ଅନ୍ତର୍ଜାତୀୟ

ରୁଷିଆକୁ ବୁଦ୍ଧିରେ ଚକମା ଦେଲା ୟୁକ୍ରେନ୍: କାଠ ଭିତରେ ଲୁଚାଇ ଟ୍ରକରେ ଆଣି ଉଡାଇଦେଲେ ୪୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧।୬: ୟୁକ୍ରେନର ସିକ୍ରେଟ ସର୍ଭିସ ରବିବାର ଏକ ଜଟିଳ ଓ ଅତ୍ୟନ୍ତ ଗୋପନୀୟ ଅପରେଶନ କରି ରୁଷିଆ ଅଞ୍ଚଳରେ ଥିବା ଏକାଧିକ ବିମାନ ଘାଟିରେ ୪୧ଟି ରୁଷିଆ ଯୁଦ୍ଧ ବିମାନକୁ କ୍ଷତିଗ୍ରସ୍ତ କରିଛି। ଦୂରତ୍ୱ ସୀମାବଦ୍ଧତାକୁ ଏଡ଼ାଇବା ପାଇଁ ଏକ ଅଭିନବ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବଡ଼ ସ୍ୱୀକାରୋକ୍ତି: ”ମିତ୍ରଦେଶ ମାନେ ଆଉ ଭିକ୍ଷା ଦେବାକୁ ରାଜି ନୁହନ୍ତି”

ନୂଆଦିଲ୍ଲୀ,୧।୬: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ତାଙ୍କ ଦେଶର ଆର୍ଥିକ ସଙ୍କଟକୁ ସ୍ୱୀକାର କରି ଏକ ସ୍ପଷ୍ଟ ବୟାନରେ କହିଛନ୍ତି ଯେ, ଏବେ ନିକଟତମ ମିତ୍ରମାନେ ମଧ୍ୟ ଇସଲାମାବାଦକୁ “ଭିକ୍ଷାପାତ୍ର” ଧରି ବିଶ୍ୱରେ ବୁଲୁଥିବାର ଆଶା କରୁନାହାନ୍ତି। ଭାରତ ସହ ବିବାଦ…

ରୁଷିଆକୁ ବଡ ଝଟକା ଦେଲା ୟୁକ୍ରେନ: ଡ୍ରୋନ୍ ମାରି ଧ୍ବଂସ କଲା ୪୦ଟି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧ା୬: ୟୁକ୍ରେନ ରୁଷିଆର ଚାରୋଟି ପ୍ରମୁଖ ବାୟୁସେନା ଘାଟି ଉପରେ ଏକ ବଡ ଡ୍ରୋନ୍ ଆକ୍ରମଣ କରିଛି, ଯେଉଁଥିରେ ୪୦ରୁ ଅଧିକ ରୁଷୀୟ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବା ଦାବି କରାଯାଇଛି। ୟୁକ୍ରେନର ସୁରକ୍ଷା ସେବା (ଏସବିୟୁ) ଦ୍ୱାରା ଏହି ଆକ୍ରମଣକୁ…

ଶେଖ ହାସିନାଙ୍କୁ ଦିଆଯିବ ମୃତ୍ୟୁଦଣ୍ଡ! ବାଲାଂଦେଶରେ ଏଭଳି ଭାବେ ଚାଲିଛି ରୀତିମତ ଯୋଜନା

ଢାକା,୧।୬: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ମାସରେ ହୋଇଥିବା ଗଣ ବିଦ୍ରୋହକୁ ଦମନ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ମାନବତା ବିରୋଧୀ ଅପରାଧ କରିଥିବାର ଆନୁଷ୍ଠାନିକ ଭାବରେ…

ପାକିସ୍ତାନର ଆଉ ଏକ ଇଲାକା କବଜା କଲା ବାଲୋଚ ଆର୍ମି, ଆଣ୍ଠୁ ମାଡିଲା…

ଇସଲାମବାଦ,୧।୬: ପାକିସ୍ତାନ ସେନା ପାଇଁ ବାଲୁଚ ସେନା ସହିତ ଲଢ଼ିବା ଏକ କଷ୍ଟକର କାମ ହୋଇଗଲାଣି। ବାଲୁଚ ଲିବରେସନ ଆର୍ମି (BLA) ଗୋଟିଏ ପରେ ଗୋଟିଏ ସହର ଏବଂ ସହର ଉପରେ ନିୟନ୍ତ୍ରଣ ଦାବି କରୁଛି। BLA ଦାବି କରିଛି ଯେ…

ଶେଖ୍‌ ହାସିନାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ, ଜାଣନ୍ତୁ କ’ଣ ଅଭିଯୋଗ ଆଣିଥିଲେ ୟୁନୁସ୍‌ ସରକାର…

ଢାକା,୧ା୬: ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ଗଣ ବିଦ୍ରୋହ ସମୟରେ ମାନବତା ବିରୋଧୀ ଅପରାଧ ପାଇଁ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ଆନୁଷ୍ଠାନିକ ଭାବରେ ଅଭିଯୁକ୍ତ କରିଛି। ପ୍ରସକ୍ୟୁସନ ରବିବାର ଚାର୍ଜଶିଟ୍‌ ଦାଖଲ କରିଛି। ଏକ ରିପୋର୍ଟ ଅନୁଯାୟୀ,…

ଭାରତ ବର୍ଡରକୁ ଯାଆନ୍ତୁନି…ଚେତାବନୀ ଦେଲା ଚାଇନା; ପୁଣି ହେବ କି ଯୁଦ୍ଧ?

ବେଜିଂ,୧।୬: ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ମଧ୍ୟରେ, ଚାଇନା ତାର ନାଗରିକମାନଙ୍କ ପ୍ରତି ଏକ ବଡ଼ ସତର୍କତା ଜାରି କରିଛି। ନେପାଳରେ ଥିବା ଚୀନ ଦୂତାବାସ ଚୀନ ନାଗରିକମାନଙ୍କୁ ଭାରତ-ନେପାଳ ସୀମା ନିକଟକୁ ଯିବାରୁ ନିବୃତ୍ତ ରହିବାକୁ…

ପାକିସ୍ତାନ ସହ ବଡ଼ ଡିଲ୍‌ କରିବେ ଟ୍ରମ୍ପ, ଏଥର ଭାରତକୁ ନେଇ କହିଦେଲେ ବଡ଼କଥା

ଓ୍ବାଶିଂଟନ, ୧।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ପାକିସ୍ତାନୀ ଅଧିକାରୀମାନେ ଆଗାମୀ ସପ୍ତାହରେ ଆମେରିକା ଆସୁଛନ୍ତି ବାଣିଜ୍ୟ ଆଲୋଚନା ପାଇଁ। ଏହା ସହିତ ସେ କହିଛନ୍ତି ଯେ ଆମେରିକା ଭାରତ ସହିତ ଏକ ବାଣିଜ୍ୟ ଚୁକ୍ତି ବହୁତ…

ତାଲିବାନ ଷ୍ଟାଇଲରେ ପାକିସ୍ତାନକୁ କବଜା କରିବ ବାଲୋଚ ଆର୍ମି? ଜୋର ଧରିଲା ଚର୍ଚ୍ଚା

ଇସଲାମବାଦ,୧।୬: ପାକିସ୍ତାନ ଆଜିକାଲି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱରେ ଅସ୍ତବ୍ୟସ୍ତ ହୋଗଲାଣି। ତେବେ ବେଲୁଚିସ୍ତାନ ଏବଂ ସିନ୍ଧ ପ୍ରଦେଶକୁ ପୃଥକ ଦେଶ ଘୋଷଣା କରିବାକୁ ଦାବି ବୃଦ୍ଧି ପାଉଛି। ପ୍ରତିଦିନ ହଜାର ହଜାର ଲୋକ ପାକିସ୍ତାନର ରାସ୍ତାରେ ପ୍ରତିବାଦ କରୁଛନ୍ତି, ଯାହା ଫଳରେ ଗୃହଯୁଦ୍ଧର…

ଯୁଦ୍ଧବେଳେ ଚାଇନା ଠାରୁ ଟଙ୍କା ନେବା ନେଇ ସାଂଘାତିକ ଖୁଲାସା କଲେ ଶେହବାଜ! କହିଲେ…

ଇସଲାମବାଦ,୧।୬: ପାକିସ୍ତାନର ଭିକ ମାଗିବାର ଏକ ପୁରୁଣା ଅଭ୍ୟାସ ଅଛି। ସାରା ବିଶ୍ୱ ସମୟ ସମୟରେ ଦେଖୁଛି ଯେ ହାତରେ ଭିକ୍ଷା ପାତ୍ର ନେଇ କିପରି ଭିକ୍ଷା ମାଗୁଛି। କେତେବେଳେ ସାହାଯ୍ୟ ମିଳେ ଏବଂ କେତେବେଳେ ଏହି ଭିକ୍ଷା ସାହାଯ୍ୟ ବହୁତ…

ସିନ୍ଧୁ ଜଳ ଚୁକ୍ତିକୁ ନେଇ ସାଂଘାତିକ ଖୁଲାସା କଲା ଭାରତ, କହିଲା ଯୁଦ୍ଧବେଳେ…

ନୂଆଦିଲ୍ଲୀ,୧।୬: ଭାରତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସିନ୍ଧୁ ଜଳ ସନ୍ଧି (ଆଇଡବ୍ଲୁଟି) ସମ୍ପର୍କିତ ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛି। ଭାରତର ପରିବେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ କହିଛନ୍ତି ଯେ ପାକିସ୍ତାନ ନିଜେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ…

ଥରୁର୍‌ଙ୍କ ପାଇଁ ସାବାଡ ହେଲା କଲମ୍ବିଆ, ପ୍ରତ୍ୟାହାର କଲା ପାକିସ୍ତାନକୁ ଦେଇଥିବା…

ବୋଗୋଟା,୩୧ା୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକିସ୍ତାନରେ ଲୋକଙ୍କ ମୃତ୍ୟୁ ପାଇଁ କଲମ୍ବିଆ ଇସ୍‌ଲାମାବାଦକୁ ହୃଦୟଭରା ସାନ୍ତ୍ୱନା ଜଣାଇଥିଲା। କଂଗ୍ରେସ ଏମ୍‌ପି ଶଶୀ ଥରୁରଙ୍କ ନେତୃତ୍ୱରେ ବହୁଦଳୀୟ ସଂସଦୀୟ ପ୍ରତିନିଧି ମଣ୍ଡଳୀ ପାକିସ୍ତାନର ସୀମାପାର ଆତଙ୍କବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?