ଅନ୍ତର୍ଜାତୀୟ

କିଏ ହେବେ ରାଷ୍ଟ୍ରପତି? ଜଳହସ୍ତୀ କଲା ପୂର୍ବାନୁମାନ…

ଓ୍ବାଶିଂଟନ୍‌,୫।୧୧: AI କ୍ଷମତା ସମ୍ପନ୍ନ ChatGPT ଟ୍ରମ୍ପ ଓ ହାରିସଙ୍କ ହ୍ବାଇଟ ହାଉସ ଦଖଲକୁ ଅସମ୍ଭବ ବୋଲି ପୂର୍ବାନୁମାନ ଲଗାଇଥିବା ବେଳେ ନିରବ ରହିଛି ଗୁଗୁଲର ଜେମିନି । ସେପଟେ କିନ୍ତୁ ଥାଇଲାଣ୍ଡ କୁନି ଜଳହସ୍ତୀ ‘ମୁ ଡେଙ୍ଗ’ କହିଛି ଯେ,…

ଓଡ଼ିଆଣୀ ବେଶରେ କମଲା, ପ୍ରଚାରବେଳେ ତଳେ ବସି ଖାଇଲେ ଟ୍ରମ୍ପ! ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ତେବେ ରାଷ୍ଟ୍ରପତି କିଏ ହେବ ଏନେଇ ସାରା ବିଶ୍ୱର ନଜର ରହିଛି। ସେଠାରେ ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ…

ଆମେରକା ରାଷ୍ଟ୍ରପତି ନିଅନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା

ଓ୍ବାଶିଂଟନ୍‌,୫।୧୧: ଆମେରିକାରେ ମଙ୍ଗଳବାର ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହୋଇଛି। ଆମେରିକାର ରାଷ୍ଟ୍ରପତି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଏ । ଆପଣ ଜାଣନ୍ତି କି ଆମେରିକାର ରାଷ୍ଟ୍ରପତି କେତେ ଦରମା ଏବଂ କେଉଁ ସୁବିଧା ପାଆନ୍ତି? ଆମେରିକାର ରାଷ୍ଟ୍ରପତିଙ୍କୁ ପ୍ରତିବର୍ଷ…

ହଜିବ ଟ୍ରୁଡୋଙ୍କ ନିଦ, ରାଜ ରାସ୍ତାକୁ ଓହ୍ଲାଇଲେ ହିନ୍ଦୁ

ଓଟାଓ୍ବା,୫।୧୧: କାନାଡାର ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ମନ୍ଦିର ଉପରେ ଆକ୍ରମଣ ପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ମଙ୍ଗଳବାର ବହୁ ସଂଖ୍ୟାରେ ରାଜରାସ୍ତାକୁ ଯାଇ ବିରୋଧ ପ୍ରଦର୍ଶନ କରିଥିଲେ। ଜଷ୍ଟିନ ଟ୍ରୁଡୋ ଅନୁଭବ କରିଥିଲେ ଯେ ଖାଲିସ୍ତାନୀମାନଙ୍କୁ ସମର୍ଥନ କରି ସେ ଏକପାଖିଆ…

ଟ୍ରମ୍ପ-ହାରିସଙ୍କ ଭୋଟ ସମାନ ହୋଇଗଲେ କେମିତି ସ୍ଥିର ହେବ ବିଜେତା: ଜାଣନ୍ତୁ କ’ଣ ରହିଛି ନିୟମ

ଓ୍ବାଶିଂଟନ,୫।୧୧: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହି ଦିନଟି ସମଗ୍ର ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୀର୍ଘ ଦିନ ଧରି ଉଭୟ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ଏହି ନିର୍ବାଚନ…

ଗର୍ଭପାତ ପ୍ରସଙ୍ଗକୁ ନେଇ ଭାରତୀୟ ଆମେରିକୀୟ ମହିଳା କାହକୁ ଦେବେ ଭୋଟ? ଚମକାଉଛି ସର୍ଭେ ରିପୋର୍ଟ

ଓ୍ବାଶିଂଟନ,୫।୧୧: ମଙ୍ଗଳବାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି, ଏଥିରେ ଆମେରିକା ୪ବର୍ଷ ପାଇଁ ଏହାର ଭବିଷ୍ୟତ ବାଛିବ। ଆସନ୍ତା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଗର୍ଭପାତ ଅଧିକାର ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବରେ ଉଭା ହେଉଛି ଯାହା ଭାରତୀୟ ଆମେରିକୀୟ…

ଭାରତ ଆଖି ଦେଖାଇବାରୁ ବାଟକୁ ଆସିଲା କାନାଡା, ପୋଲିସ ଅଫିସର ସସପେଣ୍ଡ

ଓଟାଓ୍ବା,୫।୧୧: ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ପିଟିବା ମାମଲାରେ କାନାଡା ପୋଲିସ ପ୍ରଥମ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ପିଲ ଆଞ୍ଚଳିକ ପୋଲିସ ଅଧିକାରୀ ସରୋଜ ହରିନ୍ଦର ସୋହିଙ୍କୁ ନିଲମ୍ବିତ କରାଯାଇଛି। ହରିନ୍ଦର…

ଖ୍ୟାତନାମା ମ୍ୟୁଜିସିଆନ୍‌ କୁଇନ୍ସି ଜୋନ୍ସଙ୍କ ପରଲୋକ

ଓ୍ବାଶିଂଟନ,୫ା୧୧: ଆମେରିକାର କିମ୍ବଦନ୍ତୀ ସଙ୍ଗୀତକାର, ପ୍ରଯୋଜକ ତଥା କମ୍ପୋଜର କୁଇନ୍ସି ଜୋନ୍ସଙ୍କର ରବିବାର ରାତିରେ ୯୧ ବର୍ଷ ବୟସରେ ଲସ୍‌ଆଞ୍ଜେଲସ୍‌ ବାସଭବନରେ ପରଲୋକ ହୋଇଯାଇଛି। ବହୁ ପ୍ରତିଭାର ଅଧିକାରୀ ଜୋନ୍ସ ଖ୍ୟାତନାମା ପପ୍‌ ଗାୟକ ମାଇକେଲ ଜାକ୍‌ସନ୍‌ଙ୍କ ଐତିହାସିକ ‘ଥ୍ରିଲର’ ଆଲବମ୍‌ ନିର୍ମାଣଠାରୁ…

କାନାଡା ହିନ୍ଦୁ ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୫ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି ଆକ୍ରମଣର ପ୍ରତିବାଦରେ ହିନ୍ଦୁମାନେ ବିକ୍ଷୋଭ କରୁଥିବାବେଳେ କାନାଡା ପୋଲିସ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ…

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ

ଓ୍ବାଶିଂଟନ,୫ା୧୧: ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏଥିପାଇଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କ ମଧ୍ୟରେ ଜୋର୍‌ଦାର ଲଢ଼େଇ ହେଉଛି। ବହୁ ଦଶନ୍ଧି ପରେ ହ୍ବାଇଟ୍‌ ହାଉସ୍‌ ପାଇଁ ଏହି…

ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲା ଶୀର୍ଷ କମାଣ୍ଡର ଅବୁ ଅଳି ରିଡା ନିହତ

ତେଲ୍‌ ଆଭିଭ୍‌,୪ା୧୧:ଇସ୍ରାଏଲୀ ସେନାର ଏୟାରଷ୍ଟ୍ରାଇକ୍‌ରେ ହେଜ୍‌ବୋଲ୍ଲାର ଶୀର୍ଷ କମାଣ୍ଡର ଅବୁ ଅଲି ରିଡା ନିହତ ହୋଇଥିବା ଜେରୁଜେଲମ୍‌ କହିଛି। ଦକ୍ଷିଣ ଲେବାନନ୍‌ରେ ଇସ୍ରାଏଲୀ ସେନା ବିରୋଧରେ ରକେଟ ଏବଂ ଟ୍ୟାଙ୍କ୍‌ ବିଧ୍ୱଂସୀ ମିଶାଇଲ ଆକ୍ରମଣ ଯୋଜନା ରିଡା କରିଥିଲେ। ଏୟାରଷ୍ଟ୍ରାଇକ୍‌ରେ ତାଙ୍କର…

ଭାରତ ବିରୋଧରେ ଷଡଯନ୍ତ୍ର ରହୁଛି ଏହି ଛୋଟ ଦେଶ: ପାକିସ୍ତାନ-କାନାଡ଼ାଠାରୁ ବି ନେଲା ବଡ଼ ପଦକ୍ଷେପ

କାଠମାଣ୍ଡୁ,୪।୧୧: ନିକଟରେ ନେପାଳ ଏହାର ୧୦୦ ଟଙ୍କିଆ ନୋଟକୁ ପୁନଃଡିଜାଇନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ନେପାଳ ଏବଂ ଭାରତ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି। ଏହାର କାରଣ ହେଉଛି ନେପାଳର ମୁଦ୍ରା ନୋଟରେ ମୁଦ୍ରିତ ଦେଶର ମାନଚିତ୍ରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri