ଅନ୍ତର୍ଜାତୀୟ

ପାଣିରେ ୧୨୦ ଦିନ ରହି ବିଶ୍ୱ ରେକର୍ଡ

ପ୍ୟୋର୍ଟୋ ଲିଣ୍ଡୋ,୨୬ା୧: ଜର୍ମାନ ଏରୋସ୍ପେସ୍‌ ଇଞ୍ଜିନିୟର ରୁଡିଗର କୋଚ୍‌ (୫୯) ପାଣି ଭିତରେ ୧୨୦ ଦିନ ବିତାଇ ନୂତନ ଗିନିଜ୍‌ ଓ୍ବଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌) ସ୍ଥାପନ କରିଛନ୍ତି। ପାନାମା ଉପକୂଳସ୍ଥିତ ସମୁଦ୍ର ମଧ୍ୟରେ ଏକ ୩୦ ବର୍ଗ ମିଟରର (୩୨୦ ବର୍ଗ…

ଦ୍ୱିତୀୟ ପର୍ଯ୍ୟାୟରେ ୪ ଇସ୍ରାଏଲ୍‌ ମହିଳା ସୈନ୍ୟଙ୍କୁ ମୁକ୍ତକଲା ହମାସ୍‌

ତେଲ୍‌ ଆଭିଭ୍‌,୨୫।୧: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଗାଜାର ଶାସକ ହମାସ୍‌ ଆତଙ୍କବାଦୀମାନେ ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ଇସ୍ରାଏଲ୍‌ର ୪ ଜଣ ମହିଳା ସୈନ୍ୟଙ୍କୁ ମୁକ୍ତ କରିଛନ୍ତି। ମୁକ୍ତ ହୋଇଥିବା ସୈନ୍ୟମାନେ ହେଲେ କରିନା ଆରିଭ୍‌, ଡାନିଏଲା ଡିଲ୍‌ବୋଆ, ନାମା ଲେଭି ଏବଂ…

ଟ୍ରମ୍ପ୍‌ଙ୍କ ବଡ଼ ପଦକ୍ଷେପ: ୟୁକ୍ରେନ୍‌କୁ ସହାୟତା ବନ୍ଦ କଲା ଆମେରିକା

ନୂଆଦିଲ୍ଲୀ,୨୫।୧: କେବଳ ଇସ୍ରାଏଲ୍‌ ଏବଂ ତୁର୍କୀକୁ ବାଦ୍‌ଦେଲେ ୟୁକ୍ରେନ୍‌ ସମେତ ଅଧିକାଂଶ ଦେଶକୁ ଆମେରିକା ବିଦେଶୀ ସହାୟତା ବନ୍ଦ କରିଦେଇଛି। ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏକ ଆଭ୍ୟନ୍ତରୀଣ…

‘ଇସ୍ତଫା ଦେଇ ବାଂଲାଦେଶ ଛାଡି ପଳାଇବେ ମହମ୍ମଦ ୟୁନୁସ,’ ଫେସବୁକ ପୋଷ୍ଟ ପରେ ଆକ୍ସନ ମୋଡରେ ପୋଲିସ

ଢାକା,୨୫।୧: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଡକ୍ଟର ମହମ୍ମଦ ୟୁନୁସଙ୍କ ଇସ୍ତଫା ଏବଂ ପଳାୟନ ଗୁଜବ ପ୍ରଚାର କରିଥିବା ଯୁବକମାନଙ୍କୁ ବାଂଲାଦେଶ ପୋଲିସ ଗିରଫ କରିଛି। ଏହି ଯୁବକମାନେ ବିଏନପି-ଜମାତ ନେତାଙ୍କ ଘର ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ…

ଆମେରିକାକୁ ଧମକାଇଲା ଚାଇନା!

ବେଜିଂ,୨୫।୧: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର (୨୫ ଜାନୁଆରୀ, ୨୦୨୫) ଆମେରିକାର ନୂଆ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଏକ କଥା କହିଥିଲେ ଯାହାର ପ୍ରାୟ ଅର୍ଥ ‘ନିୟମ ମଧ୍ୟରେ ରହିବା’।…

୪୭୭ ଦିନ ପରେ ମିଳିଲା ମୁକ୍ତି, ହମାସ କବଳରୁ ମୁକ୍ତ ହେଲେ ଆଉ ୪ ଇସ୍ରାଏଲୀ ମହିଳା ସେନା

ଜେରୁଜେଲମ,୨୫।୧: ପ୍ରାୟ ୧୬ ମାସ ବନ୍ଦୀତ୍ୱ ପରେ ଗାଜାରୁ ଚାରି ଜଣ ଇସ୍ରାଏଲୀ ମହିଳା ସୈନିକଙ୍କୁ ମୁକ୍ତ କରିଛି ହମାସ। ଏମାନେ ସମସ୍ତେ ଇସ୍ରାଏଲୀ ସୈନିକ ଥିଲେ, ଯାହାଙ୍କ ନାମ ଲିରି ଆଲବାଗ (୧୯), ଡାନିଏଲା ଗିଲବୋଆ (୨୦), କରିନା ଆରିୟେଭ…

ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ

କଲମ୍ବୋ,୨୫।୧: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେଙ୍କ ପୁଅ ୟୋଶିତା ରାଜପକ୍ଷେଙ୍କୁ ଶନିବାର ଏକ ସମ୍ପତ୍ତି କ୍ରୟ ମାମଲାରେ ଦୁର୍ନୀତି ଅଭିଯୋଗରେ ପୋଲିସ ଗିରଫ କରିଛି। ୨୦୧୫ ପୂର୍ବରୁ ତାଙ୍କ ପିତାଙ୍କ ରାଷ୍ଟ୍ରପତିତ୍ୱ ସମୟରେ ସମ୍ପତ୍ତି କ୍ରୟ ମାମଲାର ତଦନ୍ତ ପାଇଁ…

ଭାରତ-ଇଣ୍ଡୋନେସିଆ ସମ୍ପର୍କ ହେଲା ଆହୁରି ମଜଭୁତ, ଚାଇନାକୁ ଦେଲେ ଖୋଲା ବାର୍ତ୍ତା

ନୂଆଦିଲ୍ଲୀ,୨୫।୧: ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରରେ ପହଞ୍ଚିଛି। ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଶନିବାର ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପ୍ରତିରକ୍ଷା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ମିଳିତ…

ଟ୍ରମ୍ପଙ୍କ କ୍ୟାବିନେଟରେ ଭାରତୀୟ ବଂଶୋଦ୍ଭବଙ୍କ ଦବ୍‌ଦବା: ହ୍ବାଇଟ୍‌ ହାଉସ୍‌ରେ ଏହି ବ୍ୟକ୍ତିଙ୍କ ଏଣ୍ଟ୍ରି

ଓ୍ବାଶିଂଟନ୍‌,୨୫।୧: ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ, ଡୋନାଲ୍ଡ ଟ୍ରମ୍ପ ଅନେକ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ଟ୍ରମ୍ପ ତାଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ସାମିଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଭାରତୀୟ-ଆମେରିକୀୟ ପୂର୍ବତନ ସାମ୍ବାଦିକ…

ପିଟ୍‌ ହେଗସେଥ ହେଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ

ଓ୍ବାଶିଂଟନ,୨୫।୧: ପିଟ୍‌ ହେଗସେଥ ଆମେରିକାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଆମେରିକାର ସିନେଟ ପିଟ ହେଗସେଥଙ୍କ ନାମକୁ ଅନୁମୋଦନ କରିଛି। ପେଣ୍ଟାଗନର ନେତୃତ୍ୱ ନେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ମନୋନୀତ ପିଟ ବହୁତ କଷ୍ଟରେ ଅନୁମୋଦନ ପାଇଛନ୍ତି। ପ୍ରକୃତରେ,…

ପାକିସ୍ତାନ ଜେଲରେ ଭାରତୀୟ ମତ୍ସଜୀବୀଙ୍କ ମୃତ୍ୟୁ, କାଟି ସାରିଥିଲେ ସଜା

କରାଚି/ନୂଆଦିଲ୍ଲୀ,୨୫।୧: ପାକିସ୍ତାନର କରାଚୀ ଜେଲରେ ଜଣେ ଭାରତୀୟ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ଏହି ମତ୍ସ୍ୟଜୀବୀଙ୍କ ନାମ ବାବୁ ବୋଲି କୁହାଯାଉଛି, ଯାହାକୁ ୨୦୨୨ମସିହାରେ ପାକିସ୍ତାନୀ ଅଧିକାରୀମାନେ ଗିରଫ କରିଥିଲେ। ସୂଚନା ଅନୁଯାୟୀ, ବାବୁ ତାଙ୍କ ଦଣ୍ଡ ପୂରଣ କରିଥିଲେ ଏବଂ ଏବେ…

ଟ୍ରମ୍ପ ଆସିଲା ପରେ ଭାରତକୁ ବଡ଼ ସଫଳତା: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀଙ୍କ ହେବେ ପ୍ରତ୍ୟର୍ପଣ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୫।୧: ଆମେରିକାର ସୁପ୍ରିମକୋର୍ଟ ଶନିବାର ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଭାରତ ଦୀର୍ଘ ଦିନ ଧରି ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ ରାଣାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରିଆସୁଥିଲା। ୨୦୦୮…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri