ସୁଧୁରୁନି ପାକିସ୍ତାନ: ଆଫଗାନିସ୍ତାନ ଉପରେ କଲା ବଡ଼ ଆକ୍ରମଣ
ଇସଲାମାବାଦ୍,୧୦।୬: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ବିମାନ ଆକ୍ରମଣ କରିଛି। ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ତାଲିବାନର ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି, ଏହି ବିମାନ ଆକ୍ରମଣ ଆଫଗାନିସ୍ତାନର ଖୋଷ୍ଟ, କୁନାର…
ଆମେରିକା-ଇରାନ ଡିଲ୍ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ
ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା ପରେ ଆମେରିକା ଏବଂ ତେହରାନ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି।…
ହର୍ମୁଜରେ ଜାହାଜ ଚଳାଚଳ ବନ୍ଦ, ଇରାନ ଉପରେ ଜୋରଦାର ଆକ୍ରମଣ କଲା ଆମେରିକା
ତେହରାନ,୧୦।୬: ଓମାନ ଉପକୂଳରେ ଆମେରିକୀୟ ସେନାର ଏକ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ଇରାନ ବିରୁଦ୍ଧରେ…
ପିଓକେ ହତ୍ୟାକାଣ୍ଡକୁ ନେଇ ବ୍ରିଟେନ୍ରେ ବିକ୍ଷୋଭ
ଲଣ୍ଡନ,୧୦ା୬: ପାକ୍ ଅଧିକୃତ କଶ୍ମୀର (ପିଓକେ)ର ଏକ ଅନ୍ତ୍ୟେଷ୍ଟିକ୍ର୍ରିୟା ବେଳେ ପୋଲିସ ଗୁଳିରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଏହାକୁ ନିନ୍ଦାକରି ବ୍ରିଟେନରେ ବିକ୍ଷୋଭ କରାଯାଇଛି। ବ୍ରିଟେନ୍ର ବ୍ରାଡଫୋର୍ଡସ୍ଥିତ ପାକିସ୍ତାନୀ ବାଣିଜି୍ୟକ ଦୂତାବାସ ସମ୍ମୁଖରେ ମଙ୍ଗଳବାର କଶ୍ମୀରୀମାନେ ବିକ୍ଷୋଭ ପ୍ରଦର୍ଶନ…
ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ୱ; ଆଣିଲା ସାଂଘାତିକ ଅଭିଯୋଗ
ନୂଆଦିଲ୍ଲୀ,୯।୬:ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତି ଦେଶ ଭିତରେ ଛବି…
ରୁଷିଆ ସହ ପାକିସ୍ତାନର ବଡ ଡିଲ୍, ତେବେ ଭାରତର ବଡ଼ ଶତ୍ରୁ ସହ କାହିଁକି ଏତେ ନିକଟତର ହେଉଛି ରୁଷିଆ? ଜାଣନ୍ତୁ…
ଇସଲାମାବାଦ,୯।୬: ପାକିସ୍ତାନ ଭାରତର ସବୁଠାରୁ ନିକଟତମ ସହଯୋଗୀ ରାଷ୍ଟ୍ର ଭାବରେ ପରିଗଣିତ ହେଉଥିବା ରୁଷିଆ ସହିତ ଏକ ପ୍ରମୁଖ ଚୁକ୍ତି କରିଛି। କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO) ଗୃହମନ୍ତ୍ରୀଙ୍କ ବୈଠକ ସମୟରେ ଏହି ଚୁକ୍ତି ସ୍ବାକ୍ଷରିତ…
ଇରାନ-ଇସ୍ରାଏଲ ଯୁଦ୍ଧ ବିରତି ମଧ୍ୟରେ ବଡ଼ ଘୋଷଣା କଲେ ଟ୍ରମ୍ପ, ବିଜୟୀ ଘୋଷଣା ପରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ…
ଓ୍ବାଶିଂଟନ,୯।୬: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ସଂଘର୍ଷ ଯୋଗୁ ଆମେରିକା-ତେହରାନ ଶାନ୍ତି ଚୁକ୍ତି ବିପଦରେ ପଡ଼ିପାରେ ବୋଲି କଳ୍ପନାଜଳ୍ପନା ଉଠିଥିଲା। ଏହି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭବିଷ୍ୟବାଣୀ କରିଥିଲେ ଯେ କିଛି ସପ୍ତାହ ମଧ୍ୟରେ ଆମେରିକା ଇରାନ…
ଶେଷ ହେଲା ଯୁଦ୍ଧ, ଏବେ ଇରାନରେ ପାଠ ପଢିବେ ପିଲା ଖୋଲିବ ସ୍କୁଲ!
ତେହରାନ,୯।୬: ଇରାନର ଚାରୋଟି ସହର ଉପରେ କ୍ଷେପଣାସ୍ତ୍ର ବର୍ଷା କରିବା ପରେ, ଇସ୍ରାଏଲ ଏହାର ଆକ୍ରମଣ ବନ୍ଦ କରିବାକୁ ଘୋଷଣା କରିଛି। ସେହି ସମୟରେ, ଏହା ତେହରାନକୁ ଚେତାବନୀ ଦେଇଛି ଯେ ଆଗକୁ ଯେକୌଣସି ଆକ୍ରମଣର କଡ଼ା ଜବାବ ଦିଆଯିବ। ଇସ୍ରାଏଲର…
ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଶେଷ ଚେତାବନୀ! ‘ବିବି ସାବଧାନ ହୋଇଯାଅ, ନହେଲେ…’
ଓ୍ବାଶିଂଟନ,୯।୬: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ମତଭେଦ ଦେଖାଯାଇଛି । ୬୦ ଦିନିଆ ଅସ୍ତ୍ରବିରତି ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆକ୍ରମଣ ପରେ ଟ୍ରମ୍ପ…
୯୭ ଡଲାର ଡେଇଁଲା ବ୍ରେଣ୍ଟକ୍ରୁଡ୍! ଭାରତରେ ପୁଣି ବଢ଼ିବ କି ପେଟ୍ରୋଲ-ଡିଜେଲ ଦର?
ନ୍ୟୁୟର୍କ,୯।୬: ଗତ କିଛି ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍କ୍ରୁଡ୍ ମୂଲ୍ୟରେ ହ୍ରାସ ଘଟିବା ସହିତ ଅଶୋଧିତ ତୈଳ ବଜାରରେ ସୃଷ୍ଟି ହୋଇଥିବା ଚାପ ଆପାତତଃ କମିଥିଲା। କିନ୍ତୁ ସୋମବାର ବ୍ରେଣ୍ଟକ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୯୭ ଡଲାର ଟପିଛି। ଇରାନ…
ଟ୍ରମ୍ପଙ୍କ ସ୍ୱପ୍ନ ଚୂରମାର୍! H-1B ଭିସା ଉପରେ ୧ ଲକ୍ଷ ଡଲାର ଫିସ୍ ନିଷ୍ପତ୍ତିକୁ ରଦ୍ଦ କଲେ US କୋର୍ଟ
ଓ୍ବାଶିଂଟନ,୯।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ H-1B ଭିସା ଫି ସମ୍ପର୍କରେ ଏକ ବଡ଼ ଝଟକା ଲାଗିଛି। ସୋମବାର ଦିନ, ଏକ ଆମେରିକାର କୋର୍ଟ ଟ୍ରମ୍ପ ପ୍ରଶାସନର ନୂତନ ଏକ ଲକ୍ଷ ଡ଼ଲାର H-1B ଭିସା ଫିକୁ ବେଆଇନ ଘୋଷଣା କରି…
ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର
ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟପଟେ, ଇସ୍ରାଏଲରେ ସୋମବାର ସକାଳୁ କ୍ରମାଗତ ଆକ୍ରମଣ ଯୋଗୁଁ…
Archives


