ଅନ୍ତର୍ଜାତୀୟ

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବିଶ୍ୱାସ କରାଯାଉଛି ଯେ ଉଭୟ ଦେଶ ଖୁବ ଶୀଘ୍ର କୌଣସି ଏକ…

ଅମର ହେବେ ପୁଟିନ! ୧୫୦ ବର୍ଷ ବଞ୍ଚିବା ପାଇଁ ରୁଷିଆର ମାଷ୍ଟର ପ୍ଲାନ, ଖର୍ଚ୍ଚ ହେବ ଏତେ ଟଙ୍କା, ଜାଣିଲେ…

ବେଜିଂ,୨୯।୫: ସେପ୍ଟେମ୍ବର ୨୦୨୫ ରେ ବେଜିଂରୁ ସାମ୍ନାକୁ ଆସିଥିବା ଶି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ଏକ ଲିକ ଅଡିଓ, ଆୟୁଷ ବଢ଼ାଇବା ବିଷୟକୁ ନେଇ ସାରା ବିଶ୍ୱରେ ଏକ ନୂଆ ବିତର୍କ ସୃଷ୍ଟି କରିଛି । ପ୍ରଶ୍ନ ଉଠିବାକୁ ଲାଗିଛି…

ଚେତାବନୀ ଦେଲା WMO, ଆସନ୍ତା ୫ ବର୍ଷରେ ବିଶ୍ୱରେ ରେକର୍ଡ କରିବ…

ଜେନେଭା,୨୯ା୫: ଆସନ୍ତା ୫ ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡ ଅତିକ୍ରମ କରିବ। ଏମିତି ଏକ ଆକଳନ କରିଛି ବିଶ୍ୱ ପାଣିପାଗ ସଂଗଠନ (WMO)। ୨୦୨୬ରୁ ୨୦୩୦ ମଧ୍ୟରେ ତାପମାତ୍ରା ୧.୩ରୁ ୧.୯ ଡିଗ୍ରୀ ଅଧିକ ରହିବ। ୧୮୫୦ରୁ ୧୯୦୦ ହାରାହାରି ତାପମାତ୍ରା…

ଏହି ଦେଶକୁ ଉଡ଼ାଇଦେବାକୁ ଧମକ ଦେଲେ ଟ୍ରମ୍ପ: ସାରା ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୨୯ା୫:ହର୍ମୁଜ୍‌ ପ୍ରଣାଳୀକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ତୁଟି ନ ଥିବାବେଳେ ଏବେ ଓମାନକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ହର୍ମୁଜ୍‌କୁ ସ୍ବାଭାବିକ କରିବା ପ୍ରକ୍ରିୟାରେ ଓମାନ ମୁଣ୍ଡ ପୂରାଇଥିବାରୁ ଏହାକୁ ଉଡ଼ାଇ ଦେବାକୁ…

ଏଲପିଜି କିମ୍ବା ତେଲ ନୁହେଁ – ହର୍ମୁଜ ପ୍ରଣାଳୀରେ ସୃଷ୍ଟି ହୋଇଛି ନୂଆ ସଙ୍କଟ; ଫସି ରହିଛି ୧୭ ଭାରତୀୟ ଜାହାଜ

ତେହରାନ,୨୯।୫: ପଶ୍ଚିମ ଏସିଆରେ ଉତ୍ତେଜନା ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି କରିଛି। ତେଲ ଏବଂ ଗ୍ୟାସ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଇରାନ ସହିତ ସଂଘର୍ଷ ଯୋଗୁ, ଏଲପିଜି, ପେଟ୍ରୋଲ ଏବଂ ଡିଜେଲ…

ଆମେରିକା-ଇରାନ ଯୁଦ୍ଧବିରତି ୬୦ ଦିନ ପାଇଁ ବୃଦ୍ଧି: ପରମାଣୁ ପ୍ରସଙ୍ଗ ସମେତ କେଉଁ ପ୍ରସଙ୍ଗରେ ହେଲା ସହମତ ଜାଣନ୍ତୁ

ତେହରାନ,୨୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଏକ ପ୍ରମୁଖ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଉଭୟ ରାଷ୍ଟ୍ର ଯୁଦ୍ଧବିରତିକୁ ୬୦ ଦିନ ପାଇଁ ବୃଦ୍ଧି କରିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା…

ଇଦ୍‌ ବଳିରୁ ବର୍ତ୍ତିଲା ‘ଡୋନାଲ୍ଡ ଟ୍ରମ୍ପ୍‌’: ପୂରା ଘଟଣା ଜାଣିଲେ…

ଢାକା, ୨୯ା୫ (ପି.ଟି.):ବାଂଲାଦେଶରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଇଦ୍‌ ପର୍ବ ଅବସରରେ ବଳି (କୁରବାନୀ) ପାଇଁ ପ୍ରସ୍ତୁତ ହୋଇଥିବା ‘ଡୋନାଲ୍ଡ ଟ୍ରମ୍ପ’ ନାମକ ବିରଳ ଆଲବିନୋ (ଧଳା) ମଇଁଷିକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…

ଭାରତଠୁ ଆମ୍ବ କିଣିବନି ଜାପାନ! ୨୦ ବର୍ଷ ପରେ ଲାଗିଲା ବ୍ୟାନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୯।୫: ଭାରତ ପ୍ରତିବର୍ଷ ବିପୁଳ ପରିମାଣରେ ଆମ୍ବ ଉତ୍ପାଦନ କରେ। ଏହି ଆମ୍ବ କେବଳ ଘରୋଇ ଭାବରେ ବ୍ୟବହୃତ ହୁଏ ନାହିଁ ବରଂ ସାରା ବିଶ୍ୱର ଲୋକମାନେ ଏହାକୁ ପସନ୍ଦ କରନ୍ତି। ଏହା ମଧ୍ୟରେ, ରିପୋର୍ଟ ଆସିଛି ଯେ ଜାପାନ ଭାରତୀୟ…

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ, ଚାରୋଟି ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ? ଜାଣନ୍ତୁ କେବେ ଶେଷ ହେବ ଯୁଦ୍ଧ

ତେହରାନ,୨୯।୫: ଇରାନ ଚାରୋଟି ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାର ଚାଞ୍ଚଲ୍ୟକର ରିପୋର୍ଟ ପରେ ହର୍ମୁଜ ପ୍ରଣାଳୀରେ ବିଶ୍ୱ ଉତ୍ତେଜନା ପୁଣି ଥରେ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତୁରନ୍ତ, ଇରାନର ସରକାରୀ ଟେଲିଭିଜନ ଶୁକ୍ରବାର…

ଯୁଦ୍ଧ ଶେଷ! ଇରାନ ବିକାଶ ଉପରେ ଧ୍ୟାନ ଦେବ, ଜାଣନ୍ତୁ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ମାଷ୍ଟର ପ୍ଲାନ

ତେହରାନ,୨୯।୫: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଗୁରୁବାର ଦେଶର ସଂସଦକୁ ସମ୍ବୋଧିତ କରି ଯୁଦ୍ଧ ପରବର୍ତ୍ତୀ ପରିବେଶରେ ଆର୍ଥିକ ଶକ୍ତି ଏବଂ ଜାତୀୟ ଏକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସଂସଦର ଚଳିତ କାର୍ଯ୍ୟକାଳର ତୃତୀୟ ବାର୍ଷିକୀ ଅବସରରେ…

ଖୋଲିବ ହର୍ମୁଜ! ଇରାନ-ଆମେରିକା ମଧ୍ୟ ବଡ଼ ଚୁକ୍ତି,ଗ୍ରମ୍ପଙ୍କ ଗ୍ରୀନ ସିଗନାଲ୍‌କୁ ଅପେକ୍ଷା

ଓ୍ବାଶିଂଟନ୍‌,୨୯।୫: ଏକ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଚାଲିଥିବା ଆଲୋଚନା ମଧ୍ୟରେ ଆମେରିକା ଏବଂ ଇରାନ ୬୦ ଦିନ ପାଇଁ ସେମାନଙ୍କର ଯୁଦ୍ଧବିରତିକୁ ବୃଦ୍ଧି କରିବା ପାଇଁ ଏକ ମହାଚୁକ୍ତିନାମାରେ ପହଞ୍ଚିଛନ୍ତି। ଏହି ବୁଝାମଣାପତ୍ର (MoU) ଏବେ ବି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ ଉଭୟର ପ୍ରତିନିଧିମଣ୍ଡଳ ଚୁକ୍ତିନାମାର ସମସ୍ତ ଦିଗ ଉପରେ ଏକ ସହମତିରେ ପହଞ୍ଚିଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri