ଗୋଟିଏ ପଟେ ବିମାନ ଦୁର୍ଘଟଣା, ଅନ୍ୟପଟେ ଆଇସ ହକିର ମଜାନେଉଛନ୍ତି ଟ୍ରୁଡୋ, ସୋସିଆଲ ମିଡିଆରେ ଟ୍ରୋଲ୍
ଟୋରଣ୍ଟୋ,୧୮।୨: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କର ସମ୍ବେଦନହୀନତା ପାଇଁ ପୁଣି ଥରେ ସାଧାରଣ ଲୋକଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ଗୋଟିଏ ପଟେ ଦେଶରେ ଏକ ବଡ଼ ବିମାନ ଦୁର୍ଘଟଣା ସତ୍ତ୍ୱେ, ସେ ଏହାକୁ ଅଣଦେଖା କରି ସୋସିଆଲ ମିଡିଆରେ…
ବିମାନ ଦୁର୍ଘଟଣାରେ ଓଲଟା ଲଟକି ରହିଥିବା ଯାତ୍ରୀ କରିଥିଲେ ଭିଡିଓ, ଦେଖିଲେ ଲୋମ ଟାଙ୍କୁରି ଉଠିବ
ଟୋରଣ୍ଟୋ,୧୮।୨: ସୋମବାର କାନାଡାର ଟୋରଣ୍ଟୋ ପିଅର୍ସନ ବିମାନବନ୍ଦରରେ ତୁଷାରପାତ ପରେ ପ୍ରବଳ ପବନ ମଧ୍ୟରେ ଡେଲ୍ଟା ଏୟାର ଲାଇନ୍ସର ଏକ ଆଞ୍ଚଳିକ ବିମାନ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅତି କମରେ ୧୮ ଜଣ ଆହତ ହୋଇଛନ୍ତି।…
ଶେଖ ହସିନାଙ୍କୁ ବାଂଲାଦେଶ ଫେରାଇ ଦେବା ଉଚିତ, ଚମକାଇ ଦେବ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ/ଢାକା,୧୮।୨: ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ୫୦.୨ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଛାଡି ଚାଲିଯିବା ଉଚିତ। ଏହି ସର୍ଭେ ଇଣ୍ଡିଆ ଟୁଡେ NE ଦ୍ୱାରା ଆୟୋଜିତ ମୁଡ ଅଫ…
ସଂସଦରେ ମିଛ କହି ସିଙ୍ଗାପୁରର ଭାରତୀୟ ବଂଶୋଦ୍ଭବ ନେତା ଦୋଷୀ
ସିଙ୍ଗାପୁର, ୧୮।୨: ସିଙ୍ଗାପୁରର ବିରୋଧୀ ଦଳ ଓ୍ବାର୍କର୍ସ ପାର୍ଟିର ଭାରତୀୟ ବଂଶୋଦ୍ଭବ ନେତା ପ୍ରୀତମ ସିଂ ଦେଶର ସଂସଦୀୟ କମିଟି ସମ୍ମୁଖରେ ମିଥ୍ୟା ସାକ୍ଷ୍ୟ ଦେଇଥିବା ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ସିଙ୍ଗାପୁରର ଏକ ଷ୍ଟେଟ୍ କୋର୍ଟରେ ଡେପୁଟି…
ଆମେରିକାରେ ପ୍ରବଳ ବର୍ଷା, ଅଧିକାଂଶ ନଦୀରେ ବନ୍ୟା
ଓ୍ବାଶିଂଟନ,୧୮।୨: ଆମେରିକାର ଅନେକ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି, ଅନ୍ୟପଟେ କେଣ୍ଟୁକି ରାଜ୍ୟରେ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିବା ଆରମ୍ଭ କରିଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ଅନେକ ନଦୀରେ ବନ୍ୟା ଆସିଛି। ଏଥିପାଇଁ ଏପର୍ଯ୍ୟନ୍ତ ୯ଜଣ…
ଆଉ ଏକ ବଡ଼ ବିମାନ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ଓଲଟିପଡିଲା
ଟୋରଣ୍ଟୋ,୧୮।୨: କାନାଡାର ଟୋରଣ୍ଟୋ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ବିମାନବନ୍ଦରରେ ଓଲଟି ପଡ଼ିଥିଲା। ଏହି ବିମାନରେ ମୋଟ ୮୦ଜଣ ଯାତ୍ରୀ ଥିଲେ। କୁହାଯାଉଛି ଯେ ଦୁର୍ଘଟଣାରେ ୧୮ଜଣ ଆହତ…
ଜର୍ମାନ ରାଷ୍ଟ୍ରପତିଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ କରି ଲଗାଇଦେଲେ ବିହାର ସରକାରଙ୍କ ପ୍ରୋଫାଇଲ ଫଟୋ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…
ବର୍ଲିିନ୍,୧୭।୨: ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ-ୱାଲ୍ଟର ଷ୍ଟିନମିୟରଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ହ୍ୟାକର୍ସମାନେ ରାଷ୍ଟ୍ରପତିଙ୍କ ଆକାଉଣ୍ଟର ପ୍ରୋଫାଇଲ ଫଟୋକୁ ବିହାର ସରକାରଙ୍କ ଜଳସମ୍ପଦ ବିଭାଗର ଫଟୋ ସହିତ ବଦଳାଇ ଦେଇଛନ୍ତି। ତଥାପି, ଏହି ଘଟଣା…
ଭାରତଠାରୁ ଏତିକି ଟଙ୍କାର ଋଣ ନେଇଛି ଆମେରିକା, ଜାଣିଲେ ଉଡିଜିବ ହୋସ୍
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୭।୨: ଆପଣ ଅନେକ ଥର ଶୁଣିଥଥିବେ ଯେ ବିଶ୍ୱର ସୁପର ପାୱାର କୁହାଯାଉଥିବା ଆମେରିକା ଅନ୍ୟ ଦେଶଗୁଡ଼ିକୁ ଋଣ ଦିଏ। କିନ୍ତୁ ଏହା ସେପରି ନୁହେଁ। ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ମଧ୍ୟ ଅନ୍ୟ ଦେଶମାନଙ୍କଠାରୁ କୋଟି କୋଟି ଡଲାରର ଋଣୀ। ସବୁଠାରୁ…
ବାଂଲାଦେଶରେ ହଇଚଇ: ୟୁନୁସ୍ଙ୍କୁ ଅଲ୍ଟିମେଟମ୍ ଦେଲେ ଆନ୍ଦୋଳନକାରୀ, ଯଦି ଏପରି ନ ହୁଏ…
ଢାକା,୧୭।୨: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପୁଣି ଥରେ ବୃଦ୍ଧି ପାଇଛି। ଶେଖ ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ଛାତ୍ର ପ୍ରତିବାଦକାରୀମାନେ ପୁଣିଥରେ ହିଂସାତ୍ମକ ହେବାର ସଙ୍କେତ ଦେଖାଉଛନ୍ତି। ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଉପରେ ବିଏନପି ଏବଂ ଛାତ୍ର ଆନ୍ଦୋଳନ…
ପାକିସ୍ତାନର ହିନମନ୍ୟତା! ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ହଟାଇଲା ଭାରତର ପତାକା, ସୋସିଆଲ ମଡିଆରେ…
ଇସଲାମାବାଦ,୧୭।୨: ଚାମ୍ପିୟନ୍ସ ଟ୍ରଫି ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ କରାଚୀରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ୧୯୯୬ ବିଶ୍ୱକପ ପରେ ଏହା ପ୍ରଥମ ଥର ପାଇଁ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି।…
ସିରିଆ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍, ଅଲ କାଏଦା ସହ ଜଡିତ ସିନିୟର କମାଣ୍ଡର ନିହତ
ଓ୍ବାଶିଂଟନ,୧୭।୨: ସିରିଆରେ ବିମାନ ଆକ୍ରମଣରେ ଆମେରିକୀୟ ସେନା ଅଲକାଏଦା ସହିତ ଜଡିତ ଏକ ଆତଙ୍କବାଦୀ ଗୋଷ୍ଠୀର ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଏହି ସୂଚନା ଦେଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ରବିବାର (୧୬ ଫେବୃଆରୀ, ୨୦୨୫)…
ଆମେରିକାରୁ ନିର୍ବାସିତ ପ୍ରବାସୀ ମହିଳା-ଶିଶୁଙ୍କୁ ନେଇ ଟ୍ରମ୍ପ ସରକାରଙ୍କ ବଡ ନିଷ୍ପତ୍ତି, ଜାଣନ୍ତୁ ଏହା କ’ଣ
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭।୨: ପଞ୍ଜାବର ଅମୃତସରରେ ଦ୍ୱିତୀୟ ଆମେରିକୀୟ ସାମରିକ ବିମାନରୁ ଓହ୍ଲାଇଥିବା ନିର୍ବାସିତଙ୍କ ମଧ୍ୟରେ ଥିବା ମହିଳା ଏବଂ ପିଲାମାନଙ୍କୁ ‘ଉଡ଼ାଣ ସମୟରେ ଶିକୁଳିରେ ବାନ୍ଧି ଦିଆ ଯାଇନଥିଲା’। ରବିବାର ବିଭିନ୍ନ ସୂତ୍ରରୁ ଏହି ସୂଚନା ମିଳିଛି। ମହିଳା ଏବଂ ଶିଶୁ ସମେତ…
Archives


