

ଆମେ ଅଲୋଚନା ପାଇଁ ପ୍ରସ୍ତୁତ, ଟ୍ରମ୍ପଙ୍କ ଧମକ ପରେ ନରମିଲେ ପୁଟିନ!

ମସ୍କୋ,୨୩।୧: କ୍ଷମତାକୁ ଆସିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସହିତ ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ରୁଷିଆ ମଧ୍ୟ କହିଛି ଯେ ସେ ଯୁଦ୍ଧ ଶେଷ କରିବାକୁ ପ୍ରସ୍ତୁତ, ଏହି ଆଲୋଚନା ପାରସ୍ପରିକ ସମ୍ମାନ ଉପରେ ଆଧାରିତ ହେବା…

ସମଲିଙ୍ଗୀ ବିବାହକୁ ମିଳିଲା ଆଇନର ମାନ୍ୟତା, ଥାଇଲ୍ୟାଣ୍ଡ ହେଲା ଏସିଆର ତୃତୀୟ ଦେଶ

ବ୍ୟାଙ୍କକ,୨୩।୧: ଗତବର୍ଷ ଥାଇଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ପରେ, ଏହା ଏବେ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ଥାଇଲ୍ୟାଣ୍ଡ ଏପରି କରିବାରେ ଦକ୍ଷିଣ-ପୂର୍ବ ଏସିଆର ପ୍ରଥମ ଦେଶ ହୋଇଥିଲା। ଗୁରୁବାର ଥାଇଲ୍ୟାଣ୍ଡରେ ଏକ ଗଣ ବିବାହରେ ବହୁ ସଂଖ୍ୟକ…

ହାସିନାଙ୍କୁ ଭାରତୀୟ ନାଗରିକତା, ମୋଦି ସରକାର ନେବେ ବଡ଼ ନିଷ୍ପତ୍ତି! ବାଂଲାଦେଶର ସବୁ ଚାଲ୍‌ ଫେଲ୍‌

ନୂଆଦିଲ୍ଲୀ,୨୩।୧: ଗତ ବର୍ଷ ଅଗଷ୍ଟ ୪ରେ ବାଂଲାଦେଶରେ ବଡ଼ ଧରଣର ହିଂସା ଘଟିଥିଲା। ଏହି ହିଂସା ଏତେ ତୀବ୍ର ହୋଇଥିଲା ଯେ ସରକାର ତଥା ଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ଛାଡିବାକୁ ପଡିଲା। ଏହି ହିଂସାରେ ଶହ ଶହ ଲୋକଙ୍କ…

ଟ୍ରମ୍ପଙ୍କୁ ମାତ୍‌ ଦେଲେ ଆମେରିକାରେ ରହୁଥିବା ଭାରତୀୟ, ଟ୍ରମ୍ପଙ୍କ ବଢିଲା ଟେନଶନ!

ଓ୍ବାଶିଂଟନ୍‌,୨୩।୧:ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଦ୍ରୁତ ଗତିରେ ଫାଇଲରେ ସ୍ବାକ୍ଷର କରିବା ଆରମ୍ଭ କରିଦେଇଛନ୍ତି। ସେ ଆମେରିକାର ସମସ୍ତ ପୁରୁଣା ନୀତିକୁ ପରିବର୍ତ୍ତନ କରୁଛନ୍ତି। ରାଷ୍ଟ୍ରପତି ହେବାର ୪୮ଘଣ୍ଟା ମଧ୍ୟରେ ସେ ୧୦୦ରୁ ଅଧିକ ଫାଇଲରେ…

ପୁଣି ଜଳୁଛି ଲସ ଆଞ୍ଜେଲସ: ୩୧,୦୦୦ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

ଲସ ଆଞ୍ଜେଲସ,୨୩।୧: ପୁଣି ଜଳୁଛି ଆମରେିକାର ଲସ ଆଞ୍ଜେଲସ। ଲସ ଆଞ୍ଜେଲସର ଉତ୍ତରରେ ଥିବା କାଷ୍ଟାଇକ ହ୍ରଦ ନିକଟରେ ଏକ ନୂତନ ଜଙ୍ଗଲୀ ନିଆଁ ହଜାର ହଜାର ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ ବାଧ୍ୟ କରିଛି। ନିଆଁ କିଛି ଘଣ୍ଟା…

ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…

ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ପ୍ରେମ ଏବଂ ସମ୍ମାନ ଜଣାଇଛନ୍ତି। ଏବେ ଦେଶ ଛାଡିବା…

ଏତିକି ବର୍ଷ ପରେ ଧ୍ୱଂସ ପାଇଯିବ ପୃଥିବୀ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଲଣ୍ଡନ,୨୨।୧: ଇଂଲଣ୍ଡର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀର ଭବିଷ୍ୟତ ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦିଆଯାଇଛି। ଆମର ପୃଥିବୀ ଧ୍ୱଂସ ଆଡକୁ ଗତି କରୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଅଧ୍ୟୟନ ରିପୋର୍ଟରୁ…

ଆମେରିକାରେ ଜୟଶଙ୍କରଙ୍କୁ ଅପମାନ! ପଛଧାଡିକୁ ଯିବାକୁ କହିଲେ…ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୨।୧:ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇ ସାରିଛନ୍ତି। ତାଙ୍କ ଶଫଥ ସମାରୋହରେ ଭାରତ ସମେତ ଅନେକ ଦେଶ ଏଥିରେ ଯୋଗ ଦେଇଥିଲେ। ବିଶେଷ କଥା ହେଉଛି ଭାରତକୁ ପ୍ରତିନିଧିତ୍ୱ କରୁଥିବା ବୈଦିଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ପ୍ରଥମ ଧାଡିରେ…

ଭାରତ ସହ ପଙ୍ଗା ନେଉଥିଲା ବାଂଲାଦେଶ, ହେଲେ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତିରେ ଛାନିଆ ହୋଇଗଲେ ୟୁନୁସ୍‌

ଓ୍ବାଶିଂଟନ୍‌,୨୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମଦାନୀ ଶୁଳ୍କ ନିଷ୍ପତ୍ତି ବିଶ୍ୱ ବାଣିଜ୍ୟରେ ହଇଚଇ ସୃଷ୍ଟି କରିଛି। ବିଶେଷକରି ବାଂଲାଦେଶର ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି ଏହି ନିଷ୍ପତ୍ତି ଯୋଗୁ ଗଭୀର ସଙ୍କଟରେ ପଡ଼ିଛି। ବାଂଲାଦେଶ ଆମେରିକାକୁ ପ୍ରଚୁର ପରିମାଣରେ ପୋଷାକ ଯୋଗାଇଥାଏ। ତଥାପି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri