ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ, ଜୈଶ-ଏ-ମହମ୍ମଦ ୧,୫୦୦ ସୈନ୍ୟବାହିନୀ ପ୍ରସ୍ତୁତ କରୁଛି
ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି। ଅକ୍ଟୋବର ୮ରେ ଏହାର ନିଯୁକ୍ତି ଆରମ୍ଭ ହୋଇଥିଲା। ଅପରେଶନ ସିନ୍ଦୂର ସମୟରେ, ଭାରତୀୟ ସଶସ୍ତ୍ର...
ଭାରତ ପରେ ପାକିସ୍ତାନକୁ ନଦୀ ଜଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି ତାଲିବାନ
କାବୁଲ,୨୪।୧୦: ଭାରତ ପରେ ଏବେ ତାଲିବାନ ଶାସିତ ଆଫଗାନିସ୍ତାନ ପାକିସ୍ତାନକୁ ଯାଉଥିବା ନଦୀ ଜଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛି। ଆଫଗାନିସ୍ତାନର ସୂଚନା ମନ୍ତ୍ରଣାଳୟ ଅନୁଯାୟୀ, ଦେଶର ସର୍ବୋଚ୍ଚ ନେତା ମୌଲବୀ ହିବାତୁଲ୍ଲା ଅଖୁନ୍ଦଜାଦା ଶୀଘ୍ର କୁନାର ନଦୀ...
‘ଆଗାମୀ ୬ ମାସ ମଧ୍ୟରେ…’ପୁଟିନଙ୍କୁ ସିଧାସଳଖ ଧମକ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…
ଓ୍ବାଶିଂଟନ,୨୪।୧୦: ୟୁକ୍ରେନ ଯୁଦ୍ଧ ରୁଷିଆ ଏବଂ ଆମେରିକା ମଧ୍ୟରେ ଉତ୍ତେଜନାର ଏକ ପ୍ରମୁଖ ଉତ୍ସ ପାଲଟିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସିଧାସଳଖ ରୁଷିଆକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଟ୍ରମ୍ପ ପ୍ରଶାସନ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀ...
ପାକିସ୍ତାନରେ ୪୦୦% ବଢ଼ିଲା ଟମାଟୋ ଦାମ୍, କିଲୋଗ୍ରାମ ୬୦୦ ଟଙ୍କା
ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବନ୍ଦ ଯୋଗୁଁ ଉଭୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷ କରି, ପାକିସ୍ତାନରେ ଟମାଟୋ ଦର ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ କିଲୋଗ୍ରାମ ପ୍ରତି ପାଖାପାଖି...
ଟ୍ରମ୍ପଙ୍କ ଅନୁରୋଧରେ ଭାରତ ଋଷିଆ ତେଲ ଆମଦାନୀ କମାଉଛି: ଆମେରିକାର ଦାବିକୁ ଭାରତର ଖଣ୍ଡନ
ନୂଆଦିଲ୍ଲୀ,୨୪।୧୦: ଋଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଅନୁରୋଧ କ୍ରମେ ଭାରତ, ଚାଇନା ଭଳି ଋଷିଆରୁ ତେଲ ଆମଦାନୀ ହ୍ରାସ କରୁଛି ବୋଲି ହ୍ୱାଇଟ୍ ହାଉସ୍ ପୁନର୍ବାର ଦାବି କରିଛି। ଅନ୍ୟପକ୍ଷରେ, ଭାରତ ଏହି...
ଆମେରିକାର କଟକଣା ଆଗରେ ମୁଣ୍ଡ ନୁଆଁଇବ ନାହିଁ ରୁଷିଆ: ପୁଟିନଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ,୨୩ା୧୦: ରୁଷିଆର ବଡ଼ ତେଲ କମ୍ପାନୀଗୁଡ଼ିକ ଉପରେ ଆମେରିକା ଲାଗୁ କରିଥିବା କଟକଣାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର କଡ଼ା ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମସ୍କୋ କେବେ ବି ଆମେରିକା କିମ୍ବା ଅନ୍ୟ...
