ଫସିଗଲା ବାଂଲାଦେଶ! ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲାଗିଲା ଭୟଙ୍କର ନିଆଁ
ଢାକା,୧୮।୧୦: ବାଂଲାଦେଶର ରାଜଧାନୀ ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ପରେ ସେଠାରୁ ସମସ୍ତ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା୧୫...
ପାକିସ୍ତାନର Airstrikeରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ, ରାଗିଲେ ରଶିଦ
ଇସଲାମାବାଦ,୧୮।୧୦: ପାକିସ୍ତାନର ବିମାନ ଆକ୍ରମଣରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପକଟିକା ପ୍ରଦେଶର ଉରଗୁନ ଅଞ୍ଚଳରେ ଘଟିଛି, ଯେଉଁଠାରେ କ୍ରିକେଟର କବୀର,...
ଭାରତକୁ ଧ୍ୱଂସ କରିଦେବୁ…ପୁଣି ପରମାଣୁ ଧମକ ଦେଲେ ମୁନିର
ଇସଲାମାବାଦ୍,୧୮।୧୦: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସିମ ମୁନିର, ଭାରତ ବିରୋଧରେ ଏକ ଧମକପୂର୍ଣ୍ଣ ବୟାନ ଦେଇ ପୁଣି ଥରେ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। ଆବୋଟାବାଦର କାଲୁଲରେ ପାକିସ୍ତାନୀ ସାମରିକ ଏକାଡେମୀରେ କ୍ୟାଡେଟମାନଙ୍କୁ ସମ୍ବୋଧିତ କରି...
ଭାରତ-ରୁଷିଆ ମିଶି କଲେ ବଡ଼ ଡିଲ୍: ଟେନସନ୍ରେ ଚାଇନା
ନୂଆଦିଲ୍ଲୀ/ମସ୍କୋ,୧୮।୧୦: ଭାରତ ଏବଂ ପଡ଼ୋଶୀ ଚାଇନା ମଧ୍ୟରେ ଏକ ନୂତନ ବିବାଦ ସୃଷ୍ଟି ହେଉଥିବା ପରି ମନେ ହେଉଛି। ଚାଇନା ବିରଳ ପୃଥିବୀ ଧାତୁ ଏବଂ ସ୍ଥାୟୀ ଚୁମ୍ବକ ଯୋଗାଣ ଉପରେ ଆହୁରି ନିୟନ୍ତ୍ରଣ ଲାଗୁ କରିଛି। ଭାରତ ଏହାର...
ପୁଣି ଟାରିଫ୍ ବମ୍ ପକାଇଲେ ଟ୍ରମ୍ପ, ଏହି ଦେଶଗୁଡ଼ିକୁ ଲାଗିବ ଝଟ୍କା
ଓ୍ବାଶିଂଟନ,୧୮ା୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନଭେମ୍ବର ୧ରୁ ଆମଦାନୀ ହେଉଥିବା ମଧ୍ୟମ ଏବଂ ଭାରୀ ଟ୍ରକ ଏବଂ ଏହାର ପାର୍ଟସ ଉପରେ ନୂଆ ୨୫% ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମଦାନୀ ହେଉଥିବା ବସ୍ ଉପରେ ମଧ୍ୟ...
ଭାରତକୁ ନେଇ ଏମିତି ଦାବି କଲେ ଟ୍ରମ୍ପ: ଉଡ଼ିଗଲା ରୁଷିଆର ହୋଶ୍
କିଭ୍,୧୮।୧୦: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଏକ ସାକ୍ଷାତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ମିଛ ଦାବିକୁ ପୁନର୍ବାର ଦୋହରାଇଛନ୍ତି। ସେ କହିଛନ୍ତି, ଭାରତ ଆଉ ରୁଷିଆରୁ ତେଲ କିଣିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଆଫଗାନିସ୍ତାନ ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ଏଥର ବଡ ଯୁଦ୍ଧ ନିଶ୍ଚିତ
ନୂଆଦିଲ୍ଲୀ,୧୭।୧୦: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟିଆ ସନ୍ଧି ବୃଦ୍ଧି ନେଇ ସହମତି ହେବା କିଛି ଘଣ୍ଟା ପରେ ପାକିସ୍ତାନ ଆଫଗାନିସ୍ତାନର ପାକଟିକା ପ୍ରଦେଶର ଅର୍ଗୁନ ଓ ବେରମାଲ ଜିଲ୍ଲାରେ ଏୟାରଷ୍ଟ୍ରାଇକ କରିଛି ବୋଲି ତାଲିବାନ ଦାବି କରିଛି।...