ବିରଳ ମାଟିକୁ ନେଇ ସାରା ବିଶ୍ୱରେ ହଇଚଇ, କିନ୍ତୁ ପ୍ରକୃତରେ ଏହା କ’ଣ? ଓଡ଼ିଶାରେ ରହିଛି ଏହାର ଭଣ୍ଡାର
ନୂଆଦିଲ୍ଲୀ,୨୩।୧୦: ‘ରେୟାର ଅର୍ଥ’ ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ୧୭ଟି ବିଶେଷ ରାସାୟନିକ ଉପାଦାନର ଏକ ପରିବାର। ଯେପରିକି- ଲାନ୍ଥାନମ୍, ସେରିୟମ୍, ନିଓଡାଇମିୟମ୍ ଇତ୍ୟାଦି। ଏହା ମୋବାଇଲ୍, ଟେଲିଭିଜନ୍, ଲ୍ୟାପଟପ୍, ଇଲେକ୍ଟ୍ରିକ୍ ସ୍କୁଟର, ଏପରିକି ମିସାଇଲ୍ ତିଆରିରେ ଏହି...
ପାକିସ୍ତାନ ଉପରେ ଟଙ୍କା ବର୍ଷା କରିବ ସାଉଦି ଆରବ, କ୍ରାଉନ୍ ପ୍ରିନ୍ସଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଶାହବାଜ ସରିଫ
ନୂଆଦିଲ୍ଲୀ,୨୩।୧୦: ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ହୋଇଥିବା ଜଣାପଡ଼ିଛି। ଏହି ଚୁକ୍ତି ଅନୁଯାୟୀ, ସାଉଦି ଆରବ ପାକିସ୍ତାନରେ ପ୍ରାୟ ୧୦ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୭୯,୦୦୦ କୋଟି ଟଙ୍କା) ନିବେଶ କରିବ...
ତେଲ ଦାମ୍ ୩% ବଢ଼ିଲା, ରୁଷିଆ ତେଲ କିଣିବାକୁ ପୁନଃବିଚାର କରୁଛି ଭାରତ
ନୂଆଦିଲ୍ଲୀ,୨୩।୧୦: ଆମେରିକା ଦ୍ୱାରା ରୁଷିଆର ମୁଖ୍ୟ ତୈଳ କମ୍ପାନୀଗୁଡ଼ିକ ଉପରେ ନୂଆ କଟକଣା ଲାଗୁ ହେବା ପରେ ଭାରତୀୟ ରିଫାଇନାରୀମାନେ ରୁଷୀୟ ଅଶୋଧିତ ତୈଳ କ୍ରୟ ଯୋଜନାକୁ ପୁନଃବିଚାର କରୁଥିବା ଖବର ମିଳିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ...
ASEAN ସମ୍ମିଳନୀରେ ଯୋଗ ଦେବେ ନାହିଁ ମୋଦି? ଏହା ପଛର ସତ୍ୟତା କ’ଣ ଖୋଲି କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୬ ଅକ୍ଟୋବର)ରୁ ଆରମ୍ଭ ହେଉଥିବା ASEAN ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ନାହିଁ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ନିଜେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଶେୟାର କରିଛନ୍ତି।...
ପାକିସ୍ତାନରେ ହଇଚଇ, ସେନା ମୁଖ୍ୟ ଅସୀମ ମୁନିରଙ୍କୁ କିଏ ଦେଲା ଏମିତି ଧମକ? କହିଲେ, ‘ତୁମେ ଯଦି ପୁରୁଷ ତେବେ…’, ଜାଣନ୍ତୁ ଏହା ପଛର ବଡ଼ କାରଣ
ଇସଲାମାବାଦ,୨୩।୧୦: ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା ପାକିସ୍ତାନ, ଟିଟିପିର ଧମକରେ ଭୟଭୀତ। ସମ୍ପ୍ରତି, ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦେଶର ସେନାକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଅନେକ ଭିଡିଓ ଜାରି କରିଛି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଗୋଟିଏରେ, ଟିଟିପି କମାଣ୍ଡର...
ପୁଟିନଙ୍କ ବିରୋଧରେ ଟ୍ରମ୍ପଙ୍କ ବଡ଼ ଆକ୍ସନ! ରୁଷିଆର ୨ ତୈଳ କମ୍ପାନୀ ଉପରେ ବ୍ୟାନ୍, ଜାଣନ୍ତୁ ଭାରତ ଉପରେ…
ଓ୍ବାଶିଂଟନ,୨୩।୧୦: ଆମେରିକା ଏବଂ ରୁଷିଆ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବୁଧବାର (୨୨ ଅକ୍ଟୋବର) ସେ ଦୁଇଟି ପ୍ରମୁଖ ରୁଷୀୟ ତୈଳ କମ୍ପାନୀକୁ ନିଷେଧ କରିଛନ୍ତି।...
Archives