ମାଂସପେଶୀ ବୃଦ୍ଧି ପାଇଁ ‘ମା’ କ୍ଷୀର’ କିଣୁଛନ୍ତି କିଛି ଜିମ୍ ବଏ
ନୂଆଦିଲ୍ଲୀ,୧୭।୧୦: ଆମେରିକାରେ ଏକ ଅଜଣା ଫିଟନେସ ଟ୍ରେଣ୍ଡ ଏବେ ଚର୍ଚ୍ଚାରେ। ମାଂସପେଶୀ ବୃଦ୍ଧି ପାଇଁ କିଛି ଜିମ୍ ପ୍ରେମୀ ନୂଆ ମା’ଙ୍କ କ୍ଷୀର ଅନଲାଇନରେ କିଣୁଛନ୍ତି, ଯାହାକୁ ସେମାନେ ମାଂସପେଶୀ ବୃଦ୍ଧିର ‘ଗୁପ୍ତ ଶକ୍ତି’ ବୋଲି ମନେ କରୁଛନ୍ତି। ଏହି...
ବିଶ୍ୱର ନେତୃତ୍ୱ ନେବେ ଭାରତର ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ନୂଆଦିଲ୍ଲୀ,୧୭।୧୦: ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଟୋନୀ ଆବଟ୍ ଶୁକ୍ରବାର ୨୦୨୫ରେ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ଭାରତର। ଆଗାମୀ ୪୦-୫୦ ବର୍ଷ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଆମେରିକାଠାରୁ ‘ମୁକ୍ତ ବିଶ୍ୱର ନେତା’ର ପଦବୀ ଗ୍ରହଣ କରିପାରନ୍ତି। ସେ ଭାରତକୁ ଏସିଆ-ପ୍ରଶାନ୍ତ...
ଆଫଗାନିସ୍ତାନଠାରୁ ମାଡ଼ ଖାଇବା ପରେ ବି ସୁଧୁରୁ ନାହିଁ ପାକିସ୍ତାନ, ଭାରତକୁ ନେଇ ଦେଲା ବାବାଦୀୟ ବୟାନ
ଇସଲାମାବାଦ,୧୭।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ଜାରି ରହିଛି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସଂଘର୍ଷ ଅକ୍ଟୋବର ୮ ତାରିଖରେ ଆରମ୍ଭ ହୋଇଥିଲା। ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଏହି ସଂଘର୍ଷକୁ...
ଚିନ୍ତାରେ ପାକିସ୍ତାନ! ଏବେ ମନେ ପଡୁଛି ଭାରତ, କହିଲା ଭାରତ ଆମର ଶତ୍ରୁ ହୋଇପାରେ ହେଲେ…
ଇସଲାମାବାଦ,୧୭।୧୦: ଚାରି ଦିନର ରକ୍ତପାତ ଏବଂ ସୀମାପାର ଆକ୍ରମଣ ପରେ, ଶେଷରେ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ଏକ ଯୁଦ୍ଧବିରତି ହୋଇଛି। ବୁଧବାର (୧୫ ଅକ୍ଟୋବର, ୨୦୨୫) ସା ୬ଟାରେ କାର୍ଯ୍ୟକାରୀ ହୋଇଥିବା ଏହି ଯୁଦ୍ଧବିରତି ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ...
ଭାରତ ଉପରେ ସବୁ ଦୋଷ ଲଦିଲା ପାକିସ୍ତାନ: ଶେହବାଜ କହିଲେ, ଭାରତ କଥାରେ ପଡ଼ି…
ଇସଲାମାବାଦ୍,୧୭।୧୦: ତାଲିବାନ ପାକିସ୍ତାନ ପାଇଁ ଏକ କଣ୍ଟା ପାଲଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଅସୁବିଧାରେ ପଡ଼ିଛନ୍ତି। ଭାରତ ସମ୍ମୁଖରେ ନିଜକୁ ଦେଖାଇବାକୁ ବିଫଳ ହୋଇଥିବା ପାକିସ୍ତାନ ଏବେ ଆଫଗାନିସ୍ତାନ ଆଗରେ ଆଣ୍ଠୁମାଡ଼ି ବସିଛି। ତାଲିବାନର ନିରନ୍ତର ଆକ୍ରମଣ ପରେ,...
Archives


